Latest Odisha News

BREAKING NEWS

Browsing Category

ଫିଚର

ରହସ୍ୟମୟ ଢଙ୍ଗରେ ମିର୍ଜାପୁର ଫେମ୍ ଅଭିନେତା ବ୍ରହ୍ମା ମିଶ୍ରାଙ୍କ ମୃତ୍ୟୁ

ମୁମ୍ବାଇ: ଆଉ ନାହାଁନ୍ତି ଫିଲ୍ମ ଅଭିନେତା ବ୍ରହ୍ମା ମିଶ୍ରା । ଅନେକ ବଲିଉଡ ଫିଲ୍ମରେ ସେ ଛୋଟଛୋଟ କିର୍ଦାରରେ ଦର୍ଶକଙ୍କ ସାମ୍ନାକୁ ଆସିଥିଲେ । ହେଲେ ଖାସ କରି ମାଂଝୀ: ଦ ମାଉଣ୍ଟେନ୍ ମ୍ୟାନ୍ ଭଳି ଫିଲ୍ମ ଓ ମିର୍ଜାପୁର ୱେବ୍ ସିରିଜରେ ସେ ଖୁବ ଲୋକପ୍ରିୟତା ହାସଲ କରିଥିଲେ । ଆଜି ଭର୍ସୋଭା…

ଅଯୋଧ୍ୟାକୁ ବମରେ ଉଡାଇଦେବା ନେଇ ଧମକ

ଅଯୋଧ୍ୟା: ମହାପ୍ରଭୁ ଶ୍ରୀରାମଙ୍କ ନଗର ଅଯୋଧ୍ୟାକୁ ବମରେ ଉଡାଇଦେବା ନେଇ ଧମକ ଆସିଛି । ସୋସିଆଲ ମିଡିଆରେ ଏହି ଧମକ ଆସିବା ପରେ ସୁରକ୍ଷା ଏଜେନ୍ସି ଓ ସ୍ଥାନୀୟ ପ୍ରଶାସନ ଏହାକୁ ହାଲକାରେ ନେଇ ନାହାନ୍ତି । ସୁରକ୍ଷାକର୍ମୀଙ୍କୁ ଏ ନେଇ ସମ୍ପୂର୍ଣ୍ଣ ଭାବେ ଆଲର୍ଟ ରହିବାକୁ କୁହାଯାଇଛି ।…

ପ୍ରଶାନ୍ତ କଂଗ୍ରେସ ଉପରେ ଅଶାନ୍ତ

ନୂଆଦିଲ୍ଲୀ: ମମତା ବାନାର୍ଜୀଙ୍କ ପରେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ସବୁବେଳେ ବିରୋଧୀ ଦଳର ମୁଖ୍ୟ ପାର୍ଟି ହେବାର ବରଦାନ କଂଗ୍ରେସକୁ ମିଳି ନାହିଁ । ୧୦ ବର୍ଷ ମଧ୍ୟରେ କଂଗ୍ରେସ ୯୦ ପ୍ରତିଶତ ନିର୍ବାଚନରେ ପରାଜୟବରଣ କରିଛି ବୋଲି ସେ କହିଛନ୍ତି ।…

ଅସହ୍ୟ ଋଣଭାର, ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଦିବ୍ୟାଙ୍ଗ ଯୁବକ

ଯାଜପୁର: ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଆବେଦନ କଲେ ଯାଜପୁର ଜିଲ୍ଲାର ଜଣେ ଦିବ୍ୟାଙ୍ଗ ଯୁବକ । ବ୍ୟବସାୟ ପାଇଁ ଋଣ ଆଣି ବିଫଳ ହେବାରୁ କିଛି ଏପରି ନିଷ୍ପତ୍ତି ନେଇଛନ୍ତି ରାକେଶ ଦାସ । ଏହି ଘଟଣା କେବଳ ଯାଜପୁର ନୁହେଁ ବରଂ ସାରା ଓଡିଶାରେ ଆଲୋଡନ ସୃଷ୍ଟି କରିଛି । ବିଂଝାରପୁର…

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ , ୩ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର:ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍ଗ ବିରୁଦ୍ଧରେ ରାଜ୍ୟ ସରକାରଙ୍କ କଠୋର ଆଭିମୁଖ୍ୟ ଜାରି । ୩ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର। ଜଣେ ଆରଆଇ ଚାକିରୀରୁ ବହିଷ୍କୃତ କରାଯାଇଛି। ଦୁଇ ଜଣ ପୂର୍ବତନ ଅଧିକାରୀଙ୍କ ପେନସନକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି। ।…

