Latest Odisha News

BREAKING NEWS

Browsing Category

ଫିଚର

ବଙ୍ଗୋମୁଣ୍ଡା ଆଇଆଇସି ବିନୋଦ ନାୟକଙ୍କ ଘରୁ ଲକ୍ଷାଧିକ ଟଙ୍କା ଜବତ

ବଲାଙ୍ଗିର: ଭିଜିଲାନ୍ସା ଜାଲରେ ପଡ଼ିଥିବା ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଆଇଆଇସି ବିନୋଦ ନାୟକଙ୍କ ଘରୁ ଲକ୍ଷାଧିକ ଟଙ୍କା ଜବତ । ତାଙକ୍ ସରକାରୀ ବାସଭବନରୁ ନଗଦ ୩ ଲକ୍ଷ ୮୦ ହଜାର ୯୨୦ ଟଙ୍କା ଜବତ ହୋଇଛି । ଏଯାଏ ତାଙ୍କ ପାଖରୁ ମୋଟ୍ ୫ ଲକ୍ଷ ୮୬ହଜାର ୨୨୦ ଟଙ୍କା ଜବତ କରିଛି ଭିଜିଲାନ୍ସ ।…

ମମିତା ପ୍ରସଙ୍ଗରେ ହୁଲସ୍ତୁଲ ହେବ ବିଧାନସଭା

ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନ ଏଥର କମ୍ପିବ । ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ହାତରେ ମାଳ ମାଳ ପ୍ରସଙ୍ଗ । ବିଶଷ କରି ମମିତା ମେହେର ହତ୍ୟା ମାମଲାରେ ସରକାରଙ୍କୁ ଟାର୍ଗେଟ କରିବେ ବିରୋଧୀ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଘଟଣାର ସିବିଆଇ ତଦନ୍ତ ଦାବିରେ…

ଆଜିଠୁ ବିଧାନସଭା ଶୀତକାଳୀନ ଅଧିବେଶନ: ଆଗତ ହେବ ପ୍ରଥମ ଅତିରିକ୍ତ ବଜେଟ୍

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଆଜି ଅପରାହ୍ଣରେ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଗୃହରେ ଉପସ୍ଥାପନ କରାଯିବ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାକୁ ଆଗତ କରିବେ । ୧୦ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ ହୋଇ ଅତିରିକ୍ତ ବଜେଟ୍ ଗୃହୀତ…

ଭଦ୍ରକରେ ଏନକାଉଣ୍ଟର: ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଭଦ୍ରକ: ସକାଳୁ ସକାଳୁ ଭଦ୍ରକରେ ଏନକାଉଣ୍ଟର । ପୋଲିସ ଗୁଳିରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି । ବରପଦା ନିକଟରେ ସେମାନଙ୍କ ଉପରେ ଏନକାଉଣ୍ଟର କରିଥିଲା ଭଦ୍ରକ ପୋଲିସ । ଆହତ ଦୁଇ ଅପରାଧୀ ହେଲେ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ପ୍ରହଲ୍ଲାଦ ଦାସ ଓ ନୀଳଗିରି ଅଞ୍ଚଳର ସୁଶାନ୍ତ…

ପୋଲିସ କର୍ମଚାରୀଙ୍କ ପାଇଁ ୫୦୪ ସରକାରୀ ଗୃହର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପୋଲିସ କର୍ମଚାରୀଙ୍କ ପାଇଁ ସରକାରୀ ଗୃହର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ରିଜର୍ଭ ପୋଲିସ ଲାଇନ୍ ପଡ଼ିଆରେ ଆଦର୍ଶ ଆରକ୍ଷୀ ପରିବାର ଆବାସ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ମାଣ ହେବାକୁ ଥିବା ବାସଗୃହର ତିନି…

ଆଇଏସଏଲ: ଆରିଡାଇ, ରୋଡାସଙ୍କ ଡବଲ ଗୋଲ ବଳରେ ଇଷ୍ଟବେଙ୍ଗଲକୁ ହରାଇଲା ଓଡିଶା

ଭୁବନେଶ୍ୱର: ଗୋଆର ତିଳକ ମୈଦାନ ଷ୍ଟାଡିୟମରେ ମଙ୍ଗଳବାର ଆଇଏସଏଲର ଏକ ରୋମାଂଚକ ମୁକାବିଲାରେ ଓଡିଶା ଏଫସି ୬-୪ ଗୋଲରେ ଇଷ୍ଟବେଙ୍ଗଲକୁ ପରାସ୍ତ କରିଛି । ଏହା ଓଡିଶାର କ୍ରମାଗତ ଦ୍ୱିତୀୟ ବିଜୟ । ଆରିଡାଇ କାବ୍ରେରା ଓ ହେକ୍ଟର ରୋଡାସଙ୍କ ଡବଲ ଗୋଲ ବଳରେ ଓଡିଶା ଏହି ବିଜୟ ହାସଲ କରିଛି । ରୋଡାସ…

ଭିଜିଲାନ୍ସ ଜାଲରେ ବଙ୍ଗୋମୁଣ୍ଡା ଥାନା ଅଧିକାରୀ

ବଲାଙ୍ଗିର : ଭିଜିଲାନ୍ସ ଜାଲରେ ଥାନା ବାବୁ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପୋଲିସ ଥାନା ଅଧିକାରୀ ବିନୋଦ ବିହାରୀ ନାୟକ ପଡ଼ିଛନ୍ତି ଏବେ ଭିଜିଲାନ୍ସ ଜାଲରେ । କାରରେ ଲକ୍ଷାଧିକ ଟଙ୍କା ନେଇ ଘରକୁ ଯାଉଥିବା ବେଳେ ବିନୋଦ ବିହାରୀଙ୍କୁ କାବୁ କରିଛି ଭିଜିଲାନ୍ସ । ବରଗଡ଼ ଟୋଲ ଗେଟ୍…

୧୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପୁଞ୍ଜି ନିବେଶର ହବ୍‌ ପାଲଟିଛି ଓଡ଼ିଶା । ହଜାରେ କୋଟି ଟଙ୍କା ପୁଞ୍ଜି ନିବେଶରେ ୧୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୫୨ କୋଟି ଟଙ୍କା ବିନିଯୋଗରେ ୭ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ୮୪୮ କୋଟି…

ସମ୍ପୂର୍ଣ୍ଣ ଗଣତାନ୍ତ୍ରିକ ଦେଶରେ ପରିଣତ ହେଲା ବାର୍ବୋଡସ

ବ୍ରିଜଟାଉନ: ଦୀର୍ଘ ୪୦୦ ବର୍ଷ ପରେ ବାର୍ବୋଡସ ସମ୍ପୂର୍ଣ୍ଣ ଭାବେ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଛି । ମଙ୍ଗଳବାର ମହରାଣୀ ଏଲିଜାବେଥଙ୍କ ଶାସନ ଏଠାରେ ସମାପ୍ତ ହୋଇଛି । ୧୯୬୬ରେ ବାର୍ବୋଡସକୁ ସ୍ୱାଧୀନ ଘୋଷଣା କରାଯାଇଥିଲେ ମଧ୍ୟ ରାଣୀ ଏଲିଜାବେଥ ସର୍ବେସର୍ବା ଥିଲେ । ଏଥିନେଇ ଆୟୋଜିତ…

ମମିତା ମେହେର ହତ୍ୟା ମାମଲା, ତଦନ୍ତ ତଦାରଖ କରିବେ ଅବସରପ୍ରାପ୍ତ ଜିଲ୍ଲା ଜଜ୍

ଭୁବନେଶ୍ବର : ମମିତା ମେହେର ହତ୍ୟା ମାମଲାରେ ଆଗେଇବ ତଦନ୍ତ । ମାମଲାରେ ତଦନ୍ତ ପ୍ରକ୍ରିୟାର ତଦାରଖ କରିବେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଏବିଏସ୍ ନାଇଡୁ । ତଦନ୍ତ ପ୍ରକ୍ରିୟାରେ ସ୍ବଚ୍ଛତା ଓ ପାରଦର୍ଶିତା ଆଣିବା ପାଇଁ ହାଇକୋର୍ଟଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସରକାର । ଏଥିରେ ଜଣେ କାର୍ଯ୍ୟରତ…