Latest Odisha News

BREAKING NEWS

Browsing Category

ଫିଚର

ଓଡ଼ିଶାରେ କରୋନାର ଲମ୍ବା ଡିଆଁ: ଏକାଥରକେ ୬୮୦ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନା ମାରିଛି ଲମ୍ବା ଲମ୍ଫ । ଏକାଥରକ ସଂକ୍ରମିତଙ୍କ ସଂଖ୍ୟା ୬୦୦ ପାର । ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୮୦ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୪୨୪ । ଦୈନିକ ସଂକ୍ରମଣ ପାଖାପାଖି ଅଢ଼େଇ ଶହ ବଢ଼ିଛି । ଆଜି ୧୮ ବର୍ଷ ଭିତରେ ୧୧୯ ଜଣ ସଂକ୍ରମିତ…

ତପସ୍ୱିନୀ-ସୁମିତ ବିବାଦ: ଆଜି ରାୟ ଶୁଣାଇବେ ଗଞ୍ଜାମ ଜିଲ୍ଲା ଦୌରା ଜଜ୍ କୋର୍ଟ

ବ୍ରହ୍ମପୁର: କେବେ ତୁଟିବ ବ୍ରହ୍ମପୁରର ଡାକ୍ତର ସୁମିତ ଓ ପତ୍ନୀ ତପସ୍ୱିନୀଙ୍କ ପାରିବାରିକ ବିବାଦ ? କେଉଁଠି ରହିବେ ତପସ୍ୱିନୀ ? ଆଜି ରାୟ ଶୁଣାଇବେ ଗଞ୍ଜାମ ଜିଲ୍ଲା ଦୌରା ଜଜ୍ କୋର୍ଟ । ପୂର୍ବରୁ ଡିସେମ୍ୱର ୨୭ ତାରିଖରେ ସୁମିତ ଓ ତପସ୍ୱିନୀଙ୍କ ପକ୍ଷରୁ ଦାୟର ପିଟିସନର ଏକତ୍ର ଶୁଣାଣି…

ଦେଶରୁ ଆଜି ୩୭ ହଜାର କରୋନା ପଜିଟିଭ୍, ୧୦% ବଢ଼ିଲା ଦୈନିକ କେସ୍

ନୂଆଦିଲ୍ଲୀ: ଦେଶରେ କରୋନା ମାରଛି ଲମ୍ବା ଲମ୍ଫ । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୭ହଜାର ୩୭୯ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୩୩ହଜାରରୁ ଅଧିକ । ଅର୍ଥାତ୍ ଗତକାଲି ଅପେକ୍ଷା ୨୪ ଘଣ୍ଟାରେ ସଂକ୍ରମଣ ୧୦ ପ୍ରତିଶତ…

ଚିଲିକାରେ ପକ୍ଷୀ ଗଣନା, ୨୧ଟି ଟିମ୍ ସାମିଲ

ବାଲୁଗାଁ(ଖୋର୍ଦ୍ଧା): ଚିଲିକାକୁ ଏବର୍ଷ କେତେ ପକ୍ଷୀ ଆସିଛନ୍ତି । ଆଜିଠୁ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଏଥିରେ ୨୧ଟି ଟିମରେ ଶହେରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି । ୬୦ ଜଣ ଗାଇଡ୍ ସାମିଲ ଅଛନ୍ତି । ୧୯ଟି ଟିମ୍ ଚିଲିକା ଜଳରାଶି ଭିତରେ ଓ ୧ଟି ଗଣନାକାରୀ ଟିମ୍ ତଟବର୍ତ୍ତୀ ଅଞ୍ଚଳରେ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ କରୋନା ପଜିଟିଭ୍

ନୂଆଦିଲ୍ଲୀ: କରୋନାରେ ସଂକ୍ରମିତ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି କେଜ୍ରିଓ୍ୱାଲ୍ । ସେ ଏବେ ହୋମ୍ ଆଇସୋଲେସନରେ ଅଛନ୍ତି । ତାଙ୍କ ପାଖରେ କରୋନାର ସ୍ୱଳ୍ପ ଲକ୍ଷଣ ଦେଖାଦେଇଛି…

