Latest Odisha News

BREAKING NEWS

Browsing Category

ଫିଚର

ନିଜକୁ ଗୁଳି ମାରି ଆତ୍ମହତ୍ୟା କଲେ ଆନ୍ତର୍ଜାତୀୟ ଶୁଟର ଖୁସସିରିତ

ଫରିଦକୋଟ: ଆନ୍ତର୍ଜାତୀୟ ଶୁଟର ୧୭ ବର୍ଷୀୟା ଖୁସସିରିତ କୌର ଗୁରୁବାର ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । କୌଣସି ସୁଇସାଇଡ ନୋଟ ମିଳି ନ ଥିଲେ ମଧ୍ୟ ପରିବାରବର୍ଗ ସେ ଆତ୍ମହତ୍ୟା କରିଥିବା ସୂଚନା ଦେଇଛନ୍ତି । ପୋଲିସ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଦେଇଛି । ପାଠପଢ଼ା ଏବଂ ଶୁଟିଂ ଅଭ୍ୟାସ…

ପଶ୍ଚିମବଙ୍ଗରେ ସରକାରୀ ଚାକିରି ପାଇଁ ବଙ୍ଗଳା ଜାଣଥିବା ଆବଶ୍ୟକ ବୋଲି କହିଲେ ମମତା ବାନାର୍ଜୀ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେଉଁମାନେ ଭଲକରି ବଙ୍ଗାଳୀ କହିପାରିବେ ଓ ବଙ୍ଗଳା ଜାଣିଛନ୍ତି ସେମାନଙ୍କୁ ସରକାରୀ ଚାକିରି ମିଳିବ। କହିବାକୁ ଗଲେ ଯେଉଁମାନେ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ସାମାନଙ୍କ ମଧ୍ୟରୁ ବଙ୍ଗଳା ଭାଷା ଜାଣିଥିବା…

ଶୀତକାଳୀନ ଅଲିମ୍ପିକ୍ସ: କୂଟନୈତିକ ବହିଷ୍କାର କରିଥିବା ଦେଶକୁ ଧମକ ଦେଲା ଚୀନ

ବେଜିଂ: ୨୦୨୨ ବେଜିଂ ଶୀତକାଳନୀ ଅଲିମ୍ପିକ୍ସରେ କୂଟନୈତିକ ବହିଷ୍କାର କରିଥିବା ଦେଶଗୁଡିକୁ ଗୁରୁବାର ଚୀନ ଧମକ ଦେଇଛି । ଆମେରିକା, ଗ୍ରେଟ ବ୍ରିଟେନ, ଅଷ୍ଟ୍ରେଲିଆ ଓ କାନାଡା ବହିଷ୍କାର ଘୋଷଣା କରି ସାରିଛନ୍ତି । ଯେଉଁମାନେ ଶୀତାକାଳୀନ ଅଲିମ୍ପିକ୍ସକୁ ବହିଷ୍କାର କରିଛନ୍ତି ସେମାନଙ୍କୁ ବହୁତ…

ବସ୍ ଡ୍ରାଇଭରକୁ ହେଲା ହୃଦଘାତ, ମୃତ୍ୟୁ ପୂର୍ବରୁ ବଞ୍ଚାଇଲେ ୩୦ ଯାତ୍ରୀଙ୍କ ଜୀବନ

ମଦୁରାଇ: ବସ ଚାଳକ ଗାଡ଼ି ଚଳାଉଥିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ହୃଦଘାତ ହେବା ପୂର୍ବରୁ ସେ ଠିକ୍ ସମୟରେ ବସ ଅଟକାଇ ୩୦ଜଣ ଯାତ୍ରୀଙ୍କ ଜୀବନ ରକ୍ଷା କରିବାରେ ବସ ଚାଳକ ସଫଳ ହୋଇଥିଲେ । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ତାମିଲନାଡ଼ୁ ମଦୁରାଇରେ । ୪୪ବର୍ଷୀୟ ଏମ୍.…

ଆଇପିଏଲରେ ରୋହିତଙ୍କୁ ବଡ ଦାୟିତ୍ୱ ଦେବାକୁ ଚାହୁଁଥିଲେ ଗିଲକ୍ରିଷ୍ଟ: ପ୍ରଜ୍ଞାନ ଓଝା

ଭୁବନେଶ୍ୱର: ବିରାଟ କୋହଲିଙ୍କ ଆଗରୁ ରୋହିତ ଶର୍ମା ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ଦୀର୍ଘ ଦିନ ପରେ ରୋହିତ ଏବେ ଟିମ ଇଣ୍ଡିଆ ଟି୨୦ ଏବଂ ଦିନିକିଆ ଦଳର ଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି । ରୋହିତଙ୍କ ଦକ୍ଷତା ନେଇ ଭାରତର ପୂର୍ବତନ କ୍ରିକେଟର ତଥା ଓଡିଆ ଖେଳାଳି ପ୍ରଜ୍ଞାନ…

