Latest Odisha News

BREAKING NEWS

Browsing Category

ଫିଚର

ଏଣିକି ପ୍ରାକୃତିକ ସମ୍ପଦ ଓ ଲୋକାଲ ବଡିର ଅଡିଟ୍ କରିବେ ସିଏଜି

ଭୁବନେଶ୍ବର : ଏଣିକି ପ୍ରାକୃତିକ ସମ୍ପଦ ଓ ଲୋକାଲ ବଡିର ଅଡିଟ୍ କରିବେ ସିଏଜି । ଭୁବନେଶ୍ୱରରେ ପ୍ରିନ୍ସିପାଲ ଏଜିଙ୍କ ନୂଆ କାର୍ଯ୍ୟାଳୟ ଉଦଘାଟନ ଅବସରରେ ଏହି ସୂଚନା ଦେଇଛନ୍ତି ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ । ଖଣିରେ କେତେ ମୂଲ୍ୟର ପ୍ରାକୃତିକ ସମ୍ପଦ ଭରପୂର ରହିଛି, ଉତ୍ତୋଳନ ଲାଗି କେତେ…

ରାମାୟଣ ଏକ୍ସପ୍ରେସରେ ୱେଟରଙ୍କ ପୋଷାକ ଦେଖି ରାଗିଲେ ସାଧୁ ସନ୍ଥ

ଉଜ୍ଜୈନ:ରାମାୟଣ ଏକ୍ସପ୍ରେସରେ ୱେଟରମାନଙ୍କ ପୋଷାକ ଦେଖି ଉଜ୍ଜୈନ ସାଧୁ ସନ୍ଥମାନେ ବିଗିଡି ଯାଇଛନ୍ତି । ଏପରିକି ଟ୍ରେନକୁ ରୋକିଦେବା ନେଇ ଧମକ ଦେଇଛନ୍ତି । ୱେଟରମାନେ ସାଧୁ ସନ୍ଥଙ୍କ ପରି ପୋଷାକ ପିନ୍ଧି ଯାତ୍ରୀମାନଙ୍କୁ ସ୍ୱାଗତ କରୁଥିବା ଦେଖିବାକୁ ମିଳିଥିଲା । ଏହା ସମ୍ପୂର୍ଣ୍ଣ ଭାବେ…

ଆସନ୍ତାକାଲି ରାୟଗଡ଼ାରେ BSKY ସ୍ମାର୍ଟ କାର୍ଡ ବଣ୍ଟନର ହେବ ଶୁଭାରମ୍ଭ

ରାୟଗଡ଼ା : ଆସନ୍ତାକାଲି ରାୟଗଡା ଜିଲ୍ଲାରେ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଜରିଆରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରିବେ । ଏ ନେଇ ସ୍ଥାନୀୟ ଜିସିଡି ପଡ଼ିଆରେ…

ନୂଆପଡ଼ାରେ ଠକେଇର ନୂଆ ତରିକା, ମୋବାଇଲ ସିମ୍ ନେଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ

ନୂଆପଡ଼ା : ନୂଆପଡ଼ାରେ ଠକେଇର ନୂଆ ତରିକା । ମିଠା କଥା କହି ମୋବାଇଲରୁ ସିମ୍ ନେଇ ଲକ୍ଷ ଲକ୍ଷ ଟଙ୍କା ହଡପ ହୋଇଛି । ଏପରି ଏକ ଅଭିଯୋଗ ପରେ ଠକକୁ ଗିରଫ କରିଛି ଖଡ଼ିଆଳ ପୋଲିସ । ଖଡ଼ିଆଳ ଥାନା ଗୋଇମୁଣ୍ଡି ଗାଁର ଭିନ୍ନକ୍ଷମ ଶିକ୍ଷକ ମକରଧ୍ବଜ କାଣ୍ଡ ଓ ଖଡ଼ିଆଳ ସହରର କ୍ଷୀର ନାୟକଙ୍କ ସହ…

ପୁରୀରେ ହେବେ ଗ୍ରୀନ ଫିଲ୍ଡ ଏୟାରପୋର୍ଟ : ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ

ପୁରୀ : ଶ୍ରୀକ୍ଷେତ୍ର ପୁରୀରେ ହେବ ଗ୍ରୀନ ଫିଲ୍ଡ ଏୟାରପୋର୍ଟ । ଝାରସୁଗୁଡାରେ ଆୟୋଜିତ ଉଡାନ୍ ଉତ୍ସବରେ ଯୋଗଦେଇ କେନ୍ଦ୍ର ବେସମାରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ପୁରୀକୁ ଗ୍ରିନ୍ ଫିଲ୍ଡ ଏୟାରପୋର୍ଟ ପାଇଁ ରାଜ୍ୟକୁ ବିସ୍ତୃତ…

ଅଧିକ ଲାଭର ଲୋଭ ଦେଖାଇ ଲୁଟି ନେଲେ ୧୫ ଲକ୍ଷ ଟଙ୍କା

ରାଉରକେଲା : ଅଧିକ ଲାଭର ଲୋଭ ଦେଖାଇ ଲୁଟି ନେଲେ ୧୫ ଲକ୍ଷ ଟଙ୍କା । ଇସ୍ପାତ ନଗରୀ ରାଉରକେଲାରୁ ଆସିଛି ଏଭଳି ଏକ ଘଟଣା । ସେୟାର ମାର୍କେଟରେ ଅଧିକ ଲାଭ ମିଳିବାର ଲୋଭ ଦେଖାଇ ରାଉରକେଲା ସହରର ଜଣେ ଯୁବକଙ୍କ ଠାରୁ ଟଙ୍କା ଠକି ନେଇଛନ୍ତି ଜଣେ ଯୁବକ । ୧୫ ଲକ୍ଷ ୮୧ ହଜାର ଟଙ୍କା ଠକି ନେଇଥିବା…

ଚୁପଚାପ ବିବାହ ବନ୍ଧନରେ ଆବଦ୍ଧ ହେଲେ ଉନ୍ମୁକ୍ତ

ନୂଆଦିଲ୍ଲୀ:୧୯ ବର୍ଷରୁ କମ୍ ବିଶ୍ୱକପ ବିଜେତା ଭାରତୀୟ ଦଳର ପୂର୍ବତନ ଅଧିନାୟକ ଉନ୍ମୁକ୍ତ ଚାନ୍ଦ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସେ ଚୁପଚାପ ଫିଟନେସ ଟ୍ରେନର ସିମ୍ରନ ଖୋସଲାଙ୍କ ସହ ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି । ୨୦୧୦ରେ ୨୮ ବର୍ଷୀୟ ଏହି ଯୁବ କ୍ରିକେଟର ଦିଲ୍ଲୀ ପକ୍ଷରୁ…

କରୋନା ସଂକ୍ରମିତ ହେଲେ କମଳା ହାସନ

ମୁମ୍ବାଇ: ଫିଲ୍ମ ଷ୍ଟାର କମଳା ହାସନ କରୋନା ସଂକ୍ରମିତ ହୋଇଛନ୍ତି । ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଛନ୍ତି । ଆମେରିକା ଗସ୍ତରୁ ଫେରିବା ପରେ ତାଙ୍କୁ ସାମାନ୍ୟ କାଶ ହୋଇଥିଲା । ଏହା ପରେ ସେ କୋଭିଡ ଟେଷ୍ଟ କରାଇଥିଲେ ଏବଂ ଏହା ପଜିଟିଭ ଆସିଥିଲେ । ସେ ସୋସିଆଲ ସାଇଟରେ…

ମହାପ୍ରଭୁଙ୍କ ଦର୍ଶନ କଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ

ପୁରୀ: ଆଜି ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ । ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହାପରେ ତାଙ୍କୁ ମହାପ୍ରଭୁଙ୍କ…

କନ୍ଧମାଳରେ BSKY ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କନ୍ଧମାଳ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କନ୍ଧମାଳରେ ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ୬ଲକ୍ଷ ୫୦ହଜାର ଲୋକ ଏହି ସୁବିଧା ପାଇବେ । ଏହାସହ ଜିଲ୍ଲାର…