Latest Odisha News

BREAKING NEWS

Browsing Category

ଫିଚର

ବୀରମହାରାଜପୁରରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ପାଳନ

ବୀରମହାରାଜପୁର: ଚାରି ଦଫା ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି କଂଗ୍ରେସ। ଜିଲ୍ଲା ଯୁବ କଂଗ୍ରେସ ଓ ବୀରମହାରାଜପୁର ବ୍ଲକ କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ବୀରମହାରାଜପୁର ବ୍ଲକ୍‌କୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବା,…

ଆଉ ନାହାନ୍ତି ବିଗ୍ ବସ୍ ବିଜେତା ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଳା

ମୁମ୍ବାଇ: ଆଉ ନାହାନ୍ତି ଟେଲିଭିଜନ୍ ଦୁନିଆର ଚର୍ଚ୍ଚିତ ଚେହେରା ତଥା ବିଗ୍ ବସ୍ ବିଜେତା ସିଦ୍ଧାର୍ଥ ଶୁକ୍ଳା । ଆଜି ତାଙ୍କର ମୁମ୍ୱାଇର ଏକ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି । ୪୦ ବର୍ଷ ବୟସରେ ହୃତଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଟେଲିଭିଜନ ଦୁନିଆର ଜଣେ ଜଣାଶୁଣା ଚେହେରା…

ଭୁବନେଶ୍ୱରରେ ବସ୍ତି ବଏର ରୋବୋଟିକ୍ ଡ୍ୟାନ୍ସ ଦେଖିଲେ ତାଜୁବ ହେବେ, ଫେଲ୍ ମାରିଯିବେ ସୁପର ଡ୍ୟାନ୍ସର

ଭୁବନେଶ୍ୱର: ବସ୍ତି ବଏର ରୋବୋଟିକ୍ ଡ୍ୟାନ୍ସ ଫର୍ମ । ମାଇକେଲ୍ ଜ୍ୟାକସନଙ୍କ ଭଳି ଡ୍ୟାନ୍ସ କରୁଛନ୍ତି । ବଡ଼ ବଡ଼ କୋରିଓଗ୍ରାଫରଙ୍କ ଭଳି ଡ୍ୟାନ୍ସ ଷ୍ଟେପ୍ । ଦେଖିଲେ ତାବୁଜ ହେବେ । ତାଙ୍କର ଡ୍ୟାନ୍ସ ଆଗରେ ସୁପରଡ୍ୟାନସର ବି ଫିକା ପଡ଼ିଯିବେ । ଭୁବନେଶ୍ୱରର ବସ୍ତି ବଏ ସତ୍ୟନାରୟଣ ହାଁସଦା ।…

ବିଧାନସଭା ସାଢ଼େ ୧୧ଟା ଯାଏ ମୁଲତବୀ, ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଦ୍ୱିତୀୟ ଦିନରେ ବି ବିଧାନସଭାରେ ହଟ୍ଟଗୋଳ । ଆଜି ଗୃହ କାର୍ୟ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ନାରାବାଜି ଆରମ୍ଭ କରିଥିଲେ । ଗୃହରେ ନାରାବାଜି କରିଥିଲେ ଉଭୟ କଂଗ୍ରେସ ଓ ବିଜେପି ବିଧାୟକ । ମାହାଙ୍ଗା ଡବଲ୍ ମର୍ଡର ଘଟଣା ଉଠାଇଥିଲା ବିଜେପି । ସେହିପରି ଚାଷୀ ଓ ମରୁଡ଼ି ପ୍ରସଙ୍ଗ…

‘ମୋ କଲେଜ’ ଅଭିଯାନ ପକ୍ଷରୁ ‘ମିଟ୍‌ ଆୱାର ଷ୍ଟାର୍ଟଅପ୍‌ ହିରୋଜ୍‌’ କାର୍ଯ୍ୟକ୍ରମ

ଭୁବନେଶ୍ଵର: ଛାତ୍ରଛାତ୍ରୀଙ୍କୁ ଷ୍ଟାର୍ଟଅପ୍‌ ସହ ଯୋଡ଼ିବା ପାଇଁ ନୂଆ ପ୍ରୟାସ । ମୋ କଲେଜ ଅଭିଯାନ ପକ୍ଷରୁ ‘ମିଟ୍‌ ଆୱାର ଷ୍ଟାର୍ଟଅପ୍‌ ହିରୋଜ୍‌’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହାର ଶୁଭାରମ୍ଭ କରିଛନ୍ତି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ । ରାଜ୍ୟର…

ରାଜ୍ୟରୁ ଆଜି ୭୫୪ କରୋନା ପଜିଟିଭ୍, କମିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସ୍ଥିର ରହିଛି । ଦିନକୁ ୭୦୦ରୁ ୮୦୦ ଭିତରେ ଚିହ୍ନଟ ହେଉଛନ୍ତି ସଂକ୍ରମିତ । ୨୪ ଘଣ୍ଟାରେ ୭୫୪ ଜଣ ନୂଆ ଆକ୍ରାନ୍ତ ବାହାରିଛନ୍ତି । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ଅଛନ୍ତି ୧୦୮ ଜଣ ସଂକ୍ରମିତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ…

+୨ ଅଫଲାଇନ୍‌ ପରୀକ୍ଷା ପାଇଁ କାଲିଠୁ ପଞ୍ଜିକରଣ କରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଯୁକ୍ତ ଦୁଇ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫଲାଇନ୍ ପରୀକ୍ଷା ଦେଇପାରିବେ । ଏଥିପାଇଁ ଆସନ୍ତାକାଲିଠୁ ଆରମ୍ଭ ହେବ ପଞ୍ଜିକରଣ । ଅଫଲାଇନ୍ ପରୀକ୍ଷା ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଏଥିପାଇଁ କଲେଜଗୁଡ଼ିକୁ ଏକ ଲିଙ୍କ୍‌ ପ୍ରଦାନ କରାଯିବ । ଯାହା…

ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ସାମ୍ବାଦିକ ଚନ୍ଦନ ମିତ୍ରଙ୍କ ପରଲୋକ

ନୂଆଦିଲ୍ଲୀ: ପରଲୋକରେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ସାମ୍ବାଦିକ ଚନ୍ଦନ ମିତ୍ର । ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କ ପୁଅ କୃଷ୍ଣ ମିତ୍ର ସୂଚନା ଦେଇଛନ୍ତି । ଚନ୍ଦନ ମିତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି…

ଭୁବନେଶ୍ୱରରେ ଗଣେଶ ପୂଜା ପାଇଁ ବିଏମସିର ନୂଆ ଗାଇଡଲାଇନ୍

ଭୁବନେଶ୍ୱର: ଆଉ ସପ୍ତାହେ ପରେ ଗଣେଶ ପୂଜା । କରୋନା କଟକଣାରେ କେମିତି ପୂଜା ହେବ ସେନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜାରି ହୋଇଛି ନୂଆ ଗାଇଡଲାଇନ୍ । ମଣ୍ଡପ/ପେଣ୍ଡାଲରେ କୋଭିଡ କଟକଣାରେ ପୂଜା କରିବାକୁ କମିଶନରେଟ ପୁଲିସର ଅନୁମତି ନେବାକୁ ପଡ଼ିବ । ମଣ୍ଡପ/ପେଣ୍ଡାଲର ତିନି ପଟକୁ…

ରାଜଧାନୀରେ ଚାଞ୍ଚଲ୍ୟ: ଭଙ୍ଗା ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଭଙ୍ଗା ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ବିଜୁ ପଟଟ୍ନାୟକ କଲେଜ ନିକଟ ଏକ ଭଙ୍ଗା ଘରୁ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଶାନ୍ତନୁ କୁମାର ପରିଡ଼ା । ମୃତଦେହ ପାଖରୁ ଏକ ହୋଣ୍ଡା…