Latest Odisha News

BREAKING NEWS

Browsing Category

ଫିଚର

ପିପିଲି ଭୋଟ୍ ଗଣତି: ତୃତୀୟ ରାଉଣ୍ଡ ସୁଦ୍ଧା ଆଗରେ ବିଜେଡି

ପୁରୀ: ପିପିଲିରେ କିଏ ମାରିବ ବାଜି । ଗଣତି ଜାରି ରହିଛି । ବର୍ତ୍ତମାନ ସୁଦ୍ଧା କାଉଣ୍ଟିଂରେ ଆଗରେ ରହିଛି ବିଜେଡି । ତିନିଟି ରାଉଣ୍ଡ ଗଣତି ଶେଷ ହୋଇଛି । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ୫ହଜାର ୪୪ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ତୃତୀୟ ରାଉଣ୍ଡ…

ପୋଲିସ ଡିଜିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ୨ ମହିଳା ମାଓବାଦୀ

କୋରାପୁଟ: ଲାଲବାହିନୀରୁ ତୁଟୁଛି ଭରସା । ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ । କୋରାପୁଟ ଜିଲ୍ଲାରେ ଆଜି ଦୁଇ ଜଣ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ପୋଲିସ ଡିଜି ଅଭୟ କୋରାପୁଟ ଗସ୍ତରେ ଯାଇଥିବା ବେଳେ ତାଙ୍କ ନିକଟରେ ସେମାନେ ଆତ୍ମସମର୍ପଣ କରିଛନ୍ତି । ପୋଲିସ ଡିଜି…

ଆଜି ରାଜ୍ୟରୁ ୫୨୮ କରୋନା ପଜିଟିଭ୍, ୯ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା କାୟା । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫ଶହକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ୫୨୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ଅଛନ୍ତି ୭୩ ସଂକ୍ରମିତ । ୨୧ ଜିଲ୍ଲାରୁ ଆଜି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ…

ପିପିଲି ଉପନିର୍ବାଚନ କାଉଣ୍ଟିଂ: ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ଆଗରେ ରୁଦ୍ର ମହାରଥୀ

ପୁରୀ: କଡ଼ା ସୁରକ୍ଷା ଭିତରେ ପିପିଲି ଉପନିର୍ବାଚନର ଭୋଟ୍ ଗଣତି ଚାଲିଛି । ପ୍ରଥମେ ପୋଷ୍ଟାଲ୍ ବାଲଟ୍ ଗଣା ଯାଇଥିଲା । ଏହାପରେ ଇଭିଏମ୍ ପେଡି ଖୋଲିଥିଲା । ପ୍ରଥମ ରାଉଣ୍ଡ ଗଣତି ଶେଷ ହୋଇଛି । ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ୧୪୦୬ ଭୋଟ୍‌ରେ ଆଗୁଆ ଥିବା ସୂଚନା…

ଜାହାଜରେ ଡ୍ରଗ୍ସ ପାର୍ଟି: ଶାହାରୁଖଙ୍କ ପୁଅ ଆର୍ୟନକୁ ଏନସିବିର ପଚରାଉଚରା

ମୁମ୍ବାଇ: ଜାହାଜରେ ଡ୍ରଗ୍ସ ପାର୍ଟି । ଅଚାନକ ଚଢ଼ାଉ କଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି ଟିମ୍ । ମୁମ୍ବାଇରେ ଏକ ଜାହାଜରେ ଏହି ଡ୍ରଗ୍ମ ପାର୍ଟି ଚାଲିଥିଲା । ଏହି ଘଟଣାରେ ବଲିଉଡ୍ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନଙ୍କ ନାଁ ସାମନାକୁ ଆସିଛି । ତାଙ୍କୁ ପଚରାଉଚରା କରୁଛି…

ପଶ୍ଚିମବଙ୍ଗ ଉପନିର୍ବାଚନ ଭୋଟ୍ ଗଣତି: ଭବାନୀପୁରରେ ମମତାଙ୍କ ଆଜି ଭାଗ୍ୟ ନିର୍ଦ୍ଧାରଣ

କୋଲକାତା: ପଶ୍ଚିମବଙ୍ଗର ୩ଟି ବିଧାନସଭା ଆସନ ଉପନିର୍ବାଚନରେ ଭୋଟ୍ ଗଣତି ଚାଲିଛି । ଭବାନୀପୁର, ସାମଶେରଗଞ୍ଜ ଓ ଜଙ୍ଗିପୁରରେ ଉପନିର୍ବାଚନ ହୋଇଛି । ସମସ୍ତଙ୍କ ନଜର ରହିଛି ଭବାନୀପୁର ଉପରେ । ଏଠାରୁ ପ୍ରାର୍ଥୀ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଜଣା ପଡ଼ିବ…

କାହା ଦଖଲକୁ ଯିବ ପିପିଲି: ଖୋଲିଲା ଇଭିଏମ୍ ପେଡ଼ି, ଆଜି ଆସିବ ରେଜଲ୍ଟ

ପୁରୀ: ପ୍ରଦୀପ ମହାରଥୀଙ୍କ ଅବର୍ତ୍ତମାନରେ କାହା ଦଖଲକୁ ଯିବ ପିପିଲି । ବିଜେଡି ପୁଣି ଥରେ କବଜା କରିବ ନା ବିରୋଧୀଙ୍କ ହାତକୁ ଯିବ ପିପିଲି । ଆଜି ସ୍ପଷ୍ଟ ହେବ ଉପନିର୍ବାଚନ ଜନାଦେଶ କାହା ସପକ୍ଷରେ ଯାଇଛି । କିଏ କାହାକୁ ଦେଉଛି ମାତ ? ବିଜୟ ବ୍ୟବଧାନ କେତେ ରହୁଛି ? ପିପିଲି ଉପନିର୍ବାଚନ…

ବୌଦ୍ଧ ମହାନଦୀ ସେତୁ ଉପରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସିପଡିଲେ ମହିଳା

ବୌଦ୍ଧ : ବୌଦ୍ଧ ଜିଲ୍ଲା କିଆକଟା ମହାନଦୀ ସେତୁ ଉପରେ ଦୁର୍ଘଟଣା । ବାଇକ ଓ କାର ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ତେବେ ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ପତ୍ନୀ ବ୍ରିଜ୍ ତଳକୁ ଖସିପଡିଛନ୍ତି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି…

ନିଖୋଜ ୬ ନୌସେନା ଅଧିକାରୀଙ୍କ ମଧ୍ୟରୁ ୪ଜଣଙ୍କ ଶବ ମିଳିଲା

ନୂଆଦିଲ୍ଲୀ: ଉତରାଖଣ୍ଡ ଚମୋଲୀରେ ଶନିବାର ତ୍ରିଶୂଳ ପର୍ବତରୁ ବରଫଗଦା ମଧ୍ୟରୁ ନିଖୋଜ ୬ ନୌସେନା ଅଧିକାରୀଙ୍କ ମଧ୍ୟରୁ ୪ଜଣଙ୍କ ଶବ ମିଳିଛି । ଶୁକ୍ରବାର ନୌସେନାର ଏକ ୨୦ ଜଣିଆ ଟିମ ପର୍ବତାରୋହଣ କରୁଥିବା ବେଳେ ହିମସ୍ଖଳନ ଯୋଗୁ ଅସୁବିଧାରେ ପଡି ଯାଇଥିଲେ । ବହୁ କଷ୍ଟରେ ଅନ୍ୟମାନଙ୍କୁ ବଂଚା…

ଅନୁଗୁଳ ଓ ଢ଼େଙ୍କାନାଳ ସମେତ ୧୦ଟି ସ୍ଥାନରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ନୂତନ ଗୃହ ଲୋକାର୍ପଣ

ଅନୁଗୁଳ : ଅନୁଗୁଳ ଓ ଢ଼େଙ୍କାନାଳ ସମେତ ୧୦ଟି ସ୍ଥାନରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ନୂତନ ଗୃହର ହୋଇଛି ଲୋକାର୍ପଣ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ନୂତନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଲୋକାର୍ପଣ କରିଛନ୍ତି । ଜାତୀୟ ଶିକ୍ଷା ନୀତି ୨୦୨୦ରେ ପିଲାଙ୍କୁ…