Latest Odisha News

BREAKING NEWS

Browsing Category

ଫିଚର

ଟି୨୦ ବିଶ୍ୱକପ: ମ୍ୟାଚ ବେଳେ ବାଂଲାଦେଶ-ଶ୍ରୀଲଙ୍କା ଖେଳାଳିଙ୍କ ମଧ୍ୟରେ ଧସ୍ତା ଧସ୍ତି

ଦୁବାଇ:ଟି୨୦ ବିଶ୍ୱକପ କ୍ରିକେଟରେ ଆଜି ଅଭାବନୀୟ ଘଟଣା ଘଟିଛି । ମ୍ୟାଚ ଚାଲିଥିବା ବେଳେ ଉଭୟ ଦେଶ ଖେଳାଳିଙ୍କ ମଧ୍ୟରେ ବାକ୍ୟ ବିନିମୟ ଏବଂ ପରେ ଧସ୍ତା ଧସ୍ତି ଦେଖିବାକୁ ମିଳିଥିଲା । ପରିସ୍ଥିତି ଅଣାୟତ ହେବାରୁ ଅମ୍ପାୟର ହସ୍ତକ୍ଷେପ କରିଥିଲେ । ବାଂଲାଦେଶର ଲିଟନ ଦାସ ମିଡ ଅଫରେ କ୍ୟାଚ ଆଉଟ…

ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ‘ଦାଦା ସାହେବ ଫାଲକେ’ ପୁରସ୍କାର

ଚେନ୍ନାଇ: ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ବହୁତ ଭଲ ଖବର ରହିଛି। ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବାକୁ ଯାଉଛି ‘ଦାଦା ସାହେବ ଫାଲକେ’ ପୁରସ୍କାର। ଏନେଇ ରବିବାର ଚେନ୍ନାଇରେ ଥିବା ତାଙ୍କ ବାସଭବନ ବାହାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ‘ମୁଁ ଏହି…

କାଳୀପୂଜା ନେଇ କମିଶନରେଟ୍ ପୋଲିସର ପ୍ରସ୍ତୁତି ବୈଠକ

କଟକ: କାଳୀପୂଜାକୁ ଶାନ୍ତିଶୃଙ୍ଖଳାଭାବେ କରିବା ପାଇଁ ଓସିଏ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ଟୁଇନ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡ଼ିସିପି ପ୍ରତୀକ ସିଂ, ବିଭିନ୍ନ ଜୋନର ଏସିପି, ଥାନା ଅଧିକାରୀ, ମହାନଗର ଶାନ୍ତି କମିଟି ଓ ପୂର୍ବାଞ୍ଚଳ…

ଅଜବ ଶିକ୍ଷକ, ଅଶ୍ଳୀଳ ୱେବସାଇଟ୍‌ରେ ଦେଉଛନ୍ତି ଗଣିତ ଶିକ୍ଷା

ଓଡିଶା ସମ୍ବାଦ ବ୍ୟୁରୋ: କରୋନା ମହାମାରୀ ପାଇଁ ବିଗତ ଦେଢ ବର୍ଷରେ ଶିକ୍ଷା ପଦ୍ଧତିରେ ଘୋର ପରିବର୍ତ୍ତନ ସାମ୍ନାକୁ ଆସିଛି । ଅନଲାଇନ୍ ଶିକ୍ଷା ପ୍ରକ୍ରିୟାରେ ଉଭୟ ଶିକ୍ଷକ ଓ ଶିଷ୍ୟମାନେ ନିଜକୁ ଢଳାଇ ସାରିଛନ୍ତି । ଲାଇଭ୍ କ୍ଲାସକୁ ବାଦ୍ ଦେଲେ ପ୍ରି-ରେକର୍ଡେଡ୍ କ୍ଲାସ ଉପରେ…

ମମିତା ମେହେର ହତ୍ୟା ମାମଲା: ମେହେର ସମାଜର ପଦଯାତ୍ରା ଓ ଥାନା ଘେରାଓ

ନୂଆପଡ଼ା: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା। ମମିତାଙ୍କ ପରିବାରକୁ ନ୍ୟାୟ ଦାବି ରାଜରାସ୍ତାକୁ ଓହ୍ଲାଇଛନ୍ତି ତୁକଳା ମେହେର ସମାଜ। ସମାଜ ପକ୍ଷରୁ ୧୦କିଲୋମିଟର ପଦଯାତ୍ରା କରିବା ସହ ଖଡ଼ିଆଳ ଥାନା ଘେରାଓ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ମମିତା…

