Latest Odisha News

BREAKING NEWS

Browsing Category

ଫିଚର

ବିରଜା ମହିଳା ମହାବିଦ୍ୟାଳୟରେ ଛାତ୍ରୀ ଅଶାନ୍ତି, ପରୀକ୍ଷା ବାତିଲ କରିବାକୁ ଦାବି

ଯାଜପୁର: ଯାଜପୁର ବିରଜା ମହିଳା ମହାବିଦ୍ୟାଳୟରେ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଚତୁର୍ଥ ସେମିଷ୍ଟାର ପରୀକ୍ଷାକୁ ନେଇ ଛାତ୍ରୀ ଅଶାନ୍ତି। ପରୀକ୍ଷାକୁ ବାତିଲ କରିବା ଦାବିରେ କଲେଜ ସମ୍ମୁଖରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି ଛାତ୍ରୀ। କୋଭିଡ଼ ସମୟରେ କଲେଜ ପକ୍ଷରୁ ସଠିକ୍ଭାବେ ପାଠପଢ଼ା…

ହାତୀ ଆକ୍ରମଣରେ ଜଣେ ମୃତ, ବନ ବିଭାଗ ପହଞ୍ଚିନଥିବାରୁ ଗାଁରେ ଉତ୍ତେଜନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପରା ଗ୍ରାମରେ ହାତୀ ଆତଙ୍କ। ପୁଣି ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ପରା ଗ୍ରାମର ସୋମନାଥ ସାହୁ। ସୂଚନା ଅନୁସାରେ, ସୋମନାଥ ଆଜି ଭୋର ସମୟରେ ଗାଁ ପାଖରେ ଥିବା ବାଘଦରି ପଣସ ତଇଳା ନିକଟ ନିଜ ବାଇଗଣ ବଗିଚାରୁ…

ଇଟାଲୀ-ବ୍ରିଟେନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ: ଜି-୨୦ ସମ୍ମିଳନୀରେ ଯୋଗଦେବେ

ଦିଲ୍ଲୀ: ଜି-୨୦ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଇଟାଲୀ ଅଭିମୁଖେ ଯାତ୍ରା କରିଛନ୍ତି। ରୋମରେ ପହଞ୍ଚିବାର ପ୍ରଥମ ଦିନରେ ସେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ପରେ ମହାମାରୀ, ସ୍ଥାୟୀ ବିକାଶ ,ବିଶ୍ୱ ଅର୍ଥନୀତିକ ଏବଂ…

ବନ ବିଭାଗର ଚଢ଼ାଉ: ଶାଳ ଓ ଗମ୍ଭାରୀ କାଠ ଜବତ, ୫ଗିରଫ

କେନ୍ଦୁଝର: କେନ୍ଦୁଝର ପାଟଣା ରେଞ୍ଜ ଖିରେଇଟାଙ୍ଗିରୀରୁ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ଶାଳ ଓ ଗମ୍ଭାରୀ କାଠ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୩୦ହଜାର ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି। ସୂଚନା ଅନୁସାରେ, ଖିରେଇଟାଙ୍ଗିରୀ ସେକ୍ସନ ନିକଟରେ କାଠ ଚିରା…

ଫେସବୁକ ନିଜ କମ୍ପାନୀର ନାଁକୁ ପରିବର୍ତ୍ତନ କରି ‘ମେଟା’ ରଖିବାକୁ ଘୋଷଣା

ସାନ୍ ଫ୍ରାନ୍ସିସ୍କୋ: ସୋସିଆଲ ମିଡ଼ିଆ ଜଗତରେ ଅଧିକ ସକ୍ରିୟ ଥିବା ଫେସବୁକ ନିଜ କମ୍ପାନୀର ନାଁ ବଦଳାଇଛି। ଫେସବୁକ ମୂଳ କମ୍ପାନୀର ନାମକୁ ବଦଳାଇ ମେଟା ରଖିବାକୁ ସିଇଓ କୁଜରବର୍ଗ ଘୋଷଣା କରିଛନ୍ତି। ଗତକିଛିଦିନ ଧରି ଫେସବୁକ ନୂଆ ନାଁ ସହ ରିବ୍ରାଣ୍ଡ କରିବ ବୋଲି ଚର୍ଚ୍ଚା ହୋଇ ଆସୁଥିଲା।…

ପାରାଦୀପ ପୋର୍ଟ ଟ୍ରଷ୍ଟ ଓ ଏମସିଏଲର କାର୍ଯ୍ୟଧାରା ସହ ପ୍ରକଳ୍ପର ସମୀକ୍ଷା କଲେ କୋଇଲା ଓ ଖଣିମନ୍ତ୍ରୀ

