Latest Odisha News

BREAKING NEWS

Browsing Category

ଫିଚର

ଦୀପାବଳିରେ ଶ୍ରୀମନ୍ଦିର ନିକଟରେ କାଉଁରିଆ କାଠି ଜାଳିବା ମନା

ପୁରୀ: ଦୀପାବଳିରେ ଜଗା ଦର୍ଶନ ବନ୍ଦ ରହିବ। ଆସନ୍ତା ୪ତାରିଖରେ ଦୀପାବଳି ଓ ପୟାଶ୍ରାଦ୍ଧ। ଏହି ଅବସରରେ ଶ୍ରୀମନ୍ଦିର ସାଧାରଣ ଦର୍ଶନ ବନ୍ଦ ରହିବା ସହ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୧୪୪ଧାରା ଜାରିହେବ। ପରମ୍ପରା ଅନୁଯାୟୀ ଦୀପାବଳି ଦିନ ଭକ୍ତମାନେ ବଡ଼ବଡ଼ିଆ ଡ଼ାକିବା ପାଇଁ ସିଂହଦ୍ୱାରରେ…

ଆଜିଠୁ ଭୋଟର ତାଲିକା ସଂଶୋଧନ ପକ୍ରିୟା ଆରମ୍ଭ, ଅନଲାଇନରେ କରିପାରିବେ ଆବେଦନ

ଭୁବନେଶ୍ୱର: ଆଜିଠୁ ଭୋଟରତାଲିକା ସଂଶୋଧନ ପକ୍ରିୟା ଆରମ୍ଭ ।୩୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ। ଯେଉଁମାନଙ୍କ ନାଁ ଭୋଟର ଲିଷ୍ଟରେ ନଥିବା କିମ୍ବା ଯେଉଁ ବ୍ୟକ୍ତିମାନେ ଭୋଟର ଲିଷ୍ଟରେ ସଂଶୋଧନ କରିବାକୁ ଚାହୁଁଥିବେ ସେମାନେ ସଂଶୋଧନ କରିପାରିବେ। ଯେଉଁମାନେ ଭୋଟର ତାଲିକାରୁ ନାଁ…

କୋଭାକ୍ସିନ୍‌ ନେଇଥିବା ଭାରତୀୟମାନେ ଏବେ ଅଷ୍ଟ୍ରେଲିଆ ଯାଇପାରିବେ

ଓଡ଼ିଶା ସମ୍ବାଦ ବ୍ୟୁରୋ : ପର୍ଯ୍ୟଟକଙ୍କ ଟିକାକରଣ ସମ୍ବଦ୍ଧୀୟ ଅନୁମୋଦିତ ଟିକା ତାଲିକାରେ ଅଷ୍ଟ୍ରେଲିଆ ସରକାର ଭାରତ ବାୟୋଟେକରେ କୋଭିଡ୍ ୧୯ ଟିକା କୋଭାକ୍ସିନକୁ ଅନ୍ତର୍ଭୁକ୍ତ କରିଛନ୍ତି । ତେଣୁ କୋଭାକ୍ସିନ ନେଇ ଭାରତୀୟମାନେ ଏବେ ଅଷ୍ଟ୍ରେଲିଆ ଯାଇପାରିବେ।ଏନେଇ ଅନୁମତି ମିଳିଛି । ଗତ…

ହାପି ବର୍ଥ ଡେ’ ଐଶର୍ଯ୍ୟା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଐଶର୍ଯ୍ୟା ରାୟ ବଚ୍ଚନଙ୍କ ଆଜି ଜନ୍ମଦିନ। ଆଜି ସେ ତାଙ୍କ ୪୮ତମ ଜନ୍ମଦିନ ପାଳନ କରୁଛନ୍ତି। ମିସ୍ ୱାର୍ଲ୍ଡ ହେବାଠାରୁ ଆରମ୍ଭ କରି ବଲିଉଡ଼ରେ ଅଭିନୟର ଯାଦୁରେ ସମସ୍ତଙ୍କ ମନ ଜିଣିପାରିଥିଲେ। ନିଜ ଅଭିନୟ ସହ ସୌନ୍ଦର୍ଯ୍ୟ ଓ ନୀଳ ନୟନ ପାଇଁ ସେ ବେଶି ଲୋକପ୍ରିୟ।…

ଭଦ୍ରକରେ କାଳୀପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ,କଟକଣାରେ ହେବ ମା’ଙ୍କ ପୂଜାର୍ଚ୍ଚନା

ଭଦ୍ରକ : ଆସୁଛି କାଳୀପୂଜା। ଏନେଇ ଭଦ୍ରକ ସହରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । କୋଭିଡ କଟକଣାରେ ଏଥର ପୂଜା ମଣ୍ଡପରେ ପୂଜା ପାଇବେ ମା’ କାଳୀ । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରେ ସପ୍ତମ ଦିବସ ବ୍ୟାପି ସପ୍ତମାତୃକା ବେଶରେ ମା ଙ୍କ ପୂଜାର୍ଚ୍ଚନା କରାଯିବ ବୋଲି…

ଗାଈକୁ ଜାତୀୟ ପ୍ରାଣୀ ଭାବେ ଘୋଷଣା କରାଯାଉ : ଯୋଗଗୁରୁ ରାମଦେବ

ଓଡ଼ିଶା ସମ୍ବାଦ ବ୍ୟୁରୋ : ଗୋମାତା’ଙ୍କୁ ଜାତୀୟ ପ୍ରାଣୀ ଭାବେ ଘୋଷଣା କରାଯାଉ ବୋଲି ଯୋଗଗୁରୁ ବାବା ରାମଦେବ କହିଛନ୍ତି । ରବିବାର ଦିନ ବାବା ରାମଦେବ ଏପରି ଦାବି କରିଛନ୍ତି । ଆନ୍ଧ୍ର ପ୍ରଦେଶର ତିରୁପତିସ୍ଥିତ ମହତି ଅଡିଟରିୟମ୍‌ ରେ ଆୟୋଜିତ ଦୁଇଦିନିଆ ଗୋ ମହାସମ୍ମଳନୀର ସମାବର୍ତ୍ତନ…

ଆସିଲା ପୂର୍ବତନ କନେଷ୍ଟବଳଙ୍କ ସମ୍ପତ୍ତି ତାଲିକା: ୬କୋଟି,୯୭ଲକ୍ଷ ୧୫ହଜାର ଟଙ୍କା ସମ୍ପତ୍ତି ଜବତ

ଭୁବନେଶ୍ୱର: ଆସିଲା ପୂର୍ବତନ କନେଷ୍ଟବଳଙ୍କ ସମ୍ପତ୍ତି ତାଲିକା। ଓଡ଼ିଶା ଭିଜିଲାନ୍ସ ଚଢ଼ାଉ କରିଥିବାବେଳେ ପ୍ରସନ୍ନ ବେହେରାଙ୍କ ୬,୯୭,୧୫,୦୫୭ହଜାର ଟଙ୍କା ସମ୍ପତ୍ତି ଜବତ କରାଯାଇଛି। ଯାହାକି ତାଙ୍କ ଆୟଠାରୁ ୨୨୧ ପ୍ରତିଶତ ଅଧିକ ସମ୍ପତ୍ତି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

ଅରୁଣାଚଳ ସୀମାରେ ପୁଣି ଚୀନ୍ ଓ ଭାରତ ସେନା ମୁହାଁମୁହିଁ

ଓଡ଼ିଶା ସମ୍ବାଦ ବ୍ୟୁରୋ : ପୂର୍ବ ଲଦାଖରେ ପୁଣି ଚୀନ୍ ସେନା ଓ ଭାରତୀୟ ସେନା ମୁହାଁମୁହିଁ ହୋଇଛନ୍ତି। ଉଭୟ ସେନା ମଧ୍ୟରେ ଛକାପଞ୍ଝା ଲାଗି ରହୁଥିବାରୁ ଏବେ ଭାରତୀୟ ସେନା ପକ୍ଷରୁ ପାଟ୍ରୋଲିଂକୁ ବ୍ୟାପକ କରାଯାଇଛି । ଚୀନ୍ ସଡଯନ୍ତ୍ର ଜାରି ରଖିଥିବାରୁ ଅରୁଣାଚଳ ପ୍ରଦେଶକୁ ନେଇ ଭାରତୀୟ ସେନାର…

ବାଲୁକା କଳା ଦ୍ୱାରା ସ୍ୱର୍ଣ୍ଣିମ ବିଜୟ ବର୍ଷକୁ ସ୍ୱାଗତ କଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ବାଲୁକା କଳା ମାଧ୍ୟମରେ ସ୍ୱର୍ଣ୍ଣିମ ବିଜୟ ବର୍ଷକୁ ସ୍ୱାଗତ କରାଯାଇଛି। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏହି ବାଲୁକା କଳା ପ୍ରସ୍ତୁତ କରିଛନ୍ତି। ଚଳିତ ବର୍ଷ ଭାରତୀୟ ସେନା ଏହାର ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନ କରୁଛି। ଆସନ୍ତା…

ଆଜିଠୁ ୟୁଜି ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ

ଭୁବନେଶ୍ୱର: ଆଜିଠୁ ୟୁଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ। କୋଭିଡ଼୍ କଟକଣା ସହ ପାଠପଢ଼ା ଆରମ୍ଭ ହେବାକୁ ଯାଉଛି। ୨୦୨୧-୨୨ଶିକ୍ଷାବର୍ଷରେ ନାମ ଲେଖାଇଥିବା ପ୍ରଥମ ବର୍ଷ ସ୍ନାତକ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ। ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ…