Latest Odisha News

BREAKING NEWS

Browsing Category

ଫିଚର

୪୦ ବର୍ଷରୁ କମ୍ ବୟସ୍କଙ୍କୁ ଆଟାକ୍ କରୁଛି ଓମିକ୍ରନ୍ !

ନୂଆଦିଲ୍ଲୀ: କରୋନାର ନୂଆ ଷ୍ଟ୍ରେନ୍ ଓମିକ୍ରନକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ । ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ ହୋଇଥିଲା । ଏବେ ୨୦ରୁ ଅଧିକ ଦେଶରୁ ନୂଆ ଭାରିଆଣ୍ଟ ଜନିତ କେସ୍ ସାମନାକୁ ଆସିଛି । ଅଧିକ ଗବେଷଣା ଚଳାଇଛନ୍ତି ବୈଜ୍ଞାନିକ । କେତେ ସଂକ୍ରାମକ ଓ ପ୍ରାଣଘାତୀ ଓମିକ୍ରନ୍…

୧୧ ଦିନରେ ପହଁଞ୍ଚିଲା ତପସ୍ୱିନୀଙ୍କ ଧାରଣା ,ଆଜି ମାମଲାର ଶୁଣାଣି

ବ୍ରହ୍ମପୁର : ଶ୍ୱଶୁର ଘର ସାମ୍ନାରେ ବୋହୁ ଧାରଣା ଦେବା ଘଟଣା । ଆଜିକୁ ୧୧ ଦିନରେ ପହଁଚିଛି ତପସ୍ୱିନୀ ଦାସଙ୍କ ଧାରଣା । ତପସ୍ୱିନୀଙ୍କ ଗୋଟିଏ ଜିଦ୍ ସ୍ୱାମୀଙ୍କ ସହ ରହିବି। ହେଲେ ଆଜି ଏହି ମାମଲାର ଏସଡିଜେଏମ୍ କୋର୍ଟରେ ଶୁଣାଣି ହେବାର ରହିଛି । ଏହା ସହ ଛାଡପତ୍ର ନିମନ୍ତେ ସ୍ୱାମୀ କୋର୍ଟରେ…

ଦକ୍ଷିଣ ଆଫ୍ରିକା ଗସ୍ତ ଘୁଂଚାଇବା ଲକ୍ଷ୍ୟରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଓମିକ୍ରନ ଭ୍ୟାରିଂଆଟର ବିପଦକୁ ଦେଖି ଏବେ ବି ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ନେଇ କୌଣସି ରୂପରେଖ ଚୂଡାନ୍ତ ହୋଇପାରି ନାହିଁ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏହି ଗସ୍ତକୁ ବାତିଲ ନ କରି ଘୁଂଚାଇବା ଲକ୍ଷ୍ୟରେ ରହିଛି । ଅବଶ୍ୟ ଏ ନେଇ କୌଣସି ଅଫିସିଆଲ ବୟାନ…

୩୩ ଛାତ୍ରଛାତ୍ରୀ ପଜିଟିଭ୍ ପରେ ଢେଙ୍କାନାଳରେ +୨ ଆବାସିକ କଲେଜ ସିଲ୍

ଢେଙ୍କାନାଳ: ଶିକ୍ଷାନୁଷ୍ଠାନରେ ପୁଣି ଚିନ୍ତା ବଢ଼ାଇଛି କରୋନା ସଂକ୍ରମଣ । ୩୩ ଛାତ୍ରଛାତ୍ରୀ ସଂକ୍ରମିତ ଚିହ୍ନଟ ପରେ ଢେଙ୍କାନାଳ ସହରର କୁଞ୍ଜକାନ୍ତ ସ୍ଥିତ ଯୁକ୍ତ ଦୁଇ ଆବାସିକ କଲେଜ ସିଲ୍ । କଲେଜ ସହ ହଷ୍ଟେଲ ବିଲଡିଂକୁ ସିଲ୍ କରିଛି ଢେଙ୍କାନାଳ ପୌର ପ୍ରଶାସନ । ତାଗିଦ ସତ୍ତ୍ୱେ ପିଲାମାନେ…

ଫର୍ଚୁନ ଇଣ୍ଡିଆ ଶକ୍ତିଶାଳୀ ମହିଳା: ଶୀର୍ଷରେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଫର୍ଚୁନ ଇଣ୍ଡିଆ ଦେଶର ୫୦ ଶକ୍ତିଶାଳୀ ମହିଳାଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣମଣ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିପରି ହୁ ବୈଜ୍ଞାନିକ…

ବିଧାନସଭାରେ ମମିତା ତାତି: ଅପରାହ୍ଣ ୪ଟା ଯାଏ ଗୃହ ମୁଲତବି

ଭୁବନେଶ୍ୱର: ବିଧାନସଭାରେ ଆଜି ପୁଣି ଉଠିଲା ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗ । ଗୃହ କାର୍ୟ୍ୟ ଆରମ୍ଭ ହେବା କ୍ଷଣି ଉଭୟ ବିଜେପି ଓ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲେ । ହୋହଲ୍ଲା ଭିତରେ ମାତ୍ର ୧୫ ସେକେଣ୍ଡ ଭିତରେ ଗୃହକୁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି । ଅପରାହ୍ଣ…

ସମ୍ଭାବ୍ୟ ବାତ୍ୟାର ସମୀକ୍ଷା କଲେ କ୍ୟାବିନେଟ୍ ସଚିବ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଆସୁଛି ସମ୍ଭାବ୍ୟ ବାତ୍ୟା ଜଓ୍ୱାଦ୍ । ଆଜି ଡିପ୍ରେସନ୍ ହେବ । କାଲି ହୋଇପାରେ ବାତ୍ୟା । କେଉଁଠି ଲାଣ୍ଡଫଲ୍ କରିବ ସ୍ପଷ୍ଟ ହୋଇନି । ତାପୂର୍ବରୁ ମୁକାବିଲା ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ସମ୍ଭାବ୍ୟ ବାତ୍ୟାର ସମୀକ୍ଷା କରିଛନ୍ତି କ୍ୟାବିନେଟ୍ ସଚିବ ରାଜୀବ…

ଆଜିଠାରୁ ନକ୍ସଲଙ୍କ PLGA ସପ୍ତାହ, ମାଓ ଇଲାକାରେ ସୁରକ୍ଷା କଡ଼ାକଡ଼ି

ମାଲକାନଗିରି: ଆଜିଠାରୁ ପିଏଲଜିଏ ସପ୍ତାହ ପାଳନ କରୁଛନ୍ତି ମାଓବାଦୀ । ଆସନ୍ତା ୮ତାରିଖ ଯାଏ ଏହି ସପ୍ତାହ ପାଳନ କରିବାକୁ ଦୁର୍ଗମ ଅଞ୍ଚଳରେ ପୋଷ୍ଟର ବ୍ୟାନର ଲଗାଇ ଆହ୍ୱାନ ଦେଇଛି ଲାଲବାହିନୀ । ପିଏଲଜିଏ ସପ୍ତାହକୁ ଦୃଷ୍ଟିରେ ରଖି ରାଜ୍ୟର ମାଓବାଦୀ ଅଧ୍ୟୁଷିତ ଜିଲ୍ଲାରେ ସୁରକ୍ଷା କଡ଼ାକଡ଼ି…

ବାତ୍ୟା ପ୍ରଭାବରେ କେଉଁଠି କେତେ ପବନ ବହିବ ? ଜାଣନ୍ତୁ

ଭୁବନେଶ୍ୱର: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଜଓ୍ୱାଦ ସାଙ୍ଗରେ ନେଇ ଆସିବ ପ୍ରବଳ ବର୍ଷା ପବନ । ଉପକୂଳ ଆଡ଼କୁ ଅଗ୍ରସର ବେଳେ ଆରମ୍ଭ ହେବ ବର୍ଷା ପବନ । ଲଘୁଚାପ ଅବପାତ ରୂପ ନେବା ବେଳେ ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୫୦-୬୦ କିଲୋମିଟର ବେଗରେ…

ଆସୁଛି ବାତ୍ୟା: ଆଜି ସ୍ପଷ୍ଟ ହେବ କୁଆଡ଼େ ଯିବ ‘ଜଓ୍ୱାଦ୍’

ଭୁବନେଶ୍ୱର: ବଙ୍ଗୋପସାଗରରେ ଆସୁଛି ବାତ୍ୟା । ଆଣ୍ଡାମାନ ସାଗରରେ ସକ୍ରିୟ ଲଘୁଚାପ ଆଜି ଅବପାତରେ ପରିଣତ ହୋଇପାରେ । ଆସନ୍ତାକାଲି ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇପାରେ ବାତ୍ୟା । ଏହାର ନାଁ ରହିବ ଜଓ୍ୱାଦ । ସାଇକ୍ଲୋନ ହେବା ପରେ ଉପକୂଳ ମୁହାଁ ହେବ । ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି…