Latest Odisha News

BREAKING NEWS

Browsing Category

ଫିଚର

ପୁଣି ଏସସିବିର ସମ୍ପ୍ରସାରଣ ଲାଗି ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

କଟକ: କଟକ ଏସସିବି ସମ୍ପ୍ରସାରଣ ଲାଗି ପୁଣି ଉଚ୍ଛେଦ ଆରମ୍ଭ ହୋଇଛି । ଏସସିବି ସମ୍ପ୍ରସାରଣ ପାଇଁ ହିନ୍ଦ୍ ସିନେମା ହଲ ଉଚ୍ଛେଦ କରାଯାଉଛି । ଏହି ପ୍ରକ୍ରିୟାରେ ରାଣୀହାଟ କେନାଲ ରୋଡ଼ର ପୋଲଠୁ ଏସସିବି ପର୍ଯ୍ୟନ୍ତ ହେବ ଉଚ୍ଛେଦ । ଏହି ମଧ୍ୟରେ ୩୦ ଦୋକାନର ହେବ ଉଚ୍ଛେଦ । ସହରର ପୁରାତନ ହିନ୍ଦ୍…

ରାଜ୍ୟରେ ଗତ ୨୪ଘଣ୍ଟାରେ ୧୯୭ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୯୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧୫ଜଣ ସଙ୍ଗରୋଧ କେନ୍ଦ୍ରରୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୮୨ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରେ ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୨୫ଜଣ ରହିଛନ୍ତି ବୋଲି…

ଓମିକ୍ରନ ଭୟ: ବିଦେଶ ଫେରନ୍ତାଙ୍କ ପାଇଁ ଆସିଲା ନୂଆ ଗାଇଡ଼ଲାଇନ୍

ଦିଲ୍ଲୀ: ଓମିକ୍ରନ ପାଇଁ ବଢ଼ିଲା କଟକଣା । କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ଡ଼ିସେମ୍ବର ୧ତାରିଖରୁ ଏହି ସଂଶୋଧିତ ନିୟମ କାର୍ଯ୍ୟକାରୀ ହେବ । ନିର୍ଦ୍ଦେଶ ଅନୁଯାୟୀ, ଭାରତ ଆସିବାକୁ ଥିବା ଯାତ୍ରୀଙ୍କୁ…

ଆଜି ଶ୍ରୀଜୀଉଙ୍କ ପଇତା ଲାଗି ନୀତି, ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ମାର୍ଗଶୀର କୃଷ୍ଣଦଶମୀ ତିଥି। ଶ୍ରୀମନ୍ଦିରରେ  ମହାପ୍ରଭୁଙ୍କର ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଅପରାହ୍ନରେ ଏହି ନୀତି ସମ୍ପନ୍ନ ହେବ। ଏଥିପାଇଁ ଅପରାହ୍ନ ୪ଟାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ପାଇଁ ଦର୍ଶନ କଟକଣା ଜାରି…

ଭିଜିଲାନ୍ସ ଜାଲରେ କନେଷ୍ଟବଳ, ଘରୁ ମିଳିଲା ୫ ଲକ୍ଷ ଟଙ୍କା

ବ୍ରହ୍ମପୁର: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କନେଷ୍ଟବଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ବ୍ରହ୍ମପୁର ପୋଲିସର କନେଷ୍ଟବଳ ସୁଦର୍ଶନ ପ୍ରଧାନଙ୍କ ଘରେ ରେଡ ଚଳାଇଛି ଭିଜିଲାନ୍ସ । ଏକକାଳୀନ ତିନୋଟି ସ୍ଥାନରେ ଚାଲିଛି ଚଢ଼ାଉ।ଚଢ଼ାଉ ବେଳେ ତାଙ୍କ ଘରୁ ନଗଦ ୫ ଲକ୍ଷ ୧୬ ହଜାର ୮୮୦ ଟଙ୍କା…

