Latest Odisha News

BREAKING NEWS

Browsing Category

ଫିଚର

ସାଇବର ଅପରାଧ ଓ ଦୁଷ୍କର୍ମ ବୃଦ୍ଧିକୁ ନେଇ ଉଦବେଗ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର ଅପରାଧ ଠକେଇ ଓ ଦୁଷ୍କର୍ମ ମାମଲା । ଯାହାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି । ଅକ୍ଟୋବର ମାସ ପ୍ରଥମ ସପ୍ତାହ ପ୍ରଥମ ତିନି ଦିନରେ ଜିଲ୍ଲାର ୭ଟି ଥାନାରେ ୭ଟି ଦୁଷ୍କର୍ମ ମାମଲା ରୁଜୁ କରାଯାଇଥିବା ବେଳେ,…

ପ୍ଲେ ଅଫ ପ୍ରବେଶ ନିଶ୍ଚିତ କଲା ବାଙ୍ଗାଲୋର

ଶାରଜା: ଚଳିତ ଆଇପିଏଲରେ ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୬ ରନରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରିଛି । ଏଥିସହ ବିରାଟ କୋହଲିଙ୍କ ଟିମ୍ ପ୍ଲେଅଫ ପ୍ରବେଶ ନିଶ୍ଚିତ କରିଛି । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ୨୦ ଓଭରରେ ୭ ଉଇକେଟ ହରାଇ ୧୬୪ ରନ କରିଥିଲା । ଗ୍ଲେନ ମ୍ୟାକ୍ସୱେଲ (୫୭),…

ଆସନ୍ତାକାଲି ଗଜପତି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ବିଏସକେଓ୍ବାଇ ସ୍ମାର୍ଟ କାର୍ଡ

ଭୁବନେଶ୍ବର : ଆସନ୍ତାକାଲି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗସ୍ତ ଅବସରରେ ଗଜପତି ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଜିଲ୍ଲାର ବିକାଶ ପାଇଁ ୪୯୦ କୋଟି ଟଙ୍କାର…

ଦୀର୍ଘ ସମୟ ପରେ କୂଅରୁ ଉଦ୍ଧାର ହେଲା ହାତୀ

ମୟୂରଭଞ୍ଜ : ଦୀର୍ଘ ସମୟର କସରତ ପରେ କୂଅ ଭିତରୁ ଉଦ୍ଧାର ହେଲା ହାତୀ । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ବ୍ଲକ ଧବଣୀଷୋଳ ପଞ୍ଚାୟତର ଟେମ୍ବଟୋଲା ଗାଁରେ ଥିବା ଏକ ଖୋଲା କୂଅ ଭିତରେ ଖସି ପଡିଥିଲା ହାତୀ । ଏ ସମ୍ପର୍କରେ ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଜେସିବି ମେସିନ ସହାୟତାରେ…

କୃଷକଙ୍କ ଉପରେ ଗାଡି ମଡେଇଦେଲେ ମନ୍ତ୍ରୀଙ୍କ ପୁଅ, ୨ମୃତ

ଲକ୍ଷ୍ନୌ:ଲକ୍ଷ୍ନୌରେ ଜଣେ ମନ୍ତ୍ରୀଙ୍କ ପୁଅ ଆନ୍ଦୋଳନକାରୀ କୃଷକଙ୍କ ଉପରେ ଗାଡି ମଡେଇଦବା ଭଳି ମାରାତ୍ମକ ଅଭିଯୋଗ ସମ୍ମୁଖକୁ ଆସିଛି । ଏହି ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ଜଣ ଆହତ ହୋଇଛନ୍ତି । ଉତରପ୍ରଦେଶର ଳକ୍ଷ୍ମୀପୂୁର ଖେରୀର ତିକୁନିଆ ଅଂଚଳରେ ଏହି ଘଟଣା ଘଟିଛି । ରିପୋର୍ଟ…

ପିପିପି ମୋଡରେ ଭୁବନେଶ୍ବର ଷ୍ଟେସନର ହେବ ବିକାଶ

ଭୁବନେଶ୍ବର : ଭୁବନେଶ୍ବରର ରେଳ ଷ୍ଟେସନର ହେବ ବିକାଶ । ପିପିପି ମୋଡରେ ଭୁବନେଶ୍ବର ରେଳ ଷ୍ଟେସନର ବିକାଶ କରାଯିବ । ଆଗାମୀ ଦିନରେ ଆଉ ଏକ ପ୍ଲାଟଫର୍ମ ଓ ୨ଟି ରେଳ ଟ୍ରାକ୍ ବଢିବ । ରେଳ ଜମିରେ ରେଳ ମନ୍ତ୍ରଣାଳୟ ଓ ପାଖ ଜମିରେ ବିଡିଏ ଷ୍ଟେସନର ବିକାଶ କରିବ । ଓଡ଼ିଶାରେ ଥିବା ବିଭିନ୍ନ ରେଳ…

