Latest Odisha News

BREAKING NEWS

Browsing Category

ଫିଚର

ଜଗତପୁର ବ୍ରିଜରୁ ମହାନଦୀକୁ ଡେଇଁଲେ କଲେଜ ଅଧ୍ୟାପକ

କଟକ: ଜଗତପୁର ବ୍ରିଜ ଉପରୁ ମହାନଦୀକୁ ଡେଇଁଲେ ଜଣେ କଲେଜ ଅଧ୍ୟାପକ । ତାଙ୍କ ନାଁ ଦେବାଶିଷ ଦାସ ଓ ଘର ଚାଉଳିଆଞ୍ଜରେ । ଆଜି ସକାଳେ ଏହି ଅଘଟଣ ଘଟିଛି । ଭୁବନେଶ୍ୱରର ଏକ କଲେଜରେ ଲ୍ୟାବ୍ ଆସିଷ୍ଟାଣ୍ଟ ଅଛନ୍ତି ଦେବାଶିଷ ଦାସ । ସେ ନିଖୋଜ ଅଛନ୍ତି । ଡ୍ରାଇଭର କାର୍ ଚଳାଉଥିଲେ । ବ୍ରିଜ୍…

ରାତି ୯ଟାରୁ ଆରମ୍ଭ ହେବ ବାତ୍ୟାର ଲାଣ୍ଡଫଲ ପ୍ରକ୍ରିୟା

ଭୁବନେଶ୍ୱର: ଆଜି ରାତି ୯ଟାରୁ ୧୦ଟା ମଧ୍ୟରେ ଆରମ୍ଭ ହେବ ବାତ୍ୟା ଗୁଲାବର ଲାଣ୍ଡଫଲ ପ୍ରକ୍ରିୟା । ଏହି ପ୍ରକ୍ରିୟା ୨-୩ ଘଣ୍ଟା ଧରି ଚାଲିବ । ଲାଣ୍ଡଫଲ ସମୟରେ ପବନର ବେଗ ୭୫ ରୁ ୮୫ ଓ ସମୟ ସମୟରେ ୯୫ କିଲୋମିଟର ଝଟକା ପବନ ରହିବ । ସ୍ଥଳଭାଗ ଛୁଇଁବାବେଳେ ଗଞ୍ଜାମ ଓ ଗଜପତି ବିଶେଷ ପ୍ରଭାବିତ…

ବାତ୍ୟା ପ୍ରଭାବରେ ଓଡ଼ିଶାର ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ବାତ୍ୟା ସାଙ୍ଗରେ ନେଇ ଆସୁଛି ପ୍ରବଳ ବର୍ଷା ପବନ । ସ୍ଥଳଭାଗ ଅଭିମୁଖେ ଅଗ୍ରସର ସହ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଜିଲ୍ଲାରେ ପ୍ରଭାବ ଦେଖିବାକୁ ମିଳିଲାଣି । ଆରମ୍ଭ ହୋଇଛି ବର୍ଷା ପବନ । ଆଜି ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ରେଡ୍ ଓ୍ୱାର୍ଣ୍ଣିଂ ଦେଇଛି ପାଣିପାଗ…

ଓଡ଼ିଶା ଉପକୂଳରେ ପ୍ରଭାବ ଦେଖାଇଲାଣି ବାତ୍ୟା: ଜାଣନ୍ତୁ ପବନର ବେଗ କେତେ ?

ଭୁବନେଶ୍ୱର: ସମୁଦ୍ରରୁ ସ୍ଥଳଭାଗ ମୁହାଁ ହୋଇଛି ବାତ୍ୟା ଗୁଲାବ । ଦକ୍ଷିଣ ଓଡ଼ିଶା ଉପକୂଳ ଆଡେ ଧୀରେ ଧୀରେ ଅଗ୍ରସର ହେଉଛି । ବର୍ତ୍ତମାନ ଗୋପାଳପୁର ଉରକୂଳଠାରୁ ୨୭୦ କିଲୋମିଟର ଦୂରରେ ରହିଛି । ସମୁଦ୍ର ଭିତରେ ଥାଇ ବି ପ୍ରଭାବ ଦେଖାଇଲାଣି ଗୁଲାବ । ଦକ୍ଷିଣ ଓଡ଼ିଶା ଜିଲ୍ଲାରେ ବର୍ଷା ପବନ…

ଆଗକୁ ବଢୁଛି ବାତ୍ୟା ‘ଗୁଲାବ’: ମଧ୍ୟରାତ୍ରିରେ କରିବ ଲାଣ୍ଡଫଲ୍

ଭୁବନେଶ୍ୱର: ବଙ୍ଗୋପସାଗରରେ ଆଗକୁ ଆଗକୁ ବଢୁଛି ବାତ୍ୟା ଗୁଲାବ । ସ୍ଥଳଭାଗ ମୁହାଁ ହେଉଛି । ଅଧିକ ବଳ ଗୋଟାଇ ମାଡି ଆସୁଛି ବାତ୍ୟା । ଏବେ ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଆଗକୁ ବଢୁଛି । ଗୋପାଳପୁର ଉପକୂଳଠାରୁ ୨୭୦ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବ ଓ ଆନ୍ଧ୍ରପ୍ରଦେଶରେ…

ତାଲିବାନଙ୍କ ନୃଶଂସ ପଣିଆ: ହତ୍ୟା କରିବା ପରେ ଛକରେ ଟାଙ୍ଗିଲେ ମୃତ ଦେହ

କାବୁଲ: ଆଫଗାନିସ୍ତାନରେ ତାଲିବାନୀମାନେ ସେମାନଙ୍କ କ୍ରୁର ରୂପ ଦେଖାଇବା ଆରମ୍ଭ କରିଛନ୍ତି । ୪ଜଣ ଅପହରଣକାରୀଙ୍କୁ ହତ୍ୟା କରିବା ପରେ ସେମାନଙ୍କ ମୃତ ଦେହ ସହରର ବିଭିନ୍ନ ଛକ ସ୍ଥାନରେ କ୍ରେନ ସାହାଯ୍ୟରେ ଟଙ୍ଗା ଯାଇଥିଲା । ଟୋଲୋ ନ୍ୟୁଜରେ ପ୍ରକାଶିତ ଖବର ଅନୁସାରେ ଜଣେ ବ୍ୟବସାୟୀ ଓ ତାଙ୍କ…

ଦୀପାବଳୀରେ ଅକ୍ଷୟଙ୍କ ସୂର୍ଯ୍ୟବଂଶୀ ଓ ପୃଥ୍ୱୀରାଜ ମଧ୍ୟରେ ମୁକାବିଲା !

ମୁମ୍ବାଇ: ଅକ୍ଟୋବର ୨୨ରୁ ମହାରାଷ୍ଟ୍ରରେ ସିନେମାଘର ଖୋଲାଯିବ । ଏହି ଘୋଷଣା ପରେ ଦୀର୍ଘ ଦିନ ଧରି ଅପେକ୍ଷା କରିଥିବା ଫିଲ୍ମମେକରମାନେ ସେମାନଙ୍କ ଫିଲ୍ମ ରିଲିଜ ନେଇ ଆଗ୍ରହ ପ୍ରକାଶ କରିବା ଆରମ୍ଭ କରିଦେଇଛି । ଅକ୍ଷୟ କୁମାରଙ୍କ ସୂର୍ଯ୍ୟବଂଶୀ ଦୀପାବଳୀରେ ରିଲିଜ ହେବ ବୋଲି ଘୋଷଣା କରାଯାଇଛି…

ବାତ୍ୟାର ରୂପ ନେଲା ‘ଗୁଲାବ’

ଭୁବନେଶ୍ବର : ବାତ୍ୟାରେ ପରିଣତ ହେଲା ଗଭୀର ଅବପାତ । ଉତ୍ତରପଶ୍ଚିମ ଓ ତତସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀରତ ଅବପାତ ବାତ୍ୟାର ରୂପ ନେଇଛି । ଏଥିପାଇଁ ଉତ୍ତର ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶାର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି । ବାତ୍ୟା ଗୁଲାବ ଘଣ୍ଟାପ୍ରତି ୭…

ମାସେ ଯାଏଁ ସମାଜସେବା କାର୍ଯ୍ୟକ୍ରମ ଜାରି ରଖିବ ବିଜେଡି

ଭୁବନେଶ୍ବର : ଗାନ୍ଧୀ ଜୟନ୍ତୀରୁ ଜନ ସଚେତନତା ଅଭିଯାନ ପରିବର୍ତ୍ତେ ମାସେ ଯାଏଁ ବିଭିନ୍ନ ସମାଜସେବା କାର୍ଯ୍ୟକ୍ରମ ଜାରି ରଖିବ ବିଜେଡି । ମହାମାରୀ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ଦଳ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଗାନ୍ଧୀ ଜୟନ୍ତୀରୁ ନଭେମ୍ବର ୨ ପର୍ଯ୍ୟନ୍ତ ବିଭିନ୍ନ ସମାଜସେବା…

ଗୋଆ ନିର୍ବାଚନ ଲଢ଼ିବ ଟିଏମସି

ପାଣାଜି: ଆଗାମୀ ଗୋଆ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ଲଢ଼ିବ ବୋଲି ଶନିବାର ଘୋଷଣା କରିଛି । ଖୁବଶୀଘ୍ର ପାର୍ଟି ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ବୋଲି ପ୍ରମୁଖ ନେତା ଡେରେକ ଓ’ବ୍ରେନ କହିଛନ୍ତି । ଗୋଆରେ ବିଜେପି ଆମର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହେବ ବୋଲି ସେ ଘୋଷଣା…