Latest Odisha News

BREAKING NEWS

Browsing Category

ଫିଚର

ଟି୨୦ ବିଶ୍ୱକପ ପରେ ଅବସର ନେବେ ଡ୍ୱେନ ବ୍ରାଭୋ

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟ ପରେ ୱେଷ୍ଟଇଣ୍ଡିଜର ଷ୍ଟାର ଖେଳାଳି ଡ୍ୱେନ ବ୍ରାଭୋ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ବୋଲି ଘୋଷଣା କରିଛନ୍ତି । ଟି୨୦ ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷ ମୁକାବିଲାରେ ୱେଷ୍ଟଇଣ୍ଡିଜ ପରାଜିତ ହେବା ସହ ସେମିଫାଇନାଲ ଦୌଡରୁ ବାଦ୍ ପଡିଥିଲା । ଏହା ପରେ ସେ…

ମହାକାଳୀ ବେଶରେ ଦର୍ଶନ ଦେଲେ ମା’ ଭଦ୍ରକାଳୀ

ଭଦ୍ରକ: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ ଚଳଚଞ୍ଚଳ ହୋଇପଡ଼ିଛି। ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ପୂଜା ଗତକାଲିଠାରୁ ଆରମ୍ଭ ହୋଇଯାଇଛି। ଦ୍ୱିତୀୟ ଦିନରେ ମା’ ଆଜି ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ମାଆ ଭଦ୍ରକାଳୀ ସବୁଦିନ ଶାନ୍ତ ସ୍ୱରୂପଭାବେ ଦର୍ଶନ…

ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ସଡ଼କ ଦୁର୍ଘଟଣା, ୬ଜଣଙ୍କ ମୃତ୍ୟୁ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ହାଇଦ୍ରାବାଦ ବେଙ୍ଗାଲୁରୁ ହାଇୱେରେ ସଡ଼କ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଛି। ଦ୍ରୁତଗତିରେ ଆସୁଥିବା ଟ୍ରକ ଏକ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଇଥିବାରୁ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଦୁର୍ଘଟଣା…

କେଦାରନାଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାବାଙ୍କ ଦର୍ଶନ ସହ କଲେ ରୁଦ୍ରାଭିଷେକ

ଦିଲ୍ଲୀ: କେଦାରନାଥ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେଦାରନାଥରେ ପହଞ୍ଚି ବାବାଙ୍କ ଦର୍ଶନ କରିବା ସହ ରୁଦ୍ରାଭିଷେକ କରିଛନ୍ତି। ପୂଜାର୍ଚ୍ଚନା କରିବା ସହ ଦେଶର କଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨ଫୁଟର ଉଚ୍ଚ ଆଦି…

ରାଜଧାନୀ ଦିଲ୍ଲୀରେ ବଢ଼ିଲା ପ୍ରଦୂଷଣ, ଧୂଆଁ ଧୂଆଁ ଆକାଶ

ନୂଆଦିଲ୍ଲୀ : ପୁଣି ଚିନ୍ତା ବଢ଼ାଇଲା ଦିଲ୍ଲୀର ବାୟୁ ପ୍ରଦୂଷଣ । ଚଳିତ ବର୍ଷ ପ୍ରଥମ ଥର ଲାଗି ବାୟୁର ଗୁଣବତ୍ତା ବ୍ୟାପକ ହ୍ରାସ ପାଇଛି । ସାମଗ୍ରିକ ବାୟୁ ଗୁଣବତ୍ତା ବା ଏକ୍ୟୁଆଇ ୩୦୩ରେ ପହଞ୍ଚିଛି ବୋଲି ସୂଚନା ଦେଇଛି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । କେବଳ ଦିଲ୍ଲୀ ନୁହେଁ,…

ଜୋରସୋରରେ ଆଣବିକ କାର୍ଯ୍ୟକ୍ରମ ଜାରି ରଖିଛି ଚୀନ, ଉଦବେଗ ପ୍ରକାଶ କଲା ଆମେରିକା

ନୂଆଦିଲ୍ଲୀ : ଜୋରସୋରରେ ଆଣବିକ କାର୍ଯ୍ୟକ୍ରମ ଜାରି ରଖିଛି ଚୀନ । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛି ଆମେରିକା । ଚୀନର ଆଣବିକ କାର୍ଯ୍ୟକ୍ରମ ଏତେ ଦ୍ରୁତ ଗତିରେ ଆଗେଇଛି ଯେ, ଆସନ୍ତା ୨୦୨୭ ସୁଦ୍ଧା ଦେଶରେ ୭୦୦ରୁ ଅଧିକ ଆଣବିକ ଅସ୍ତ୍ର ଠୁଳ ହୋଇପାରିବ । ଏପରିକି ୨୦୩୦ ସୁଦ୍ଧା ଏହି…

