Latest Odisha News

BREAKING NEWS

Browsing Category

ଫିଚର

ମହଙ୍ଗା ପଡ଼ିଲା କିନ୍ନରଙ୍କ ଠାରୁ ଅଳଙ୍କାର ଲୁଟ କରି ମାଡ଼ ମାରିବା, ଗିରଫ ହେଲେ ପୋଲିସ କନଷ୍ଟେବଳ ଓ ପୂର୍ବତନ ସରପଞ୍ଚ

ଢେଙ୍କାନାଳ : ମହଙ୍ଗା ପଡ଼ିଲା କିନ୍ନରଙ୍କ ଠାରୁ ସୁନା ଅଳଙ୍କାର ଲୁଟ କରି ମାଡ଼ ମାରିବା । ଘଟଣାରେ ଗିରଫ ହୋଇଛନ୍ତି ପୋଲିସ କନଷ୍ଟେବଳଙ୍କ ସମେତ ପୂର୍ବତନ ସରପଞ୍ଚ । ଢେଙ୍କାନାଳ ପରଜଙ୍ଗ ଥାନା ଗଡ଼ପଳାଶୁଣି ଗାଁ ନିକଟରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା । ଗିରଫ କନଷ୍ଟେବଳ ହେଲେ ପରଜଙ୍ଗ…

ଅଲିମ୍ପିକ୍ସ ପଦକ ବିଜେତା ଲଭଲୀନାଙ୍କ ଚୟନକୁ ନେଇ ବିବାଦ, କୋର୍ଟର ଆଶ୍ରୟ ନେବେ କହିଲେ ଅରୁନ୍ଧତୀ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ପଦକ ବିଜେତା ଲଭଲୀନା ବୋର୍ଗୋହେନଙ୍କୁ ଇସ୍ତାନବୁଲରେ ହେବାକୁ ଥିବା ସିନିୟର ମହିଳା ବକ୍ସିଂ ବିଶ୍ୱ ଚାମ୍ପିୟନଶିପ ପାଇଁ ଭାରତୀୟ ଦଳରେ ଚୟନ କରାଯାଇଛି । ତେବେ ଏହି ଚୟନ ନେଇ ଆପତି କରିଛନ୍ତି ଆଉ ଜଣେ ବକ୍ସର ଅରୁନ୍ଧତୀ ଚୌଧୁରୀ । ସେ କହିଛନ୍ତି କୋଟା ଭିତିରେ…

ଭାରତର ସେମିଫାଇନାଲ ପ୍ରବେଶ ଆଶା ଧୂଳିସାତ, ନ୍ୟୁଜିଲାଣ୍ଡଠାରୁ ହାରିଲା ଆଫଗାନିସ୍ତାନ

ଆବୁଧାବି: ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଆଜିର ଦିନ ନିରାଶ ଆଣିଛି । ଚଳିତ ଟି୨୦ ବିଶ୍ୱକପରେ ନ୍ୟୁଜିଲା-ଆଫଗାନିସ୍ତାନ ମ୍ୟାଚ ଉପରେ ଭାରତର ଭାଗ୍ୟ ନିର୍ଭର କରୁଥିଲା । ମାତ୍ର ନ୍ୟୁଜିଲାଣ୍ଡ ଏହି ମ୍ୟାଚକୁ ୮ ଉଇକେଟରେ ଜିତି ଏହି ଆଶା ଧୂଳିସାତ କରିଛି । ପ୍ରଥମେ ବ୍ୟାଟିଂ କରି…

ଟି୨୦ ବିଶ୍ୱକପ: ପିଚ କ୍ୟୁରେଟରଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ

ଆବୁଧାବି: ସ୍ଥାନୀୟ ଶେଖ ଷ୍ଟାଡିୟମରେ ରବିବାର ଟି୨୦ ବିଶ୍ୱକପରେ ଆଫଗାନିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚର ପିଚ ପ୍ରସ୍ତୁତ କରିଥିବା କ୍ୟୁରେଟର ମୋହନ ସିଂଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି । କ୍ୟୁରେଟର ମୋହନ ସିଂ ଆତ୍ମହତ୍ୟା କରିଛନ୍ତି ବୋଲି ସ୍ଥାନୀୟ କେତେକ ଗଣମାଧ୍ୟମ ଖବର ପ୍ରକାଶ…

ମାଲକାନଗିରି ତୁଳସୀ ପାହାଡରେ ଡାକ୍ତରୀ ଟିମ୍, ଲୋକଙ୍କୁ ଦିଆଗଲା କରୋନା ଟିକା

ମାଲକାନଗିରି : ମାଓ ଉପଦ୍ରୁତ ମାଲକାନଗିରିର ଅପହଞ୍ଚ ଅଞ୍ଚଳରେ ଦିଆଗଲା କରୋନା ଟିକା । ଅପହଞ୍ଚ ଇଲାକାରେ ସ୍ବାସ୍ଥ୍ୟ ଶିବିର କରି ଦିଆଯାଇଛି ମାଗଣା ଔଷଧ । ଏହାସହ ଶହେ ଜଣଙ୍କୁ ଦିଆଯାଇଛି କରୋନା ଟିକା । ତୁଳସୀ ପାହାଡ଼ରେ ୨୦ ଜଣିଆ ଡାକ୍ତରୀ ଦଳ ସ୍ବାସ୍ଥ୍ୟସେବା ଯୋଗାଇ ଫେରିଛନ୍ତି ।…

ଜଙ୍ଗଲ ଭିତରେ ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ବୋରାପଦାରେ ଅଭାବନୀୟ ଘଟଣା । ଜଙ୍ଗଲରେ ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ । ମୃତକ ହେଲେ ଖମାର ଗାଁର ପୀତବାସ ସାହୁ । ତାଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ । ଗତ ୩ ତାରିଖରୁ ନିଖୋଜ ଥିଲେ ପୀତବାସ ।…

ଆର୍ଯ୍ୟନ ଖାନ୍ ଗିରଫଦାରୀ ମାମଲାରେ ପୁଣି ଗର୍ଜିଲେ ଏନସିପି ନେତା ନବାବ ମଲ୍ଲିକ

ମୁମ୍ବାଇ : ଆର୍ଯ୍ୟନ ଖାନ୍ ଗିରଫଦାରୀ ମାମଲାରେ ପୁଣି ଗର୍ଜିଲେ ଏନସିପି ନେତା ନବାବ ମଲିକ । ପୂରା ଘଟଣାରେ ବିଜେପି ନେତା ମୋହିତ କାମ୍ବୁଜ ମାଷ୍ଟରମାଇଣ୍ଡ ଥିଲେ ବୋଲି କହିଛନ୍ତି ନବାବ ମଲ୍ଲିକ । ଏହା ଏକ ଗିରଫଦାରୀ ଘଟଣା ନଥିଲା ବରଂ ଅପହରଣ ଓ ଅର୍ଥ ଆଦାୟ ଲାଗି ଏକ ଯୋଜନା ଥିଲା ବୋଲି ସେ…

ଜମି ଜବରଦଖଲକୁ ନେଇ ତୁମୁଳକାଣ୍ଡ, ସାତପଡ଼ା ନାଥପୁରରେ ବୋମାମାଡ଼

ବ୍ରହ୍ମଗିରି : ପୁରୀ ସାତପଡ଼ା ନାଥପୁର ଅଞ୍ଚଳରେ ବୋମାମାଡ଼ । ଜମି ଜବରଦଖଲକୁ କେନ୍ଦ୍ର କରି ହୋଇଛି ତୁମୁଳକାଣ୍ଡ । ୩୫ଟି ମୌଜାର ଜମିକୁ ଜବରଦଖଲ କରି ରଖିଛନ୍ତି ହରିଜନ ଲୋକ । ହେଲେ ଆଜି ଏହି ୩୫ ମୌଜାର ଲୋକେ ହରିଜନ ଲୋକଙ୍କୁ ବୈଠକକୁ ଡାକିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ…

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ, ବାଣ୍ଟିବେ BSKY ସ୍ବାର୍ଟ କାର୍ଡ

ଭୁବନେଶ୍ବର : ସ୍ବାସ୍ଥ୍ୟସେବାରେ ଏବେ ସ୍ମାର୍ଟ ହେବ କଳାହାଣ୍ଡି । ମାଗଣାରେ ଉତ୍ତମ ଚିକିତ୍ସା ସେବା ପାଇବେ ଗରିବ ଲୋକ । ଏଥିପାଇଁ ଆସନ୍ତାକାଲି କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭବାନୀପାଟଣାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ବଣ୍ଟନ କରିବେ…

୩୪ ବର୍ଷ ପରେ ୧୦୦ ଶବ ସହ ଦୁଷ୍କର୍ମ କରିଥିବା ଅପରାଧୀଙ୍କୁ ଏଥର ମିଳିବ ଦଣ୍ଡ

ହିଥଫିଲ୍ଡ: ହିଥଫିଲ୍ଡରେ ୩୪ ବର୍ଷ ପରେ ୧୦୦ରୁ ଊର୍ଦ୍ଧ୍ୱ ଶବ ସହ ଦୁଷ୍କର୍ମ କରିଥିବା ୬୭ ବର୍ଷୀୟ ଡେଭିଡ ଫୁଲର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତାଙ୍କୁ କେଉଁ ଦଣ୍ଡ ମିଳିବ ତାହା ଘୋଷଣା କରାଯାଇ ନାହିଁ । ଡେଭିଡ ୱେଣ୍ଡି ନେଲ ଓ କ୍ୟାରୋଲିନ ପିୟର୍ସ ନାମକ ୨ଜଣ ଯୁବତୀଙ୍କ ଅପହରଣ, ଦୁଷ୍କର୍ମ ଓ…