Latest Odisha News

BREAKING NEWS

Browsing Category

ଫିଚର

ଗୋପାଳପୁରରେ ସ୍ଥାପିତ ହେବ ଗ୍ଲୋବାଲ୍ ସ୍କେଲ୍ ଟେକ୍ନିକାଲ୍ ଆମୋନିୟମ୍ ନାଇଟ୍ରେଟ୍ ପ୍ଲାଣ୍ଟ

ବ୍ରହ୍ମପୁର : ଗୋପାଳପୁରରେ ସ୍ଥାପିତ ହେବ ଗ୍ଲୋବାଲ୍ ସ୍କେଲ୍ ଟେକ୍ନିକାଲ୍ ଆମୋନିୟମ୍ ନାଇଟ୍ରେଟ୍ ପ୍ଲାଣ୍ଟ । ଏହି ପ୍ଲାଣ୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ହେବାକୁ ଥିବା ଏହି ପ୍ରକଳ୍ପରେ ପ୍ରାୟ ୨୨୦୦ କୋଟି ଟଙ୍କା ବିନିଯୋଗ ହେବ । ପ୍ରକଳ୍ପରେ ପର୍ଯ୍ୟାୟକ୍ରମେ…

ରାଜ୍ୟଗୋଷ୍ଠୀ ୱେଟଲିଫ୍ଟିଂ ଚାମ୍ପିୟନଶିପ: ଓଡିଶାର ଝିଲ୍ଲୀ ଦଳବେହେରାଙ୍କୁ ୩ ପଦକ

ଭୁବନେଶ୍ୱର: ଉଜବେକିସ୍ତାନର ତାସକେଂଟରେ ଚାଲିଥିବା ରାଜ୍ୟଗୋଷ୍ଠୀ ୱେଟଲିଫ୍ଟିଂ ଚାମ୍ପିୟନଶିପରେ କୀର୍ତିମାନ ରଚିଛନ୍ତି ଓଡିଶାର ଝିଲ୍ଲୀ ଦଳବେହେରା । ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ମୟୁରଭଂଜର ଝିଲ୍ଲୀ ଏହି ପ୍ରତିଯୋଗିତାରେ ଗୋଟିଏ ସ୍ୱର୍ଣ୍ଣ ଏବଂ ୨ଟି ରୌପ୍ୟ ପଦକ ହାସଲ କରିଛନ୍ତି ।…

ଡିସେମ୍ବର ୧୧ରୁ କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ ଭାରତ୍ତୋଳନ ପ୍ରତିଯୋଗିତା

ଭୁବନେଶ୍ବର : ଆସନ୍ତା ୧୧ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ରାଜ୍ୟ ଭାରତ୍ତୋଳନ ପ୍ରତିଯୋଗିତା । ଓଡ଼ିଶା ଭାରାତ୍ତୋଳନ ସଙ୍ଘ ଓ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି । ଡିସେମ୍ବର ୧୧ ଓ ୧୨ ତାରିଖ ଦୁଇ ଦିନ…

ପ୍ରତ୍ୟାହୃତ ହେଲା କୃଷକ ଆନ୍ଦୋଳନ, ୧୧ରୁ ଘରକୁ ଫେରିବେ ଚାଷୀ

ନୂଆଦିଲ୍ଲୀ : ଦିଲ୍ଲୀ ସୀମାରୁ ହଟିଲା ଚାଷୀ ଆନ୍ଦୋଳନ । ଆସନ୍ତା ୧୧ ତାରିଖରେ ଘରକୁ ଫେରିବେ ଚାଷୀ । ଏନେଇ ଘୋଷଣା କରିଛି ମିଳିତ କୃଷକ ମୋର୍ଚ୍ଚା । ଦୀର୍ଘ ବର୍ଷେ ଧରି ଚାଲିଥିବା କୃଷକ ଆନ୍ଦୋଳନ ଶେଷରେ ପ୍ରତ୍ୟାହୃତ ହୋଇଛି । ସରକାର ଲିଖିତ ଭାବେ ଚାଷୀଙ୍କ ସବୁ ଦାବି ମାନିବାକୁ ରାଜି…

ବିଜୟ ହଜାରେ ଟ୍ରଫି: ଓଡିଶାର କ୍ରମାଗତ ଦ୍ୱିତୀୟ ବିଜୟ

ଭୁବନେଶ୍ୱର: ଚଳିତ ବିଜୟ ହଜାରେ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ ଓଡିଶା କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଗୁରୁବାର ଅନୁଷ୍ଠିତ ମୁକାବିଲାରେ ଓଡିଶା ୩ ୱିକେଟରେ ଗୁଜରାଟକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଗୁଜରାଟ କଥନ ପଟେଲଙ୍କ ୧୩୦ ରନ ସହାୟତାରେ ୫୦ ଓଭରରେ ୯ ୱିକେଟ ହରାଇ…