ମା’ ଝିଅଙ୍କୁ ଛୁରା ମାଡ଼ ଘଟଣାର ପର୍ଦ୍ଦାଫାଶ, ମାସେ ପୂର୍ବରୁ ଷଡ଼ଯନ୍ତ୍ର ରଚିଥିଲା ଅଭିଯୁକ୍ତ ରୂପେଶ

ଭୁବନେଶ୍ବର : ଭୁବନେଶ୍ବର ଶୈଳଶ୍ରୀବିହାରରେ ମା’ ଝିଅଙ୍କୁ ଛୁରା ମାଡ଼ ଘଟଣାର ପର୍ଦ୍ଦାଫାଶ । ସାମ୍ବାଦିକ ସମ୍ମିଳନୀ କରି ଛୁରାମାଡ଼ ଘଟଣାର ପର୍ଦ୍ଦାଫାଶ କରିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ । ଛୁରାମାଡ଼ ଘଟଣାରେ ରୂପେଶ ସମେତ ଅନ୍ୟ ଜଣଙ୍କୁ ପୋଲିସ ଗିରଫ କରିଛି । ମୋଟାମୋଟି…

ବଜାରରେ ଉପଲବ୍ଧ ହେଲା ଜିଓ ଫୋନ୍ ନେକ୍ସଟ

ଭୁବନେଶ୍ବର : ଆଜିଠୁ ଭାରତୀୟ ବଜାରରେ ଉପଲବ୍ଧ ହେଲା ଶସ୍ତା ଫୋନ୍ । ଜିଓ ଏବଂ ଗୁଗୁଲ ଦ୍ବାରା ମିଳିତ ଭାବରେ ବିକଶିତ ଶସ୍ତା ସ୍ମାର୍ଟ ଫୋନ ଜିଓ ଫୋନ ନେକ୍ସଟ ଆଜିଠୁ ବଜାରରେ ଉପଲବ୍ଧ ହୋଇଛି । ରିଲାଏନ୍ସ ରିଟେଲର ଜିଓମାର୍ଟ ଡିଜିଟାଲ ନେଟଓ୍ବର୍କରେ ଏହି ସ୍ମାର୍ଟ ଫୋନ ଉପଲବ୍ଧ ହେଉଛି ।…

ପୁରୀରେ ଲୋକାର୍ପିତ ହେଲା ସ୍ୱର୍ଗରଥ

ପୁରୀ: ପୁରୀରେ ଆଜି ଲୋକାର୍ପିତ ହେଲା ସ୍ୱର୍ଗରଥ । ସ୍ୱର୍ଗରଥକୁ ଲୋକାର୍ପିତ କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା। ପୁରୀ ପୌରାଞ୍ଚଳ ଓ ପୌରାଞ୍ଚଳ ସୀମାର ୧୦କିଲୋମିଟର ମଧ୍ୟରେ ଏହି ସେବା ଉପଲବ୍ଧ ହେବ। ମୃତଦେହକୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ଆଣିବା ନିମନ୍ତେ ଏହା ବାହାକଭାବେ କାର୍ଯ୍ୟ କରିବ।…

LPG ଦର ହ୍ରାସ ନେଇ କେନ୍ଦ୍ର ସରକାରଙ୍କୁ ଆନ୍ଦୋଳନର ଚେତାବନୀ ଦେଲେ ବିଜେଡି

ଭୁବନେଶ୍ୱର : ପେଟ୍ରୋଲ ଡିଜେଲ ଦର ହ୍ରାସ ପରେ ବିଜେଡି ରନ୍ଧନ ଗ୍ୟାସ ଦର ହ୍ରାସ କରିବା ପାଇଁ ଦାବି କରିଛି। ଏଥିପାଇଁ ବିଜେଡି କେନ୍ଦ୍ର ସରକାରଙ୍କୁ ୧୦ ଦିନ ସମୟ ଦେଇଛି । ୧୦ ଦିନ ମଧ୍ୟରେ ଏଲପିଜି ରେଟ୍ ହ୍ରାସ ନକଲେ ଆନ୍ଦୋଳନ କରାଯିବ ବୋଲି ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଚେତାବନୀ…