Latest Odisha News

BREAKING NEWS

Browsing Category

ଫିଚର

ତାଲିବାନ କ୍ଷମତାକୁ ଆସିବା ପରେ କୁଆଡେ ଗଲେ ୧୦୦ରୁ ଊର୍ଦ୍ଧ୍ୱ ପୋଲିସ ଅଫିସର!

କାବୁଲ: ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ୧୦୦ରୁ ଊର୍ଦ୍ଧ୍ୱ ପୋଲିସ ଓ ଗୋଇନ୍ଦା ଅଫିସର ନିଖୋଜ ଅଛନ୍ତି । ସେମାନଙ୍କୁ ତାଲିବାନୀମାନେ ମାରି ଦେଇଥିବା ଆଶଙ୍କା କରାଯାଉଛି । ହ୍ୟୁମାନ୍ସ ରାଇଟ ୱାଚ ମଙ୍ଗଳବାର ଏକ ରିପୋର୍ଟରେ ଏହା ଉଲ୍ଲେଖ କରିଛି । ସମୂହ ଆତ୍ମସମର୍ପଣ ପରେ…

କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ‘କୁ ନେଇ ସାରା ବିଶ୍ବରେ ଆତଙ୍କ

ନୂଆଦିଲ୍ଲୀ : କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ‘କୁ ନେଇ ସାରା ବିଶ୍ବରେ ଆତଙ୍କ । ଅଧିକାଂଶ ଦେଶରେ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇ ସାରିଥିବା ବେଳେ, ବିଭିନ୍ନ ଦେଶରେ ଲକଡାଉନ ଭଳି କଟକଣା ଲାଗୁ କରାଯାଇଛି । କରୋନା ଟିକାର ଦୁଇଟି ଡୋଜ୍ ନେଇ ସାରିଥିବା ଲୋକମାନେ ମଧ୍ୟ ଏହି ଭାରିଆଣ୍ଟରେ…

ସମ୍ବାଦପତ୍ର ହକର୍‌ ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସମ୍ବାଦ ପତ୍ର ହକର ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ସୂଚନା ଓ ସମ୍ବାଦ ପ୍ରସାରଣରେ ହକର୍‌ ମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଖରା, ବର୍ଷା, ଶୀତ ସବୁ ସମୟରେ ସୂର୍ଯ୍ୟୋଦୟ ପୂର୍ବରୁ ସେମାନଙ୍କର ଆରମ୍ଭ ହୋଇଥାଏ କର୍ମମୟ ଜୀବନ ।…

ଚନ୍ଦ୍ରରେ ଏତେ ମାତ୍ରାରେ ଅମ୍ଳଜାନ ଅଛି ଯେ, ଏକ ଲକ୍ଷ ବର୍ଷ ପର୍ଯ୍ୟନ୍ତ ଲୋକମାନଙ୍କ ଚାହିଦା ପୂରଣ କରିବ !

ନୂଆଦିଲ୍ଲୀ: ପୃଥିବୀ ବ୍ୟତୀତ ଆଉ କେଉଁଠାରେ ଜୀବନଧାରଣ ସମ୍ଭବ ସେ ନେଇ ବୈଜ୍ଞାନିକମାନେ ଗବେଷଣା ଚଲାଇଛନ୍ତ । ଏ ନେଇ ଚନ୍ଦ୍ରପୃଷ୍ଠରୁ ସେମାନଙ୍କୁ ଉତ୍ସାହଜନକ ତଥ୍ୟ ମିଳିଛି । ଚନ୍ଦ୍ରର ଉପରି ଭାଗରେ ଏତେ ମାତ୍ରାରେ ଅମ୍ଳଜାନ ରହିଛି ଯେ, ୮ ବିଲିୟନ ଲୋକ ଏକ ଲକ୍ଷ ବର୍ଷ ପର୍ଯ୍ୟନ୍ତ ନିଶ୍ୱାସ…

ସ୍ୱାସ୍ଥ୍ୟଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ପରାମର୍ଶ: ବୈଠକ ପରେ ଡ଼ାକ୍ତର ରମାରମଣ ମହାନ୍ତିଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ସତର୍କ କଲେ କେନ୍ଦ୍ର ସରକାର । ଆଜି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହିତ ଓମିକ୍ରନ ପ୍ରସଙ୍ଗରେ ବୈଠକ କରିଛନ୍ତି । ବୈଠକ ପରେ ଡ଼ିଏମଇଟି ରମାରମଣ ମହାନ୍ତି କହିଛନ୍ତି, ଯେଉଁମାନେ ଓମିକ୍ରନ ସଂକ୍ରମିତ ଦେଶରୁ ଆସିଛନ୍ତି ସେମାନଙ୍କ ଆରଟିପିସିଆର…

