Latest Odisha News

BREAKING NEWS

Browsing Category

ଫିଚର

୭ମ ଥର ପାଇଁ ବ୍ୟାଲନ ଡିଓର ପୁରସ୍କାର ଜିତିଲେ ମେସି

ନୂଆଦିଲ୍ଲୀ: ଆର୍ଜେଂଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସୀ କ୍ୟାରିୟରରେ ୭ମ ଥର ପାଇଁ ସମ୍ମାନଜନକ ବ୍ୟାଲନ ଡିଓର ପୁରସ୍କାର ଜିତିଛନ୍ତି । ଏହା ପୂର୍ବରୁ ସେ ୨୦୦୯, ୨୦୧୦, ୨୦୧୧, ୨୦୧୨, ୨୦୧୫ ଓ ୨୦୧୯ରେ ଏହି ପୁରସ୍କାର ଜିତି ସାରିଛନ୍ତି । ଗତ ସିଜନରେ ମେସି ବାର୍ସିଲୋନା ପାଇଁ ୪୮…

ଆସିଲା ଡିସେମ୍ବର ଗାଇଡଲାଇନ୍, ଜିରୋ ନାଇଟ୍ ସେଲିବ୍ରେସନ ମନା

ଭୁବନେଶ୍ବର : କରୋନା ଭୂତାଣୁକୁ ନେଇ ଭୟ ଥମି ନଥିବା ବେଳେ, ଏବେ ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କିତ ହେଲେଣି ଲୋକେ । ଏଭଳି ସ୍ଥିତିରେ ରାଜ୍ୟରେ ଲାଗୁ ହୋଇଛି ଡିସେମ୍ବର ମାସର କୋଭିଡ ଗାଇଡଲାଇନ୍ । ନୂଆ ଗାଇଡଲାଇନ ଅନୁସାରେ ଜିରୋ ନାଇଟ୍ ସେଲିବ୍ରେସନକୁ ମନା କରାଯାଇଛି । ଏନେଇ…

ରାଉରକେଲାରେ ନିର୍ମଣାଧୀନ ହକି ଷ୍ଟାଡିୟମର ଅନୁଧ୍ୟାନ କଲେ କ୍ରୀଡ଼ା ମନ୍ତ୍ରୀ ଓ ସଚିବ

ରାଉରକେଲା : ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ବିର୍ସା ମୁଣ୍ଡା ଫୁଟବଲ ଷ୍ଟାଡିୟମ ଏବଂ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା । ତାଙ୍କ ସହ କ୍ରୀଡ଼ା ଓ ଯୁବ ସେବା ବିଭାଗର…

ଆସନ୍ତାକାଲିଠୁ କୋଣାର୍କ ମହୋତ୍ସବ, ଅନୁଷ୍ଠିତ ହେଲା ସାଇକ୍ଲୋଥନ୍

କୋଣାର୍କ : ଆସନ୍ତାକାଲିଠୁ ଆରମ୍ଭ ହେବ କୋଣାର୍କ ମହୋତ୍ସବ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜୋରଦାର ପ୍ରସ୍ତୁତି କରିଛି ପର୍ଯ୍ୟଟନ ବିଭାଗ । ଏହି ଅବସରରେ କୋଣାର୍କ ପ୍ରେସ କ୍ଲବ ପକ୍ଷରୁ ‘ମୋ କୋଣାର୍କ, ମୋ ଗର୍ବ’ ବାର୍ତ୍ତା ନେଇ ସାଇକ୍ଲୋଥନ୍ ଅନୁଷ୍ଠିତ ହୋଇଛି । କୋଣାର୍କ…

ତାଲିବାନ କ୍ଷମତାକୁ ଆସିବା ପରେ କୁଆଡେ ଗଲେ ୧୦୦ରୁ ଊର୍ଦ୍ଧ୍ୱ ପୋଲିସ ଅଫିସର!

କାବୁଲ: ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ୧୦୦ରୁ ଊର୍ଦ୍ଧ୍ୱ ପୋଲିସ ଓ ଗୋଇନ୍ଦା ଅଫିସର ନିଖୋଜ ଅଛନ୍ତି । ସେମାନଙ୍କୁ ତାଲିବାନୀମାନେ ମାରି ଦେଇଥିବା ଆଶଙ୍କା କରାଯାଉଛି । ହ୍ୟୁମାନ୍ସ ରାଇଟ ୱାଚ ମଙ୍ଗଳବାର ଏକ ରିପୋର୍ଟରେ ଏହା ଉଲ୍ଲେଖ କରିଛି । ସମୂହ ଆତ୍ମସମର୍ପଣ ପରେ…

କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ‘କୁ ନେଇ ସାରା ବିଶ୍ବରେ ଆତଙ୍କ

ନୂଆଦିଲ୍ଲୀ : କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ‘କୁ ନେଇ ସାରା ବିଶ୍ବରେ ଆତଙ୍କ । ଅଧିକାଂଶ ଦେଶରେ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇ ସାରିଥିବା ବେଳେ, ବିଭିନ୍ନ ଦେଶରେ ଲକଡାଉନ ଭଳି କଟକଣା ଲାଗୁ କରାଯାଇଛି । କରୋନା ଟିକାର ଦୁଇଟି ଡୋଜ୍ ନେଇ ସାରିଥିବା ଲୋକମାନେ ମଧ୍ୟ ଏହି ଭାରିଆଣ୍ଟରେ…

ସମ୍ବାଦପତ୍ର ହକର୍‌ ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସମ୍ବାଦ ପତ୍ର ହକର ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ସୂଚନା ଓ ସମ୍ବାଦ ପ୍ରସାରଣରେ ହକର୍‌ ମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଖରା, ବର୍ଷା, ଶୀତ ସବୁ ସମୟରେ ସୂର୍ଯ୍ୟୋଦୟ ପୂର୍ବରୁ ସେମାନଙ୍କର ଆରମ୍ଭ ହୋଇଥାଏ କର୍ମମୟ ଜୀବନ ।…

ଚନ୍ଦ୍ରରେ ଏତେ ମାତ୍ରାରେ ଅମ୍ଳଜାନ ଅଛି ଯେ, ଏକ ଲକ୍ଷ ବର୍ଷ ପର୍ଯ୍ୟନ୍ତ ଲୋକମାନଙ୍କ ଚାହିଦା ପୂରଣ କରିବ !

ନୂଆଦିଲ୍ଲୀ: ପୃଥିବୀ ବ୍ୟତୀତ ଆଉ କେଉଁଠାରେ ଜୀବନଧାରଣ ସମ୍ଭବ ସେ ନେଇ ବୈଜ୍ଞାନିକମାନେ ଗବେଷଣା ଚଲାଇଛନ୍ତ । ଏ ନେଇ ଚନ୍ଦ୍ରପୃଷ୍ଠରୁ ସେମାନଙ୍କୁ ଉତ୍ସାହଜନକ ତଥ୍ୟ ମିଳିଛି । ଚନ୍ଦ୍ରର ଉପରି ଭାଗରେ ଏତେ ମାତ୍ରାରେ ଅମ୍ଳଜାନ ରହିଛି ଯେ, ୮ ବିଲିୟନ ଲୋକ ଏକ ଲକ୍ଷ ବର୍ଷ ପର୍ଯ୍ୟନ୍ତ ନିଶ୍ୱାସ…

ସ୍ୱାସ୍ଥ୍ୟଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ପରାମର୍ଶ: ବୈଠକ ପରେ ଡ଼ାକ୍ତର ରମାରମଣ ମହାନ୍ତିଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ସତର୍କ କଲେ କେନ୍ଦ୍ର ସରକାର । ଆଜି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହିତ ଓମିକ୍ରନ ପ୍ରସଙ୍ଗରେ ବୈଠକ କରିଛନ୍ତି । ବୈଠକ ପରେ ଡ଼ିଏମଇଟି ରମାରମଣ ମହାନ୍ତି କହିଛନ୍ତି, ଯେଉଁମାନେ ଓମିକ୍ରନ ସଂକ୍ରମିତ ଦେଶରୁ ଆସିଛନ୍ତି ସେମାନଙ୍କ ଆରଟିପିସିଆର…

ପୁନର୍ବାର ଘୁଂଚିଲା ରଣବୀର-ଆଲିୟାଙ୍କ ବିବାହ

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କାପୁର ଓ ଆଲିୟା ଭଟ୍ଟଙ୍କ ବିବାହ ତାରିଖ ବାରମ୍ବାର ପରିବର୍ତନ ହେବାରେ ଲାଗିଛି । ରିପୋର୍ଟ ମୁତାବକ ଏବେ ଏହାକୁ ଡିସେମ୍ବର ୨୦୨୨କୁ ଘୁଂଚାଇ ଦିଆଯାଇଛି । ପ୍ରଥମେ ଏହି ଚର୍ଚ୍ଚିତ ଯୋଡି ଡିସେମ୍ବର ୨୦୨୧ରେ ବିବାହ କରିବେ ବୋଲି ସ୍ଥିର ହୋଇଥିଲା । ଏହା ପରେ…