ପିପିଲି ଉପନିର୍ବାଚନରେ ବାଜି ମାରିଲେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ

ପିପିଲି : ପିପିଲି ଉପନିର୍ବାଚନରେ ବାଜି ମାରିଲେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । ୨୦ ହଜାର ୯୧୬ ଖଣ୍ଡ ଅଧିକ ଭୋଟରେ ଜିତିଛନ୍ତି ରୁଦ୍ର ମହାରଥୀ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ଏକ ବଡ଼ ବ୍ୟବଧାନରେ ହରାଇଛନ୍ତି ରୁଦ୍ର ମହାରଥୀ । ବିଜୟ ସହ ପିପିଲିରେ ସ୍ବର୍ଗତ ପ୍ରଦୀପ…

ପାକିସ୍ତାନରୁ ଡ୍ରୋନ ମାଧ୍ୟମରେ ଖସା ଯାଇଥିଲା ଅସ୍ତ୍ରଶସ୍ତ୍ର, ଜବତ କଲେ ଭାରତୀୟ ସୁରକ୍ଷାକର୍ମୀ

ଜମ୍ମୁ: ଭାରତ-ପାକିସ୍ତାନ ସୀମା ନିକଟରୁ ଡ୍ରୋନ ମାଧ୍ୟମରେ ଖସା ଯାଇଥିବା ଅସ୍ତ୍ରଶସ୍ତ୍ରକୁ ଜବତ କରାଯାଇଛି । ଏହି ଡ୍ରୋନ ପାକିସ୍ତାନ ପଟୁ ଆସିଥିବା ଅନୁମାନ କରାଯାଇଛି । ଜମ୍ମୁ-କଶ୍ମୀର ସୁରକ୍ଷାକର୍ମୀ ଫଲିଆ ମଣ୍ଡଳ ଅଂଚଳର ଏକ ଗ୍ରାମରୁ ଏହାକୁ ଏକେ-୪୭, ନାଇଟ ଭିଜନ ଉପକରଣ, ଟେଲିସ୍କୋପ,…

ମସ୍କୋରେ ପକ୍ଷୀ ମଡକ: ଭାଇରସ ନା ପରିବେଶ ପ୍ରଦୂଷଣ !

ମସ୍କୋ: ରୁଷିଆର ମସ୍କୋ ଅଂଚଳରେ ଏବେ ପକ୍ଷୀ ମଡକ ଦେଖଦେଇଛି । ଆଜୋଭ ସମୂଦ୍ରକୂଳରେ ଶହ ଶହ ପକ୍ଷୀ ମରି ପଡିଥିବା ଦେଖିବାକୁ ମିଳିଛି । ଗ୍ରୀବ୍ସ, ସମୁଦ୍ର ପାରା, ଗୁଲ ପ୍ରଜାତିର ପାଖାପାଖି ୭ ହଜାର ପକ୍ଷୀ କିଭଳି ମରିଲେ ତାହା ବର୍ତମାନ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇଛି । ବିଷାକ୍ତ ପଦାର୍ଥ…

ସ୍ୱାଭିମାନୀ ପଦ୍ମିନୀ, ନିଜ ଭବିଷ୍ୟତ ପାଇଁ ସାଜିଛନ୍ତି ରାଜମିସ୍ତ୍ରୀ

ନୂଆପଡ଼ା: ମାନସିକତାକୁ ଦୁର୍ବଳ କରିପାରିନି ଅର୍ଥାଭାବ । ଦୃଢ଼ ଇଚ୍ଛା ଶକ୍ତି ଆଗରେ ସବୁକିଛି ସମ୍ଭବ । ଏହି ଉକ୍ତିକୁ ବେଶ୍ ଭଲଭାବେ ବୁଝି ନିଜକୁ ପ୍ରମାଣିତ କରିବାରେ ସଫଳ ହୋଇଛନ୍ତି ଜଣେ ୧୮ବର୍ଷିୟା ଯୁବତୀ । ଭବିଷ୍ୟତ ଚିନ୍ତା, ପରିବାରର ଦାୟିତ୍ୱ ଓ କାମର ବୋଝ ମଧ୍ୟରେ ଖୁବ୍ ସୁନ୍ଦର ଭାବେ…