Latest Odisha News

BREAKING NEWS

Browsing Category

ଫିଚର

କୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ, ଫାଟୁ ସିନେରୀରେ କଲେ ଚକ୍ଷୁ ଚିକିତ୍ସା ଶିବିର

କୋରାପୁଟ : କୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ । ଫାଟୁ ସେନେରୀରେ ଅଞ୍ଚଳରେ ଚକ୍ଷୁ ଚିକିତ୍ସା ଶିବିର କରିଛି ଆନ୍ଧ୍ର । କୋରାପୁଟ ଜିଲ୍ଲା ପ୍ରଶାସନର ତାଗିଦକୁ ଖାତିର କରୁନାହାନ୍ତି ଆନ୍ଧ୍ର ଅଧିକାରୀ । ବାରମ୍ବାର କୋଟିଆର ବିବାଦୀୟ ଗ୍ରାମରେ କାର୍ଯ୍ୟକ୍ରମ ଜାରି ରଖିଛି । ଆଜି କୋଟିଆର…

ତେଜ ପ୍ରତାପଙ୍କୁ ଆରଜେଡିରୁ ବାହାର କରି ଦିଆଯାଇଛି: ତିୱାରୀ

ପାଟନା: ବିହାରରେ ଶିବାନନ୍ଦ ତିୱାରୀଙ୍କ ଏକ ବୟାନ ରାଜନୈତିକ ଝଡ ସୃଷ୍ଟି କରିଛି । ଆରଜେଡିର ଏହି ବରିଷ୍ଠ ନେତା କହିଛନ୍ତି ତେଜ ପ୍ରତାପ ଯାଦବଙ୍କୁ ଦଳରୁ ବାହାର କରି ଦିଆଯାଇଛି । ଲାଲୁ ଯାଦବଙ୍କ ସମ୍ପୂର୍ଣ୍ଣ ସାମ୍ରାଜ୍ୟ ତେଜସ୍ୱୀ ଯାଦବଙ୍କୁ ମିଳିସାରିଛି । ତେଜପ୍ରତାପ ମଧ୍ୟ ତାଙ୍କ ରାସ୍ତା…

ନୂଆପଡ଼ା ବନ ବିଭାଗର ଚଢ଼ାଉ, ବାରହା ମାଂସ ସହ ବନ୍ଧୁକ ଓ ଟାଙ୍ଗିଆ ଜବତ, ୪ ଗିରଫ

ନୂଆପଡ଼ା : ଅତର୍କିତ ଚଢ଼ାଉ କରି ବାରହା ମାଂସ ଜବତ କରିଛି ନୂଆପଡ଼ା ବନ ବିଭାଗ । ବାରହା ମାଂସ ସହ ଗୋଟିଏ ସିଙ୍ଗଲ ବାରେଲ ଜିପି ବନ୍ଧୁକ, ରକ୍ତ ଲଗା ଟାଙ୍ଗିଆ ସହ ଏକ ନିକିତି ମଧ୍ୟ ଜବତ ହୋଇଛି । ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ସୂଚନା ଅନୁସାରେ, ସଦର ଥାନା ଠାରୁ ମାତ୍ର ୮…

ମହଙ୍ଗା ପଡ଼ିଲା ଗଞ୍ଜେଇ କାରବାର, ସିଲ୍ ହେଲା ଘର ଓ ଦୋକାନ

ମାଲକାନଗିରି : ମହଙ୍ଗା ପଡ଼ିଲା ଚୋରା ଗଞ୍ଜେଇ କାରବାର । ମାଲକାନଗିରିରେ ଲୁଚି ଛପି ଗଞ୍ଜେଇ ବିକ୍ରି କରୁଥିବା ଲୋକଙ୍କୁ ଲାଗିଛି ଶକ୍ତ ଝଟକା । ଗଞ୍ଜେଇ କାରବାର କରୁଥିବା ଲୋକଙ୍କ ଘର ଦ୍ବାର ଓ ଦୋକାନ ସିଲ୍ କରିଛି ପୋଲିସ । ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର ଲାଗି ଏଭଳି ପଦକ୍ଷେପ ନେଇଛି…

ଝାରସୁଗୁଡ଼ାରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ

ଭୁବନେଶ୍ବର : ଝାରସୁଗୁଡାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ । ଝାରସୁଗୁଡ଼ାରେ ପହଞ୍ଚିବା ପରେ ପ୍ରଥମେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ସମୀକ୍ଷା ବୈଠକରେ ଆଲୋଚନା କରିଥିଲେ । ବୈଠକରେ ଜିଲ୍ଲାପାଳଙ୍କ…

ମାଲକାନଗିରିରେ ସଡକ ଦୁର୍ଘଟଣା, କାର ଧକ୍କାରେ ବାଇକ ଚାଳକ ମୃତ

ମାଲକାନଗିରି: ବାଇକ ଚାଳକଙ୍କୁ ଧକ୍କା ଦେଲା କାର୍ । ଘଟଣାସ୍ଥଳରେ ବାଇକ୍ ଚାଳକ ରିଙ୍କୁ ସିଙ୍ଗାଡିଙ୍କର ମୃତ୍ୟୁ ଘଟିଛି । ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ଟଙ୍ଗଗୁଡା ଗାଁରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣା ଘଟାଇଥିବା କାରକୁ ଅଟକ ରଖିବା ସହ ଲୋକେ ୩୨୬…

ପଦାରେ ପଡିଲା ବିକ୍ରମଙ୍କ ବିବାହ !

ମୁମ୍ବାଇ: ବଲିଉଡର ପ୍ରତିଷ୍ଠିତ ନିର୍ଦ୍ଦେଶକ ବିକ୍ରମ ଭଟ୍ଟ ପ୍ରାୟ ଏକ ବର୍ଷ ଧରି ତାଙ୍କ ବିବାହ ଲୁଚାଇ ରଖିଥଲେ । ଏବେ ଏହା ପଦାରେ ପଡିଛି । ରିପୋର୍ଟ ମୁତାବକ ଶ୍ୱେତାମ୍ବରୀ ସୋନି ନାମକ ଏକ ଝିଅକୁ ବିକ୍ରମ ବିବାହ କରିଛନ୍ତି । ଦୀର୍ଘ ଦିନ ଧରି ଉଭୟ ପରସ୍ପରକୁ ଭଲପାଇ ଆସୁଥିଲେ । ଏହା ତାଙ୍କର…

ସୁବର୍ଣ୍ଣପୁର ଉଲୁଣ୍ଡା ରେଞ୍ଜ ହିକୁଡି ଗାଁରେ ହାତୀ ଉପଦ୍ରବ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ହିକୁଡି ଗାଁରେ ହାତୀ ଉପଦ୍ରବ । ହାତୀପଲ ଗାଁକୁ ଆସି ଅନେକ ଧାନବିଲ ଦଳି ଚକଟି ନଷ୍ଟ କରି ଦେଇଥିବା ଦେଖିବାକୁ ମିଳିଛି । ତେବେ ଏହି ହାତୀ ପଲ ଫେରିନପାରି ଗାଁରେ ରହିଯାଇଛନ୍ତି । ହାତୀପଲରେ ୪ଟି ବଡ ହାତୀ ଏବଂ ଦୁଇଟି ଛୁଆ ହାତୀ ଅଛନ୍ତି…

କାଲି ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ବିଏସକେଓ୍ବାଇ ସ୍ମାର୍ଟ କାର୍ଡ

ପୁରୀ : ଆସନ୍ତାକାଲି ପୁରୀ ଜିଲ୍ଲା ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ କାର୍ଡଧାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂତନ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । ୨୧ଟି ପଞ୍ଚାୟତର ୧୯ ହଜାର…

ଖୋଲୁଛି ଡ୍ରଗ୍ସ କାରବାରର ଗୁମର, କାଲି ସରୁଛି ଆର୍ଯ୍ୟନଙ୍କ ରିମାଣ୍ଡ ଅବଧି

ମୁମ୍ବାଇ : ଖୋଲୁଛି ଡ୍ରଗ୍ସ କାରବାରର ଗୁମର । ଦିନକୁ ଦିନ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଆର୍ଯ୍ୟନଙ୍କ ବିରୋଧରେ ୨ଟି ପ୍ରମାଣକୁ ଆଧାର କରି ମାମଲା ରୁଜୁ ହୋଇଛି । ପ୍ରଥମଟଇ ହେଲା ଏନସିବିର ଜେରା ବେଳେ ଡ୍ରଗସ ନେବା ବିଷୟରେ ସ୍ବୀକାର କରିଛନ୍ତି ଆର୍ଯ୍ୟନ । ଦ୍ବିତୀୟଟି ହେଲା ଶାହରୁଖଙ୍କ…