Latest Odisha News

BREAKING NEWS

Browsing Category

ଫିଚର

ମନୋରଞ୍ଜନ ପାଣିଗ୍ରାହୀ ହେଲେ ମୁଖ୍ୟ ଆୟକର କମିଶନର

ଭୁବନେଶ୍ୱର:  ଆଇଆରଏସ୍ ଅଫିସର ମନୋରଞ୍ଜନ ପାଣିଗ୍ରାହୀଙ୍କୁ ପଦୋନ୍ନତି । ମୁଖ୍ୟ ଆୟକର କମିଶନର ଭାବରେ ନିଯୁକ୍ତି ମିଳିଛି । ତାଙ୍କ ସମେତ ୪ ଓଡ଼ିଆ ଅଫିସରଙ୍କୁ ମୁଖ୍ୟ ଆୟକର କମିଶନର ଭାବେ ପଦୋନ୍ନତି ମିଳିଛି । ଅନ୍ୟମାନେ ହେଲେ ବିଜୟାନନ୍ଦ ପୃଷେଠ୍, ଦେବେନ୍ଦ୍ର ନାରାୟଣ କର ଓ ସୀମାଚଳ ଦାଶ ।…

ବନ୍ୟା ଜଳରେ ବୁଡିଲା ହସ୍ପିଟାଲ,ରୋଗୀ ଦେଖିଲେ ମାଛ

ବିହାର :ବିହାର ରେଫରାଲ ହସ୍ପିଟାଲରେ ଭିତରେ ପଶିଲା ବନ୍ୟା ପାଣି ରୋଗୀ ଓ ହସ୍ପିଟାଲ କର୍ତୁପକ୍ଷ ଦେଖିଲେ ମାଛ । ଘଟଣା ଟି ଆଶ୍ଚଯ୍ୟ ଲାଗୁଥିଲେ ବି ଶତ । ବିହାରର ବୈଶାଲୀ ଜିଲ୍ଲାରେ ବନ୍ୟା ଯୋଗୁଁ ଚାରିଆଡେ ପାଣି ମାଡିଯାଇଛି । ଗଣ୍ଡକି ନଦୀରୁ ବନ୍ୟା ପାଣି ଆସି ଚାରିଆଡେ ମାଡିଯାଇଛି। ବୈଶାଲୀ…

ଆଫଗାନିସ୍ତାନକୁ ଘାରିଛି ଅନାହାର ଭୟ

ଭୁବନେଶ୍ୱର: ତାଲିବାନ ଅଧିକୃତ ଆଫଗାନିସ୍ତାନରେ ଲୋକେ ଏକାଧିକ କାରଣ ପାଇଁ କୋକୁଆ ଭୟରେ ଦିନ କାଟୁଛନ୍ତି । ଏହି ଦେଶର ୪ରୁ ୫ ମିଲିଅନ ପରିବାର ଖାଦ୍ୟ ଓ ଜଳାଭାବ ସାଙ୍ଗକୁ ତାଲିବାନର ନୂଆ ନିୟମକୁ ନେଇ ଅନିଶ୍ଚିତତା ଘେରରେ ରହିଛନ୍ତି । ବିଗତ ତିନି ମାସ ଧରି ଆଫଗାନିସ୍ତାନ ଲୋକଙ୍କ ପାଖକୁ…

ଯୁବକଙ୍କୁ ନିର୍ମମ ହତ୍ୟା

ରାୟଗଡ଼ା : ରାୟଗଡ଼ାରେ ଜଘଣ୍ୟ ହତ୍ୟାକାଣ୍ଡ । ରାୟଗଡ଼ା ଜିଲ୍ଲା କପିଳାସ ରୋଡରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହ ଉଦ୍ଧାର କରିଛି। ମୃତ ଯୁବକ ଜଣକ ବି.ରାଜୁ ତାଙ୍କ ବୟସ ୨୫ ବର୍ଷ ବୋଲି ଜଣାପଡ଼ିଛି। ପରକିୟାପ୍ରୀତିରୁ ଏହି ହତ୍ୟା…

୧୪ ମିନିଟର ଫୋନ ….ସବୁ କିଛି ଉଜାଗର !

କାବୁଲ:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ୧୪ ମିନିଟର ଫୋନ କଥା ବାର୍ତା ତାଲିବାନ ରାଜୁତି କରିବାର ସମସ୍ତ ସୂତ୍ର ବଖାଣି ଦେଉଛି । ରଏଟର୍ସରେ ପ୍ରକାଶିତ ଖବର ଅନୁସାରେ ଜୁଲାଇ ୨୩ରେ ଉଭୟଙ୍କ ମଧ୍ୟରେ ଏହି ଆଲୋଚନା ହୋଇଥିଲା । ଘନିଙ୍କୁ…

ଜାଣନ୍ତୁ କେଉଁଠି ମିଳୁଛି ୨୨ କ୍ୟାରେଟ୍ ଗୋଲ୍ଡ ପ୍ଲେଟେଡ୍ ବଡା ପାଓ

ଭୁବନେଶ୍ୱର: ମୁମ୍ବାଇର ବଡା ପାଓ (ପାଉଁରୁଟି, ଆଳୁଚପ୍‌) କେବଳ ଭରତ ନୁହେଁ ବରଂ ସାରା ବିଶ୍ୱରେ ବେଶ ପରିଚିତ । ତେବେ ନିକଟରେ ଦୁବାଇରେ ବଡା ପାଓର ଏକ ଅପଗ୍ରେଡ୍ ଭର୍ସନ୍ ସାମ୍ନାକୁ ଆସିଛି । ଗୋଲ୍ଡେନ୍ ବିରିଆନୀ ଓ ବର୍ଗର୍ ପରେ ଏବେ ୨୨ କ୍ୟାରେଟ୍ ଗୋଲ୍ଡେନ୍ ବଡା ପାଓ ଚର୍ଚ୍ଚାର…

[ଭିଡିଓ] ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ଫେଲ୍

ଅନୁଗୁଳ:ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ବିଫଳ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତୃତୀୟ ମହଲା ଝରକା ତାଜା କୁ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ଅଗ୍ନିଶମ ବିଭାଗ ଓ ଡାକ୍ତରଖାନା କର୍ମଚାରୀ ତାଙ୍କୁ ଉଦ୍ଧାର କରିବାକୁ ଯାଇ ନ।କେଦମ ହୋଇଛନ୍ତି । ଶେଷରେ ପ୍ରାୟ ଦେଢ଼ ଘଣ୍ଟା…

ରେଷ୍ଟୁରାଣ୍ଟ ମାଲିକକୁ ସ୍ୱିଗୀ ଡେଲିଭରୀ ବୟର ଗୁଳିମାଡ

ଭୁବନେଶ୍ୱର: ଅନ୍‌ଲାଇନ୍‌ ଫୁଡ୍ ଡେଲିଭରୀ ପାର୍ଟନର୍ ସ୍ୱିଗୀକୁ ନେଇ ସାମ୍ନାକୁ ଆସିଲା ଚଂଚଲ୍ୟକର ଖବର । ସ୍ୱିଗୀ ଡେଲିଭରୀ ବୟର ଗୁଳିମାଡରେ ପ୍ରାଣ ହରାଇଛନ୍ତି ଜଣେ ରେଷ୍ଟୁରାଣ୍ଟ ମାଲିକ । ସୁଦୂର ଦିଲ୍ଲୀର ଗ୍ରେଟର୍ ନୋଏଡାରେ ଏଭଳି ଘଟଣା ଅନେକଙ୍କୁ ଚକିତ କରିଛି । ମିଳିଥିବା ସୂଚନା…

ଅଧିବେଶନ ଆରମ୍ଭରୁ ବିଧାନସଭା କମ୍ପିଲା: ମରୁଡ଼ି ପ୍ରସଙ୍ଗରେ କଂଗ୍ରେସର ହଟ୍ଟଗୋଳ

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭରୁ ବିଧାନସଭାରେ ତାତି । ଗୃହ କାର୍ୟ୍ୟ ବାଧାପ୍ରାପ୍ତ ହୋଇଛି । ଆଜି ଦିନ ୧୧ଟାରେ ଅଧିବେଶନ ଆରମ୍ଭ ହୋଇଥିଲା । ଏହାର କିଛି ସମୟ ପରେ ବିରୋଧୀ ଆରମ୍ଭ କରିଥିଲେ ହୋହଲ୍ଲା । କଂଗ୍ରେସ ସଦସ୍ୟ ମରୁଡ଼ି ପ୍ରସଙ୍ଗରେ ହଟ୍ଟଗୋଳ ଓ ନାରାବାଜି କରିବାକୁ…

ହସ୍ପିଟାଲରୁ ବିଧାନସଭା ଅଧିବେଶନରେ ଯୋଡ଼ି ହେଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର: ହସ୍ପିଟାଲରୁ ବିଧାନସଭା ଅଦିବେଶନରେ ଯୋଡ଼ି ହେଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ଭିଡିଓ କନଫରେନ୍ସିଂ ଜରିଆରେ ସେ ମୌସୁମୀ ଅଧିବେଶନର ଗୃହ କାର୍ଯ୍ୟରେ ସାମିଲ ହୋଇଛନ୍ତି । ଏହାପରେ ଟ୍ୱିଟ୍ କରି ଜଣାଇଛନ୍ତି ପ୍ରଦୀପ୍ତ ନାଏକ । ସେ ଲେଖିଛନ୍ତି, ସମ୍ପୂର୍ଣ୍ଣ ଭାବରେ ସୁସ୍ଥ…