ଲୋକକଳା ଜାଗରଣ ଓ କଳାକାର ମହାମିଳନ ଆୟୋଜିତ

ବରଗଡ଼: ବରଗଡ଼ ଜିଲ୍ଲାରେ ଲୋକକଳା ଜାଗରଣ ଓ କଳାକାର ମହାମିଳନ ଆୟୋଜିତ ହୋଇଯାଇଛି। ପ୍ରଥମେ ଏହି ଶୋଭାଯାତ୍ରା କାଳି ମନ୍ଦିରରୁ ବାହାରି ହାଟପଡ଼ା ଦୁର୍ଗା ମନ୍ଦିର ହୋଇ ସମଲେଶ୍ୱରୀ ମନ୍ଦିରର ସମସ୍ତ ଦେବାଦେବୀଙ୍କୁ ପୂଜା କରିଥିଲେ। ପରେ ଏହି ଶୋଭାଯାତ୍ରା ବରଗଡ଼ ମୁଖ୍ୟ ରାଜପଥ ଦେଇ ସୌଖିନ…

ଦୁବାଇରେ ଫସି ରହିଥିବା ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

ଭୁବନେଶ୍ୱର: ଦୁବାଇରେ ଫସିଛନ୍ତି ଅସୁସ୍ଥ ଓଡ଼ିଆ ଯୁବକ ବାଇଧର ଘଡ଼ାଇ। ପରିବାର ଲୋକ ତାଙ୍କୁ ଘରକୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି। ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓଡ଼ିଆ ଯୁବକଙ୍କୁ ଫେରାଇ ଆଣିବାକୁ ଉଦ୍ୟମ କରୁଛନ୍ତି। ଏନେଇ ଦୁବାଇରେ ଅବସ୍ଥାପିତ ଭାରତୀୟ…

ବିବାଦ ସୃଷ୍ଟି କରୁଛି କରୱାଚୌଥ ବ୍ରତଙ୍କୁ ନେଇ ଡାବରର ବିଜ୍ଞାପନ

ନୂଆଦିଲ୍ଲୀ: କରୱାଚୌଥକୁ ନେଇ ଡାବରର ଏକ ବିଜ୍ଞାପନ ବିବାଦ ସୃଷ୍ଟି କରିଛି । ଏହି ବିବାଦୀୟ ବିଜ୍ଞାପନ ଏବେ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛି । ସଧବା ନାରୀ ପାଇଁ ମହତ୍ୱ ରଖିଥିବା ଏହି ପର୍ବରେ ଡାବର ଦୁଇଜଣ ଯୁବତୀ ଏକତ୍ର ବ୍ରତ ପାଳନ କରୁଥିବା ଦେଖାଇଛି । ହିନ୍ଦୁ ରୀତି ନୀତିକୁ ବାରମ୍ବାର…

ଜମ୍ମୁ-କାଶ୍ମୀର ପୁଂଛରେ ଆତଙ୍କୀ ହମଲା: ୩ ଯବାନ ଆହାତ, ସର୍ଚ୍ଚ ଅପରେସନ ଜାରି

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୁଂଛରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କୀମାନେ ଆକ୍ରମଣ କରିଦେଇଥିଲେ। ଏହାର ପାଲଟା ଜବାବରେ ଆତଙ୍କୀଙ୍କ ଉପରକୁ ବି ଗୁଳିମାଡ଼ କରିଥିଲେ ସୁରକ୍ଷାକର୍ମୀ। ଏହି ଗୁଳିମାଡ଼ରେ ପୁଲିସ ଓ ସେନାଙ୍କ ୩ ଯବାନ ଆହତ ହୋଇଛନ୍ତି। ଏହାସହ ଜଣେ ଲକ୍ସର ଆତଙ୍କୀ ବି ଗୁରୁତର ଆହତ…

ବଢିବ ଦିଆସିଲି ଦାମ, ଡିସେମ୍ବରରୁ ଲାଗୁ ହେବ ନୂଆ ଦର

ଭୁବନେଶ୍ୱର: ଧନୀ ହୁଅନ୍ତୁ ଅବା ମଧ୍ୟବିତ୍ତ କି ଗରିବ । ସାମାନ୍ୟ ଦିଆସିଲିର ଆବଶ୍ୟକତା ସମସ୍ତଙ୍କ ନିକଟରେ ସମାନ ମନେ ହୁଏ । ଦୈନନ୍ଦିନ ଜୀବନରେ ଦିଆସିଲିର ଖୁବ ଗୁରୁତ୍ୱ ଥିଲେ ହେଁ ଏହାର ଦାମ ପ୍ରତି କାହାରି ନିଘା ନଥାଏ । ଶେଷରେ ଆସନ୍ତା ମାସରେ ବଢିବାକୁ ଯାଉଛି ଦିଆସିଲି ଦର ।…