Latest Odisha News

BREAKING NEWS

Browsing Category

ଫିଚର

କୋଏଲ ନଦୀରୁ ଛାତ୍ରର ମୃତଦେହ ଉଦ୍ଧାର

ରାଉରକେଲା: କୋଏଲ ନଦୀରୁ ଛାତ୍ରର ମୃତଦେହ ଉଦ୍ଧାର। ରାଉରକେଲାରେ ଘଟିଛି ଏହିଭଳି ଅଭାବନୀୟ ଘଟଣା। ମୃତ ଛାତ୍ର ଜଣକ ହେଲେ ବିବେକ କୁମାର ସିଂହ। ନବମ ଶ୍ରେଣୀ ପାଠ ପଢ଼ୁଥିଲେ। ବିବେକ କୁମାର ସିଂହ ତାଙ୍କ ସାଙ୍ଗମାନଙ୍କ ସହ କୋଏଲ ନଦୀକୁ ପ୍ରାୟତଃ ବୁଲିବାକୁ ଯାଇଥାନ୍ତି। ଆଜି ମଧ୍ୟ ତାଙ୍କ ୬ଜଣ…

ଓଲଟିଲା ଟ୍ରାକ୍ଟର, ଡ୍ରାଇଭର ମୃତ

କଳାହାଣ୍ଡି: କଳାହାଣ୍ଡିରେ ଅଭାବନୀୟ ଘଟଣା। ଜୟପାଟଣା ଥାନା କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଥିବା ଢ଼ୁଲୁଘାଟିରେ ଓଲଟିଲା ଟ୍ରାକ୍ଟର। ଟ୍ରାକ୍ଟର ଡ୍ରାଇଭର ଅକୁର ପୁଝାରୀଙ୍କ ମୃତ୍ୟୁ ହୋଇଛି। ଗାଡ଼ି ମାଲିକ ଚାଚିଗୁଡ଼ା ଗ୍ରାମର ମଞ୍ଜିତ ନାଗ ବୋଲି ଜଣାପଡ଼ିଛି। ଜୟପାଟାଣା…

ଦୀପାବଳି ପରେ ଖୋଲିପାରେ ପ୍ରଥମରୁ ସପ୍ତମ ଶ୍ରେଣୀ କ୍ଲାସ୍

ଭୁବନେଶ୍ୱର: ଦୀପାବଳି ପରେ ରାଜ୍ୟରେ ଖୋଲିପାରେ ପ୍ରଥମରୁ ସପ୍ତମ ଶ୍ରେଣୀ କ୍ଲାସ । ସ୍କୁଲ ଖୋଲିବା ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି, ଦୀପାବଳି ପରେ ସରକାର ଏସମ୍ପର୍କରେ ନିଷ୍ପତ୍ତି ନେବେ । ଏକକାଳୀନ ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବା…

ଫୁଲବାଣୀ ଗସ୍ତରେ ଯାଇଥିବା ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ

ଫୁଲବାଣୀ: ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ । ଫୁଲବାଣୀ ଗସ୍ତରେ ଥିବା ବେଳେ ସେ ହଠାତ୍ ଅସୁସ୍ଥତା ଅନୁଭନ କରିଛନ୍ତି । ନିମ୍ନ ରକ୍ତଚାପ ଓ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିବା ସୂଚନା ମିଳିଛି । ଫୁଲବାଣୀ ସର୍କିଟ ହାଉସରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ମନ୍ତ୍ରୀଙ୍କ…

ଠେଲା ରିକ୍ସାରେ ଶଯ୍ୟାଶାୟୀ ମା’ଙ୍କୁ ୨୦କିଲୋମିଟର ବୋହି ନେଲେ ପୁଅ

ମାଲକାନଗିରି: ପୁଣି ସାମ୍ନାକୁ ଆସିଲା ହୃଦୟ ବିଦାରକ ଦୃଶ୍ୟ। ଶଯ୍ୟାଶାୟୀ ମା’ଙ୍କୁ ଦୀର୍ଘ ୨୦ କିଲୋମିଟର ଠେଲା ରିକ୍ସାରେ ବୋହି ବୋହି ନେଲେ ଚାଷୀ। ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରିରେ। ଟାଟା ପାୱାର କମ୍ପାନୀର ମନମୁଖୀ କାର୍ଯ୍ୟକୁ ପ୍ରତିବାଦ କରି ଚାଷୀ ଜଣକ ଏପରି କରିଥିବା କଥା…