ପୁନର୍ବାର ଘୁଂଚିଲା ରଣବୀର-ଆଲିୟାଙ୍କ ବିବାହ

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କାପୁର ଓ ଆଲିୟା ଭଟ୍ଟଙ୍କ ବିବାହ ତାରିଖ ବାରମ୍ବାର ପରିବର୍ତନ ହେବାରେ ଲାଗିଛି । ରିପୋର୍ଟ ମୁତାବକ ଏବେ ଏହାକୁ ଡିସେମ୍ବର ୨୦୨୨କୁ ଘୁଂଚାଇ ଦିଆଯାଇଛି । ପ୍ରଥମେ ଏହି ଚର୍ଚ୍ଚିତ ଯୋଡି ଡିସେମ୍ବର ୨୦୨୧ରେ ବିବାହ କରିବେ ବୋଲି ସ୍ଥିର ହୋଇଥିଲା । ଏହା ପରେ…

ଆଇପିଏଲ ୨୦୨୨: ୭ଟି ଟିମ ଷ୍ଟାର ଖେଳାଳିଙ୍କୁ ବଜାୟ ରଖିଲେ !

ମୁମ୍ବାଇ:ଆଇପିଏଲ ୨୦୨୨ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କ୍ରିକଇନଫୋରେ ପ୍ରକାଶିତ ଖବର ଅନୁସାରେ ୭ଟି ଟିମ ସେମାନଙ୍କ ଷ୍ଟାର ଖେଳାଳିଙ୍କୁ ବଜାୟ ରଖିଛନ୍ତି । ତେବେ ଏଥିନେଇ ସେମାନେ ବିଧିବଦ୍ଧ କୌଣସି ଘୋଷଣା କରି ନାହାନ୍ତି । ଚେନ୍ନାଇ ସୁପର କିଙ୍ଗସ: ରବୀନ୍ଦ୍ର…

ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖ ସକାଳେ ଓଡିଶା ଉପକୂଳକୁ ଛୁଇଁବ

ଭୁବନେଶ୍ୱର : ଆସୁଛି ବାତ୍ୟା ‘ଜଓ୍ୱାଦ’ । ଏନେଇ ସ୍ପଷ୍ଟ କରଛି ପାଣିପାଗ କେନ୍ଦ୍ର । ୧୨ ଘଣ୍ଟାରେ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ । ଏହାପରେ ଦୁଇ ତାରିଖ ସୁଦ୍ଧା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଏହା ଅବପାତର ରୂପ ନେବ । ଏହାପରେ ୨୪ ଘଣ୍ଟାରେ ଆହୁରୀ ଘନିଭୂତ ହୋଇ…

ଏସ୍‌ଡିଜେଏମ୍ କୋର୍ଟରେ ହାଜର ହେଲେ ତପସ୍ୱିନୀ

ବ୍ରହ୍ମପୁର :ବ୍ରହ୍ମପୁର ଶ୍ୱଶୁର ଘର ସାମ୍ନାରେ ବୋହୂ ତପସ୍ୱିନୀ ଧାରଣା ଦେବା ଘଟଣା । ଆଜି ପୁଣି ଥରେ କୋର୍ଟରେ ପହଁଚିଛନ୍ତି ବୋହୂ ସପସ୍ୱିନୀ । ସ୍ୱାମୀ ସୁମିତ ସାହୁ ଓ ଶ୍ୱଶୁର ପ୍ରମୋଦ ସାହୁ ମଧ୍ୟ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ପହଁଞ୍ଚିଛନ୍ତି । ନିଜର ହକ୍ ପାଇଁ ୯ ଦିନ ହେବ ଧାରଣାରେ…

ଗତ ୨୪ଘଣ୍ଟାରେ ରାଜ୍ୟରେ ୨୨୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୨୨୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୩୪ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ସ୍ଥାନୀୟ ସଂକ୍ରମଣରୁ ୯୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୩୫ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି…