Latest Odisha News

BREAKING NEWS

Browsing Category

ଫିଚର

ଆଇପିଏଲ୍ ଏଲିମିନେଟର ମୁକାବିଲା: ବେଙ୍ଗାଳୁରୁକୁ ହରାଇଲା କୋଲକାତା

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ୱାଦ): ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁର ଆଇପିଏଲ୍ ଟ୍ରଫି ଜିତିବା ସ୍ୱପ୍ନ ଚୁରମାର ହୋଇଛି । ଗତକାଲି ଖେଳାଯାଇଥିବା ଏଲିମିନେଟର ମୁକାବିଲାରେ ବେଙ୍ଗାଳୁରୁକୁ ୪ ଓ୍ୱିକେଟରେ ହରାଇଛି କୋଲକାତା ନାଇଟ ରାଇଡର୍ସ । ଶାରଜାହ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା…

ଆନ୍ତର୍ଜାତୀୟ ଗୋଲ ସ୍କୋରରେ ପେଲେଙ୍କ ସହ ସମକକ୍ଷ ହେଲେ ଛେତ୍ରୀ

ନୂଆଦିଲ୍ଲୀ: ଭାରତର ଷ୍ଟାର ଫୁଟବଲ ଖେଳାଳୀ ସୁନୀଲ ଛେତ୍ରୀ ଆନ୍ତର୍ଜାତୀୟ ଗୋଲ ସ୍କୋର କରିବା ମାମଲାରେ ବ୍ରାଜିଲର ମହାନ ଖେଳାଳି ପେଲେଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ପେଲେ ୯୨ ମ୍ୟାଚରେ ୭୭ ଗୋଲ କରିଥିଲେ । ମାଲଡିଭସରେ ଖେଳା ଯାଉଥିବା ସାଉଥ ଏସିଆନ ଫୁଟବଲ ଫେଡେରେଶନ ଚାମ୍ପିୟନଶିପରେ…

ଆଇସକ୍ରିମ୍ କାଠିରେ ମା’ ଦୁର୍ଗାଙ୍କ ମୁଖମଣ୍ଡଳ

ପୁରୀ : ଆଇସକ୍ରିମ୍ କାଠିରେ ନିର୍ମାଣ ହୋଇଛି ମା’ ଦୁର୍ଗାଙ୍କ ମୁଖମଣ୍ଡଳ । ପୁରୀ କୁମୁତିପାଟଣା ସାହିର ଯୁବଶିଳ୍ପୀ ବିଶ୍ୱଜିତ ନାୟକ ଦୁର୍ଗାପୂଜା ଅବସରରେ ଆଇସକ୍ରିମ୍ କାଠିରେ ମା’ ଙ୍କ ପ୍ରତିମୂର୍ତ୍ତି  କରିଛନ୍ତି । ଶାରଦୀୟ ଦୁର୍ଗାପୂଜା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛାର ବାର୍ତ୍ତା…

କଳା ଧନ ମାମଲାରେ ଭାରତ ସରକାରଙ୍କୁ ବଡ ସଫଳତା, ସୁଇସ ବ୍ୟାଙ୍କ ଜାରୀ କଲା ତୃତୀୟ ସୂଚୀ

ନୂଆଦିଲ୍ଲୀ: କଳା ଧନ ମାମଲାରେ ଆଜି ଭାରତ ସରକାରକୁ ବଡ ସଫଳତା ମିଳିଛି । ସୁଇଜରଲାଣ୍ଡ ସହ କରାଯାଇଥିବା ସନ୍ଧି ଅନୁସାରେ ସେଠାକାର ସରକାର ଭାରତକୁ ସୁଇସ ବ୍ୟାଙ୍କରେ ଜମା ରହିଥିବା କଳା ଧନର ତୃତୀୟ ତାଲିକା ପ୍ରଦାନ କରିଛି । ସୁଇଜରଲାଣ୍ଡ ସରକାର ୮୬ ଦେଶର ୩୧ ଲକ୍ଷ ଆକାଂଉଟ ସମ୍ପର୍କରେ ତଥ୍ୟ…

ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ

କାମାକ୍ଷାନଗର: ଆଜି ହେଉଛି ଆନ୍ତର୍ଜାତୀୟ ବାଳିକା ଦିବସ। କାମାକ୍ଷାନଗରରେ ଉପଖଣ୍ଡର ପରଜଙ୍ଗ, କଙ୍କଡ଼ାହାଡ଼, ଭୁବନ ଓ କାମାକ୍ଷାନଗରରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି। ପରଜଙ୍ଗ ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ବଡ଼ଝରା ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ…

ଅଡାନୀର ସମସ୍ତ ବନ୍ଦରରେ ପାକିସ୍ତାନ, ଆଫଗାନିସ୍ତାନ, ଇରାନରୁ ଆସୁଥିବା ପଦାର୍ଥ ଉପରେ କଟକଣା

ନୂଆଦିଲ୍ଲୀ: ଅଡାନୀ ଗ୍ରୁପ ଆଜି ତାର ସମସ୍ତ ବନ୍ଦରରେ ପାକିସ୍ତାନ, ଆଫଗାନିସ୍ତାନ ଓ ଇରାନରୁ ଆସୁଥିବା ପଦାର୍ଥ ଉପରେ କଟକଣା ଲଗାଇଛି । ଏହି ନିଷ୍ପତି ୧୫ ନଭେମ୍ବରରୁ ଲାଗୁ ହେବ । ନିକଟରେ ଗୁଜରାଟର ବନ୍ଦରରୁ ୩ ହଜାର କିଲୋ ଡ୍ରଗ୍ସ ଜବତ ହୋଇଥିଲା । ଏହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିବା…

ପୋଲିସ ପଞ୍ଝାରେ ବାଇକ ଚୋର ,୩ ଗିରଫ

ମୟୂରଭଞ୍ଜ : ବାଇକ ଚୋର ଗ୍ୟାଙ୍ଗର ଧରିଲା ପୋଲିସ । ମୟୂରଭଞ୍ଜର ବିଶୋଇ ପୋଲିସକୁ ମିଳିଛି ସଫଳତା । ଆଠଟି ଚୋରି ବାଇକ ଜବତ କରିବା ସହ ଚୋରିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ତିରିଙ୍ଗ ଥାନା ଅଞ୍ଚଳର ମାଝିଆ ଟୁଡୁ,ସାଙ୍ଗ ଆଲଦା ଓ ଦାମୁ ଆଲଦା । ସାଙ୍ଗ ଓ…

ରାଉରକେଲା ପୋଲିସର ସଫଳତା: ବନ୍ଧୁକ, ଗୁଳି, ଟଙ୍କା ସହ ୩ଗିରଫ

ରାଉରକେଲା: ରାଉରକେଲା ପୋଲିସର ବଡ଼ ସଫଳତା। ଡକାୟତି ଉଦ୍ଦେଶ୍ୟରେ ଥିବା ଗ୍ୟାଙ୍ଗକୁ ପୁଲିସ୍ ଧରିବାକୁ ଚେଷ୍ଟା କରୁଥିବାବେଳେ ସେମାନେ ଖସି ଯିବାକୁ ଉଦ୍ୟମ କରୁଥିଲେ। ପୋଲିସ ସେମାନଙ୍କୁ ଧରିବା ସହ ସେମାନଙ୍କଠାରୁ ବାଇକ, ପେଜେରୋ ଗାଡ଼ି, ମୋବାଇଲ, ବନ୍ଧୁକ, ଗୁଳି ଓ ଟଙ୍କା ଜବତ କରାଯାଇଛି। ଏନେଇ…

ଚତୁର୍ଥ ଶ୍ରେଣୀ ବିଜ୍ଞାନ ବହିରେ ଗୁରୁତର ତୃଟି ,ବଜ୍ରକାପ୍ତାକୁ ନେଇ ବଢୁଛି ବିବାଦ

ଭୁବନେଶ୍ୱର : ଚତୁର୍ଥ ଶ୍ରେଣୀ ବିଜ୍ଞାନ ବହିରେ ଗୁରୁତର ତୃଟି ଦେଖିବାକୁ ମିଳିଛି । ବଜ୍ରକାପ୍ତା କାତିର ଵ୍ୟଵହାରକୁ ପ୍ରୋତ୍ସାହନ ଦିଆଯାଇଛି । ସାରା ପୃଥିବୀରେ ଜୀବନ୍ତ ବଜ୍ରକାପ୍ତା ଓ ଏହାର କାତି ର ଚୋରା ଚାଲାଣ ରୋକିବା ପାଇଁ କଡାକଡି ଭାବରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଭାରତରେ ମଧ୍ୟ…

ସିଅର କାର୍ଯ୍ୟାଳୟରେ ଇ-ଶ୍ରମ କାର୍ଡ଼ ବଣ୍ଟନ

ରାଉରକେଲା: ସୁନ୍ଦରଗଡ଼ ଅଟୋ ୱାର୍କରସ ଆସୋସିଏସନ ପକ୍ଷରୁ ସେକ୍ଟର-୭ରେ ଥିବା ସିଅର କାର୍ଯ୍ୟାଳୟରେ ଭାରତ ସରକାରଙ୍କ ଦ୍ୱାରା ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇଦେବା ପାଇଁ ହୋଇଥିବା ଇ-ଶ୍ରମ କାର୍ଡ଼ ବଣ୍ଟନ କରାଯାଇଥିଲା। ସିଅରର ସାଧାରଣ…