ଦରବୃଦ୍ଧି ପ୍ରତିବାଦ: ବିଜୁ ଯୁବ ଓ ଛାତ୍ର ଜନତା ଦଳର ସାଇକେଲ୍ ରାଲି

ଭୁବନେଶ୍ୱର: ରାଜରାସ୍ତାରେ ଦରଦାମ ବୃଦ୍ଧିର ପ୍ରତିବାଦ । ଭୁବନେଶ୍ୱରରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ସାଇକେଲ୍ ରାଲି କରାଯାଇଛି । କେଶରୀ ହଲ୍ ପାଖର ଏହି ରାଲି ବାହାରି ରାଜଭବନ ଅଭିମୁଖେ ଯାଇଛି । ସେଠାରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶ କରାଯାଉଛି । ବିଜେଡି ଅଭିଯୋଗ କରିଛି,…

ପୁରୀରେ ପୁଣି ଆରମ୍ଭ ହେଲା ଉଚ୍ଛେଦ

ପୁରୀ: ପୁରୀରେ ପ୍ରଶାସନ ପକ୍ଷରୁ ଆରମ୍ଭ ହେଲା ଉଚ୍ଛେଦ। ମରଚିକୋଟ ଛକରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ପୋଲିସ ଛାଉଣୀ ସହ ସର୍ବସାଧାରଣଙ୍କ ପାଇଁ ବନ୍ଦ କରାଯାଇଛି। ସକାଳ ୭ଟାରୁ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା। ପୁରୁଣା କୋଠାର ଉଚ୍ଛେଦ ପାଇଁ ଜେସିବି କମ୍ ବ୍ରେକର ମେସିନ ନିୟୋଜିତ…

ବିଚ୍ ରାସ୍ତାରେ ନୃଶଂସ ହତ୍ୟା: ଗୁଳି କରିବା ପରେ ବେକକୁ ହାଣିଲେ ଦୁର୍ବୃତ୍ତ

ବାଲେଶ୍ୱର: ବିଚ୍ ରାସ୍ତାରେ ବୀଭତ୍ସ ହତ୍ୟାକାଣ୍ଡ । ଜଣେ ଯୁବକଙ୍କୁ ପ୍ରଥମେ ଗୁଳି ଚଳାଇବା ପରେ ବେକକୁ ଭୂଜାଲିରେ ହାଣିଲେ ଦୁର୍ବୃତ୍ତ । ସ୍ପଷ୍ଟ ଦିବାଲୋକରେ ଏଭଳି ନରକୀୟକାଣ୍ଡ କରିଛନ୍ତି ଦୁଇ ଜଣ ଦୁର୍ବୃତ୍ତ । ବାଲେଶ୍ୱର ସଦର ଥାନା ଅନ୍ତର୍ଗତ କୁରୁଡ଼ା ଛକରେ ଏହି ବୀଭତ୍ସ ହତ୍ୟାକାଣ୍ଡ…

ପାହାଡ ତଳକୁ ଖସିଲା ବସ୍, ୧୨ ଜଣଙ୍କର ମୃତ୍ୟୁ

ଡେରାଡୁନ୍: ପାହାଡ଼ ତଳକୁ ଖସିଲା ବସ୍ । ଉତ୍ତରାଖଣ୍ଡରେ ବଡ଼ ଧରଣର ସଡ଼ ଦୁର୍ଘଟଣା । ଏଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୪ ଜଣ ଗୁରୁତର ଅଛନ୍ତି । ଉତ୍ତରାଖଣ୍ଡର ବିକାଶନଗରରେ ଏହି ଦୁର୍ଘଟଣା ଘଟିଛି । ବର୍ତ୍ତମାନ ସେଠାରେ ଉଦ୍ଧାର କାjର୍ଯ୍ୟ ଜାରି ରହିଛି । ବସଟି…

ଅମୃତଭଣ୍ଡା ଗଛରେ ଫଣା ଟେକିଥିଲା ନାଗ ସାପ

ଭୁବନେଶ୍ୱର: ଅମୃତଭଣ୍ଡା ଗଛରେ ଫଣା ଟେକିଛି ନାଗ ସାପ । ଗୋଡ଼େଇ ହୋଇ ଗଛରେ ରହିଥିଲା । ଏଦୃଶ୍ୟ ହେଉଛି ଭୁବନେଶ୍ୱର ଭୀମପୁର ଅଞ୍ଚଳ । ସକାଳୁ ସକାଳୁ ଅମୃତଭଣ୍ଡା ଗଛରେ ସାପ ଥିଲା ଲୋକ ଦେଖିଥିଲେ । ଫୁଲ ତୋଳିବାକୁ ଯାଇଥିବା ବେଳେ କିଛି ଲୋକ ଅମୃତଭଣ୍ଡା ଗଛରେ ସାପ ଚଢ଼ିଥିବା ଦେଖିଥିଲେ । ଏହି…