Latest Odisha News

BREAKING NEWS

Browsing Category

ଫିଚର

ବୌଦ୍ଧ ମହାନଦୀ ସେତୁ ଉପରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସିପଡିଲେ ମହିଳା

ବୌଦ୍ଧ : ବୌଦ୍ଧ ଜିଲ୍ଲା କିଆକଟା ମହାନଦୀ ସେତୁ ଉପରେ ଦୁର୍ଘଟଣା । ବାଇକ ଓ କାର ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ତେବେ ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ପତ୍ନୀ ବ୍ରିଜ୍ ତଳକୁ ଖସିପଡିଛନ୍ତି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି…

ନିଖୋଜ ୬ ନୌସେନା ଅଧିକାରୀଙ୍କ ମଧ୍ୟରୁ ୪ଜଣଙ୍କ ଶବ ମିଳିଲା

ନୂଆଦିଲ୍ଲୀ: ଉତରାଖଣ୍ଡ ଚମୋଲୀରେ ଶନିବାର ତ୍ରିଶୂଳ ପର୍ବତରୁ ବରଫଗଦା ମଧ୍ୟରୁ ନିଖୋଜ ୬ ନୌସେନା ଅଧିକାରୀଙ୍କ ମଧ୍ୟରୁ ୪ଜଣଙ୍କ ଶବ ମିଳିଛି । ଶୁକ୍ରବାର ନୌସେନାର ଏକ ୨୦ ଜଣିଆ ଟିମ ପର୍ବତାରୋହଣ କରୁଥିବା ବେଳେ ହିମସ୍ଖଳନ ଯୋଗୁ ଅସୁବିଧାରେ ପଡି ଯାଇଥିଲେ । ବହୁ କଷ୍ଟରେ ଅନ୍ୟମାନଙ୍କୁ ବଂଚା…

ଅନୁଗୁଳ ଓ ଢ଼େଙ୍କାନାଳ ସମେତ ୧୦ଟି ସ୍ଥାନରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ନୂତନ ଗୃହ ଲୋକାର୍ପଣ

ଅନୁଗୁଳ : ଅନୁଗୁଳ ଓ ଢ଼େଙ୍କାନାଳ ସମେତ ୧୦ଟି ସ୍ଥାନରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ନୂତନ ଗୃହର ହୋଇଛି ଲୋକାର୍ପଣ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ନୂତନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଲୋକାର୍ପଣ କରିଛନ୍ତି । ଜାତୀୟ ଶିକ୍ଷା ନୀତି ୨୦୨୦ରେ ପିଲାଙ୍କୁ…

ଆଫଗାନିସ୍ତାନ ସୀମାରେ ସ୍ୱତନ୍ତ୍ର ଆତ୍ମଘାତୀ ସେନା ନିୟୋଜିତ କରିବ ତାଲିବାନ

ଭୁବନେଶ୍ୱର: ସୁଇସାଇଡ୍ ବମ୍ବର୍‌ଙ୍କୁ ନେଇ ଏକ ସ୍ୱତନ୍ତ୍ର ସେନା ଗଠନ କରିଛି ତାଲିବାନ ଶାସନ । ସେହି ଆତ୍ମଘାତୀ ସେନାକୁ ଆଫଗାନିସ୍ତାନ ସୀମା ତଥା ଖାସ କରି ବଦଖାସନ୍ ଇଲାକାରେ ନିୟୋଜିତ କରିବାକୁ ତାଲିବାନ ଯୋଜନା କରିଥିବା ଜଣାପଡିଛି । ଆଫଗାନିସ୍ତାନର ଦ ଖାମା ପ୍ରେସ୍ ନ୍ୟୁଜ ଏଜେନ୍ସି…

ଅନୁଗୁଳ ଜଏରାଟରେ ଗାନ୍ଧି ଜୟନ୍ତୀ ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ : ଗାନ୍ଧି ଜୟନ୍ତୀରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳର ବୁଣାକାର, ହସ୍ତଶିଳ୍ପୀ, କାରିଗରମାନଙ୍କ ଦ୍ବାରା ତିଆରି ଉତ୍ପାଦିତ ଜିନଷ କିଣିବାକୁ ଆହ୍ବାନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗାନ୍ଧି ଜୟନ୍ତୀ ଅବସରରେ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ…

ମୁମ୍ବାଇକୁ ହରାଇଲା ଦିଲ୍ଲୀ

ଶାରଜା: ଆଇପିଏଲର ଆଜି ଅନୁଷ୍ଠିତ ପ୍ରଥମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ଉଇକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୨୦ ଓଭରରେ ୮ ଉଇକେଟ ହରାଇ ୧୨୯ ରନ କରିଥିଲା । ରିଷଭ ପନ୍ତ ନେତୃତ୍ୱାଧୀନ ଦିଲ୍ଲୀ ୧୯.୧ ଓଭରରେ ୬ ଉଇକେଟ ହରାଇ ବିଜୟ ଲକ୍ଷ୍ୟ…

ଭୋଗ ପତ୍ରିକା କଭରରେ ସ୍ଥାନ ପାଇଲେ ୩ ଭାରତୀୟ ମହିଳା ଅଲିମ୍ପିଆନ

ନୂଆଦିଲ୍ଲୀ: ଲୋକପ୍ରିୟ ଭୋଗ ଇଣ୍ଡିଆ ପତ୍ରିକାର କଭରରେ ସ୍ଥାନ ପାଇଛନ୍ତି ଭାରତର ୩ ସଫଳ ମହିଳା ଅଲିମ୍ପିଆନ । ଏମାନେ ହେଲେ ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିଥିବା ବକ୍ସର ଲଭଲିନ ବୋରଗାହନ, ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ଓ ଭାରୋତୋଳିକା ମୀରାବାଇ ଚାନୁ । ଟୋକିଓରେ ଭାରତ ସର୍ବଶ୍ରେଷ୍ଠ…

ପୂଜା ବଜାରରେ ଆଡ୍ଡା ଜମାଇବେ ପପୁ ପମ୍‌ପମ୍‌, ରିଲିଜ୍ ହେବ “ଗାଁର ନାଁ ଗାଲୁଆପୁର”

ଭୁବନେଶ୍ୱର: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଦୁର୍ଗାପୂଜା ମାହୋଲକୁ ସରଗରମ କରିବାକୁ ସଜବାଜ ହେଉଛନ୍ତି ପପୁ ପମ୍‌ପମ୍ ଓ ଅଭିନେତ୍ରୀ ମନୀଷା । ଆଉ ଦିନ କେଇଟା ପରେ ରିଲିଜ୍ ହେବ ବହୁ ପ୍ରତିକ୍ଷୀତ ଓଲିଉଡ ଫିଲ୍ମ “ଗାଁର ନାଁ ଗାଲୁଆପୁର” । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଫିଲ୍ମର ରିଲିଜ୍…

ଓଡ଼ିଆ ବାୟୁସେନା ଅଧିକାରୀ ଦିଲୀପ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ବ

ଭୁବନେଶ୍ବର : ଓଡ଼ିଆ ବାୟୁସେନା ଅଧିକାରୀ ଦିଲୀପ କୁମାର ପଟ୍ଟନାୟକଙ୍କୁ ମିଳିଛି ବଡ଼ ଦାୟିତ୍ବ । ତାଙ୍କୁ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ ଇନ୍ ଚିଫ୍ ଭାବେ ନିଯୁକ୍ତି ଦିଆଯାଇଛି । ପ୍ରଥମ ଓଡ଼ିଆ ଭାବେ ଏୟାର ମାର୍ଶାଲ ଦିଲ୍ଲୀପ ପଟ୍ଟନାୟକଙ୍କୁ ଏହି ଦାୟିତ୍ବ ଦିଆଯାଇଛି ।…

ଜାତୀୟ ସିନିୟର ପୁରୁଷ ହକି: ପ୍ରଶିକ୍ଷଣ ପାଇଁ ମନୋନୀତ ୩୦ ଜଣିଆ ଦଳରେ ୬ ଓଡିଆ

ଭୁବନେଶ୍ୱର: ହକି ଇଣ୍ଡିଆ ଶନିବାର ଜାତୀୟ ସିନିୟର ପୁରୁଷ ସମ୍ଭାବ୍ୟ ଦଳ ଘୋଷଣା କରିଛି । ଏହି ୩୦ ଜଣିଆ ଦଳରେ ଓଡିଶାର ୬ଜଣ ଖେଳାଳୀ ସ୍ଥାନ ପାଇଛନ୍ତି । ସେମାନେ ହେଲେ ଅମିତ ରୋହିଦାସ୍, ଦୀପସାନ ତିର୍କୀ, ଶିଲାନ୍ଦା ଲାକ୍ରା, ନିଲମ ସଂଜୀପ ସେସ୍, ସୁମନ ବେକ୍ ଓ ଆଶିଷ କୁମାର ଟୋପ୍ନୋ। ନିକଟରେ…