Latest Odisha News

BREAKING NEWS

Browsing Category

ଫିଚର

ଦିନିକିଆ ନୂଆପଡ଼ା ଗସ୍ତରେ ପୋଲିସ ଡ଼ିଜି ଅଭୟ

ନୂଆପଡ଼ା: ଦିନିକିଆ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସିଛନ୍ତି ପୋଲିସ ଡିଜି ଅଭୟ। ନୂଆପଡ଼ା ଜିଲ୍ଲାର ମାଓ ଅଧ୍ୟୁଷିତ ସୁନାବେଡ଼ାରେ ରହିଥିବା ସିଆରପିଏଫ କ୍ୟାମ୍ପ ସହ ଛତିଶଗଡ଼ ସୀମାନ୍ତକୁ ମଧ୍ୟ ପରିଦର୍ଶନ କରିଥିଲେ। ତାଙ୍କ ସହ ପଶ୍ଚିମାଞ୍ଚଳ ଡ଼ିଆଇଜି ରାଜେଶ ପଣ୍ଡିତ ଆସିଥିଲେ। ନୂଆପଡ଼ା ଜିଲ୍ଲାରେ…

ପୋଲିସ ଇନଫର୍ମର ସନ୍ଦେହରେ ପାଞ୍ଚ ଜଣ ଆଦିବାସୀଙ୍କୁ ଅପହରଣ କଲେ ମାଓବାଦୀ

ମାଲକାନଗିରି: ପୋଲିସ ଇନଫର୍ମର ସନ୍ଦେହରେ ପାଞ୍ଚ ଜଣ ଆଦିବାସୀଙ୍କୁ ଅପହରଣ କଲେ ମାଓବାଦୀ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲା କଣ୍ଟା ଥାନା ଅନ୍ତର୍ଗତ ବାଟେର ଗ୍ରାମରେ ଘଟଣା ଘଟିଛି। ଅପହୃତ ଆଦିବାସୀଙ୍କୁ ମୁକ୍ତ କରିବା ପାଇଁ ସର୍ବ ଆଦିବାସୀ ସମାଜ ଅନୁରୋଧ କରିଛି। ତେବେ ଏନେଇ…

୨୦୨୨ ଟି୨୦ ବିଶ୍ୱକପ ପାଇଁ ଭାରତ ସମେତ ୮ଟିମର ଯୋଗ୍ୟତା ଅର୍ଜନ

ନୂଆଦିଲ୍ଲୀ: ଆଗାମୀ ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତ ସମେତ ୮ଟି ଟିମ ଯୋଗ୍ୟତା ହାସଲ କରିଛନ୍ତି । ଏହି ଟିମଗୁଡିକ ହେଲା ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ ଓ ବାଂଲାଦେଶ । ତେବେ ୱେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ଯୋଗ୍ୟତା ହାସଲ…

ପଞ୍ଜୁରୀରୁ ଉଦ୍ଧାର ହେଲା ନାଗ ସାପ

ଭୁବନେଶ୍ୱର: ପଞ୍ଜୁରୀରେ ଫସିଲା ନାଗ ସାପ। ପୁରୁଣା ଭୁବନେଶ୍ୱରର ଭୀମ ଟାଙ୍ଗି ଅଞ୍ଚଳରୁ ଜଣଙ୍କ ଘରୁ ପୁଣି ଏକ ନାଗ ସାପ ଉଦ୍ଧାର କରାଯାଇଛି। ସାପଟି ପଞ୍ଜୁରୀରେ ପଶି ଚଢ଼େଇ ଖାଇଦେଇଥିଲା। ହେଲେ ସେଠାରୁ ବାହାରିପାରିନଥିଲା। ନାଗ ସାପର ଲମ୍ବ ପ୍ରାୟ ଅଢ଼େଇ ଫୁଟ ହେବ। ଭୀମ ଟାଙ୍ଗି ଅଞ୍ଚଳର…

୮ ମାସ ଧରି ମାଟି ତଳେ ଲୁଚିଥିଲା ମୋହନଙ୍କ ନିଖୋଜ ରହସ୍ୟ

କୋରାପୁଟ: ଦୀର୍ଘ ୮ ମାସ ପୂର୍ବରୁ ହୋଇଥିଲା ଅପହରଣ ଓ ହତ୍ୟା ଷଡଯନ୍ତ୍ର । ସଂଘବଦ୍ଧ ଯୋଜନାର ଶିକାର ସାଜିଥିଲେ କୋରାପୁଟ ଜିଲ୍ଲା ହାତୀବାରି ପଂଚାୟତ ଅନ୍ତର୍ଗତ ଡୁମୁରିବାରି ଗାଁର ଯୁବ ଠିକାଦାର ମୋହନ ଦାସ ହନ୍ତାଳ । ଶେଷରେ ନିଖୋଜ ଓ ହତ୍ୟା ମାମଲାର ପର୍ଦ୍ଦଫାସ୍ କରିବାରେ ସଫଳ ହୋଇଛି ପାଡୁଆ…

