Latest Odisha News

BREAKING NEWS

Browsing Category

ଫିଚର

[ଭିଡିଓ] ପ୍ରିୟ ଜିପ୍ ଧରି ପାଟନା ରାସ୍ତାରେ ବୁଲିଲେ ଲାଲୁ ପ୍ରସାଦ ଯାଦବ

ପାଟନା : ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପୁରୁଣା ଅନ୍ଦାଜକୁ ଫେରିଛନ୍ତି । ଆଜି ଲାଲୁ ପ୍ରସାଦ ଯାଦବ ପାଟନା ରାସ୍ତାରେ ନିଜର ପୁରୁଣା ଜିପ୍ କୁ ଚଲାଉଥିବା ଦେଖିବାକୁ ମିଳିଥିଲା । ତାଙ୍କୁ ଅନେକ ଲୋକମାନେ ଏହି ଜିପ୍ ଚଲାଉଥିବାର ଦେଖିଥିଲେ। ଲାଲୁ ମଙ୍ଗରବାର ରାତିରୁ ଏହି ଜିପ୍ ଚଲାଇବା…

ବାପା ହେଲେ ଭୁବନେଶ୍ୱର କୁମାର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପେସ ବୋଲର ଭୁବନେଶ୍ୱର କୁମାର ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତାଙ୍କ ପତ୍ନୀ ନୁପୂର ଏକ ଘରୋଇ ଡାକ୍ତରଖାନାରେ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଏହା ସେମାନଙ୍କ ପ୍ରଥମ ସନ୍ତାନ । ୪ର୍ଥ ବିବାହ ବାର୍ଷିକୀ ଅବସରରେ ସେମାନଙ୍କୁ ଏହି ଗୁଡ…

ବାହାଘର ଶୋଭାଯାତ୍ରା ବେଳେ ମାଡିଗଲା ଟ୍ରକ, ୩ ମୃତ, ୪ ଗୁରୁତର

ମାଲକାନଗିରି : ମାଲକାନଗିରି ପାଣ୍ଡିପାଲିରେ ଅଘଟଣ । ବରଯାତ୍ରୀଙ୍କ ଉପରେ ମାଡିଗଲା ଟ୍ରକ୍ । ବରଯାତ୍ରୀ ଶୋଭାଯାତ୍ରା ବେଳେ ମାଡ଼ିଗଲା ଟ୍ରକ୍‌ । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ଅନ୍ୟ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା…

ଆସନ୍ତାକାଲି ସୁବର୍ଣ୍ଣପୁରରେ ବଣ୍ଟାଯିବ BSKY ସ୍ମାର୍ଟ କାର୍ଡ

ସୁବର୍ଣ୍ଣପୁର : ସାରା ରାଜ୍ୟରେ ବଣ୍ଟନ କରାଯାଉଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ । ଏହି କ୍ରମରେ ଆସନ୍ତାକାଲି ସୁବର୍ଣ୍ଣପୁରରେ ବଣ୍ଟାଯିବ ବିଏସକେଓ୍ବାଇ ସ୍ମାର୍ଟ କାର୍ଡ । ଭର୍ଚ୍ଚୁଆଲରେ ଉପସ୍ଥିତ ରହି କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ…

ନନ୍ଦନକାନନରେ କୁମ୍ଭୀରଙ୍କ ଦେହରେ ଲାଗିବ ଟ୍ରାନ୍ସମିଟର

ଭୁବନେଶ୍ବର : ନନ୍ଦନକାନନରେ ଥିବା ଘଡ଼ିଆଳ କୁମ୍ଭୀରଙ୍କ ଉପରେ ରହିବ ତୀକ୍ଷ୍ନ ନଜର । ଏଣିକି କୁମ୍ଭୀରଙ୍କ ଦେହରେ ଲଗାଯିବ ସାଟେଲାଇଟ ଟ୍ରାନ୍ସମିଟର ଓ ହାଇଟେକ୍ ଟ୍ରାନ୍ସମିଟର । ଦୁଇଟି ପର୍ଯ୍ୟାୟରେ ୮ଟି କୁମ୍ଭୀର ଦେହରେ ଲଗାଯିବ ଏହି ଟ୍ରାନ୍ସମିଟର । କୁମ୍ଭୀରଙ୍କ ଗତିବିଧି ସମ୍ପର୍କରେ ତଥ୍ୟ…