ରାଜ୍ୟରେ ପାଗ କୋହଲା ରହିବା ସହ କିଛି ଜିଲ୍ଲାରେ ଝିପ ଝିପ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ପାଗ କୋହଲା ରହିଛି । କିଛି ଜିଲ୍ଲାରେ ଝିପି ଝିପ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ସହ ହାଲୁକା ଥଣ୍ଡା ପବନ ବୋହିବ। ଆଜି ସକାଳୁ ମଧ୍ୟ କିଛି ସ୍ଥାନରେ ଝିପି ଝିପି ବର୍ଷା ଜାରି ରହିଛି। ଏହା ସହ କିଛି ଜିଲ୍ଲାରେ ଆଗାମୀ ୩ ଘଣ୍ଟା…

[ଭିଡିଓ] ମିଳିଲା ଦୁର୍ଘଟଣାଗ୍ରସ୍ତ AFMi17V5 ହେଲିକପ୍ଟରର ବ୍ଲାକ ବକ୍ସ

ଭବନେଶ୍ୱର: ଗତକାଲି ତାମିଲନାଡୁ କୁନ୍ନରୁ ହେଲିକପ୍ଟର ଦୁର୍ଘଟଣାରେ ୧୩ ଜଣ ପ୍ରାଣ ହରାଇଥିଲେ । ସେବେଠୁ ଦୁର୍ଘଟଣାର କାରଣ ଜାଣିବାକୁ ଜାରି ରହିଛି ଅହରହ ତଦନ୍ତ । ଶେଷରେ ତଦନ୍ତ ପ୍ରକ୍ରିୟା ଆଉ ପାଦେ ଆଗେଇଛି । ମିଳିଛି ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ବ୍ଲାକ ବକ୍ସ ଡାଟା ରେକର୍ଡର୍ ।…

କୁଏତରୁ ଫେରିଥିବା ଯାଜପୁରର ଦୁଇଜଣ କରୋନା ସଂକ୍ରମିତ

ଯାଜପୁର: କୁଏତରୁ ଫେରିଥିବା ଯାଜପୁର ଜିଲ୍ଲାର ଦୁଇଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ବଡ଼ଚଣା ଓ ଅନ୍ୟ ଜଣେ ବରୀ ଅଞ୍ଚଳର ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଗତ ନଭେମ୍ବର ୨୬ତାରିଖରେ ସେମାନେ କୁଏତରୁ ଭାରତକୁ ଆସିଥିଲେ । ସେମାନଙ୍କର ଆରଟିପିସିଆର ଟେଷ୍ଟ…

୧୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ , ସ୍ଥିତି ଅନୁଧ୍ୟାନ କଲେ ନଗର ଉନ୍ନୟନ ମନ୍ତ୍ରୀ

କଟକ :  ଆସନ୍ତା ୧୩ ତାରିଖରେ କଟକ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ମାର୍ଡ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ କଟକ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଗୁଆ…

ଦୁବାଇ ଫେରନ୍ତା କରୋନା ପିଜିଟଭ୍ ଚିହ୍ନଟ, ଓମିକ୍ରନକୁ ନେଇ ବଢ଼ିଲା ଭୟ

ଗଞ୍ଜାମ : ସାରା ବିଶ୍ୱ ବାସୀଙ୍କୁ ଘାରିଛି କରୋନା ଓ ଓମିକ୍ରନ ଭୟ। ହେଲେ ଦୁବାଇରୁ ଫେରିଥିବା ଜଣେ ବ୍ୟକ୍ତି କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ବ୍ୟକ୍ତି ଜଣକ ରାଉରକେଲାର। ସେ ଗଞ୍ଜାମ ଭଞ୍ଜନଗର ଲଣ୍ଡେଇ ସାହିର ନିଜ ବନ୍ଧୁଙ୍କ ଘରକୁ ବୁଲିବାକୁ ଯାଇଥିଲେ ଏହି ସମୟରେ ତାଙ୍କ ରିପୋର୍ଟ…