Latest Odisha News

BREAKING NEWS

Browsing Category

ଫିଚର

ହରଡ଼ଘଣାରେ ଚାଷୀ

ଟିଟିଲାଗଡ଼: ହରଡ଼ଘଣାରେ ଏବେ ଟିଟିଲାଗଡ଼ ଚାଷୀ। ଗତ ସୋମବାର ଦିନ ଟିଟିଲାଗଡ଼ ଉପଜିଲ୍ଲାପାଳ ସାରର ବ୍ୟାପକ କଳାବଜାରୀ ହେଉଥିବା ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଦୋକାନ ଓ ଗୋଦାମ ଚଢ଼ାଉ କରିବା ସହ ଅନେକ ସ୍ଥାନରୁ ବେଆଇନଭାବେ ସାର ବି ଜବତ କରିଥିଲେ। ଏହି ମଧ୍ୟରେ ଚାଷୀମାନଙ୍କ ପାଇଁ…

କାହିଁକି ଯୁବରାଜଙ୍କ ବାୟୋପିକ ନିର୍ମାଣ କରିବାକୁ ମନା କରିଥିଲେ କରନ୍ ଜୋହର ?

ମୁମ୍ବାଇ: ବଲିଉଡରେ ବାୟୋପିକ ଫିଲ୍ମର ଟିକେ ହଟ୍‌କେ ଟ୍ରେଣ୍ଡ ରହିଛି । ବୋଧ ହୁଏ ସେଥିପାଇଁ ଏମ୍‌.ଏସ୍ ଧୋନୀ ଓ ଦଙ୍ଗଲ୍ ଭଳି ଫିଲ୍ମ ସୁପରହିଟ୍ ହୋଇଥିଲା । ନିକଟରେ ଲଭ୍ ରଂଜନ ବି ସୌରଭ ଗାଙ୍ଗୁଲୀଙ୍କ ଉପରେ ଏକ ବାୟୋପିକ ନିର୍ମାଣ କରିବାକୁ ଘୋଷଣା କରିଥିଲେ । ହେଲେ ଅନେକ ହୁଏ ତ ଜାଣିନଥିବେ…

ପ୍ରିୟଙ୍କା ଗାନ୍ଧୀଙ୍କ ଗିରଫଦାରି ପ୍ରତିବାଦରେ ଯାଜପୁରରେ କଂଗ୍ରେସର ବିକ୍ଷୋଭ

ଯାଜପୁର: ଉତ୍ତରପ୍ରଦେଶରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ଗିରଫ ଦାରି ପ୍ରତିବାଦରେ ଯାଜପୁରରେ କଂଗ୍ରେସର ପ୍ରତିବାଦ ଓ ବିକ୍ଷୋଭ କରାଯାଇଛି। ଚାଷୀ ଆନ୍ଦୋଳନକୁ ସମର୍ଥନ କରି ପ୍ରିୟଙ୍କା ଲକ୍ଷ୍ମୀପୁର ଯାଉଥିବା ସମୟରେ ପୋଲିସ ତାଙ୍କୁ ଗିରଫ କରିଛି। ଏହାର ପ୍ରତିବାଦ କରି ଯାଜପୁର…

ଓଡ଼ିଆ ଅଭିନେତ୍ରୀ ଉଷସୀ ମିଶ୍ର କୋଭିଡ଼ ପଜିଟିଭ୍

ଭୁବନେଶ୍ୱର:ଜଣାଶୁଣା ଓଲିଉଡ଼ ଅଭିନେତ୍ରୀ ଉଷସୀ ମିଶ୍ର କୋଭିଡ଼୍-୧୯ ପରୀକ୍ଷା କରିଥିଲେ। ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଉଷସୀ କହିଛନ୍ତି, ଜ୍ୱର ହେବା ପରେ ସେ ଆରଟିପିସିଆର ପରୀକ୍ଷା ପାଇଁ ଯାଇଥିଲେ। ମଙ୍ଗଳବାର ରିପୋର୍ଟ ପାଇବା ପରେ ସେ ପଜିଟିଭ ଥିବା ଜାଣିଥିଲେ। ଗତ…

ଯାଜପୁରରେ ଉଦ୍ଧାର ହେଲା ବିରଳ ମାଛ

ଯାଜପୁର : ନାଳରୁ ଉଦ୍ଧାର ହେଲା ବିରଳ ମାଛ । ଯାଜପୁର ବିଂଝାରପୁର ବରହମପୁର ନାଳରୁ ଏପରି ବିରଳ ମାଛ ଉଦ୍ଧାର କରାଯାଇଛି । ଏହି ମାଛର ଜିଭ ମଣିଷପରି ହୋଇଥିବା ଦେଖିବାକୁ ମିଳିଛି । ମାଛ କେନାଲରେ ଭାସୁଥିବା ଦେଖି ସ୍ଥାନୀୟ ଲୋକମାନେ ଉଦ୍ଧାର କରିଛନ୍ତି । ଏହି ମାଛକୁ କରେଣ୍ଟ ମାଛ କୁହାଯାଉଛି ।…

‘ତାରକ ମେହେଟା’ର ନଟୁ କାକାଙ୍କ ମୃତ୍ୟୁ ପରେ ତାଙ୍କ ସହ ଜଡିତ ସ୍ମୃତିକୁ ଟ୍ୱିଟ କରି ସେୟାର କଲେ ମୋଦୀ

ଦିଲ୍ଲୀ : କିଛି ଦିନ ତଳେ ପପୁଲାର ସୋ 'ତାରକ ମେହେଟା ଉଲଟା ଚଶମା' ରେ ଅଭିନୟ କରୁଥିବା ଅଭିନେତା ଘନଶ୍ୟାମ ନାୟକ ଓରଫ ନଟୁ କାକାଙ୍କ ଦେହାନ୍ତ ହୋଇଯାଇଛି । ଏନେଇ ଟିଟ୍ୱି କରି ନଟୁ କାକାଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଓ ନଟୁଙ୍କ ସହ ଜଡିତ କିଛି…

ଉତ୍ତରପ୍ରଦେଶ ଚାଷୀ ମୃତ୍ୟୁ ଘଟଣା: ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସର ଧାରଣା

ସୋନପୁର: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖୀରିଠାରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଚାଷୀଙ୍କ ପାଇଁ ନ୍ୟାୟ ଦାବି କରିଛି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ। ଏନେଇ ସ୍ଥାନୀୟ ବସଷ୍ଟାଣ୍ଡ ନିକଟରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା ଦିଆଯାଇଛି। ଜିଲ୍ଲା କଂଗ୍ରେସ ସଭାପତି…

ପଶ୍ଚିବଙ୍ଗରେ ବିଜେପିକୁ ଆଉ ଏକ ଝଟକା, ଟିଏମସିରେ ମିଶିବେ ସବ୍ୟସାଚ୍ଚୀ !

କୋଲକାତା: ପଶ୍ଚିମବଙ୍ଗରେ ବିଜେପିକୁ ଗୋଟିଏ ପରେ ଗୋଟିଏ ଝଟକା ଦେବାରେ ଲାଗିଛି ଟିଏମସି । ଉପ ନିର୍ବାଚନ ଜିତି ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିଥିବା ବେଳେ ଆଜି ପୂର୍ବତନ ମେୟର ସବ୍ୟସାଚ୍ଚର ଦତଙ୍କ ଘର ବାହୁଡା ହେବ ବୋଲି ଅନୁମାନ କରାଯାଉଛି । ବିଜେପିର ସାଧାରଣ ସମ୍ପାଦକ ଭାବେ…

ଦୃଷ୍ଟି ବାଧିତ ମହିଳା କ୍ରିକେଟ ଟିମରେ ବାଲେଶ୍ୱରର ୫ ଜଣ ଛାତ୍ରୀ

ବାଲେଶ୍ୱର : ଦୃଷ୍ଟି ବାଧିତ ମହିଳା କ୍ରିକେଟ ଟିମରେ ବାଲେଶ୍ୱରର ୫ ଜଣ ଛାତ୍ରୀ । ମହିଳା କ୍ରିକେଟ ଟିମ୍ ପାଇଁ ରାଣୀପାଟଣାସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟର ୫ ଜଣ ଛାତ୍ରୀ ମନୋନୀତ ହୋଇଛନ୍ତି । ଏହି ଟିମ୍ ରେ ପଦ୍ମୀନି ଟୁଡୁ ଓ ମାମିନା ନାୟକ ଶ୍ରେଷ୍ଠ ବୋଲର ଏବଂ ଫୁଲ ସୋରେନ ,ବାସନ୍ତି ହାଁସଦା…

ଏସିଆର ପ୍ରଥମ ଖେଳାଳି ଭାବେ ଟି୨୦ରେ ୪୦୦ଛକା ମାରିଲେ ହିଟମ୍ୟାନ

ମୁମ୍ବାଇ: ଏସିଆର ପ୍ରଥମ ଖେଳାଳି ଭାବେ ଭାରତୀୟ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଟି୨୦ କ୍ରିକେଟରେ ୪୦୦ ଛକା ମାରିବା ଗୌରବ ଅର୍ଜନ କରିଛନ୍ତି । ହିଟମ୍ୟାନ ଭାବେ ପରିଚିତ ଏହି ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟ୍ସମ୍ୟାନ ରାଜସ୍ଥାନ ରୟାଲ୍ସ ବିପକ୍ଷ ମୁକାବିଲାରେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି ।…