Latest Odisha News

BREAKING NEWS

Browsing Category

ଫିଚର

ଶ୍ରୀମନ୍ଦିରରେ ପୁରୀ ସହରବାସୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଆରମ୍ଭ

ପୁରୀ: ଶ୍ରୀମନ୍ଦିରରେ ପୁରୀ ସହରବାସୀଙ୍କ ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ବ୍ୟବସ୍ଥା। ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଏଥିପାଇଁ ନିଜର ଆଧାର କାର୍ଡ଼, କୋଭିଡ଼ ଦ୍ୱିତୀୟ ଡ଼ୋଜ ଟୀକା ସାର୍ଟିଫିକେଟ୍ ବା କୋଭିଡ଼ ନେଗେଟିଭ ଆରଟିପିସିଆର ରିପୋର୍ଟ…

ଦାନ୍ତେୱାଡ଼ାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ୩ମହିଳା ମାଓବାଦୀ ମୃତ୍ୟୁ

ମାଲକାନଗିରି: ମାଲକାନଗିରି ଛତିଶଗଡ଼ ସୀମାନ୍ତ ଦାନ୍ତେୱାଡ଼ା ଜିଲ୍ଲାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏନକାଉଣ୍ଟରରେ ତିନି ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, କଟେକଲ୍ୟାଣ ଥାନା ଅନ୍ତର୍ଗତ ଅରବାଲ ଜଙ୍ଗଲ ଭିତରେ ମାଓବାଦୀମାନେ ଏକ କ୍ୟାମ୍ପ କରି…

ହସ୍ପିଟାଲରୁ ଡିସଚାର୍ଜ ହେଲେ ମନମୋହନ ସିଂ

ନୂଆଦିଲ୍ଲୀ : ହସପିଟାଲରୁ ଡିସଚାର୍ଜ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ । ସୁସ୍ଥ ହେବା ପରେ ଆଜି ତାଙ୍କୁ ଦିଲ୍ଲୀ ଏମସରୁ ଡିସଚାର୍ଜ କରାଯାଇଛି । ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବା ପରେ ଅକ୍ଟୋବର ୧୩ ତାରିଖରେ ଏମସରେ ଭର୍ତ୍ତି ହୋଇଥିଲେ ମନମୋହନ ସିଂହ । ସେବେଠାରୁ…

ହେରିଟେଜ ରାଇଡରେ ସାମିଲ ହେଲେ ଉତ୍କଳ ବାଳାଶ୍ରମ ଅନ୍ତେବାସୀ

ପୁରୀ : ହେରିଟେଜ ରାଇଡରେ ସାମିଲ ହେଲେ ଉତ୍କଳ ବାଳାଶ୍ରମ ଅନ୍ତେବାସୀ । ବିଭିନ୍ନ ଐତିହ୍ୟ ସ୍ଥଳୀ ବୁଲି ଦେଖିବା ସହ ଖୁସିବ୍ୟକ୍ତ କରିଛନ୍ତି ଅନ୍ତେବାସୀ । ଆଜି ନୀଳାଦ୍ରି ବେଳାଭୂମିରୁ ବାଳାଶ୍ରମର ୩୦ ଜଣ ଅନ୍ତେବାସୀ ଗଲ୍ଫକାର୍ଟ ମାଧ୍ୟମରେ ପୁରୀ ମାତାମଠରେ ପହଞ୍ଚିଥିଲେ । ସେଠାରେ ସେମାନଙ୍କୁ…

କୋରାପୁଟରୁ ୬୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ : ଜଙ୍ଗଲରେ ଗଞ୍ଜେଇ ରଖିଥିବା ବେଳେ ଜୟପୁର ସଦର ପୋଲିସର ଚଢାଉ । ମାମଲାରେ ଜଣକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଅଞ୍ଚଳର ନରସିଂହ ପାଡାଲ । ଗଞ୍ଜେଇକୁ ପ୍ୟାକେଟ୍ କରି ରଖାଯାଇଥିବା ନେଇ ସୂଚନା ପାଇଥିଲେ ଜୟପୁର ସଦର ଥାନା ଅଧିକାରୀ…

