Latest Odisha News

BREAKING NEWS

Browsing Category

ଫିଚର

ଗାଁରେ ଇଣ୍ଟରନେଟ୍ ସେବା ବାଧାପ୍ରାପ୍ତ ,ପାହାଡ ଉପରେ ଟିକା ନେଲେ ଲୋକମାନେ

କେନ୍ଦୁଝର : ନେଟୱାର୍କ ନଆସିବାରୁ ପାହାଡ ଉପରେ ଟିକା ନେଲେ ଲୋକମାନେ । କେନ୍ଦୁଝର ଯୋଡା ବ୍ଲକ କାଲିମାଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ପିଢ ପୋଖରୀ ଗାଁ ରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଇଣ୍ଟରନେଟ ଅଭାବରୁ ଗ୍ରାମବାସୀ ପାହଡ ଉପରେ ଟିକା ନେବାକୁ ବାଧ୍ୟ ହୋଇଛନ୍ତି। ଚାରିଆଡେ…

୨୦ ଫୁଟ୍ ଲମ୍ବ ସାର୍କର ମୃତଦେହ ଉଦ୍ଧାର

ଜଗତସିଂହପୁର: ବିରାଟକାୟ ସାର୍କ ଜବତ । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ପଦ୍ମପୁର ପଞ୍ଚାୟତ ରାମତରା ବେଳାଭୂମି ନିକଟରୁ ସାର୍କର ମୃତଦେହ ଉଦ୍ଧାର ହୋଇଛି । ଏହାର ଓଜନ ୮ କିଣ୍ଟାଲ୍ ହେବ । ସମୁଦ୍ର ବାଲିରେ ସାର୍କର ମୃତଦେହ ଅଧା ପୋତି ହୋଇ ରହିଥିଲା । ସ୍ଥାନୀୟ ଲୋକ ଦେଖି ବାଲିକୁ ଖୋଳିଥିଲେ…

ପୋଲିସ ଅଟକ ରଖିଥିବା ରୁମକୁ ଝାଡୁ ମାରି ସଫା କଲେ ପ୍ରିୟଙ୍କା ଗାନ୍ଧି

ଲକ୍ଷ୍ନୌ: ଘର ଝାଡୁ କଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । ହାତରେ ଜାଡୁ ଧରି ରୁମ୍ ସଫା କରୁଥିବା ନଜର ଆସିଛି । ଉତ୍ତରପ୍ରଦେଶ ପୋଲିସ ଯେଉଁ ଘରେ ତାଙ୍କୁ ଗୃହବନ୍ଦୀ କରି ରଖିଛି ସେହି ଘରକୁ ସେ ଝାଡୁ ମାରି ସଫା କରୁଥିବା ଦେଖିବାକୁ ମିଳିଛି । ଝାଡୁ ମାରିବା ପରେ ଚଟାଣରେ ବସିଥିବା…

ପୁଅ ଆର୍ୟନ ସହ ୨ ମିନିଟ କଥା ହେଲେ ଶାହାରୁଖ

ମୁମ୍ବାଇ: ଜାହାଜରେ ରେଭ୍ ପାର୍ଟି ଓ ଡ୍ରଗ୍ସ ମାମଲାରେ ଗିରଫ ହୋଇଛନ୍ତି ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍ ଖାନ୍ । ତାଙ୍କୁ ଆଜି ଯାଏ ହେପାଜତରେ ନେଇଛି ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ । ଆଜି ପୁଅ ସହ କଥା ହୋଇଛନ୍ତି ଶାହାରୁଖ ଖାନ୍ । ଆର୍ୟନ ସହ ସେ ଦୁଇ ମିନିଟ କଥା ହୋଇଥିବା ସୂଚନା ମିଳିଛି…

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବିମାନକୁ ଲକ୍ଷ୍ନୌରେ ଅବତରଣ ଅନୁମତି ମିଳିଲାନି

ଲକ୍ଷ୍ନୌ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବିମାନକୁ ଲକ୍ଷ୍ନୌ ବିମାନବନ୍ଦରରେ ଅବତରଣ ପାଇଁ ଅନୁମତି ମିଳିଲା ନାହିଁ । ଏଭଳି ଅଭିଯୋଗ କରିଛି କଂଗ୍ରେସ । ଉତ୍ତରପ୍ରଦେଶରେ ବିଜେପି ସରକାର ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଅଟକାଉଥିବା ଦଳ ଅଭିଯୋଗ କରିଛି । କଂଗ୍ରେସ ଅଭିଯୋଗ କରିଛି, ଭୂପେଶ…

ଆଜି ୧୮ ଜିଲ୍ଲାରୁ ୪୦୭ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା କାୟା । ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୪୦୭ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ଅଛନ୍ତି ୭୪ ଜଣ ସଂକ୍ରମିତ । ୧୮ ଜିଲ୍ଲାରୁ ନୂଆ ଆକ୍ରାନ୍ତ ବାହାରିଛନ୍ତି । କ୍ୱାରେଣ୍ଟାଇନରୁ ୨୩୮ ଓ…

ଆର୍ୟନ ଗିରଫ ପରେ ଶାହାରୁଖଙ୍କୁ ଭେଟିବାକୁ ପହଞ୍ଚିଲେ ସଲମାନ୍

ମୁମ୍ବାଇ: ଜାହାଜରେ ରେଭ୍ ପାର୍ଟିରେ ସାମିଲ ଅଭିଯୋଗରେ ଗିରଫ ହୋଇଛନ୍ତି ବଲିଉଡ୍ କିଙ୍ଗ ଖାନ୍ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ । ତାଙ୍କୁ ଦିନିକିଆ ହେପାଜତରେ ନେଇଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି । ଆଜି ଯାଏ ତାଙ୍କୁ ରିମାଣ୍ଡରେ ନେଇଛି ଏନସିବି । ଗତକାଲି ଆର୍ୟନ ଗିରଫ…

ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡ: ମୃତକଙ୍କ ପରିବାରକୁ ଭେଟିବାକୁ ଯିବା ବେଳେ ପ୍ରିୟଙ୍କା ଗାନ୍ଧି ଅଟକ

ଲକ୍ଷ୍ନୌ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ଅଟକ ରଖିଲା ଉତ୍ତରପ୍ରଦେଶ ପୋଲିସ । ଲକ୍ଷ୍ନୀପୁର ଖେଲି ହିଂସାକାଣ୍ଡ ପରେ ମୃତକଙ୍କ ପରିବାରକୁ ଭେଟିବା ପାଇଁ ଯିବା ବେଳେ ତାଙ୍କୁ ବାଟରେ ଅଟକାଇଛି ପୋଲିସ । ସକାଳ ସାଢ଼େ ୫ଟା ବେଳେ ସୀତାପୁର ନିକଟରେ ପ୍ରିୟଙ୍କାଙ୍କୁ ହେପାଜତକୁ ନେଇଛି…

ଆଜି ଗଜପତି ଜିଲ୍ଲା ଯିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ BSKY ସ୍ମାର୍ଟ ହେଲଥ କାର୍ଡ

ଭୁବନେଶ୍ୱର: ଆଜିଠୁ ମୁଖ୍ୟମନ୍ତ୍ରୀଙ୍କର ମାରାଥନ୍ ଜିଲ୍ଲା ଗସ୍ତ । ଆଜି ଗଜପତି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ବହୁ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି । ସକାଳ ୧୧ଟାରେ ସେ ପାରଳାଖେମୁଣ୍ଡି ହେଲିପ୍ୟାଡରେ…

ନଦୀରେ ଭାସିଯାଇ ତିବତ୍ତୀୟ ନାବାଳକ ନିଖୋଜ

ଗଜପତି : ସାଙ୍ଗ ମାନଙ୍କ ସହ ନଦୀ ପାର ହୋଇ ପିକନିକ କରିବା ହେଲା କାଳ । ନଦୀ ପାର ହେଉଥିବା ବେଳେ ନଦୀରେ ଭାସି ଯାଇ ନିଖୋଜ ଅଛନ୍ତି ତିବତୀୟ ନାବାଳକ । ନିଖୋଜ ନାବାଳକ ଜଣକ ହେଲେ ଜିରାଙ୍ଗ ଗ୍ରାମର ଜିଗ୍ମି ଦେଓ୍ବା । ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ମହେନ୍ଦ୍ରଗଡ଼ ନଦୀରେ ଘଟିଛି ଏଭଳି ଏକ…