Latest Odisha News

BREAKING NEWS

Browsing Category

ଫିଚର

ଭୁବନେଶ୍ବରରେ ବ୍ୟାଙ୍କ ଅଫ ମହାରାଷ୍ଟ୍ରର ନୂଆ ଜୋନାଲ ଅଫିସ୍ ଉଦଘାଟିତ

ଭୁବନେଶ୍ବର : ଉଦଘାଟିତ ହୋଇଛି ବ୍ୟାଙ୍କ୍ ଅଫ ମହାରାଷ୍ଟ୍ରର ଭୁବନେଶ୍ବର ଜୋନାଲ ଅଫିସ୍ । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶକ୍ତି, ଶିଳ୍ପ ଓ ଏମଏସଏମଇ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୋଗ ଦେଇ ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର ଓଡ଼ିଶାବାସୀଙ୍କ ପାଇଁ ଉତ୍ତମ ବ୍ୟାଙ୍କିଙ୍ଗ ଓ…

ବାଣପୁରରେ ମା’ ଭଗବତୀ ଓ ମା’ ବୀରଜାଈଙ୍କ ଭେଟ ଉତ୍ସବ ଅନୁଷ୍ଠିତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଅନୁଷ୍ଠିତ ହୋଇଛି ମା’ ଭଗବତୀ ଓ ମା' ବୀରଜାଈଙ୍କ ଭେଟ ଉତ୍ସବ । ଓଡ଼ିଶାର ଐତିହାସିକ ପୀଠ ତଥା ବାଣପୁରର ପ୍ରସିଦ୍ଧ ଶକ୍ତି ପୀଠ ମା' ଭଗବତୀଙ୍କ କାଠି ଠାକୁରାଣୀ ଏବଂ ମା' ବୀରଜାଈଙ୍କ କାଠି ଠାକୁରାଣୀଙ୍କର ବିଦ୍ଧି ମୁତାବକ ହୋଇଛି ମହା ଭେଟ…

ପ୍ରକାଶ ପାଇଲା ଗଂଜାମ ଜିଲ୍ଲା ଜିଆରଏସ ଯୋଗ୍ୟତା ତାଲିକା

ଗଞ୍ଜାମ : ପ୍ରକାଶ ପାଇଲା ଗଂଜାମ ଜିଲ୍ଲା ଜିଆରଏସ ଯୋଗ୍ୟତା ତାଲିକା । ମୋଟ ୧୩୭୬ ଜଣ ଆବେଦନକାରୀଙ୍କ ମଧ୍ୟରୁ ୨୪ ଜଣ ପାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି । ୧୩୫୨ ଜଣ ପାର୍ଥୀ ଅଯୋଗ୍ୟ ବିବେଚିତ ହୋଇଛନ୍ତି । ଗତ ମାର୍ଚ୍ଚ ମାସରେ ହୋଇଥିବା ଚୟନ ପ୍ରକ୍ରିୟାକୁ ଆଧାର କରି ଏହି ତାଲିକା ପ୍ରକାଶ…

ମହଙ୍ଗା ପଡିଲା ଲକ୍ଷ୍ମୀପୁର ଖିରି ହିଂସାକୁ ନିନ୍ଦା କରିବା: ବିଜେପି କାର୍ଯ୍ୟକାରିଣୀରୁ ମାନେକା, ବରୁଣ ବିଦା

ନୂଆଦିଲ୍ଲୀ:ଉତରପ୍ରଦେଶର ଲକ୍ଷ୍ମୀପୁର ଖିରି ହିଂସାକୁ ନିନ୍ଦା କରିବା ଏବଂ ଏହା ସମର୍ଥନରେ ଭିଡିଓ ଅପଲୋଡ କରିବା ମାନେକା ଗାନ୍ଧୀ ଏବଂ ବରୁଣ ଗାନ୍ଧୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଆଜି ଘୋଷଣା କରାଯାଇଥିବା ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରୁ ଏହି ଦୁଇ ଜଣଙ୍କୁ ବାହାର କରି…

ମନ ଲଢେଇରେ ଜିତିଲେ ଦୀପକ: ଷ୍ଟାଡିୟମରେ ପ୍ରେମିକା ଜୟାଙ୍କୁ ମୁଦି ପିନ୍ଧାଇଲେ

ଦୁବାଇ: ଚଳିତ ଆଇପିଏଲରେ ଗୁରୁବାର ଚେନ୍ନାଇ ସୁପର କିଙ୍ଗସକୁ ଶୋଚନୀୟ ଭାବେ ପରାଜିତ କରିଛି ପଞ୍ଜାବ । ମାତ୍ର ଏହି ମ୍ୟାଚରେ ଦଳ ହାରିଥିଲେ ମଧ୍ୟ ମନ ଲଢ଼େଇରେ ବିଜୟ ହୋଇଛନ୍ତି ଦୀପକ ଚହର । ମ୍ୟାଚ ପରେ ଦୀପକ ତାଙ୍କ ଦୀର୍ଘ ଦିନର ପ୍ରେମିକାଙ୍କୁ ଷ୍ଟାଡିୟମରେ ସମସ୍ତଙ୍କ ଉପସ୍ଥିତିରେ ମୁଦି…

ରାହୁଲଙ୍କ ମାରାତ୍ମକ ବ୍ୟାଟିଂ, ପଞ୍ଜାବର ପ୍ଲେ ଅଫ ଆଶା ଏବେ ବି ଉଜ୍ଜୀବିତ

ଦୁବାଇ: କେଏଲ ରାହୁଲଙ୍କ ବିସ୍ଫୋରକ ଅପରାଜିତ ବ୍ୟାଟିଂ ( ୪୨ ବଲରେ ୯୮ ରନ) ବଳରେ ପଞ୍ଜାବ କିଙ୍ଗସ ୬ ଉଇକେଟରେ ଚେନ୍ନାଇ ସୁପର କିଙ୍ଗସକୁ ଶୋଚନୀୟ ଭାବେ ପରାଜିତ କରିଛି । ଏହି ବିଜୟ ସହ ପଞ୍ଜାବ ଏବେ ବି ପ୍ଲେ ଅଫ ପ୍ରବେଶ ଆଶା ଉଜ୍ଜୀବିତ ରଖିଛି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ…

ପାରାଦୀପରେ ହୋଟଲ ଏମ୍ପ।ୟାର୍ସ ପକ୍ଷରୁ ୮ ଦିନିଆ ଫୁଡ୍ ଫେଷ୍ଟିଭାଲ

ପାରାଦୀପ: ଫୁଡ୍ ଫେଷ୍ଟିଭାଲ୍ ପାଇଁ ପାରାଦୀପରେ ପ୍ରସ୍ତୁତି ଆରମ୍ଭ । ଦଶହରା ଅବସରରେ ପାରାଦୀପ ହୋଟେଲ ଏମ୍ପାୟାର୍ସ ପକ୍ଷରୁ ଆସନ୍ତା କାଲିଠୁ ଆରମ୍ଭ ହେଉଛି ୮ ଦିନିଆ ଫୁଡ୍ ଫେଷ୍ଟିଭାଲ୍ । ଏହି ଫେଷ୍ଟିଭାଲର ନାଁ ରଖାଯାଇଛି ‘ସୋନାର ବାଙ୍ଗଲା’। ଏହି ଫେଷ୍ଟିଭାଲରେ ସମସ୍ତ ପ୍ରକାର ବଙ୍ଗାଳୀ…

ପ୍ରଶଂସକଙ୍କୁ ଦ୍ୱନ୍ଦ୍ୱରେ ପକାଇଲେ ଧୋନୀ !

ଦୁବାଇ: ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି ତାଙ୍କୁ ପ୍ରଶଂସକଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛନ୍ତି । ଆଗାମୀ ଆଇପିଏଲରେ ଖେଳିବା ନେଇ ତାଙ୍କୁ ପଚରାଯିବାରୁ ସେ କହିଥିଲେ, ମୁଁ ନିଜେ ମଧ୍ୟ ଏଥିନେଇ ନିଶ୍ଚିତ ନୁହେଁ । ପ୍ରଶଂସକମାନେ ହଳଦିଆ ଜର୍ସିରେ ମୋତେ ଦେଖିପାରିବେ…

ଗହଣା ସଫା କରିବା ଆଳରେ ସୁନା ଅଳଙ୍କାର ଲୁଟ୍, ୭ଜଣ ମହିଳା ଅଟକ

ବାଲୁଗାଁ: ଗହଣା ସଫା କରିବାକୁ ଆସି ଲୁଟିଲେ ଅଳଙ୍କାର। ଏପରି ଖବର ସାମ୍ନାକୁ ଆସିଛି ବାଣପୁର ଥାନା ଅନ୍ତର୍ଗତ ବେଙ୍ଗରାଜ ପଲ୍ଲୀ ଗ୍ରାମରୁ। ୭ଜଣ ମହିଳା ଚୁଡ଼ି ବିକ୍ରି ସହ ସୁନା ଅଳଙ୍କାର ସଫା କରିବା ପାଇଁ ଗାଁରେ ବୁଲୁଥିଲେ। ଗାଁର କିଛି ମହିଳା ସେମାନଙ୍କ କଥାକୁ ବିଶ୍ୱାସ କରି ସୁନା,…

ମାଲକାନଗିରି ପୋଲିସକୁ ସଫଳତା, ଜବତ ହେଲା ୨ କ୍ବିଣ୍ଟାଲ ଗଞ୍ଜେଇ, ୩ ଗିରଫ

ମାଲକାନଗିରି : ମାଲକାନଗିରି ପୋଲିସକୁ ବଡ଼ ସଫଳତା । ଚିତ୍ରକୋଣ୍ଡା ଅଞ୍ଚଳରୁ ଛତିଶଗଡକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ନମ୍ବର ନଥିବା ଏକ ତିନି ଚକିଆ ଅଟୋକୁ ଜବତ କରିଛି ପୋଲିସ । ଅଟୋ ଭିତରୁ ୨ କ୍ବିଣ୍ଟାଲ ୩ କେଜି ଚୋରା ଗଞ୍ଜେଇ ଜବତ କରିଛି ପୋଲିସ । ଯାହାର ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ…