Latest Odisha News

BREAKING NEWS

Browsing Category

ଫିଚର

ବାଣ ଭିଡ଼ୁଥିବାବେଳେ ହାତରେ ଫାଟିଲା ବାଣ, ଯୁବକ ଗୁରୁତର

ଢ଼େଙ୍କାନାଳ: ଦୀପାବଳିରେ ଅଘଟଣ। ହାତରେ ଫାଟିଲା ବାଣ। ଏହିଭଳି ଅଘଟଣ ଘଟିଛି ଢ଼େଙ୍କାନାଳ ଜିଲ୍ଲା ଯୋରନ୍ଦା ଅଞ୍ଚଳରେ। ଆହତ ଯୁବକ ଜଣକ ହେଲେ ଯୋରନ୍ଦା ଅଞ୍ଚଳର ଦିଗନ୍ତ ପ୍ରଧାନ। ସୂଚନା ଅନୁସାରେ, ଆଜି ସକାଳେ ଦିଗନ୍ତ ବାଣ ଭିଡ଼ୁଥିଲେ। ଏହି ସମୟରେ ବାଣ ତାଙ୍କ ହାତରେ ଫାଟିଯାଇଥିଲା। ଏଥିରେ…

ମୋଟରସାଇକେଲ ରଖିବାକୁ ନେଇ ଗଣ୍ଡଗୋଳ,ଜଣେ ମୃତ ୩ ଗୁରୁତର

କଟକ : ମୋଟର ସାଇକେଲ ରଖିବାକୁ ନେଇ ତୁମୁଳକାଣ୍ଡ । ଦୁଇ ପରିବାର ମଧ୍ୟରେ ଗଣ୍ଡୋଗୋଳ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ବଡମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି। କଟକ ବଡମ୍ବା ଥାନା ମୁଗଗହିର ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି ।…

ଘନ କୁହୁଡ଼ି ଯୋଗୁଁ ବ୍ରିଜ ତଳକୁ ଖସିଲା ବାଇକ, ଗାଡ଼ି ଚାଳକଙ୍କ ମୃତ୍ୟୁ

ବିଷମ କଟକ: ଘନ କୁହୁଡ଼ି ଯୋଗୁଁ ବ୍ରିଜ ତଳକୁ ଖସିଗଲା ବାଇକ। ଏଥିରେ ଗାଡ଼ି ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଆଜି ସକାଳୁ ବିଷମକଟକ ବ୍ଲକ ଚାଟିକଣାରେ ଜଣେ ଯାତ୍ରୀ ବାଇକରେ ସିମାଞ୍ଚଳ ଟାକିରୀ ନିଜ ଶ୍ୱଶୁର ଘର ବାରୀଗୁଡ଼ା ଗ୍ରାମକୁ ଯାଉଥିଲେ। ଘନ କୁହୁଡ଼ି ଯୋଗୁଁ ସଠିକଭାବେ…

ଯବାନଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଜମ୍ମୁକାଶ୍ମୀର : ଆଜି ପବିତ୍ର ଦୀପାବଳି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜମ୍ମୁ କଶ୍ମୀରରେ ଦୀପାବଳି ଉତ୍ସବ ପାଳନ କରିବେ। ଜମ୍ମୁକଶ୍ମୀର ନୌଶେରା ସେକ୍ଟର ନିୟନ୍ତ୍ରଣ ରେଖା ନିକଟରେ ଥିବା ଯବାନ ମାନଙ୍କ ସହ ଦୀପାବଳି ପାଳନ କରିବେ ମୋଦି।ଏନେଇ ମୋଦି ଆଜି ଜମ୍ମୁ କଶ୍ମୀର ରଜୌରୀରେ…

ନିଆରା ସଉକ, ଟାଟୁ କରି ଟିକଟକରେ ଭାଇରାଲ ହେଲେ ୮୨ବର୍ଷର ବୃଦ୍ଧା

ଓଡ଼ିଶା ସମ୍ବାଦ ବ୍ୟୁରୋ: ବୟସ ବଢ଼ିଗଲେ ଯେ ନୂଆ କିଛି କରିବାର ଇଚ୍ଛା ମରିଯାଏ, ତାହା ନୁହେଁ। ଏବେବି ଅନେକ ଲୋକ ଜୀବନକୁ ଖୁସିର ସହ ଜିଇଁବା ପାଇଁ ଇଚ୍ଛା କରିଥାନ୍ତି। ଆଉ ସେମାନେ ଅନ୍ୟମାନଙ୍କୁ ଦେଇଯାଆନ୍ତି ପ୍ରେରଣା। ହଁ ଆଞ୍ଚା, ଆମେ ଏହିପରି ଏକ ମହିଳାଙ୍କୁ ଆପଣଙ୍କ ସାମ୍ନାକୁ ଆଣୁଛୁ, ଯିଏ…

ଦେବମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ଭଦ୍ରକାଳୀ

ଭଦ୍ରକ : ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରେ ଆଜି ଠାରୁ ଆରମ୍ଭ ହୋଇଛି କାଳୀପୂଜା । ମା ସପ୍ତମାତୃକା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ଗୁରୁବାର ମା’ ସପ୍ତମାତୃକା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। କରୋନା କଟକଣା ମଧ୍ୟରେ ମା’ ଙ୍କ ପୂଜାର୍ଚ୍ଚନା ଚାଲିଛି।…

୪୦୦୦ ବର୍ଷ ତଳର ୩୦୦ ମମ୍ମିଙ୍କ ଖୋଲିଲା ରହସ୍ୟ

ବେଜିଂ: ଚୀନର ତକଲାମାକନର ଗୁବନ୍ଦରେ ୧୯୯୦ରେ ମିଳିଥିବା ୪୦୦୦ ବର୍ଷ ତଳର ୩୦୦ ମମ୍ମିଙ୍କ ରହସ୍ୟ ଉଜାଗର ହୋଇଛି । ଏ ପର୍ଯ୍ୟନ୍ତ ବୈଜ୍ଞାନିକମାନେ ଚୀନର ପଶ୍ଚିମରେ ଥିବା କାଲା ସାଗର ଅଂଚଳରୁ ଏହି ବ୍ୟକ୍ତିମାନେ ଆସିଥିବା ଅନୁମାନ କରିଥିଲେ । କାରଣ ଏହି ମମିମାନଙ୍କ ପୋଷାକ ପରିଧାନ ଏବଂ ଚେହେରାର…

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କଲେ

ଭୁବନେଶ୍ୱର : ଦୀପାବଳିରେ ରାଜ୍ୟ ବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ପୁଣି ହ୍ରାସ ପାଇଲା ତୈଳଦର । ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭ୍ୟାଟ୍ ହ୍ରାସ କରିଛନ୍ତି ରାଜ୍ୟ ସରକାର। ଭ୍ୟାଟ୍ ହ୍ରାସ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ନୂଆ ଦର ନଭେମ୍ବର ୫ ତାରିଖ…

ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ଆଇଟିଡ଼ିଏ ଅଫିସର ମୁଖ୍ୟ କିରାଣୀ

କନ୍ଧମାଳ: ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ଆଇଟିଡ଼ିଏ ଅଫିସର ମୁଖ୍ୟ କିରାଣୀ ବସନ୍ତ ପାଣି। ୬ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଛି ଭିଜିଲାନ୍ସ। ସିକ୍ୟୁରିଟି ଟଙ୍କା ରିଲିଜ୍ ପାଇଁ ଜଣେ ଠିକାଦାରଙ୍କଠାରୁ ସେ ଲାଞ୍ଚ ନେଉଥିଲେ। ସିକ୍ୟୁରିଟି ବିଲ କରାଇଦେବାକୁ ୮ହଜାର ଟଙ୍କା ଡ଼ିଲ ହୋଇଥିଲା।…

ଏଲଏସିରେ ଚୀନ ମଜଭୁତ କରୁଛି ଫାଇବର ଅପ୍ଟିକ ନେଟୱର୍କ

ୱାଶିଂଟନ:ସାରା ବିଶ୍ୱ କରୋନା ମହାମାରୀ ମୁକାବିଲାରେ ବ୍ୟସ୍ତ ଥିବାବେଳେ ଚୀନ କିନ୍ତୁ ଭାରତ ବିରୋଧରେ ରଚି ଚାଲିଥିଲା ଷଡଯନ୍ତ୍ର । ଏହାର ଖୁଲାସା କରିଛି ଆମେରିକା ପ୍ରତିରକ୍ଷା ବିଭାଗ ପେଂଟାଗନର ରିପୋର୍ଟ । ଏହି ସମୟ ମଧ୍ୟରେ ପଶ୍ଚିମ ହିମାଳୟର ଦୁର୍ଗମ ଅଂଚଳରେ ଚୀନ ଫାଇବର ଅପ୍ଟିକ ନେଟୱର୍କ…