Latest Odisha News

BREAKING NEWS

Browsing Category

ଫିଚର

ସାଜିଦଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବେ ଆହାନ

ମୁମ୍ବାଇ: ସାଜିଦ ନାଡିୟାଡୱାଲାଙ୍କ ତଡପରେ ଧମାକାଦାର ଷ୍ଟାଇଲରେ ବଲିଉଡରେ ପାଦ ଥାପିଥିଲେ ସୁନୀଲ ସେଟ୍ଟୀଙ୍କ ପୁତ୍ର ଆହାନ । ତେଲୁଗୁ ଫିଲ୍ମ ଆରଏକ୍ସ ୧୦୦ର ହିନ୍ଦର ରିମେକ ତଡପ ବ୍ୟବସାୟୀ ଦୃଷ୍ଟିକୋଣରୁ ସେତେଟା ବଡ ହିଟ ହୋଇ ନ ଥିଲେ ମଧ୍ୟ ଆହାନ ପ୍ରଭାବିତ କରିଥିଲେ । ବଲିଉଡ ହଙ୍ଗାମାରେ…

ଲୁଧିଆନା କୋର୍ଟ ବିସ୍ଫୋରଣ ଘଟଣାରେ ମାଷ୍ଟରମାଇଣ୍ଡ ଯଶବିନ୍ଦର ସିଂ ମୁଲତାନି ଗିରଫ

ଚଣ୍ଡିଗଡ଼ : ଲୁଧିଆନା କୋର୍ଟ ବିସ୍ଫୋରଣ ଘଟଣାରେ ଗିରଫ ହୋଇଛି ମାଷ୍ଟରମାଇଣ୍ଡ ଯଶବିନ୍ଦର ସିଂ ମୁଲତାନି । ଖଲିସ୍ତାନୀ ଆତଙ୍କବାଦ ଯୋଜନାରେ ସମ୍ପୃକ୍ତ ଯଶବିନ୍ଦରକୁ ଜର୍ମାନୀରୁ ଗିରଫ କରାଯାଇଛି । ସେ ପଞ୍ଜାବ, ମୁମ୍ବାଇ ଓ ଦେଶର ଅନ୍ୟାନ୍ୟ ସ୍ଥାନରେ ଆତଙ୍କୀ ହମଲା କରିବାକୁ ଯୋଜନା କରିଥିବା…

୩୫୧ ପ୍ରତିରକ୍ଷା ଉପକରଣ ଆମଦାନୀ ଉପରେ ଲଗାଗଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ୩୫୧ ପ୍ରତିରକ୍ଷା ଉପକରଣ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଭାରତକୁ ସାମରିକ ଏବଂ ଯନ୍ତ୍ରପାତି ଉତ୍ପାଦନର କେନ୍ଦ୍ର କରିବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ…

ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଓ କୁଆପଥର ମାଡ଼

ଭୁୁବନେଶ୍ୱର: ଆସନ୍ତା ୧୬ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା । ଭାରତୀୟ ପାଣିପାଗ ବିଭାଗ ଏନେଇ ବୁଧବାର ସୂଚନା ଦେଇଛି ଯେ, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଏବଂ ମୟୁରଭଞ୍ଜର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ…

ଶେଷ ହେଲା ଲଖିମପୁର ଖେରି ହିଂସା ଘଟଣାର ତଦନ୍ତ, ସପ୍ତାହ ମଧ୍ୟରେ ଚାର୍ଜସିଟ ଦାଖଲ କରିବ ଏସଆଇଟି

ଉତ୍ତରପ୍ରଦେଶ : ବହୁଚର୍ଚ୍ଚିତ ଲଖିମପୁର ଖେରି ହିଂସା ଘଟଣାର ଶେଷ ହୋଇଛି ତଦନ୍ତ ପ୍ରକ୍ରିୟା । ଏକ ସପ୍ତାହ ମଧ୍ୟରେ ଚାର୍ଜସିଟ ଦାଖଲ କରିବ ଏସଆଇଟି । ଗତ ଅକ୍ଟୋବର ୩ ତାରିଖରେ ଘଟିଥିବା ଏହି ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ…

ଭାରତର ୨୦୨୨ କ୍ରିକେଟ କାର୍ଯ୍ୟସୂଚୀ

ପୁରୀ: ୨୦୨୨ ପାଇଁ ଭାରତର ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ଘୋଷିତ । ଭାରତ ପାଇଁ ଏଥର ଟି୨୦ ବିଶ୍ୱକପ ଜିତିବା ସୁଯୋଗ ମଧ୍ୟ ରହିଛି । ଜାନୁୟାରୀ: ଡିସେମ୍ବର ୨୬ରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହୋଇଯାଇଛି । ଜାନୁୟାରୀ ବାକି ଥିବା ୨ ଟେଷ୍ଟ ଏବଂ ଦିନିକିଆ ସିରିଜ…

ଦିନିକିଆ ନୂଆପଡା ଗସ୍ତରେ ମନ୍ତ୍ରୀ ଟୁକୁନି ସାହୁ

ନୂଆପଡା : ଦିନିକିଆ ନୂଆପଡା ଗସ୍ତରେ ମନ୍ତ୍ରୀ ଟୁକୁନି ସାହୁ । ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଦିନିକିଆ ନୂଆପଡା ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ସହ ଶୁଭ ଉଦଘାଟନ କରିଛନ୍ତି ।ଆଜି ପ୍ରଥମେ ଶ୍ରୀମତି ସାହୁ ନୂଆପଡା ଜିଲ୍ଲା ଖଡିଆଳ…

ପୀୟୁଷ ଜୈନଙ୍କ ରିୟଲ ଲାଇଫ ଉପରେ ନିର୍ମିତ ହେବ ରେଡ ୨

ମୁମ୍ବାଇ: ଅତର ବ୍ୟବସାୟୀ ପୀୟୂଷ ଜୈନଙ୍କ ଜୀବନ ଉପରେ ନିର୍ମିତ ହେବ ଫିଲ୍ମ । ବଲିଉଡର ପ୍ରତିଷ୍ଠିତ ନିର୍ମାତା କୁମାର ମଙ୍ଗତ ପାଠକ ବୁଧବାର ଏ ନେଇ ଘୋଷଣା କରିଛନ୍ତି । କାଶୀ ଫିଲ୍ମ ଉତ୍ସବରେ ଯୋଗଦେବା ଅବସରରେ ସେ କହିଥିଲେ ଖୁବ ଶୀଘ୍ର ରେଡ ୨ ଫିଲ୍ମ ଆରମ୍ଭ ହେବ । ଅଜୟ ଦେବଗାନ ଅଭିନୀତ ରେଡ…

ବଲିଉଡ଼ରେ କରୋନା: ଅର୍ଜୁନ କପୁର କରୋନା ପଜିଟିଭ, ମଲାଇକାଙ୍କ ହେବ ଟେଷ୍ଟ

ମୁମ୍ବାଇ: ବଲିଉଡ଼କୁ ଫେରିଛି କରୋନା ସଂକ୍ରମଣ । ଅର୍ଜୁନ କପୁର ଓ ତାଙ୍କ ଭଉଣୀ ଅଂଶୁଲା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ ଆସିବା ପରେ ଦୁଇଜଣ କ୍ୱାରେଣ୍ଟାଇନରେ ରହିଛନ୍ତି । ମଲାଇକା ଅରୋରାଙ୍କ ମଧ୍ୟ ପୁଣି କରୋନା ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି । ତାଙ୍କ ସମ୍ପର୍କରେ…

ହାପି ବାର୍ଥ ଡେ’ ଟ୍ୱିଙ୍କଲ , ଅକ୍ଷୟଙ୍କ ସହ ମାଳଦୀପରେ ଚାଲିଛି ସ୍ପେଶାଲ ସେଲିବ୍ରେସନ

ମୁମ୍ବାଇ : ଆଜି ବଲିଉଡ ଆକ୍ଟ୍ରିସ୍ ଟ୍ୱିଙ୍କଲ ଖାନ୍ନାଙ୍କ ବର୍ଥ ଡେ । ୪୮ ବର୍ଷ ବୟସରେ ପ୍ରଦାର୍ପଣ କରିଛନ୍ତି ଟ୍ୱିଙ୍କଲ ଖାନ୍ନା । ଏନେଇ ବଲିଉଡ ଜଗତରୁ ଟ୍ୱିଙ୍କଲଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ଏଥର ବର୍ଥ ଡେ କୁ ଟ୍ୱିଙ୍କଲ ହବି ଅକ୍ଷୟ କୁମାରଙ୍କ ସହ ସେଲିବ୍ରେସନ କରୁଛନ୍ତି ।…