Latest Odisha News

BREAKING NEWS

Browsing Category

ଫିଚର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ହୋଇଛି । ଗଜପତି ମହାରାଜ ଦିବ୍ୟସିଂହ ଦେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଏକ ମଡେଲ ଅନାବରଣ କରିଥିଲେ । ପ୍ରକଳ୍ପ…

ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମମତା ବାନାର୍ଜୀ

ନୂଆଦିଲ୍ଲୀ: ଆଜିଠୁ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ସନ୍ଧ୍ୟା ୫ଟାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା ବେଳେ ବିଏସଏଫର ଅଧିକାର କ୍ଷେତ୍ର ବୃଦ୍ଧି…

ଗୌତମ ଗମ୍ଭୀରଙ୍କୁ ଆତଙ୍କୀ ସଂଗଠନର ହତ୍ୟା ଧମକ

ନୂଆଦିଲ୍ଲୀ: ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ । ISIS କାଶ୍ମୀର ନାଁରେ ଜୀବନରେ ମାରି ଦେବାକୁ ଧମକ ଆସିଛି । ଏନେଇ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଗୌତମ ଗମ୍ଭୀର । ଏହାପରେ ଖୋଳତାଡ ଆରମ୍ଭ କରିଛି ଦିଲ୍ଲୀ ପୋଲିସ । ମଧ୍ୟ ଦିଲ୍ଲୀ ଡିସିପି…

ବରିଷ୍ଠ ଭିଡ଼ିଓ ଜର୍ଣ୍ଣାଲିଷ୍ଟ ସୁବୋଧ ପାଣିଗ୍ରାହୀଙ୍କ ହୃଦଘାତରେ ପରଲୋକ

ଭୁବନେଶ୍ୱର: ଓଡ଼ିଆ ଟିଭି ଜଗତର ଜଣାଶୁଣା କ୍ୟାମେରାମ୍ୟାନ୍ ସୁବୋଧ ପାଣିଗ୍ରାହୀ ଆଉ ନାହାନ୍ତି । ଗତକାଲି ସନ୍ଧ୍ୟାରେ ହୃଦଘାତର ଶିକାର ହୋଇ ସେ ଆଖି ବୁଜି ଦେଇଛନ୍ତି । ଏକ ଘରୋଇ ଟିଭି ଚ୍ୟାନେଲରେ ବରିଷ୍ଠ ଭିଡ଼ିଓ ଜର୍ଣ୍ଣାଲିଷ୍ଟଭାବେ କାର୍ଯ୍ୟ କରୁଥିଲେ ସୁବୋଧ । ମୃତ୍ୟୁବେଳକୁ ତାଙ୍କୁ ୫୨ବର୍ଷ…

କଳିଙ୍ଗରେ ଜୁନିଅର ହକି ବିଶ୍ୱକପ୍

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆଜିଠୁ ଆରମ୍ଭ ହୋଇଛି ପୁରୁଷ ଜୁନିଅର ବିଶ୍ୱକପ୍ ହକି । ବିନା ଦର୍ଶକରେ ମ୍ୟାଚ୍ ଖେଳାଯାଉଛି । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ବେଲଜିୟମ୍ ଓ ଦକ୍ଷିଣ ଆଫ୍ରିକା । ଆଜି ୫ଟି ମ୍ୟାଚ୍ ଖେଳାଯିବ । କାନାଡ଼ା-ପୋଲାଣ୍ଡ, ମାଲେସିଆ-ଚିଲି,…

ଓଡ଼ିଶାରେ ପୁଣି ବଢୁଛି କରୋନା କେସ୍, ଆଜି ୨୮୮ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ କାୟା ମେଲାଉଛି କରୋନା । ବଢୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଶହରୁ ତିନି ଶହ ଯାଏ ବଢ଼ିଲାଣି । ଗତକାଲି ୨୧୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୨୮୮ରେ ପହଞ୍ଚିଛି । ଏମାନଙ୍କ ଭିତରେ ୧୮ ବର୍ଷ…

ଜୀବନ ଯୁଦ୍ଧରେ ହାରିଗଲେ ଅମ୍ରିତ ପ୍ରଧାନ

ଭୁବନେଶ୍ୱର: ୭ ମାସର ଲମ୍ବା ଚିକିତ୍ସା । ଡାକ୍ତରଙ୍କ ଆପ୍ରାଣ ଚେଷ୍ଟା । କୋଟି କୋଟି ଓଡ଼ିଆଙ୍କ ପ୍ରାର୍ଥନା । ତଥାପି ବଞ୍ଚିପାରିଲାନି ଜୀବନ । ମୃତ୍ୟୁ ସହ ସଂଗ୍ରାମ କରି ହାରିଗଲେ ଅମ୍ରିତ ପ୍ରଧାନ । କରୋନାରେ ସଂକ୍ରମିତ ହୋଇ ଚେନ୍ନାଇରେ ଇକମୋ ଚିକିତ୍ସାରେ ଥିବା ବ୍ରହ୍ମପୁର ବାସୁଦେବପୁର…

ପିକନିକ ସାରି ଫେରିବା ରାସ୍ତାରେ ଦୁର୍ଘଟଣା: ୩ ସାଙ୍ଗ ମୃତ, ୫ ଗୁରୁତର

ବଲାଙ୍ଗିର: ପିକନିକ୍ ସାରି ଫେରବା ବେଳେ ରାସ୍ତାରେ ଛକିଥିଲା ମୃତ୍ୟୁ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ହୋଇଛନ୍ତି ୫ ଜଣ । ବଲାଙ୍ଗିର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥର ରଣ୍ଡା ଛକଠାରେ ଏହି ଦୁର୍ଘଟଣା ଘଟିଛି । ସୁନ୍ଦରଗଡ଼ର ଖଣ୍ଡାଧାରରେ ପିକନିକ୍ ସାରି…

ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଚାଲିଥିବା ମହାଯଜ୍ଞର ଆଜି ହେଉଛି ପୂର୍ଣ୍ଣାହୂତି । ଆଜି ପୂର୍ଣ୍ଣାହୂତି କାର୍ଯ୍ୟକ୍ରମରେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ସକାଳ ୯ଟା ୪୫ରୁ ୧୦ଟା ମଧ୍ୟରେ ଶିଳା ବିଜେ, ୧୦ଟା ୧୫ରୁ ୧୦.୩୦ ମଧ୍ୟରେ ଶିଳା ସ୍ଥାପନ ଓ…

ମିଷ୍ଟର ବିନଙ୍କ ମୃତ୍ୟୁ ଖବର ନେଇ ଗୁଜବ

ନୂଆଦିଲ୍ଲୀ: ମିଷ୍ଟର ବିନ ଭୂମିକା କରି ସାରା ବିଶ୍ୱରେ ଲୋକପ୍ରିୟତା ହାସଲ କରିଥିବା କମେଡିଆନ ରୋୱନ ଆଟକିନସନଙ୍କ ମୃତ୍ୟୁ ଖବର ମଙ୍ଗଳବାର ହଇଚଇ ସୃଷ୍ଟି କରି ଦେଇଥିଲା । ପରେ ଏହା ସମ୍ପୂର୍ଣ୍ଣ ଭାବେ ଏକ ଗୁଜବ ବୋଲି ଜଣା ପଡିଥିଲା । ୟୁଏସ ବ୍ରଡକାଷ୍ଟର ଫକ୍ସ ନ୍ୟୁଜ ନାମକ ଏକ ସଂସ୍ଥା ଟୁଇଟରରେ…