ଆଜିଠୁ ସଂସଦର ଶୀତ ଅଧିବେଶନ, କୃଷି ଆଇନ ପ୍ରତ୍ୟାହାର ନେଇ ଆସିବ ବିଲ୍

ଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ । ଡ଼ିସେମ୍ବର ୨୩ତାରିଖ ଯାଏଁ ଚାଲିବାକୁ ଥିବା ଏଥର ଶୀତ ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ ପାସ୍ କରିବାକୁ ଯୋଜନା ରଖିଛନ୍ତି ସରକାର । ଅଧିବେଶନରେ ରହିଛି ୨୦ଟି କାର୍ଯ୍ୟ ଦିବସ । ଚଳିତ ଅଧିବେଶନ ଆରମ୍ଭରେ ତିନି କୃଷି ଆଇନ…

ମୁକ୍ତା ଯୋଜନାରେ ସାମିଲ ହେଲା ପାରାଦୀପ

ଜଗତସିଂହପୁର : ପାରାଦୀପ ସହରର ବିକାଶ ପାଇଁ ମୁକ୍ତା ଯୋଜନାରେ ୯ କୋଟି ୪ ଲକ୍ଷ ଟଙ୍କାର ଅନୁଦାନ ମିଳିଛି । ପ୍ରଥମ ଦଫାରେ ୧୯ଟି ଓ୍ବାର୍ଡ ମଧ୍ୟରୁ ୧୨ଟି ଓ୍ବାର୍ଡକୁ ସାମିଲ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପାରାଦୀପ ବିଧାୟକ ସମ୍ବିତ ରାଉତରାୟ । ସ୍ଥାନୀୟ ବିଜୁ ମେମୋରିଆଲ ଟ୍ରଷ୍ଟ…

ମହିଳାଙ୍କ ଜିଦ..ମୋ ପତି ଗାଇ ରୂପରେ ଫେରି ଆସିଛନ୍ତି !

ନୂଆଦିଲ୍ଲୀ: ପୁର୍ନଜନ୍ମ ନେଇ ବୈଜ୍ଞାନିକମାନେ ଏବେ ବି ଦ୍ୱନ୍ଦ୍ୱରେ ରହିଛନ୍ତି । ତେବେ ଏହି ରହସ୍ୟମୟ ଦୁନିଆରେ ଏ ଭଳି କିଛି ଘଟଣା ଘଟୁଛି ଯାହା କି ଏଥିପ୍ରତି ବିଶ୍ୱାସ ସୃଷ୍ଟି କରିବା ପାଇଁ ବାଧ୍ୟ କରାଉଛି । କାମ୍ବୋଡିଆର କ୍ରେଟିଂ ଅଂଚଳରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି । ଜଣେ ୭୪…

ସୋସିଆଲ ମିଡିଆରେ ସମ୍ବିଧାନକୁ ଅପମାନ, ଭୀମ ସେନା ପକ୍ଷରୁ ଥାନାରେ ଏତଲା

ବରଗଡ଼ : ସୋସିଆଲ ମିଡିଆରେ ଜଣେ ମହିଳା ସମ୍ବିଧାନକୁ ଅପମାନିତ କରିବା ଭଳି ଘଟଣାକୁ କରାଯାଇଛି ତୀବ୍ର ବିରୋଧ । ଏନେଇ ଭୀମ ସେନା ପକ୍ଷରୁ ବରଗଡ଼ ଟାଉନ ଥାନା ଅଧିକାରୀଙ୍କ ନିକଟରେ ଏତଲା ଦିଆଯାଇଛି । ଏହାସହ ସଂପୃକ୍ତ ମହିଳାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ…

ଭାଇରାଲ ହେଉଛି କୋହଲି-ଅନୁଷ୍କାଙ୍କ ରୋମାଂଟିକ ଫଟୋ

ନୂଆଦିଲ୍ଲୀ: କ୍ରିକେଟ ପଡିଆରୁ କିଛି ଦିନ ବିଶ୍ରାମ ନେଇଥିବା ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବେ ପୁନର୍ବାର ଚର୍ଚ୍ଚାରେ । ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ସେ ଏକ ରୋମାଂଟିକ ଫଟୋ ଶେୟାର କରିଛନ୍ତି, ଯାହାକି ଭାଇରାଲ ହେବାରେ ଲାଗିଛି । ଏଥିରେ ଏକ ହ୍ରଦ…