ଭୁବନେଶ୍ବର : ପାରାଦୀପ ପୋର୍ଟ ଟ୍ରଷ୍ଟ ଓ ମହାନଦୀ କୋଲ ଫିଲ୍ଡସ୍ ଲିମିଟେଡର ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟଧାରା ସମୀକ୍ଷା କରିଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପାରାଦୀପ ବନ୍ଦର ଏବଂ ଏମସିଏଲର ହିଙ୍ଗୁଳା କୋଇଲା ଖଣି କ୍ଷେତ୍ର ପରିଦର୍ଶନ କରି…

ବିଜେଡିରୁ ନିଲମ୍ବିତ ହେଲେ ଶୈଳେଶ ଦାନି

ଭୁବନେଶ୍ବର : ବିଜେଡିରୁ ନିଲମ୍ବିତ ହେଲେ ଶୈଳେଶ ଦାନି । ତାଙ୍କ ଦଳରୁ ଆଜି ନିଲମ୍ବିତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସମ୍ପାଦକ ତଥା ସରକାରୀ ଦଳ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ । ବିଜେଡି ରାଜ୍ୟ ସମ୍ପାଦକ ଭାବେ କାର୍ଯ୍ୟ ତୁଲାଉଥିଲେ ଶୈଳଶ ଦାନି । ଶୈଳଶ…

ଯମଜ ସନ୍ତାନର ବାପା ହେଲେ କାର୍ତିକ

ମୁମ୍ବାଇ: କ୍ରିକେଟର ଦୀନେଶ କାର୍ତିକ ଆଜି ଯମଜ ସନ୍ତାନର ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପତ୍ନୀ ତଥା ଷ୍ଟାର ସ୍କ୍ୱାଶ ଖେଳାଳି ଦୀପିକା ପାଲିକଲ ଏହି ୨ଟି ସନ୍ତାନର ଜନନୀ ହୋଇଛନ୍ତି । ଉଭୟ ଦୀନେଶ ଏବଂ ଦୀପିକା ସୋସିଆଲ ସାଇଟରେ ଏହାର ଫଟୋ ଶେୟାର କରିଛନ୍ତି । କାର୍ତିକ ଲେଖିଛନ୍ତି…

ପାଟକୁରା ନୂଆପଡ଼ାରେ ଗ୍ୟାଙ୍ଗ ଓ୍ବାର, ଜଣେ ମୃତ

ପାଟକୁରା : ପାଟକୁରା ଥାନା ପଦ୍ମପୁର ପଞ୍ଚାୟତ ନୂଆପଡ଼ାରେ ଗ୍ୟାଙ୍ଗଷ୍ଟରଙ୍କ ଆତଙ୍କ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଗ୍ୟାଙ୍ଗଷ୍ଟର ବିଭୁ ସାହୁ । ମୃତ ବିଭୁ ସାହୁର ଘର ବେରୁହାଁ ପଞ୍ଚାୟତ ହଳଦିଆ ଗାଁରେ । ସେ ଏକାଧିକ ମାମଲାରେ ସଂପୃକ୍ତ ଥିଲା ।…

ଇଶା ଅମ୍ବାନିଙ୍କୁ ‘ସ୍ମିଥ୍ସୋନିୟନ ନ୍ୟାସନାଲ୍ ମ୍ୟୁଜିୟମ୍ ଅଫ୍ ଏସିଆନ୍ ଆର୍ଟ’ ବୋର୍ଡରେ ନିଯୁକ୍ତି

ଭୁବନେଶ୍ବର : ଆମେରିକାର ଓ୍ୱାସିଂଟନ ଡିସି ସ୍ଥିତ ସ୍ମିଥ୍ସୋନିୟନ୍ ନ୍ୟାସନାଲ୍ ମ୍ୟୁଜିୟମ୍ ଅଫ୍ ଏସିଆନ୍ ଆର୍ଟ ବୋର୍ଡରେ ଇଶା ଅମ୍ବାନିଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସେ ହେଉଛନ୍ତି ବୋର୍ଡର ସବୁଠୁ କମ୍ ବୟସର ସଦସ୍ୟା । ଚାରି ବର୍ଷ ଅବଧି ପାଇଁ ତାଙ୍କୁ ବୋର୍ଡରେ ନିଯୁକ୍ତି ମିଳିଛି ।…