Latest Odisha News

BREAKING NEWS

Browsing Category

ଫିଚର

ଆରପିଏଫ୍ ମାଡ଼ରେ ଯୁବକ ମୃତ୍ୟୁ ଅଭିଯୋଗ: ବାଂଶପାଣି ରେଳ ଷ୍ଟେସନରେ ଭଙ୍ଗାରୁଜା

କେନ୍ଦୁଝର: ଆରପିଏଫ୍ ମାଡ଼ରେ ଯୁବକ ମୃତ୍ୟୁ ଅଭିଯୋଗ। ବାଂଶପାଣି ରେଳ ଷ୍ଟେସନରେ ଦୁଇ ବସ୍ତି ବାସିନ୍ଦା ଆକ୍ରମଣ ଓ ଷ୍ଟେସନ ଭଙ୍ଗାରୁଜା କରିଛନ୍ତି। ୩ ଆରପିଏଫ ଗୁରୁତର। ସେମାନଙ୍କୁ ଯୋଡ଼ା ଟାଟା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଭଞ୍ଜହାଟିଂର ଲକ୍ଷ୍ମଣ ପାତ୍ର ନାମକ ଜଣେ…

IPL ଦ୍ୱିତୀୟ କ୍ୱାଲିଫାୟାର: ଫାଇନାଲ୍ ଟିକେଟ ପାଇଁ ଦିଲ୍ଲୀ-କୋଲକାତା ଲଢ଼େଇ

ନୂଆଦିଲ୍ଲୀ: ଅନ୍ତିମ ଚରଣରେ ପହଞ୍ଚିଛି ଆଇପିଏଲ୍ ମହାସମର । କିଏ ହେବ ଦ୍ୱିତୀୟ ଫାଇନାଲିଷ୍ଟ । ଆଜି ଦ୍ୱିତୀୟ କ୍ୱାଲିଫାୟାର ମୁକାବିଲାରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ । ସନ୍ଧ୍ୟା ସାଢ଼େ ୭ଟାରେ ଶାରହାଜ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଜବରଦସ୍ତ…

ମନିଷ ଅନୁରାଗ ମୃତ୍ୟୁ ମାମଲା: ଆତ୍ମସମର୍ପଣ କଲେ କନ୍ଧମାଳର ୨ ଯୁବକ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗଙ୍କ ମୃତ୍ୟୁ ମାମଲାରେ ଆତ୍ମସମର୍ପଣ କରିଛନ୍ତି ୨ ଜଣ ଯୁବକ । କନ୍ଧମାଳ ସ୍ପେଶାଲ୍ ସ୍କ୍ୱାଡ୍ ନିକଟରେ ସେମାନେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ସେମାନଙ୍କୁ ଖୁବଶୀଘ୍ର ଭୁବନେଶ୍ୱର ଆଣିବ କମିଶନରେଟ ପୋଲିସ । ସେମାନଙ୍କୁ…

ଆଜି ରାଜ୍ୟରେ ସାମାନ୍ୟ ବଢ଼ିଛି କରୋନା କେସ୍, ୬୧୫ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ପ୍ଲାଟ୍ୟୁ ସ୍ଥିତିରେ ରହିଛି । କେବେ ସାମାନ୍ୟ ବଢୁଚି ତ କେବେ ଖସୁଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୧୫ ଆକ୍ରାନ୍ତ । ଏହି ସମୟରେ ୬୨ହଜାର ୬୭୫ କୋଭିଡ୍ ଟେଷ୍ଟ ହୋଇଛି । ଆଜି ୧୮ ବର୍ଷ ଭିତରେ ଆଉ ୬୮ ଜଣ ସଂକ୍ରମିତ ହୋଇଛନ୍ତି । ୨୨…

ଆଜି ମହାମାୟାଙ୍କ ମହାଷ୍ଟମୀ, ଚଣ୍ଡୀପାଠରେ କମ୍ପୁଛି ମଣ୍ଡପ

ଭୁବନେଶ୍ୱର: ମଣ୍ଡପରେ ଚାଲିଛି ମହାମାୟାଙ୍କ ମହାପୂଜା । ଆଜି ପାଳିତ ହେଉଛି ମହାଷ୍ଟମୀ । ମହା ଆଡମ୍ବରରେ ଚାଲିଛି ଦୁର୍ଗତନାଶିନୀଙ୍କ ପୂଜା । ଚଣ୍ଡୀପାଠରେ କମ୍ପୁଛି ମଣ୍ଡପ । କରୋନା କଟକଣାରେ ବିନା ଭକ୍ତରେ ଦେବୀ ଦୁର୍ଗାଙ୍କ ଆବାହନ ଚାଲିଛି । ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ପରଦା ଆଢୁଆଳରେ…

ରକ୍ତ ସମ୍ପର୍କରେ ରକ୍ତପାତ: ଭାଇର ଜୀବନ ନେଇଗଲା ଭାଇ

ବଣାଇ: ରକ୍ତ ସମ୍ପର୍କରେ ରକ୍ତର ଛିଟା । ଭାଇ ନେଲା ଭାଇର ଜୀବନ । ବିଲ ହଡ଼ିକୁ କେନ୍ଦ୍ର କରି ରକ୍ତପାତ । ବଡ଼ ଭାଇର କୋଦାଳ ଚୋଟରେ ସାନ ଭାଇର ମୃତ୍ୟୁ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ି ଥାନା ଅନ୍ତର୍ଗତ ଜୁନିଅନୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ପ୍ରଧାନ ମୁଣ୍ଡା ।…

ଦେଶରେ ୧୦୦ ସୈନିକ ସ୍କୁଲକୁ ମିଳିଲା କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ: ଦେଶରେ ଖୋଲିବ ଆଉ ଶହେଟି ସୈନିକ ସ୍କୁଲ । ଏଥିପାଇଁ ଅନୁମୋଦନ ଦେଇଛି କେନ୍ଦ୍ର କ୍ୟାବିନେଟ୍ । ୨୦୨୨-୨୩ ଶିକ୍ଷା ବର୍ଷରୁ ୫୦୦୦ ନୂତନ ଛାତ୍ର ଆଡମିସନ କରିପାରିବେ । ଆସନ୍ତା ଶିକ୍ଷା ବର୍ଷରୁ ଏହି ୧୦୦ଟି ସ୍କୁଲରେ ଷଷ୍ଠ ଶ୍ରେଣୀରୁ ନାମଲେଖା ହେବ । ଜାତୀୟ ଶିକ୍ଷା ନୀତି (ଘଋଚ)…

ମାଲକାନଗିରି ତୁଳସୀ ପାହାଡ଼ରେ ନକ୍ସଲ ଅପରେସନ୍ ସାରି ଫେରିଲେ ଯବାନ

ମାଲକାନଗିରି: ମାଓ ବିରୋଧୀ ଅପରେସନରେ ମାଲକାନଗିରି ପୋଲିସକୁ ବଡ଼ ସଫଳତା । ଗୁଳି ବିନିମୟରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି । କମ୍ବିଂ ଶେଷ କରି ୩ ମାଓବାଦୀଙ୍କ ମୃତଦେହ ଓ ମାଓ ସାମଗ୍ରୀ ସହ ଫେରିଛନ୍ତି ଅପରେସନରେ ସାମିଲ ଯବାନ । ଗତକାଲି ମାଲକାନଗିରି ଜିଲ୍ଲା ତୁଳସୀ ରେଞ୍ଜରେ ମୁହାଁମୁହିଁ…

ଆଜି ରାହୁଲଙ୍କ ନେତୃତ୍ୱରେ ରାଷ୍ଟ୍ରପତିଙ୍କୁ ଭେଟିବ କଂଗ୍ରେସ ଟିମ୍

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲଖିମପୁର ଖେଲି ହିଂସାକାଣ୍ଡକୁ ନେଇ ରାଜନୀତି ଥମୁନି । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବ କଂଗ୍ରେସ ଟିମ୍ । ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ଟିମ୍ ଆଜି ସାଢେ଼ ୧୧ଟାରେ ରାଷ୍ଟ୍ରପତିଙ୍କୁ ଭେଟିବେ । ଲଖିମପୁର ଖେରି ହିଂସାକାଣ୍ଡ ମାମଲାରେ…

ଆଜି ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ଭବାନୀପାଟଣା ସହରରେ ୧୪୪ ଧାରା

ଭବାନୀପାଟଣା: ଆଜି କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହେଉଛି । କରୋନା କଟକଣାରେ ବିନା ଭକ୍ତରେ ହେଉଛି ଯାତ୍ରା । ପ୍ରତିବର୍ଷ ଛତର ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଏବର୍ଷ ବିନା ଭକ୍ତରେ ଯାତ୍ରା…