ପ୍ରତ୍ୟାହାର ହେଲା କୃଷି ଆଇନ୍‌, କେନ୍ଦ୍ରର ନିଷ୍ପତ୍ତି ଉପରେ ମୋହର ମାରିଲା କ୍ୟାବିନେଟ୍

ନୂଆଦିଲ୍ଲୀ : ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ ମିଳିଛି କ୍ୟାବିନେଟ ମଞ୍ଜୁରୀ । କେନ୍ଦ୍ରର ପ୍ରତ୍ୟାହାର ନିଷ୍ପତ୍ତି ଉପରେ ମୋହର ମାରିଛି କ୍ୟାବିନେଟ୍ । ସଂସଦର ଶୀତକାଳୀନ ଅଧିବେଶନରେ ଆସିବ ବିଲ୍ । କ୍ୟାବିନେଟରେ ଏହି ନିଷ୍ପତ୍ତି ପରେ ସଂସଦରେ ଆଗତ ହେବ କୃଷି ଆଇନ…

ତପସ୍ୱିନୀଙ୍କୁ ବାହା ହୋଇଛନ୍ତି ବୋଲି ମାନିଲେ ଡାକ୍ତର ସୁମିତ ସାହୁ

ବ୍ରହ୍ମପୁର : ବ୍ରହ୍ମପୁର ବ୍ରହ୍ମାନଗର ଦ୍ୱିତୀୟ ଲାଇନରେ ତପସ୍ୱିନୀ ଡାକ୍ତରଙ୍କ ଘରେ ଧାରଣାରେ ବସିବା ଘଟଣାରେ ମୁହଁ ଖୋଲିଛନ୍ତି ଡାକ୍ତର ସୁମିତ ସାହୁ । ଉଭୟଙ୍କ କୋର୍ଟ ମ୍ୟାରେଜ ହୋଇଥିବା ନେଇ ସ୍ୱିକାର କରିଛନ୍ତି ସୁମିତ । ପ୍ରଥମେ ମହିଳା ଜଣକ ହିଁ ଗଣ୍ଡୋଗୋଳ କରି ୪୯୮ ମାମଲା ରୁଜୁ…

ସ୍ୱିଡେନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେଲେ ମାଗଡାଲେନା

ଷ୍ଟକହୋମ: ସ୍ୱିଡେନ ରାଜନୀତି ଇତିହାସରେ ଆଜି ନୂତନ ଅଧ୍ୟାୟ ଯୋଡି ହୋଇଯାଇଛି । ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଡେମୋକ୍ରାଟ ନେତ୍ରୀ ମାଗଡାଲେନା ଆଣ୍ଡରସନ ବହୁମତ ପାଇଛନ୍ତି । ସେ ବର୍ତମାନର ପ୍ରଧାନମନ୍ତ୍ରୀ ଷ୍ଟିଫାନ ଲୋଫଭେନଙ୍କ ଉତରାଧିକାରୀ ହେବେ । ମାଗଡାଲେନା ଦେଶର…

ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଗରିବଙ୍କୁ ମିଳିବ ମାଗଣା ରାସନ, କ୍ୟାବିନେଟରେ ମିଳିଲା ମଞ୍ଜୁରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧିକୁ ଆଉ ୪ମାସ ବୃଦ୍ଧି କରାଯାଇଛି । ମହାମାରୀ କରୋନା ଜନିତ ଯନ୍ତ୍ରଣାକୁ ଲାଘବ କରିବା ପାଇଁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଆଜି ବଡ଼ ଘୋଷଣା କରିଛନ୍ତି । ହିତାଧିକାରୀ ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମାଗଣାରେ ରାସନ…

କୋଭିଡ୍ ଭାରିଆଣ୍ଟ ପରିବର୍ତ୍ତନ କଲେ ବିପଦ ଆସିପାରେ ; ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

ଭୁବନେଶ୍ୱର : ଦେଶରେ ଏବେ କରୋନା ସଂକ୍ରମଣ ହାର କମ୍ ରହୁଥିବା ବେଳେ ରାଜ୍ୟରେ ସଂକ୍ରମଣ କମ୍ ରହିଛି।ତେବେ ଏହା ଯେମିତି ଆଗକୁ ଆହୁରୀ କମିବ ସେନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ଆଖ ପାଖ ଦେଶରୁ ଆମ ଦେଶକୁ କରୋନା ସଂକ୍ରମଣ…