Latest Odisha News

BREAKING NEWS

Browsing Category

ଫିଚର

କାଲିଠୁ ୨ ଦିନ ଶିମିଳିପାଳ ବନ୍ଦ

ବାରିପଦା: ଆସନ୍ତାକାଲିଠୁ ୨ ଦିନ ବନ୍ଦ ରହିବ ଶିମିଳିପାଳ । ୪ ଓ ୫ ତାରିଖ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଜାତୀୟ ପ୍ରାଣୀ ଉଦ୍ୟାନ ।  ସମ୍ଭାବ୍ୟ ବାତ୍ୟା ଜଓ୍ୱାଦକୁ ଦୃଷ୍ଟିରେ ରଖି ବନ୍ଦ ଘୋଷଣା କରିଛନ୍ତି କର୍ତ୍ତୃପକ୍ଷ । ଏହାପରେ କେବେ ଖୋଲିବ ସୂଚନା ଦିଆଯିବ । ବାତ୍ୟା ଜଓ୍ୱାଦ ଓଡ଼ିଶା…

ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଖେଳିବେନି ଇଶାନ୍ତ-ଆଜିଙ୍କ୍ୟ-ଜାଡେଜା

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆକୁ ଝଟକା । ଖେଳିବେନି ଆଜିଙ୍କ୍ୟ ରାହାଣେ, ଇଶାନ୍ତ ଶର୍ମା ଓ ରବୀନ୍ଦ୍ର ଜାଡେଜା । ଆହତ କାରଣରୁ ତିନି ଜଣ ବାଦ ପଡ଼ିଛନ୍ତି । ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ମୁମ୍ବାଇର ଓ୍ୱାଙ୍ଖଡେରେ…

୧୨ଘଣ୍ଟାରେ ବାତ୍ୟା, ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେଲା ଅବପାତ

ଭୁବନେଶ୍ୱର: ଆସନ୍ତା ୧୨ଘଣ୍ଟାରେ ବାତ୍ୟା । ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେଲା ଅବପାତ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସକାଳ ୫ଟା ୩୦ରେ ଗଭୀର ଅବପାତ ରୂପ ନେଇଛି ଅବପାତ । ଅଧିକ ଘନୀଭୂତ ହୋଇ ୧୨ଘଣ୍ଟାରେ ବାତ୍ୟାର ରୂପ ନେବା ସମ୍ଭାବନା । ଏନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ…

ଆସୁଛି ବାତ୍ୟା: ପ୍ରବଳ ବର୍ଷା ସମ୍ଭାବନା, ଜୋରରେ ବହିବ ପବନ

ଭୁବନେଶ୍ୱର: ଆସୁଛି ବାତ୍ୟା । ଆଜି ବାତ୍ୟାର ରୂପ ନେବ ବଙ୍ଗୋପସାଗରରେ ଘନିଭୂତ ହୋଇଥିବା ଅବପାତ । ଏହି ଅବପାତ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ବାତ୍ୟାର ରୂପ ନେବ । ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୮୫୦କିଲୋମିଟର ଦୂରରେ ରହିଛି । ୪ତାରିଖ ସକାଳ…

ବିଜୟ ହଜାରେ ଟ୍ରଫି ପାଇଁ ଓଡିଶା ଦଳ ଘୋଷିତ: ଶୁଭ୍ରାଂଶୁ ଅଧିନାୟକ, ଫେରିଲେ ବିପ୍ଲବ

ଭୁବନେଶ୍ୱର: ବିଜୟ ହଜାରେ ଟ୍ରଫି ପାଇଁ ଆଜି ଓସିଏ ଚୟନ କମିଟି ଅଧ୍ୟକ୍ଷ ପ୍ରଭଞ୍ଜନ ମଲ୍ଲିକ ୨୧ ଜଣିଆ ଓଡିଶା ଦଳ ଘୋଷଣା କରିଛନ୍ତି । ରାଜେଶ ଧୂପରଙ୍କ ସ୍ଥାନରେ ଶୁଭ୍ରାଂଶୁ ସେନାପତିଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଦଳକୁ ଫେରିଛନ୍ତି ଅଲରାଉଣ୍ଡର ବିପ୍ଲବ ସାମନ୍ତରାୟ । ୨…

ତଡପ ଫିଲ୍ମ ନେଇ ବଢ଼ିଛି ଦର୍ଶକଙ୍କ ଉତ୍କଣ୍ଠା, ଉତ୍ସାହଜନକ ଆଡଭାନ୍ସ ବୁକିଂ

ମୁମ୍ବାଇ: ବଲିଉଡ ଅଭିନେତା ସୁନୀଲ ସେଟ୍ଟୀଙ୍କ ପୁତ୍ର ଅହାନ ଏବଂ ତାରା ସୁତାରିୟାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ତଡପ ଡିସେମ୍ବର ୩ରେ ରିଲିଜ ହେବ । ଦର୍ଶକଙ୍କ ଏହି ଫିଲ୍ମ ପ୍ରତି ଉତ୍କଣ୍ଠା ରହିଥିବା ଜଣାପଡିଛି । ମଙ୍ଗଳବାର ବିଭିନ୍ନ ୱେବସାଇଟରେ ପ୍ରକାଶିତ ଖବର ଅନୁସାରେ ଏହାର ଆଡଭାନ୍ସ ବୁକିଂ…

କୋଭିଡ୍ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅନ୍ୟରାଜ୍ୟ ପାଇଁ ଉଦାହରଣ ପାଲଟିଛି : ସାଂସଦ ଅଚ୍ୟୁତ ସାମନ୍ତ

ନୂଆଦିଲ୍ଲୀ : ସଂସଦରେ କୋଭିଡ ସମ୍ପର୍କରେ ଆଲୋଚନା କଲେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ। କୋଭିଡ୍ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅନ୍ୟରାଜ୍ୟ ପାଇଁ ଉଦାହରଣ ପାଲଟିଛି ବୋଲି ଅଚ୍ୟୁତ ସାମନ୍ତ ଲୋକସଭାରେ କହିଛନ୍ତି। ଉତ୍ତମ କୋଭିଡ୍‍ ପରିଚାଳନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶା…

ବାତ୍ୟା ଜୱାଦ ମୁକାବିଲା ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ : ସମ୍ଭାବ୍ୟ ବାତ୍ୟା ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ଓଡିଶା ଓ ଆନ୍ଧ୍ର ଉପରେ ଏହାର ପ୍ରଭାବ ଓ ମୁକାବିଲା ନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଲୋକମାନଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ…

ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ବର୍ଷା ଆଶଙ୍କା

ମୁମ୍ବାଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଗୁରୁବାରଠାରୁ ମୁମ୍ବାଇର ୱାଙ୍ଖେଡଠାରେ ଦ୍ୱିତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ଆରମ୍ଭ ହେବ । ବିରାଟ କୋହଲି ବିଶ୍ରାମ ପରେ ଏହି ମ୍ୟାଚରେ ପଡିଆକୁ ଫେରୁଛନ୍ତି । ତେବେ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିବସରେ ବର୍ଷା ଆଶଙ୍କା ରହିଛି । ବୁଧବାର ବର୍ଷା ହେବା…

ମମିତା ହତ୍ୟାକାଣ୍ଡ ଘଟଣା : ୯ ଡିସେମ୍ବରରେ ବିଧାନସଭା ଘେରିବ ବିଜେପି ଯୁବ ମୋର୍ଚ୍ଚା

ଭୁବନେଶ୍ୱର : ୯ ଡିସେମ୍ବରରେ ବିଧାନସଭା ଘେରାଉ କରିବ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ।ମମିତା ହତ୍ୟା ଘଟଣାରେ ଯେପର୍ଯ୍ୟନ୍ତ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ଗିରଫ ସହ ବହିଷ୍କାର କରାଯାଇନାହିଁ । ଯୁବ ମୋର୍ଚ୍ଚା ଆନ୍ଦୋଳନକୁ ଆହୁରି ତୀବ୍ରତର କରିବ । …