ଦିଲ୍ଲୀରେ ପ୍ରଦୂଷଣ ବଢ଼ୁଥିବାରୁ ଆସନ୍ତାକାଲିଠାରୁ ସମସ୍ତ ସ୍କୁଲ ବନ୍ଦ

ଦିଲ୍ଲୀ : ଆସନ୍ତା କାଲିଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଦିଲ୍ଲୀରେ ସ୍କୁଲ କଲେଜ ବନ୍ଦ ରହିବ । ଦିଲ୍ଲୀରେ ଦିନକୁ ଦିନ ପ୍ରଦୂଷଣ ବଢ଼ୁଥିବାରୁ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏଁ ଦିଲ୍ଲୀରେ ସମସ୍ତ ସ୍କୁଲ କଲେଜ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି। ଏନେଇ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି…

‘ଗଦର -୨’ ସୁଟିଂ ଆରମ୍ଭ, ୨୦ ବର୍ଷ ପରେ ପୁଣି ଏକାଠି ନଜର ଆସିବେ ସନ୍ନି-ଅମିଷା

ମୁମ୍ବାଇ : ଦୀର୍ଘ ୨୦ ବର୍ଷ ପରେ ପୁଣି ପରଦାରେ ଦେଖିବାକୁ ମିଳିବ ‘ଗଦର-୨’। ଏହି ଫିଲ୍ମରେ ପୁଣି ସନ୍ନି ଦେଓଲ ଓ ଅମିଷା ପଟଲେ ନଜର ଆସିବେ।  ଫିଲ୍ମ ର ସୁଟିଂ ଆରମ୍ଭ ହୋଇଯାଇଛି। ସୁଟିଂ ସଟରେ ଆଜି ସନ୍ନି ଓ ଅମୀଷାଙ୍କୁ ଦେଖିବାକୁ ମିଳିଥିଲା। ପ୍ରଥମେ ‘ଗଦର’ ଏକ ପ୍ରେମ କଥା ସିନେମା ୧୯୪୭…

ମୋଷ୍ଟ ଓ୍ୱାଣ୍ଟେଡ୍ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର

ଭୁବନେଶ୍ୱର: ନିଶା ବେପେରୀ ଅନୀଲ ପାଣ୍ଡିକୁ ମୋଷ୍ଟ ଓ୍ୱାଣ୍ଡେଡ୍ ଘୋଷଣା କଲା ଏସଟିଏଫ୍ । ତାକୁ ଧରାଇ ଦେଲେ କିମ୍ବା ତା ସମ୍ପର୍କରେ ସୂଚନା ଦେଲେ ମିଳିବ ପୁରସ୍କାର ରାଶି । ଅନୀଲ ବିଷୟରେ ଖବର ଦେବା ପାଇଁ ଜାରି ହୋଇଛି ମୋବାଇଲ୍ ନମ୍ବର । ଏହି ମୋବାଇଲ୍ ନମ୍ବର ହେଲା ୭୮୯୪୪୨୩୬୧୦ ।…

ଅଞ୍ଜୁଙ୍କୁ ମିଳିବ ୱାର୍ଲ୍ଡ ଆଥଲେଟିକ୍ସ ଓମ୍ୟାନ ଅଫ ଦି ଇୟର ପୁରସ୍କାର

ନୂଆଦିଲ୍ଲୀ: ଭାରତର ମହାନ ଆଥଲେଟ ଅଞ୍ଜୁ ବବି ଜର୍ଜଙ୍କୁ ୱାର୍ଲ୍ଡ ଆଥଲେଟିକ୍ସ ପକ୍ଷରୁ ବର୍ଷର ଶ୍ରେଷ୍ଠ ମହିଳା ଆଥଲେଟ ପୁରସ୍କାର ପାଇଁ ଚୟନ କରାଯାଇଛି । ଭାରତରେ ମହିଳା ଆଥଲେଟଙ୍କ ପାଇଁ ସେ ପ୍ରେରଣା ସାଜିଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ୨୦୦୫ ମୋନାକୋ ଆଇଏଏଏଫ ୱାର୍ଲ୍ଡ…

ଓଡ଼ିଶାକୁ ଓମିକ୍ରନ୍ ରିସ୍କ ଦେଶରୁ ଫେରିଛନ୍ତି ୩୮୦ ଜଣ

ଭୁବନେଶ୍ୱର: କରୋନାର ନୂଆ ଷ୍ଟ୍ରେନ୍ ଓମିକ୍ରନକୁ ନେଇ ସାରା ବିଶ୍ୱ ଛାନିଆ ହୋଇଥିବା ବେଳେ ଓଡ଼ିଶାରେ ଚିନ୍ତା ବଢ଼ିଲାଣି । ଓମିକ୍ରନ୍ ରିସ୍କ ଦେଶରୁ ରାଜ୍ୟକୁ ଫେରିଛନ୍ତି ୩୮୦ ଜଣ । ୨୮ ତାରିଖ ସୁଦ୍ଧା ଓଡ଼ିଶାକୁ ଆସିଛନ୍ତି ୨୨୪ ଜଣ । ଏହାପରେ ୨୯ ତାରିଖରେ ଆସିଛନ୍ତି ଆଉ ୧୫୬ ଜଣ ।…