ଦୀପାବଳିରେ ସବୁଜ ବାଣ ବିକ୍ରି ହେବ ନା ନାହିଁ, କାଲି ରାୟ ଶୁଣାଇବେ ହାଇକୋର୍ଟ

ଭୁବନେଶ୍ବର : ଆସନ୍ତା ଗୁରୁବାର ଆସୁଛି ଦୀପାବଳି । ବାଣ ଫୁଟାଇବାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଆଉ କରୋନା ଭଳି ମହାମାରୀ ସମୟରେ ବାଣ ବିକ୍ରି ହେବ ନା ନାହିଁ ତା ଉପରେ ଏବେ ସମସ୍ତଙ୍କ ନଜର । ରାଜ୍ୟରେ ସବୁଜ ବାଣ ବିକ୍ରି ହେବ କି ନାହିଁ ସେନେଇ ଶନିବାରରୁ ଶୁଣାଣି କରିଛନ୍ତି…

ଶିକାର ପାଇଁ ଉଦ୍ୟମ ବେଳେ ୨ ବାରାହା ଶିକାରି ଗିରଫ

କେନ୍ଦୁଝର : ବନ୍ୟଜନ୍ତୁ ଶିକାର ପାଇଁ ଉଦ୍ୟମ ବେଳେ ୨ ଶିକାରି ଗିରଫ । ଗିରଫ ୨ ଶିକାରି ହେଲେ ଜେନାଦର ଗାଁର ଯଦୁମଣି କିଷାନ ଓ ଲିଙ୍ଗରାଜ କିଷାନ । ତେଲକୋଇ ଫରେଷ୍ଟ ବିଟ ଅଧିନ ଢିଙ୍କେଶ୍ବରି ସଂରକ୍ଷିତ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ୩ ଜଣ ଶିକାରୀ ଉଦ୍ୟମ କରୁଥିଲେ । ଖବରପାଇ ଘଟଣାସ୍ଥଳରେ…

ଏଲଏସିରେ ମୁତୟନ କରାଗଲା ଆମେରିକା ନିର୍ମିତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ : ଚତୁର ଚୀନକୁ ଜବାବ ଦେବାକୁ ପ୍ରସ୍ତୁତ ହେଉଛି ଭାରତ । ସୀମାରେ ଚୀନ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚେଷ୍ଟା କରୁଥିବା ବେଳେ, ଏବେ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଭାରତୀୟ ସେନା । ଡ୍ରାଗନକୁ ଜବାବ ଦେବାକୁ ଏଲଏସିରେ ମୁତୟନ କରାଯାଇଛି ଆମେରିକା ନିର୍ମିତ ଅତ୍ୟାଧୁନିକ…

‘ଅଇସନ ବିପତିୟା ଆଏଲ’ ସୁରକ୍ଷିତ ଛଟ୍ ପର୍ବ ପାଳନ ନେଇ ଶାରଦା ସିହ୍ନାଙ୍କ ଗୀତ

ପାଟନା: ଛଟ୍ ପୂଜା କାର୍ତ୍ତିକ ଶୁକ୍ଳ ପକ୍ଷ ଷଷ୍ଠୀରୁ ଆରମ୍ଭ ହୋଇଯାଏ। ଏହି ପର୍ବ ୪ଦିନ ଧରି ଚାଲିଥାଏ। ଚଳିତବର୍ଷ ଛଟ୍ ପର୍ବ ୮ନଭେମ୍ବରରୁ ଆରମ୍ଭ ହୋଇଯିବ। ୯ତାରିଖ ଦିନ ଖରନା, ୧୦ତାରିଖରେ ଅସ୍ତଚଳଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଆଯିବ ଏବଂ ୧୧ତାରିଖ ଦିନ ସକାଳୁ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ…

ବିରୂପା ନଦୀକୁ ଡ଼େଇଁଲେ ଯୁବକ

କଟକ: ନଦୀକୁ ଡ଼େଇଁଲେ ଯୁବକ। କଟକ ଚୌଦାର ନିକଟରେ ଥିବା ବିରୂପା ନଦୀକୁ ଡ଼େଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଯୁବକ। ବ୍ରିଜ ଉପରେ ସାଇକେଲ, ଚପଲ ରଖି ନଦୀ ଭିତରକୁ ଡ଼େଇଁ ପଡ଼ିଥିବା ଜଣାପଡ଼ିଛି। ଏଯାଏଁ ଯୁବକଙ୍କ ପରିଚୟ ମିଳିପାରିନାହିଁ। ତେବେ ଘଟଣାସ୍ଥଳରେ ଚୌଦାର ଅଗ୍ନିଶମ ବାହିନୀ…