Latest Odisha News

BREAKING NEWS

Browsing Category

ଫିଚର

ନଦୀରେ ପାଣି କମୁଛି, ହେଲେ ଏବେ ବି ବନ୍ୟାଜଳରେ ବୁଡି ରହିଛି ହେକ୍ଟର ହେକ୍ଟର ଚାଷ ଜମି

ଭଦ୍ରକ : କମୁଛି ବୈତରଣୀର ଜଳସ୍ତର । ବିପଦ ଟଳିଥିବା ବେଳେ, ବିଭିନ୍ନ ସ୍ଥାନରେ ମଧ୍ୟ ହ୍ରାସ ପାଉଛି ଜଳସ୍ତର । ଭଦ୍ରକ ଜିଲ୍ଲାର ଆଖୁଆପଦାରେ ବୈତରଣୀ ନଦୀ ବିପଦ ସଂକେତ ତଳକୁ ପ୍ରବାହିତ ହେଉଛି । ଆଖୁଆପଦାଠାରେ ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ବନ୍ୟା ଜଳ ବହୁ ତଳେ ପ୍ରବାହିତ ହେଉଛି ।…

ଫ୍ରାନ୍ସଠାରୁ ୨୪ଟି ସେକେଣ୍ଡ ହ୍ୟାଣ୍ଡ ମିରାଜ-୨୦୦୦ ଯୁଦ୍ଧ ବିମାନ କିଣିବ ଭାରତ

ନୂଆଦିଲ୍ଲୀ: ଫ୍ରାନ୍ସଠାରୁ ୨୪ଟି ସେକେଣ୍ଡ ହ୍ୟାଣ୍ଡ ମିରାଜ-୨୦୦୦ ଯୁଦ୍ଧ ବିମାନ ଭାରତ କିଣିବା ପାଇଁ ଚୁକ୍ତି କରିଛି । ଭାରତୀୟ ବାୟୁସେନା ଏହାର ଚତୁର୍ଥ ପିଢ଼ୀର ଯୁଦ୍ଧବିମାନ ସ୍କ୍ରାଡନକୁ ମଜଭୁତ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛି । ଏଥିପାଇଁ ବାୟୁସେନା ୨୩୩.୬୭ କୋଟି ଟଙ୍କାର…

ବନ୍ୟା ଆଶଙ୍କା ନାହିଁ, ମହାନଦୀ ସମେତ ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣରେଖାରେ ଖସୁଛି ଜଳସ୍ତର

ଭୁବନେଶ୍ବର : ମହାନଦୀ ସମେତ ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣରେଖା ନଦୀରେ କମିଛି ଜଳସ୍ତର । ଜଳସ୍ତର ହ୍ରାସ ପାଉଥିବା ବେଳେ, ଆଉ ବନ୍ୟା ଆଶଙ୍କା ମଧ୍ୟ ନାହିଁ । ପୂର୍ଣ୍ଣିମା ଥିବାରୁ ସମୁଦ୍ର ଜୁଆରିଆ ରହୁଛି । ତେଣୁ ସମୁଦ୍ରକୁ ପାଣି ଯାଇ ନପାରି ତଳି ଅଞ୍ଚଳରେ ପାଣି ଛାଡିବାରେ ବିଳମ୍ବ…

ରାଜ୍ୟରେ ପୁଣି ବଢ଼ିବ ସଂକ୍ରମଣ, ସତର୍କ କଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର : ରାଜ୍ୟରେ ପୁଣି ବଢ଼ିପାରେ ମହାମାରୀ କରୋନା ସଂକ୍ରମଣ । ଏଭଳି ପୂର୍ବନୁମାନ କରିଛି ସ୍ବାସ୍ଥ୍ୟ ବିଭାଗ । ରାଜ୍ୟରେ ୮୦ ପ୍ରତିଶତ ଲୋକ ଲକ୍ଷଣ ବିହୀନ ସଂକ୍ରମିତ ଚିହ୍ନଟ ହେବା ପରେ ସଂକ୍ରମଣ ବଢ଼ିପାରେ ବୋଲି ଆକନ କରିଛି ସ୍ବାସ୍ଥ୍ୟ ବିଭାଗ । ଅକ୍ଟୋବର ଓ ନଭେମ୍ବର ମାସରେ…

ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପଞ୍ଚଭୂତରେ ଲୀନ ହେଲେ ମନୋରମା ମହାପାତ୍ର

ପୁରୀ : ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ସମାଜସେବୀ ତଥା ଯଶସ୍ବୀ ସାରସ୍ବତ ସାଧିକା ମନୋରମା ମହାପାତ୍ର । ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପୁରୀ ସ୍ବର୍ଗଦ୍ବାରରେ ମନୋରମା ମହାମାତ୍ରଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜ୍ୟେଷ୍ଠ୍ୟ ପୁତ୍ର ପ୍ରଦୀପ କୁମାର ମହାପାତ୍ର ମୁଖାଗ୍ନି ଦେଇଥିଲେ ।…

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ, ୨୩ ତାରିଖ ପର୍ଯ୍ୟନ୍ତ ବର୍ଷିବ

ଭୁବନେଶ୍ବର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ । ଏବେ ପଶ୍ଚିମ ଉତ୍ତର ବଙ୍ଗୋପ ସାଗରରେ ରହିଛି ଲଘୁଚାପ ବଳୟ । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା । ଏହାସହ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ମହାନଦୀର ଉପରମୁଣ୍ଡରେ ବର୍ଷା ଲାଗି ରହିବ ।…

ଭାରତୀୟ କୋଷ୍ଟ ଗାର୍ଡ ଜବତ କଲା ୨୫୦ କୋଟି ଟଙ୍କା ମୂଲ୍ୟର ହେରୋଇନ, ୭ ଇରାନୀ ନାଗରିକ ଗିରଫ

ଅହମ୍ମଦାବାଦ: ଗୁଜରାଟ ସମୂଦ୍ର କୂଳରେ ଆଜି ଭାରତୀୟ କୋଷ୍ଟ ଗାର୍ଡ ଓ ଗୁଜରାଟ ଏଟିଏସକୁ ବଡ ସଫଳତା ମିଳିଛି । ମିଳିତ ଅପରେଶନରେ ଇରାନରୁ ଆସୁଥିବା ଏକ ବୋଟରେ ୨୫୦ କୋଟି ଟଙ୍କା ମୂଲ୍ୟର ହେରୋଇନ ଜବତ କରାଯାଇଛି । ଏହି ଘଟଣାରେ ୭ ଇରାନୀ ନାଗରିକ ଗିରଫ ହୋଇଛନ୍ତି । ବୋଟକୁ ଏ ପର୍ଯ୍ୟନ୍ତ…

ଭାରତର ଏକମାତ୍ର ରାଜ୍ୟ ଭାବେ ବିନା ବିରୋଧୀରେ ଚାଲିବ ନାଗାଲାଣ୍ଡ ସରକାର

କୋହିମା:ଦେଶର ପ୍ରଥମ ରାଜ୍ୟ ଭାବେ ନାଗାଲାଣ୍ଡରେ ବିନା ବିରୋଧୀରେ ସରକାର ଚାଲିବ । ସରକାର ଏବଂ ବିରୋଧୀ ଦଳର ମିଳିତ ବୈଠକ ପରେ ଏହି ସରକାରର ନାମ ଡେମୋକ୍ରାଟିକ ଆଲାଏନ୍ସ ରଖାଯାଇଛି । ମୁଖ୍ୟମନ୍ତ୍ରୀ ନିଫି ରିଓଙ୍କ ଏ ସମ୍ପର୍କରେ ସୂଚନା ଦେବା ସହ କହିଛନ୍ତି, ଏନଡିପିପି, ବିଜେପି, ଏନପିଏଫ ଏବଂ…

ନେହେରୁ ବଙ୍ଗଳା ମହାନଦୀ ମୁହାଣରେ ଡଙ୍ଗାବୁଡି, ୨ ନିଖୋଜ

ପାରାଦୀପ: ଓଲଟିପଡିଲା ମାଛଧରା ଡଙ୍ଗା । ପ୍ରଖର ସୁଅରେ ଭାସିଯାଉଥିଲେ ୭ ମତ୍ସ୍ୟଜୀବୀ । ସେମାନଙ୍କ ମଧ୍ୟରୁ ୫ଜଣ ଉଦ୍ଧାର ହୋଇଥିଲାବଳେ ଦୁଇଜଣ ଏବେ ବି ନିଖୋଜ ଅଛନ୍ତି । ପାରାଦୀପ ନେହେରୁ ବଙ୍ଗଳା ମହାନଦୀ ମୁହାଣରେ ଏପରି ଘଟଣାକୁ ନେଇ ସ୍ଥାନୀୟ ଅଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି । ଗତ…

ପାରାଦୀପ ଇଣ୍ଡିଆନ୍ ଅଏଲ ଡିପୋରେ ଅଗ୍ନିକାଣ୍ଡ

ପାରାଦୀପ: ଇଣ୍ଡିଆନ୍ ଅଏଲ୍ ଡିପୋରେ ଅଗ୍ନିକାଣ୍ଡ । ତେବେ ନିଆଁକୁ ଆୟତ୍ତକରିବାରେ ସଫଳ ହୋଇଛି ଅଗ୍ନିଶମ ବିଭାଗ । ଆଜି ସକାଳୁ ପାରଦୀପ ସ୍ଥିତ ଇଣ୍ଡିଆନ୍ ଅଏଲ୍ ଡିପୋରେ ଟ୍ରେନ୍ ଷ୍ଟାର୍ଟ ହେବା ସମୟରେ ସ୍ପାର୍କିଂ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଆଜି…