Latest Odisha News

BREAKING NEWS

Browsing Category

ଫିଚର

ଆଇପିଏଲ ୨୦୨୨: ୭ଟି ଟିମ ଷ୍ଟାର ଖେଳାଳିଙ୍କୁ ବଜାୟ ରଖିଲେ !

ମୁମ୍ବାଇ:ଆଇପିଏଲ ୨୦୨୨ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କ୍ରିକଇନଫୋରେ ପ୍ରକାଶିତ ଖବର ଅନୁସାରେ ୭ଟି ଟିମ ସେମାନଙ୍କ ଷ୍ଟାର ଖେଳାଳିଙ୍କୁ ବଜାୟ ରଖିଛନ୍ତି । ତେବେ ଏଥିନେଇ ସେମାନେ ବିଧିବଦ୍ଧ କୌଣସି ଘୋଷଣା କରି ନାହାନ୍ତି । ଚେନ୍ନାଇ ସୁପର କିଙ୍ଗସ: ରବୀନ୍ଦ୍ର…

ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖ ସକାଳେ ଓଡିଶା ଉପକୂଳକୁ ଛୁଇଁବ

ଭୁବନେଶ୍ୱର : ଆସୁଛି ବାତ୍ୟା ‘ଜଓ୍ୱାଦ’ । ଏନେଇ ସ୍ପଷ୍ଟ କରଛି ପାଣିପାଗ କେନ୍ଦ୍ର । ୧୨ ଘଣ୍ଟାରେ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ । ଏହାପରେ ଦୁଇ ତାରିଖ ସୁଦ୍ଧା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଏହା ଅବପାତର ରୂପ ନେବ । ଏହାପରେ ୨୪ ଘଣ୍ଟାରେ ଆହୁରୀ ଘନିଭୂତ ହୋଇ…

ଏସ୍‌ଡିଜେଏମ୍ କୋର୍ଟରେ ହାଜର ହେଲେ ତପସ୍ୱିନୀ

ବ୍ରହ୍ମପୁର :ବ୍ରହ୍ମପୁର ଶ୍ୱଶୁର ଘର ସାମ୍ନାରେ ବୋହୂ ତପସ୍ୱିନୀ ଧାରଣା ଦେବା ଘଟଣା । ଆଜି ପୁଣି ଥରେ କୋର୍ଟରେ ପହଁଚିଛନ୍ତି ବୋହୂ ସପସ୍ୱିନୀ । ସ୍ୱାମୀ ସୁମିତ ସାହୁ ଓ ଶ୍ୱଶୁର ପ୍ରମୋଦ ସାହୁ ମଧ୍ୟ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ପହଁଞ୍ଚିଛନ୍ତି । ନିଜର ହକ୍ ପାଇଁ ୯ ଦିନ ହେବ ଧାରଣାରେ…

ଗତ ୨୪ଘଣ୍ଟାରେ ରାଜ୍ୟରେ ୨୨୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୨୨୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୩୪ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ସ୍ଥାନୀୟ ସଂକ୍ରମଣରୁ ୯୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୩୫ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି…

ଭିମସାରରେ ଆହୁରି ୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ

ସମ୍ବଲପୁର : ବୁର୍ଲା ଭିମସାରରେ ଆହୁରି ୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୭୪ରେ ପହଞ୍ଚିଛି । ଏନେଇ ଭିମସାର କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ଗତ ଶୁକ୍ରବାର ଭିମସାର ଛାତ୍ରଛାତ୍ରୀଙ୍କ କୌଣସି ନୂଆ ସଂକ୍ରମଣ ମାମଲା ସାମ୍ନାକୁ…

[ଭିଡ଼ିଓ]ଘୋଡ଼ାରେ ଚଢ଼ି ସ୍ୱାଭିମାନ ଅଞ୍ଚଳ ବୁଲି ଦେଖିଲେ ପଞ୍ଚାୟତରାଜ ଉପସଚିବ ଓ ପ୍ରକଳ୍ପ ନିର୍ଦ୍ଦେଶକ

ମାଲକାନଗିରି: ଘୋଡ଼ାରେ ଚଢ଼ି ସ୍ୱାଭିମାନ ଅଞ୍ଚଳର ଉନ୍ନୟନ କାର୍ଯ୍ୟ ଦେଖିଲେ ପଞ୍ଚାୟତରାଜ ଉପସଚିବ ତ୍ରିଲୋଚନ ମହାନ୍ତି ଓ ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ । ତାଙ୍କ ସହ ଚିତ୍ରକୋଣ୍ଡା ବିଡ଼ିଓ ରାହୁଲ ମଣ୍ଡଳ, ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗ, ଚିତ୍ରକୋଣ୍ଡା ଏସଡ଼ିପିଓ…

ବିଧାନସଭା ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ପୋଲିସ ଡିଜିପି ଅଭୟ

ଭୁବନେଶ୍ୱର : ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଛି ଶୀତ ଅଧିବେସନ । ଏଥିପାଇଁ ଆଜି ବିଧାନସଭା ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏନେଇ ୩୦ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୧୫୦ ଅଫିସ ର ମୃତୟନ ହୋଇଛନ୍ତି । ବିରୋଧୀମାନେ ବିଭିନ ସମସ୍ୟା ନେଇ ସରକରାଙ୍କୁ ଘେରିବେ ।…

ରାଜ୍ୟସଭା ସାଂସଦଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିବାକୁ ମନା କଲେ ଅଧ୍ୟକ୍ଷ

ନୂଆଦିଲ୍ଲୀ: ରାଜ୍ୟସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ୧୨ଜଣ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଥିଲା । ଏ ନେଇ ବିରୋଧୀମାନେ ଗାନ୍ଧୀ ପ୍ରତିମା ନିକଟରେ ଧାରଣା ଦେଇଥିଲେ । ମଙ୍ଗଳବାର ରାଜ୍ୟସଭାରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ଏମପିଙ୍କ ନିଲମ୍ବନ ପ୍ରସଙ୍ଗ ଉଠାଇବା ସହ ପ୍ରତ୍ୟାହାର କରିବା…

କୋହଲି ଫେରିବେ, ଚୂଡାନ୍ତ ଏକାଦଶରୁ କାହାକୁ ବାଦ ଦିଆଯିବ ନେଇ ଚିନ୍ତାର ଟିମ ଇଣ୍ଡିଆ

ମୁମ୍ବାଇ: ଡିସେମ୍ବର ୩ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁମ୍ବାଇରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ନିୟମିତ ଅଧିନାୟକ ବିରାଟ କୋହଲି ଟିମକୁ ଫେରିବେ । ତେବେ ଚୂଡାନ୍ତ ଏକାଦଶରୁ କାହାକୁ ବାଦ୍ ଦିଆଯିବ ସେ ନେଇ ଟିମ ମ୍ୟାନେଜମେଂଟ ଚିନ୍ତାରେ ପଡିଛି । ପଦାର୍ପଣ…

ମଶାରୀ ଭିତରେ ପଶି ଦେଢ଼ ବର୍ଷର ଶିଶୁକୁ କାମୁଡ଼ିଲା ତମ୍ପ ସାପ

ଯାଜପୁର: ମଶାରୀ ଭିତରେ ପଶି ଦେଢ଼ ବର୍ଷର ଶିଶୁକୁ କାମୁଡ଼ିଲା ତମ୍ପ ସାପ । ଏହିଭଳି ଖବର ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲାରୁ । ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ପହଞ୍ଚି ମଶାରୀ ଭିତରୁ ୩ଫୁଟ ଲମ୍ବର ବିଷଧର ତମ୍ପ ସାପକୁ ଉଦ୍ଧାର କରିଥିଲେ । ଶିଶୁଟିକୁ ଚିକିତ୍ସା ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ…