Latest Odisha News

BREAKING NEWS

Browsing Category

ଫିଚର

ରେଳମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି: ରାଜଧାନୀ ଏକ୍ସପ୍ରେସ ଭଳି ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସକୁ ଏଲ୍ଏଚବି…

ଭୁବନେଶ୍ୱର: ରାଜଧାନୀ ଏକ୍ସପ୍ରେସ ଭଳି ପୁରୀ- ହାଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସକୁ ଲିଙ୍କ୍ ହଫମେନ୍ ବୁଶ (ଏଲଏଚବି) କୋଚରେ ପରିଣତ କରାଯାଉଛି । ଏହି ଦାବିରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯାତ୍ରୀଙ୍କ ସୁବିଧାକୁ…

NCB ହେପାଜତରେ ବିଜ୍ଞାନ ବହି ପଢୁଛନ୍ତି ଆର୍ୟନ୍

ମୁମ୍ବାଇ: କ୍ରୁଜରେ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଛନ୍ତି ବଲିଉଡ କିଙ୍ଗ ଖାନ୍ ଶାହାରୁଖଙ୍କ ପୁଅ ଆର୍ୟନ୍ । ତାଙ୍କୁ ଆସନ୍ତାକାଲି ଯାଏ ହେପାଜତରେ ନେଇ ପଚରାଉଚରା କରୁଛି ଏନସିବି । ରିମାଣ୍ଡ ସମୟରେ ଆର୍ୟନଙ୍କୁ ଦିଆଯାଇଛି ବିଜ୍ଞାନ ବହି । କଷ୍ଟୋଡିରେ ସେ ବିଜ୍ଞାନ ବହି ପଢୁଥବା ସୂଚନା…

ଧବଳମୁଖୀ ବେଶରେ ଆଜି ଦର୍ଶନ ଦେଉଛନ୍ତି ମା’ ସମଲେଇ

ସମ୍ୱଲପୁର: ମହାଳୟା ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଆଜି ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଶଙ୍ଖ ଓ ଗୋପୀ ତିଳକରେ ମାଆଙ୍କୁ ଧବଳ ଲେପ ଦିଆଯାଇ ଧବଳମୁଖୀ ବେଶ କରାଯାଇଛି । ମାଆଙ୍କର ଏହି ବେଶକୁ ଗଙ୍ଗା ବେଶ ମଧ୍ୟ କୁହାଯାଏ । ବିଶ୍ୱାସ ରହିଛି,…

ଆଜି ମହାଳୟା: ଶ୍ରୀମନ୍ଦିର ବାଇଶି ପାହାଚ ଓ ବିନ୍ଦୁସାଗରରେ ପିଣ୍ଡ ଦାନ ମନା

ପୁରୀ: ଆଜି ପବିତ୍ର ମହାଳୟା । ପିତୃପକ୍ଷର ଶେଷ ଦିନ । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ଯାଏ ୧୫ ଦିନ ପିତୃପକ୍ଷ ହୋଇଥାଏ । ଏହି ତିଥିରେ ଶ୍ରାଦ୍ଧ କରିବାର ପରମ୍ପରା ରହିଛି । ଯେଉଁମାନେ ଏହି ସମୟରେ ଶ୍ରାଦ୍ଧ ଦେଇ ନଥାଆନ୍ତି, ମହାଳୟା ଅମାବାସ୍ୟା ଦିନ ତିଳତର୍ପଣ କରି…

ରାହୁଲ ଗାନ୍ଧିଙ୍କୁ ମିଳିଲାନି ହିଂସା କ୍ଷତିଗ୍ରସ୍ତ ଲଖିମପୁର ଯିବାକୁ ଅନୁମତି

ଲକ୍ଷ୍ନୌ: ହିଂସା କ୍ଷତିଗ୍ରସ୍ତ ଉତ୍ତରପ୍ରଦେଶର ଲଖିମପୁରକୁ ନେଇ ରାଜନୀତି ଜୋର ଧରୁଛି । ବିବାଦ କମୁନି । ପ୍ରିୟଙ୍କା ଗାନ୍ଧି ଗିରଫ ହୋଇଥିବା ବେଳେ ରାହୁଲ ଗାନ୍ଧିଙ୍କୁ ହିଂସାକାଣ୍ଡ ଘଟିଥିବା ସ୍ଥାନକୁ ଯିବା ପାଇଁ ଅନୁମତି ମିଳିଲା ନାହିଁ । ଅନୁମତି ଦେବାକୁ ମନା କରିଛନ୍ତି ଉତ୍ତରପ୍ରଦେଶ…

ପରଲୋକରେ ରାମାୟଣ ଧାରାବାହିକର ରାବଣ, ଅରବିନ୍ଦ ତ୍ରିବେଦୀ

ମୁମ୍ବାଇ: ରମାନନ୍ଦ ସାଗରଙ୍କ ସୁପରହିଟ୍ ସିରିଏଲ ମହାଭାରତରେ ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀଙ୍କର ଦେହାନ୍ତ ହୋଇଛି । ଗତକାଲି ରାତିରେ ମୁମ୍ୱାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ହେବ ସେ ଅସୁସ୍ଥ…

ଡଃ ଗୋପବନ୍ଧୁ ଦାଶଙ୍କ ଗବେଷଣାତ୍ମକ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସହଯୋଗ ଉପରେ ଡଃ ଗୋପବନ୍ଧୁ ଦାଶଙ୍କ ଲିଖିତ ଗବେଷଣାଭିତ୍ତିକ ପୁସ୍ତକ Dynamics of Indo-South African Cooperation in a Chaning Worldର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ…

ମୋ ସରକାରର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ମୋ ସରକାରର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଭାଗୀୟ ଅଧିକାରୀମାନଙ୍କୁ ଏ କ୍ଷେତ୍ରରେ ଆହୁରି କ୍ରିୟାଶୀଳ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ସମସ୍ତେ ବିଭିନ୍ନ କ୍ଷେତ୍ରରେ ସରକାରୀ ସେବା ପାଉଛନ୍ତି ବା ବିଭିନ୍ନ କଲ୍ୟାଣକାରୀ…

୪ ଦଫା ଦାବିରେ ପିଡବ୍ଲ୍ୟୁଡି ଅଫିସ୍ ଘେରିଲା ବରଗଡ ନଗର କଂଗ୍ରେସ

ବରଗଡ଼ : ବରଗଡ ସହରରେ ଅଧପନ୍ତରିଆ ଅବସ୍ଥାରେ ପଡି ରହିଛି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ । ପୁରୁଣା ଜିରା ନଦୀ ବ୍ରିଜର ଚୁକ୍ତି ସମୟ ସୀମା ଶେଷ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରିଲାନି ନିର୍ମାଣ କାର୍ଯ୍ୟ । ତେଣୁ କାର୍ଯ୍ୟ ଦାୟିତ୍ବ ନେଇଥିବା ଠିକାଦାରର ଟେଣ୍ଡରକୁ ଶେଷ କରି ନୂଆ ଟେଣ୍ଡର…

ଦୁର୍ଘଟଣାରେ ଯୁବକଙ୍କ ଅକାଳ ବିୟୋଗ

ଟିଟିଲାଗଡ଼ : ଦୁର୍ଘଟଣାରେ ଯୁବକଙ୍କ ଜୀବନ ଗଲା । ଟିଟିଲାଗଡ଼ ସଇଁତଲା ମୁଖ୍ୟ ରାସ୍ତାର ଶଗଡ଼ଘାଟି ନିକଟରେ ରାସ୍ତା ଉପରେ ଜଣେ ଯୁବକ ଦୁର୍ଘଟଣାରେ ଶିକାର ହୋଇ ଗୁରୁତର ହୋଇ ପଡ଼ିଥିଲେ। ଟିଟିଲାଗଡ଼ ଥାନା ଅଧିକାରୀ ରଞ୍ଜନ ବରିହା ସୂଚନା ପାଇ ଶଗଡ଼ଘାଟି ଗାଁ ନିକଟରୁ ମୁର୍ମୁଷ ଅବସ୍ଥାରେ ଯୁବକଙ୍କୁ…