ଧାର୍ମିକ ପର୍ଯ୍ୟଟନସ୍ଥଳୀର ପ୍ରୋତ୍ସାହନ ପ।ଇଁ ଆରମ୍ଭ ହେଲା ଶ୍ରୀ ରାମାୟଣ ରେଳଯାତ୍ରା

ଦିଲ୍ଲୀ: ଦେଶର ଧାର୍ମିକ ପର୍ଯ୍ୟଟନସ୍ଥଳୀକୁ ପ୍ରୋତ୍ସାହିତ କରିବା ପାଇଁ ଆଇଆରସିଟିସି ଆରମ୍ଭ କରିଛନ୍ତି ପ୍ରଥମ ସ୍ୱତନ୍ତ୍ର ଶ୍ରୀ ରାମାୟଣ ରେଳଯାତ୍ରା । ଏହି ଟ୍ରେନ ଆଜି ଦିଲ୍ଲୀର ସଫଦରଜଙ୍ଗ ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ ହୋଇଛି। ୧୭ଦିନିଆ ଏହି ଯାତ୍ରାରେ ଅଯୋଧ୍ୟା, ସୀତାମଢ଼ୀ ଏବଂ ଚିତ୍ରକୁଟ…

କବାଡ଼ି କାରଖାନା ଉପରେ ପୋଲିସର ଚଢ଼ାଉ, ୩ଜଣ ଅଟକ

ଯାଜପୁର: ଯାଜପୁର ଶିତଳେଶ୍ୱରରେ କବାଡ଼ି କାରଖାନା ଉପରେ ପୋଲିସର ଚଢ଼ାଉ। ଘଟଣାରେ ୩ଜଣଙ୍କୁ ଅଟକ ରଖିଛି ପୋଲିସ। ଜିପିଏସ୍ ଟ୍ରାକ ଦ୍ୱାରା ଜବତ ହୋଇଥିଲା ଗାଡ଼ି। ପରେ ସାମ୍ନାକୁ ଆସିଲା ପୁରା ତଥ୍ୟ। ସୂଚନା ଅନୁସାରେ, କଟକ ଜଗତପୁର ଅଞ୍ଚଳରୁ ଏକ ପିକଅପ ଭ୍ୟାନ ଚୋରୀ ହୋଇଥିଲା। ଏହାପରେ ଗାଡ଼ି…

ହାପି ବର୍ଥ ଡ଼େ କମଲ ହାସନ

ଚେନ୍ନାଇ: ସୁପରଷ୍ଟାର କମଲ ହାସନ ଆଜି ୬୭ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଦିନରେ ତାଙ୍କ ଇଣ୍ଡଷ୍ଟ୍ରିବନ୍ଧୁ, ପରିବାର ସଦସ୍ୟ ଓ ଫ୍ୟାନ୍ସମାନେ ସୋସିଆଲ ମିଡ଼ିଆରେ ଶୁଭେଚ୍ଛା ଜଣାଇଛନ୍ତି। ଅଭିନେତା ହେବା ସହ କମଲ ହାସନ ନିର୍ମାତା, ନିର୍ଦ୍ଦେଶକ ରହିଆସିଛନ୍ତି। ସେ ତାମିଲ, ତେଲୁଗୁ,…

ଗୁଜୁରାଟ ଖେଡ଼ା ପୋଲିସ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ

ଗୁଜୁରାଟ: ଗୁଜୁରାଟ ଖେଡ଼ା ଜିଲ୍ଲା ପୋଲିସ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, କିଛି ସମୟରେ ପୋଲିସ ଷ୍ଟେସନରେ ଥିବା ଅନେକ ଗାଡ଼ିରେ ନିଆଁ ଲାଗିଯାଇଛି। ସୂଚନା ଅନୁସାରେ, ଖେଡ଼ା ଟାଉନ ପୋଲିସ ଷ୍ଟେସନରେ ନିଆଁ ଲାଗିବା କାରଣରୁ ୨୫ରୁ ଅଧିକ ଗାଡ଼ି ପୋଡ଼ି…

ଆଜି ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ

ଦିଲ୍ଲୀ: ଆଜି ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ। କରୋନାକୁ ଦୃଷ୍ଟିରେ ରଖି ଭର୍ଚୁଆଲ ବୈଠକ କରାଯିବ ବୋଲି ନିଷ୍ପତି ନିଆଯାଇଛି। ସକାଳ ୧୦ଟାରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବୈଠକ ହେବ। ଏହା ଅପରାହ୍ନ ୩ଟାରେ ଶେଷ ହେବ। ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନରୁ ଆରମ୍ଭ ହେବ…