Latest Odisha News

BREAKING NEWS

Browsing Category

ଫିଚର

ଆଜି ବଲିଉଡ୍ ଅଭିନେତ୍ରୀ ତବୁଙ୍କ ଜନ୍ମଦିନ

ମୁମ୍ବାଇ : ଆଜି ବଲିଉଡ ଅଭିନେତ୍ରୀ ତବୁଙ୍କ ଜନ୍ମଦିନ । ୫୦ ବର୍ଷ ବୟସରେ ପ୍ରଦାର୍ପଣ କରିଛନ୍ତି । ତବୁ ଏନେଇ ତବୁଙ୍କୁ ବଲିଉଡ୍ ଜଗତରୁ ଶୁଭେଚ୍ଛାର ସୁଅ ଛୁଟିଛି। ବଲିଉଡରେ ଅନେକ ହିଟ୍ ଫିଲ୍ମରେ ନିଜର ଦବ୍ ଦବା ଜାରି ରଖିଥିଲେ ତବୁ । ସେ ନିଜର କ୍ୟାରିଅରରେ ଅନେକ…

୨୪ ଘଣ୍ଟାରେ ୩୫୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ନଭେମ୍ବରରେ ଧୀରେ ଧୀରେ ତଳ ମୁହାଁ ହେଉଛି ସଂକ୍ରମଣ । ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ତଳକୁ ଖସୁଛି।ଗତ ୨୪ ଘଣ୍ଟାରେ ୩୫୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ଏହାକୁ ମିଶାଇ ରାଜ୍ୟ ମୋଟ୍ କୋରାନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୨୭୭୩ ରେ ପହଁଚିଛି । ଆଜି ଚିହ୍ନଟ ହୋଇଥିବା…

ପବିତ୍ର ଦୀପାବଳିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଆଲୋକର ପର୍ବ ଦୀପାବଳି। ପବିତ୍ର ଦୀପାବଳି ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୀପାବଳି ସମସ୍ତଙ୍କ ଜୀବନରେ ଆନନ୍ଦ ଓ ସମୃଦ୍ଧି ଭରିଦେଉ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି, ମା’ କାଳୀଙ୍କ…

ବରଗଡ଼ରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କଲା STF ଟିମ୍ , ଜଣେ ଅଟକ

ବରଗଡ଼:  ପୁଣି ଏସଟିଏଫ୍ ହାତରେ ଧରା ପଡ଼ିଲା ବଜ୍ରକାପ୍ତା ଚୋରା ଚାଲାଣକାରୀ । ବରଗଡ଼ ଜିଲ୍ଲା ଘେସ ରେଞ୍ଜ ଅନ୍ତର୍ଗତ ଜାମିପାଲି ରାସ୍ତାରେ ଗତକାଲି ପ୍ରାୟ ସନ୍ଧ୍ୟା ସମୟରେ ଏକ ବଜ୍ରକାପ୍ତା ଏସଟିଏଫ୍ ଦ୍ୱାରା ଉଦ୍ଧାର କରାଯାଇ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ଚୋରା ଚାଲଣ କରୁଥିବା ୧୯…

କମିଲା ପେଟ୍ରୋଲ ଓ ଡ଼ିଜେଲ ଦର

ଦିଲ୍ଲୀ: ଦେଶବାସୀଙ୍କୁ ଦୀପାବଳିର ଭେଟି। କମିଲା ପେଟ୍ରୋଲ ଓ ଡ଼ିଜେଲ ଦର। କେନ୍ଦ୍ର ସରକାର ଏକସାଇଜ ଡ଼୍ୟୁଟି କମାଇବା ପରେ ଓଡ଼ିଶାରେ ମଧ୍ୟ ପେଟ୍ରୋଲ ଓ ଡ଼ିଜେଲ ଦର କମିଛି। ରାତି ୧୨ଟାରୁ ଲାଗୁ ହେଲା ପେଟ୍ରୋଲ ଓ ଡ଼ିଜେଲର ନୂଆ ଦର। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୬ଟଙ୍କା ୧୫ ପଇସା ଓ ଡ଼ିଜେଲ…

ଚୁକ୍ତିଭିତ୍ତିରେ ନିୟୋଜିତ ବ୍ୟକ୍ତିଙ୍କ ପାଇଁ ରାଜ୍ୟ ସରକାରଙ୍କ ଦୀପାବଳି ଭେଟି, ୨୫% ବଢ଼ିବ ପାରିଶ୍ରମିକ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଆଉଟସୋରସିଂ ସଂସ୍ଥା ଜରିଆରେ ତଥା ଚୁକ୍ତିଭିତ୍ତିରେ ନିୟୋଜିତ ହୋଇଥିବା ବ୍ୟକ୍ତିଙ୍କ ବଢ଼ିବ ପାରିଶ୍ରମିକ । ୨୫ ପ୍ରତିଶତ ପାରିଶ୍ରମିକ ବୃଦ୍ଧି ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ବାରା ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ…

କେନ୍ଦ୍ର ସରକାର ହ୍ରାସ କଲେ ଏକ୍ସସାଇଜ ଡ୍ୟୁଟି: ଓଡିଶାରେ ପେଟ୍ରୋଲ ୬ଟା ୬୦, ଡିଜେଲ ୧୨ ଟଙ୍କା ୮୦ କମିପାରେ

ଭୁବନେଶ୍ୱର: କେନ୍ଦ୍ର ସରକାର ଆଜି ପେଟ୍ରୋଲ ଲିଟର ପିଛା ୫ଟଙ୍କା ଏବଂ ଡିଜେଲ ଉପରେ ଲିଟର ପିଛା ୧୦ ଟଙ୍କା ଏକ୍ସସାଇଜ ଡ୍ୟୁଟି କମାଇଛନ୍ତି । ନଭେମ୍ବର ୪ ତାରିଖରୁ ଦେଶରେ ଏହି ନୂତନ ଦର ଲାଗୁ ହେବ । ପ୍ରାରମ୍ଭିକ ଆକଳନରେ ଓଡିଶାରେ ପେଟ୍ରୋଲ ଲିଟର ପିଛା ୬ଟା ୬୦ ଏବଂ ଡିଜେଲ ୧୨ ଟଙ୍କା ୮୦ ପଇସା…

ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଧୂଆଁଧାର ବ୍ୟାଟିଂ, ଆଫଗାନିସ୍ତାନ ସମ୍ମୁଖରେ ୨୧୧ ରନର ଲକ୍ଷ୍ୟ

ଆବୁଧାବି: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ବୁଧବାର ଭାରତ ପ୍ରଥମେ ବ୍ୟାଟିଂ କରି ରୋହିତ ଶର୍ମା ଓ କେଏଲ ରାହୁଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ଆଫଗାନିସ୍ତାନ ସମ୍ମୁଖରେ ୨୧୧ ରନର ବିଜୟ ଲକ୍ଷ୍ୟ ରଖ୍‌ôଛି । ଜବାବରେ ଆଫଗାନିସ୍ତାନ ୩.୧ ଓଭରରେ ୨ ଉଇକେଟ ହରାଇ ୧୩ ରନ କରି ବିପଦରେ ପଡିଛି…

ଦ୍ରାବିଡ ଭାରତୀୟ କ୍ରିକେଟର ଦଳର କୋଚ ନିଯୁକ୍ତ

ଭୁବନେଶ୍ୱର: ମହାନ ବ୍ୟାଟ୍ସମ୍ୟାନ ରାହୁଲ ଦ୍ରାବିଡଙ୍କୁ ଭାରତୀୟ ସିନିୟର ପୁରୁଷ କ୍ରିକେଟ ଟିମର କୋଚ ଭାବେ ନିଯୁକ୍ତ କରାଯାଇଛି । ଏଥିସହ ବିଭିନ୍ନ କଳ୍ପନା ଜଳ୍ପନାର ଏକପ୍ରକାର ଅବସାନ ଘଟିଛି । ବିସିସିଆଇ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ପ୍ରେସ ରିଲିଜ ଜାରୀ କରାଯାଇଛି । ନଭେମ୍ବର ୧୭ରୁ…

କମ୍ୟୁନିଷ୍ଟ ସରକାରର ବଡ ନେତାଙ୍କ ବିରୋଧରେ ଚୀନର ଟେନିସ ଖେଳାଳି ପେଙ୍ଗ ଆଣିଲେ ମି ଠୁ ଅଭିଯୋଗ

ବେଜିଂ: ଚୀନର ଷ୍ଟାର ମହିଳା ଟେନିସ ଖେଳାଳି ପେଙ୍ଗ ଶୁଆଇ ଆଜି କମ୍ୟୁନିଷ୍ଟ ସରକାରର ବଡ ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଝାଙ୍ଗ ଗାଓଲିଙ୍କ ବିରୋଧରେ ମି ଠୁ ଅଭିଯୋଗ ଆଣିଛନ୍ତି । ଝାଙ୍ଗ ୨୦୧୩ରୁ ୧୮ ପର୍ଯ୍ୟନ୍ତ ପୋଲିଟବ୍ୟୁରୋ ଷ୍ଟାଣ୍ଡିଂ କମିଟିରେ କାର୍ଯ୍ୟ କରିଥିଲେ । ଯାହା କି ଚୀନ…