Latest Odisha News

BREAKING NEWS

Browsing Category

ଫିଚର

ଶ୍ରୀଜିଉଙ୍କୁ ଦର୍ଶନ କଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍. ଭି. ରମଣା

ପୁରୀ: ଓଡ଼ିଶା ଗସ୍ତରେ ଆସିଥିବା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍. ଭି. ରମଣା ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ପ୍ରଧାନ ବିଚାରପତି ସିଂହଦ୍ୱାରରେ ପହଞ୍ଚିବା ପରେ ଫାଇଭ୍ ଟି ସଚିବ ଭି. କେ. ପାଣ୍ଡିଆନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ପୁରୀ…

ବୋଟ୍ ଟ୍ରାଜେଡି: ନିଖୋଜ ଓଡ୍ରାଫ ଯବାନଙ୍କ ମୃତଦେହ ଉଦ୍ଧାର

କଟକ: ଅପରେସନ୍ ଗଜରାଜ ବେଳେ ବୋଡ୍ ଦୁର୍ଘଟଣାରେ ନିଖୋଜ ଓଡ୍ରାଫ ଯବାନଙ୍କ ମୃତଦେହ ମିଳିଛି । ବହୁ ଖୋଜାଖୋଜି ପରେ ଆଜି ତାଙ୍କର ମୃତଦେହ ଧବଳେଶଶ୍ୱର ନିକଟରୁ ଉଦ୍ଧାର ହୋଇଛି । ମୃତକଙ୍କ ନାଁ ସୀତାରାମ ମୁର୍ମୁ । ଗତକାଲିଠାରୁ ସେ ନିଖୋଜ ଥିଲେ । ଗତକାଲି ବହୁ ରାତି ଯାଏ ଚାଲିଥିଲା ସର୍ଚ୍ଚ…

ଅଲବିଦା ଅରିନ୍ଦମ: ଜନ୍ମମାଟିରେ ହେଲା ଶେଷକୃତ୍ୟ

କେନ୍ଦୁଝର: ପଞ୍ଚଭୂତରେ ଲୀନ ହୋଇଛି ଯୁବ ସାମ୍ବାଦିକ ଅରିନ୍ଦର ଦାସଙ୍କ ପାର୍ଥିବ ଶରୀର । ପୈତୃକ ଗାଁ କେନ୍ଦୁଝର ଜିଲ୍ଲାର ରାଇକଳାରେ ବୈତରଣୀ ନଦୀକୂଳରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଅରିନ୍ଦମଙ୍କ କକା ପୁଅ ଭାଇ ମୁଖାଗ୍ନି ଦେଇଥିଲେ । ଅରିନ୍ଦମଙ୍କୁ ହରାଇ ତାଙ୍କ ଗାଁରେ ଶୋକାକୂଳ ପରିବେଶ ।…

ଆସୁଛି ବାତ୍ୟା: ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ରକୁ ସତର୍କ ସୂଚନା

ଭୁବନେଶ୍ୱର: ବଙ୍ଗପସାଗରରେ ସୃଷ୍ଟି ହେବ ସାମୁଦ୍ରିକ ଝଡ଼ । ସମ୍ଭାବ୍ୟ ବାତ୍ୟା ନେଇ ସତର୍କ କରାଇଲା ଭାରତୀୟ ପାଣିପାଗ ବିଭାଗ । ଉତ୍ତର ଆନ୍ଧ୍ର ପ୍ରଦେଶ ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ ଜାରି ହୋଇଥି ବାତ୍ୟା ସତର୍କତା । ବାତ୍ୟା ନେଇ ୟେଲୋ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ…

ଓଲଟିଲା ବସ୍: ୨ ମୃତ, ୬ ଆହତ

ସୁନ୍ଦରଗଡ଼: ଓଲଟିଲା ବସ୍ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୬ ଜଣ ଆହତ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରମାବାହାଲ ନିକଟରେ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି । ୬ ଆହତଙ୍କୁ ପ୍ରଥମେ ରାଜଗାଙ୍ଗପୁର ହସ୍ପିଟାଲ ଓ ପରେ ରାଉରକେଲା…

ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା

ଢେଙ୍କାନାଳ: ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା । ଢେଙ୍କାନାଳ ଜିଲ୍ଲା ଜାମୁଝରା ପଞ୍ଚାୟତ ସମିତି ସଭ୍ୟଙ୍କୁ ଦୁର୍ବୃତ୍ତ ଗୁଳି ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଦୀପକ ମହନ୍ତ । ଗତକାଲି ରାତିରେ ଜାମୁଝରା ଛକରେ ତାଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ସ୍ଥାନୀୟ ଲୋକ…

ପିପିଲି ବିଧାନସଭା ଉପନିର୍ବାଚନ ଭୋଟ ଗଣତି ପାଇଁ ତାଲିମ ଶିବିର

ପୁରୀ : ପିପିଲି ବିଧାନସଭା ଉପନିର୍ବାଚନ ଭୋଟ ଗଣତି ପାଇଁ ଅନୁଷ୍ଠିତ ହୋଇଛି ତାଲିମ ଶିବିର । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ସୁପରଭାଇଜର ଓ କାଉଣ୍ଟିଂ ଆସିଷ୍ଟାଣ୍ଟ ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ତାଲିମ…

ସାହସୀ ସାମ୍ବାଦିକ ଅରିନ୍ଦମଙ୍କ ବିୟୋଗରେ ପୁରୀ ସିଂହଦ୍ବାର ନିକଟରେ ଦୀପଦାନ

ପୁରୀ : ଅପରେସନ ଗଜରାଜ ସମୟରେ ଓଡ୍ରାଫ୍ ବୋଟ୍ ବୁଡି ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଛି । ଭରା ନଦୀରେ ଖବର ସଂଗ୍ରହ କରୁଥିବା ସମୟରେ ଓଡ୍ରାଫ୍ ବୋଟ୍ ବୁଡିଯିବାରୁ ତାଙ୍କର ଦେହାନ୍ତ ହୋଇଛି । ଅରିନ୍ଦମଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।…

ଭୁବନେଶ୍ୱରରେ ହେବ ଜାତୀୟ ଚେସ ଏକାଡେମୀ

ଭୁବନେଶ୍ୱର: ଭାରତର କ୍ରୀଡା କେନ୍ଦ୍ର ହେବାକୁ ଯାଉଛି ଓଡିଶା । ଭୁବନେଶ୍ୱରରେ ଜାତୀୟ ଚେସ ଏକାଡେମୀ ହେବା ନେଇ ଘୋଷଣା କରିଛି ସର୍ବଭାରତୀୟ ଚେସ ଫେଡେରେଶନ । କିଟ ଓ କିସ କ୍ୟାମ୍ପସରେ ଏହାକୁ ସ୍ଥାପନ କରାଯିବ । ଜୟପୁରରେ ଆୟୋଜିତ ବାର୍ଷିକ ବୈଠକରେ ଏଆଇସିଏଫ ଓଡିଶା ଚେସ ଆସୋସିଏଶନ ସଭାପତି…

ଜାତୀୟ ଜୁନିୟର ଖୋ ଖୋ: ବାଳିକା ବିଭାଗର କ୍ୱାର୍ଟରରେ ଓଡିଶା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଚାଲିଥିବା ଜାତୀୟ ଜୁନିୟର ଖୋ ଖୋ ଚାମ୍ପିୟନଶିପରେ ଓଡିଶା ଦଳ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ଶୁକ୍ରବାର ଓଡିଶା ବାଳିକା ଟିମ୍ ହିମାଚଳ ପ୍ରଦେଶକୁ ୨୬-୫ ପଂଏଟରେ ପରାସ୍ତ କରିଥିଲା । ପୂର୍ବରୁ ଆନ୍ଧ୍ରପ୍ରଦେଶକୁ ମଧ୍ୟ ଓଡିଶା ଦଳ…