Latest Odisha News

BREAKING NEWS

Browsing Category

ଫିଚର

ପୋଖରୀରେ ଖସି ପଡ଼ିଲା କାର , ଚାଳକ ମୃତ

ଯାଜପୁର : ଯାଜପୁରରେ ଅଘଟଣ । ପୋଖରୀରେ କାର ଗଳିପଡ଼ିବା ଫଳରେ କାର ଚାଳକଙ୍କ ମୃତ୍ୟୁ ହୋଇଯାଇଛି । ଯାଜପୁର ଜିଲ୍ଲା କୁଆଖିଆ ଥାନା ମୁଗୁପାଳ ନିକଟରେ ଏପରି ଅଘଟଣ ଘଟିଛି । ମୃତକ ଜଣକ ହେଲେ ମୁଗୁପାଳ ଗାଁ ର ଗଦାଧର ସାହୁ । ସେ ନିଜ ଗାଡିରେ ହରିପୁରରୁ ନିଜ ଗାଁକୁ ଆସୁଥିବା ବେଳେ କାର ଭାରସାମ୍ୟ…

ଉମରକୋଟରେ ବିଦ୍ୟୁତ ଆଘାତରେ ଚାଲିଗଲା ଯବାନଙ୍କ ଜୀବନ

ଉମରକୋଟ : ବିଦ୍ୟୁତ ଆଘାତରେ ଅକାଳରେ ଚାଲିଗଲା କାର୍ଯ୍ୟରତ ଯବାନଙ୍କ ଜୀବନ। ଆଉ ଜଣେ ଯବାନ ଗୁରୁତର ହୋଇ ରାଇଘର ହସ୍ପିଟାଲରେ ଭର୍ତି ହେଉଛନ୍ତି । ନବରଙ୍ଗପୁର ଜିଲ୍ଲା ରାଇଘର କୋଦାଭଟା ସ୍ଥିତ ପୋଲିସ କ୍ୟାମ୍ପରେ ଏହି ଅଘଟଣ ଘଟିଛି। ଇସାକ ହରିଜନ ନାମକ ଜଣେ ପୋଲିସ ଯବାନ ଆଜି ସକାଳେ ଫୋନରେ…

ଜାତୀୟ ଜୁନିୟର ଖୋ ଖୋ: ସେମିଫାଇନାଲ ଲାଇନ ଅପ ଚୂଡାନ୍ତ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଚାଲିଥିବା ଜାତୀୟ ଜୁନିୟର ଖୋ ଖୋ ଚାମ୍ପିୟନଶିପର ବାଳକ ଏବଂ ବାଳିକା ବିଭାଗ ସେମି ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ବାଳକ ବିଭାଗର ପ୍ରଥମ ସେମିରେ ମହାରାଷ୍ଟ୍ର-ଓଡିଶା ଏବଂ ଦ୍ୱିତୀୟରେ ଦିଲ୍ଲୀ-ପଶ୍ଚିମବଙ୍ଗ ମଧ୍ୟରେ ମୁକାବିଲା ହେବ ।…

ପିପିଲି ପ୍ରଚାର ମୈଦାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଲୋକ ଚାହୁଁଛନ୍ତି ପରିବର୍ତ୍ତନ କହିଲେ ଧର୍ମେନ୍ଦ୍ର

ପିପିଲି : ପିପିଲି ଉପନିର୍ବାଚନ ପାଇଁ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ଧର୍ମେନ୍ଦ୍ର । ଆଜି ବିଜେପି କାର୍ଯ୍ୟଳୟରେ ପଣ୍ଡିତ ଦୀନଦୟାଲ ଉପାଧ୍ୟୟଙ୍କ ୧୦୬ତମ ଜୟନ୍ତୀ…

ମୃତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶ ଦାତା ମାନସ ମଙ୍ଗରାଜ । ଜର୍ଣ୍ଣାଲିଷ୍ଟ ୱେଲଫେୟାର ଫଣ୍ଡରୁ ଏହି ସହାୟତା…

ପୋଲିସ ନାଁ ରେ ସଙ୍ଗୀନ ଅଭିଯୋଗ , ଦାବି ପୁରଣ ନହେଲେ ଆତ୍ମହତ୍ୟା ଧମକ ଦେଲେ ମୃତ ବ୍ୟକ୍ତିଙ୍କ ଭାଇ

ବରଗଡ଼ : ପୋଲିସ ଗାଁ ଲୋକ ମୁହାଁମୁହିଁ । ବରଗଡ଼ ଟାଉନ ଥାନା ପୋଲିସ ନାଁରେ ସଙ୍ଗୀନ ଅଭିଯୋଗ । ଘରୁ ଡାକି ପୋଲିସ ଜଣେ ଯୁବକଙ୍କୁ ମାରିଥିବା ଅଭିଯୋଗ ଆଣିଲେ ପରିବାର ଲୋକ । ସୂଚନା ଅନୁସାରେ ଟାଉନ ଥାନା ପୋଲିସ ତୋରା ଗାଁ ର ୨୫ ବର୍ଷୀୟା ଯୁବକ ଗୋବିନ୍ଦ କୁମାରଙ୍କୁ କୌଣସି କାରଣରୁ ରାତି ୨ ଟାରେ…

ମୋଦି-ବାଇଡେନ ଦ୍ୱିପାକ୍ଷିକ ଆଲୋଚନା, ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଶ୍ୱ ପାଇଁ ଲାଭଦାୟକ

ୱାଶିଂଟନ : ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତିି । ଦୁହେଁ ପ୍ରଥମଥର ଲାଗି ପରସ୍ପରକୁ ଭେଟିଛନ୍ତି ।  ହ୍ୱାଇଟ ହାଉସ ଓଲାଭା କାର୍ଯ୍ୟାଳୟରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ…

ଜାତୀୟ ଜୁନିୟର ଖୋ ଖୋ: ଓଡିଶା ବାଳକ, ବାଳିକା ଟିମ୍ ସେମିରେ

ଭୁବନେଶ୍ୱର: କିଟ ୟୁନିଭରସିଟିର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଚାଲିଥିବା ୪୦ତମ ଜାତୀୟ ଜୁନିୟର ଖୋ ଖୋ ପ୍ରତିଯୋଗିତାରେ ଓଡିଶା ଖେଳାଳିମାନେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ଉଭୟ ବାଳକ ଓ ବାଳିକା ବିଭାଗରେ ଓଡିଶା ସେମିଫାଇନାଲରେ ପ୍ରବେଶ କରିଛି । ଓଡିଶା ବାଳିକା ଟିମ୍ ୧୩-୫ରେ…

ଜୀବନ୍ତ ଅଭିନୟ ପାଇଁ ସର୍ଦ୍ଦାର ଉଦ୍ଦମ ସିଂରେ ୨ଟି ଲୁକ୍‌ରେ ନଜର ଆସିବେ ଭିକ୍କି

ମୁମ୍ବାଇ: ଭିକ୍କି କୌଶଲ ତାଙ୍କ ଆଗାମୀ ଫିଲ୍ମ ସର୍ଦ୍ଦାର ଉଦ୍ଦମ ସିଂ ସଫଳତା ନେଇ ବେଶ ଉତ୍ସାହିତ ଅଛନ୍ତି । ଅକ୍ଟୋବରରେ ଏହି ଫିଲ୍ମ ଓଟିଟିରେ ରିଲିଜ ହେବ । ଜାଲିୟାଁବାଲା ବାଗ ହତ୍ୟାକାଣ୍ଡର ମୂଖ୍ୟ ଅଭିଯୁକ୍ତ ଜେନେରାଲ ଡାୟରଙ୍କୁ ଲଣ୍ଡନ ଯାଇ ଉଦ୍ଦମ ମାରିଥିଲେ । ଫିଲ୍ମରେ ଉଦ୍ଦମଙ୍କ ଅଭିନୟ…

UPSC ପରୀକ୍ଷାଫଳ: ବାଜି ମାରିଲେ ନବରଙ୍ଗପୁରର ଡାକ୍ତର

ଭୁବନେଶ୍ୱର: ୨୦୨୦ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ବାଜି ମାରିଛନ୍ତି ଓଡ଼ିଆ ଡାକ୍ତର ରୀନା ପ୍ରଧାନ । ନବରଙ୍ଗପୁର ସାନମୋସିଗାମ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସେ ଆସିଷ୍ଟାଣ୍ଟ ସର୍ଜନ ଭାବରେ କାର୍ୟ୍ୟରତ ଅଛନ୍ତି । ସର୍ବଭାରତୀୟ ସ୍ତରରେ ତାଙ୍କର ରାଙ୍କ ରହିଛି ୧୯୪ ।…