ସିଡିଏସ୍ ବିପିନ୍ ରାୱତଙ୍କ ମୃତ୍ୟୁରେ ଉଲ୍ଲସିତ ଯୁବକ ପୋଲିସ ହାତରେ ଗିରଫ

ଭୁବନେଶ୍ୱର: ସିଡିଏସ୍ ବିପିନ ରାୱତ ଓ ତାଙ୍କ ସ୍ତ୍ରୀଙ୍କ ସମେତ ଅନ୍ୟ ୧୨ଜଣଙ୍କ ମୃତ୍ୟୁ ନେଇ ସାରା ଭାରତ ମର୍ମାହତ । ଏପରିକି ଦେଶ ବାହାରୁ ମଧ୍ୟ ଶୋକବାର୍ତ୍ତାର ସୁଅ ଛୁଟିଛି । ଏପରି ସ୍ଥିତିରେ ଜଣେ ଭାରତୀୟ ବିପିନଙ୍କ ମୃତ୍ୟୁ ନେଇ ସୋସିଆଲ ମିଡିଆରେ ନିଜ ଖୁସୀ ଜାହିର କରିଥିଲା । ଏହି ଘଟଣା…

ଓମିକ୍ରନକୁ ନେଇ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ବର : ଚିନ୍ତା ବଢ଼ାଇଲାଣି ନୂଆ ଭାରିଆଣ୍ଟ ଓମିକ୍ରନ୍ । ଦେଶରେ ସଂକ୍ରମଣ ବଢୁଥିବା ବେଳେ, ଭାରିଆଣ୍ଟକୁ ନେଇ ଉଚ୍ଚସ୍ତରୀୟ ବୈଠକ ହୋଇଛି । ରାଜ୍ୟ ସରକାରଙ୍କ ସହ ଏନେଇ ଆଲୋଚନା କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଏଯାଏଁ ବିଦେଶରୁ ରାଜ୍ୟକୁ ବର୍ତ୍ତମାନ ସୁଦ୍ଧା ୧୧୩୪…

ଆସନ୍ତାବର୍ଷ ମାର୍ଚ୍ଚରେ ଆସିବ ଓମିକ୍ରନ ବିନାଶକାରୀ ଟିକା

ନୂଆଦିଲ୍ଲୀ : ଆସନ୍ତାବର୍ଷ ମାର୍ଚ୍ଚରେ ଆସିବ ଓମିକ୍ରନ ବିନାଶକାରୀ ଟିକା । ଓମିକ୍ରନର ମୁକାବିଲା ଲାଗି ଫାଇଜରର ତିନିଟି ଟିକା ସକ୍ଷମ ହେବ ବୋଲି କହିଛି କମ୍ପାନୀ । ଜର୍ମାନୀ ଓ ଆମେରିକାର ମିଳିତ ଉଦ୍ୟମରେ ପ୍ରସ୍ତୁତ ଫାଇଜର-ବାୟୋଏନଟେକ୍ ପକ୍ଷରୁ କୁହାଯାଇଛି ଯେ, ଫାଇଜରର ଦୁଇଟି ଡୋଜ ଓମିକ୍ରନ…

କୋହଲି-ଅନୁଷ୍କାଙ୍କ ଝିଅ ଜନ୍ମ ମେସେଜ ଟ୍ୱିଟରରେ ସଂଗ୍ରହ କରିଛି ସର୍ବାଧିକ ଲାଇକ

ମୁମ୍ବାଇ: ମାଇକ୍ରୋ ବ୍ଲଗିଂଗ ସାଇଟ ଟୁଇଟର ୨୦୨୧ର ଲୋକପ୍ରିୟ ଟ୍ୱିଟ ତାଲିକା ଜାରୀ କରିଛି । ଏଥିରେ ପ୍ରଥମ ସ୍ଥାନରେ ରହିଛି କ୍ରିକେଟର ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ସେମାନଙ୍କ ଝିଅ ଭାମିକା ଜନ୍ମ ହେବା ପରେ କରିଥିବା ଟ୍ୱିଟ । ଏହାକୁ ପ୍ରାୟ ୫.୪ ଲକ୍ଷ ଲୋକ ଲାଇକ କରିଥିବା ବେଳେ…

ନିଜକୁ ଗୁଳି ମାରି ଆତ୍ମହତ୍ୟା କଲେ ଆନ୍ତର୍ଜାତୀୟ ଶୁଟର ଖୁସସିରିତ

ଫରିଦକୋଟ: ଆନ୍ତର୍ଜାତୀୟ ଶୁଟର ୧୭ ବର୍ଷୀୟା ଖୁସସିରିତ କୌର ଗୁରୁବାର ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । କୌଣସି ସୁଇସାଇଡ ନୋଟ ମିଳି ନ ଥିଲେ ମଧ୍ୟ ପରିବାରବର୍ଗ ସେ ଆତ୍ମହତ୍ୟା କରିଥିବା ସୂଚନା ଦେଇଛନ୍ତି । ପୋଲିସ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଦେଇଛି । ପାଠପଢ଼ା ଏବଂ ଶୁଟିଂ ଅଭ୍ୟାସ…