ବଦଳିଲେ ସମ୍ବଲପୁର ଜିଲ୍ଲାପାଳ

ଭୁବନେଶ୍ବର : ଆଇଏଏସ ସ୍ତରରେ ପୁଣି ହୋଇଛି ଅଦଳବଦଳ । ବଦଳିଲେ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା । ତାଙ୍କୁ କୃଷି ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ରାଉରକେଲା ମହାନଗର ନିଗମର କମିଶନର ଥିବା ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ସମ୍ବଲପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି…

ଜୋହାନ୍ସବର୍ଗରେ ଅଜବ ସଂଯୋଗ: ୬ ମ୍ୟାଚରେ ୬ ଅଧିନାୟକ

ଜୋହାନ୍ସବର୍ଗ: ଜୋହାନ୍ସବର୍ଗର ୱାଣ୍ଡର୍ସ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଖେଳାଯାଉଛି । ତେବେ ଏହି ମ୍ୟାଚରେ ଏକ ଅଦ୍ଭୁତ ସଂଯୋଗ ଦେଖିବାକୁ ମିଳିଛି । ଏଠାରେ ଭାରତ ୬ଟି ମ୍ୟାଚ ଖେଳିଛି ଏବଂ ପ୍ରତ୍ୟେକ ମ୍ୟାଚରେ ଅଲଗା ଅଲଗା ଅଧିନାୟକ ଦାୟିତ୍ୱ…

ଶ୍ରୀନଗର ପୋଲିସ ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଭୁବନେଶ୍ୱର: ଆତଙ୍କବାଦୀଙ୍କ କାଳ ସାଜିଛି ଶ୍ରୀନଗର ପୋଲିସ । ଆଜି ହରୱାନ୍ ଅଂଚଳରେ ପୋଲିସ ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲେ । ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଲସ୍କର-ଏ-ତୋଏବାର ଜଣେ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଥିବା ସୂଚନା ମିଳିଛି । ନିହତ ଆତଙ୍କବାଦୀ ଜଣକ କୁଖ୍ୟାତ ତଥା…

ଆଇସୋଲେଶନରେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ୱାଡ୍ରା ନିଜକୁ ଆଇସୋଲେଟ କରିଛନ୍ତି । ପ୍ରିୟଙ୍କାଙ୍କ ପରିବାରର ଜଣେ ସଦସ୍ୟ ଏବଂ ଷ୍ଟାଫ କରୋନା ସଂକ୍ରମିତ ହୋଇଛନ୍ତି । ପ୍ରିୟଙ୍କାଙ୍କ ସମେତ ଅନ୍ୟ ସଦସ୍ୟମାନଙ୍କ କୋଭିଡ ରିପୋର୍ଟ ନେଗେଟିଭ ଆସିଛି । ତେବେ କିଏ ସଂକ୍ରମିତ ହୋଇଛନ୍ତି ତାହା…

ଏମ୍‌ସ ଭୁବନେଶ୍ବରରେ ୧୫-୧୮ ବର୍ଷ ବୟସର ପିଲାଙ୍କୁ ଟିକାକରଣ

ଭୁବନେଶ୍ବର : ଯୁବଗୋଷ୍ଠୀଙ୍କୁ କରୋନା ମହାମାରୀ କବଳରୁ ସୁରକ୍ଷିତ ରଖିବା ପାଇଁ ଆଜିଠାରୁ ଏମ୍‌ସ ଭୁବନେଶ୍ବରରେ ୧୫-୧୮ ବର୍ଷ ବୟସର କିଶୋରଙ୍କ ପାଇଁ ଆରମ୍ଭ ହୋଇଛି ଟିକାକରଣ ଅଭିଯାନ । ଏମ୍‌ସ ଭୁବନେଶ୍ବରରେ ପରିସରରେ ଆଜି ଆରମ୍ଭ ହୋଇଥିଲା ଟିକାକରଣ । ଟିକା ନେବାକୁ ୧୫-୧୮ ବର୍ଷ ବୟସ…