Latest Odisha News

BREAKING NEWS

Browsing Category

ଫିଚର

ଦେଶୀ ମଦ ଭାଟିରେ ପୋଲିସର ଚଢାଉ, ଚମ୍ପଟ ମାରିଲେ ବ୍ୟବସାୟୀ

କାମାକ୍ଷାନଗର : ଦେଶୀ ମଦ ତିଆରି ଭାଟିରେ ପୋଲିସର ଚଢାଉ । ଦେଶୀ ମଦର ଭୂସ୍ୱର୍ଗ ପାଲଟିଥିବା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ ଥିବା  ବିଭିନ୍ନ ମଦ ଭାଟିରେ ପୋଲିସ ଚଢାଉ କରିଛି । ପ୍ରାୟ ୫୦ରୁ ଅଧିକ ଦେଶୀ ମଦ ତିଆରି ଭାଟିରେ ଚଢାଉ କରିଛି ପରଜଙ୍ଗ ପୋଲିସ। ସେଥିମଧ୍ୟରୁ ୧୬…

ପାଟନା ସିରିୟଲ ବ୍ଲାଷ୍ଟ କେସ୍ : ୪ ଦୋଷୀଙ୍କୁ ଫାଶୀ, ୨ଜଣଙ୍କୁ ଆଜୀବନ କାରାଦଣ୍ଡ

ପାଟନା: ୨୦୧୩ ପାଟନା ଗାନ୍ଧୀ ମୈଦାନ ସିରିୟଲ ବିସ୍ଫୋରଣ ମାମଲାରେ ଏନଆଇଏର ସ୍ୱତନ୍ତ୍ର କୋର୍ଟ ୪ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଥିବା ବେଳେ ୨ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ହୃଦୟ ବିଦାରକ ଘଟଣାରେ ୯ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ । ମୂଖ୍ୟ ଅଭିଯୁକ୍ତ ହାଇଦର ଅଲୀ, ନୋମାନ…

୨୦୨୨ ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ ଅଖିଳେଶ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ୨୦୨୨ ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଆଜମଗଡର ସାଂସଦ ଅଖିଳେଶଙ୍କ ଏହି ନିଷ୍ପତି ଅନ୍ୟ ଦଳଗୁଡିକୁ ଚିନ୍ତାରେ ପକାଇଛି । ବିଜେପ ସମେତ ଅନ୍ୟ ଦଳଗୁଡିକ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏସପି…

ଭଦ୍ରକରେ ଜନ୍ମନେଲା ବିରଳ ପ୍ରଜାତିର ବାଛୁରୀ ଛୁଆ, ଦେଖିବା ପାଇଁ ଲୋକଙ୍କ ଭିଡ

ଭଦ୍ରକ : ଜନ୍ମନେଲା ବିରଳ ପ୍ରଜାତିର ବାଛୁରୀ ଛୁଆ । ଭଦ୍ରକ ଚରମ୍ପାରେ ବିରଳ ପ୍ରଜାତିର ବାଛୁରୀ ଛୁଆ ଜନ୍ମ ନେଇଥିବା ଦେଖିବାକୁ ମିଳିଛି। ଏହି ବାଛୁରୀର ଗୋଟିଏ ଆଖି,ଗୋଟିଏ ସିଙ୍ଘ ଓ ଗୋଟିଏ ନାକ ରହିଛି। ଏହି ବିରଳ ପ୍ରଜାତିର ବାଛୁରୀ ଛୁଆଟି ଭଦ୍ରକ ଚରମ୍ପା ବରାଳପୋଖରୀ ହନୁମାନ ସାହିର ଅକ୍ଷୟ…

ବନ୍ଧୁକ ମୁନରେ ୧୫ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍, ପୋଲିସର ତଦନ୍ତ ଜାରି

ଭଦ୍ରକ: ପୁଣି ଲୁଟିଲେ ଦୁର୍ବୃତ୍ତ। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଧିନ ସୁଦର୍ଶନପୁରରୁ ଲୁଟ୍ ହୋଇଛି। ମାଛ ହାଟ ଛକରେ ଜଣେ ସୁନା ଦୋକାନୀଙ୍କଠାରୁ ୧୫ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ସୂଚନା ଅନୁସାରେ, ଚକାଡ଼ୋଳା ସୁନା ଦୋକାନର ତାପସ କୁମାର ସାହୁ ରବିବାର…

ଛୋଟ ଦୀପାବଳୀରେ ଅଯୋଧ୍ୟାରେ ପ୍ରଜ୍ଜ୍ୱଳିତ ହେବ ୯ ଲକ୍ଷ ୫୧ ହଜାର ଦୀପ

ଅଯୋଧ୍ୟା: ଅଯୋଧ୍ୟାର ରାମଙ୍କ ପୈଡୀ ଘାଟରେ ଛୋଟ ଦୀପାବଳୀ ଦିନ ୯ ଲକ୍ଷ ୫୧ ହଜାର ଦୀପ ପ୍ରଜ୍ଜ୍ୱଳିତ କରାଯିବ । ଏଥର ୩ ନଭେମ୍ବରରେ ଛୋଟ ଦୀପାବଳୀ ପାଳନ କରାଯିବ । ୪୯ ସଂସ୍ଥା ସେମାନଙ୍କ ୧୪୦୦୦ ସ୍ୱେଚ୍ଛାସେବୀ ସହ ଏହି କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ବିଶ୍ୱ ରେକର୍ଡ ଲକ୍ଷ୍ୟରେ ଗିନିଜ ବୁକର…

ଦିଲ୍ଲୀରେ ୪ନଭେମ୍ବର ଯାଏଁ ଏକ୍ୟୁଆଇ ଆହୁରି ଅଧିକ ଖରାପ ରହିବାର ସମ୍ଭାବନା

ଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯୋଗୁଁ ଲଗାତାର ୬ଦିନ ଧରି ବାୟୁ ବିଷାକ୍ତ ହେଉଛିି। ଏହି ମଧ୍ୟରେ ଆଇଏମଡ଼ି ବୈଜ୍ଞାନିକ ବିକେ ସୋନୀ କହିଲେ, ୪ନଭେମ୍ବର ଯାଏଁ ବାୟୁର ଗୁଣବତ୍ତା ଖରାପ ଶ୍ରେଣୀରେ ରହିବାର ସମ୍ଭାବନା ଅଛି। ଉତ୍ତର-ପଶ୍ଚିମ ପବନ ଏବଂ ବାଣ ଫଟାଇବା କାରଣରୁ ନଭେମ୍ବର ୫-୬…

ଋଣ ହେରଫେର ମାମଲା : SBIର ପୂୂର୍ବତନ ଚେୟାରମ୍ୟାନ ପ୍ରତୀପ ଚୌଧୁରୀ ଗିରଫ

ଦିଲ୍ଲୀ: ଋଣ ଦୁୁର୍ନୀତି ମାମଲାରେ ଏସବିଆଇ ପୂର୍ବତନ ଅଧ୍ୟକ୍ଷ ପ୍ରତୀପ ଚୌଧୁରୀଙ୍କୁ ଗିରଫ କରାଯାଇଛି। ଜୟସଲମେର ପୋଲିସ ରବିବାର ତାଙ୍କ ବାସଭବନରୁ ଗିରଫ କରିଛି। ସୂଚନା ଅନୁସାରେ ହୋଟେଲ ନିର୍ମାଣ ପାଇଁ ଗୋଦାବନ ଗ୍ରୁଫ ୨୦୦୮ ରେ ଏସବିଆଇରୁ ୨୪ କୋଟି ଟଙ୍କା ଋଣ ନେଇଥିଲେ । ଋଣ ଦେବା ପାଇଁ…

ଟି୨୦ ବିଶ୍ୱକପ: ଟିମ୍ ଇଣ୍ଡିଆର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଟୁଇଟରରେ ଟ୍ରେଣ୍ଡ ହେଉଛି ବ୍ୟାନ ଆଇପିଏଲ

ଦୁବାଇ: ଟି୨୦ ବିଶ୍ୱକପରେ ଭାରତ କ୍ରମାଗତ ୨ଟି ମ୍ୟାଚରେ ପରାଜିତ ହେବା ଯୋଗୁ ସେମି ଫାଇନାଲ ପ୍ରବେଶ ଆଶା ପ୍ରାୟତଃ ଧୂଳିସାତ ହୋଇଛି । ଟିମ ଇଣ୍ଡିଆର ଏହି ପ୍ରଦର୍ଶନ ନେଇ ପ୍ରଶଂସକମାନେ ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଛି । ଭାରତର ଏହି ଖରାପ ପ୍ରଦର୍ଶନ ପାଇଁ ଆଇପିଏଲକୁ ଦାୟୀ କରାଯାଉଛି…

ସବୁଜ ବାଣକୁ ମିଳିଲା ଗ୍ରୀନ୍ ସିଗନାଲ୍

କଟକ: ରାଜ୍ୟରେ ସବୁଜ ବାଣକୁ ଅନୁମତି। ଅନୁମତି ଦେଲେ ହାଇକୋର୍ଟ। ଅଲ୍ ଓଡ଼ିଶା ଫାୟାର ୱାର୍କ୍ସ ଡିଲର୍ସ ଆସୋସିଏସନ୍ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ରାୟ ଦେଲେ ହାଇକୋର୍ଟ। ନିର୍ଦ୍ଦିଷ୍ଟ କିଛି ସର୍ତ୍ତ ଅନୁସାରେ ବିକ୍ରୀ ହୋଇ ପାରିବ ସବୁଜ ବାଣ।