Latest Odisha News

BREAKING NEWS

Browsing Category

ଫିଚର

ପଶ୍ଚିମବଙ୍ଗ ବିଭାଜନ ପ୍ରସ୍ତାବ ନେଇ ବିଜେପିରେ ଫାଟ !

କୋଲକାତା: ପଶ୍ଚିମବଙ୍ଗ ବିଭାଜନ ପ୍ରସ୍ତାବ ନେଇ ବିଜେପିରେ ଫାଟ ସୃଷ୍ଟି ହୋଇଛି । କେନ୍ଦ୍ରୀୟ ମନ୍ତ୍ରୀ ଜନ ବିର୍ଲା ଉତର ପଶ୍ଚିମବଙ୍ଗକୁ ଅଲଗା ରାଜ୍ୟର ମାନ୍ୟତା ଦେବା ପାଇଁ କରିଥିବା ଦାବିକୁ ବିଜେପି ରାଜ୍ୟ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ସମର୍ଥନ କରିବା ପରେ ଏଠାରେ ପାର୍ଟି ମଧ୍ୟରେ ବିବାଦ ସୃଷ୍ଟି…

ଆମେରିକାକୁ ଧମକ ଦେଲା ତାଲିବାନ

କାବୁଲ: ଆଫଗାନିସ୍ତାନ କବଜା କରିବା ପରେ ସୋମବାର ତାଲିବାନ ଆମେରିକାକୁ ଧମକ ଦେଇଛି । ନାଟୋ ଓ ଆମେରିକା ସେନା ଆଫଗାନିସ୍ତାନ ଛାଡି ସାରିଥିଲେ ମଧ୍ୟ ଦେଶରୁ ସୁରକ୍ଷିତ ଭାବେ ଲୋକମାନଙ୍କୁ ଆଣିବା ପାଇଁ କିଛି ସେନା ଏଠାରେ ରହିଛନ୍ତି । କାବୁଲ ବିମାନ ବନ୍ଦରରେ ଥିବା ଏହି ସେନାମାନଙ୍କୁ ୩୧ ଅଗଷ୍ଟ…

ସୁନ୍ଦରଗଡ଼ ଜିଲ୍ଲାରେ ହାଇସ୍କୁଲ ରୂପାନ୍ତରଣର ଏକ ନମୁନା କିଞ୍ଜିର୍ମା ହାଇସ୍କୁଲ

ସୁନ୍ଦରଗଡ଼: ନୂଆ ରୂପ ପାଉଛି ହାଇସ୍କୁଲ । ରୂପାନ୍ତରଣ କାର୍ଯ୍ୟକ୍ରମରେ ହାଇସ୍କୁଲର ନବକଳେବର ହେଉଛି । ଚକାଚକ କ୍ଲାସରୁମ୍ । ସ୍କୁଲ ପରିସର ସରସ ସୁନ୍ଦର । ଛାତ୍ରଛାତ୍ରୀଙ୍କ ଭିତରେ ପଢ଼ିବାକୁ ପୂର୍ବ ଅପେକ୍ଷା ଅଧିକ ଆଗ୍ରହ ସୃଷ୍ଟି ହେଉଛି । ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିର୍ମା ସରକାରୀ…

୧୫ ଜିଲ୍ଲାର ୩୦ ବ୍ଲକରେ ସ୍ୱାଭାବିକଠୁ କମ୍ ବର୍ଷା, ସ୍ପେଶାଲ୍ ଆକ୍ସନ ପ୍ଲାନ୍ ପ୍ରସ୍ତୁତ

ଭୁବନେଶ୍ୱର: ଚଳିତ ବର୍ଷ ମୌସୁମୀ ସିଜିନରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଛି । ଯେତିକି ହେବା କଥା ତାଠୁ କମ୍ ବର୍ଷିଛି । ୧୫ ଜିଲ୍ଲାର ୩୦ ବ୍ଲକରେ ରେକର୍ଡ ହୋଇଛି ସ୍ୱାଭାବିକଠାରୁ କମ୍ ବର୍ଷା । ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି । ନିଅଣ୍ଟିଆ ବର୍ଷା ଓ…

ମାଲେସିଆ ଷ୍ଟାର ଖେଳାଳି ଲିରିଡନଙ୍କ ସହ ଚୁକ୍ତି କଲା ଓଡିଶା ଏଫସି

ଭୁବନେଶ୍ୱର: ଓଡିଶା ଏଫସି ଆଗାମୀ ଆଇଏସଏଲ ସିଜନ ପାଇଁ ମାଲେସିଆର ଷ୍ଟାର ଫୁଟବଲ ଖେଳାଳି ଲିରିଡନ କ୍ରାସନିକ୍ୟୁଙ୍କ ସହ ଚୁକ୍ତିବଦ୍ଧ କରିଛି । ମାଲେସିଆର ପ୍ରଫେଶନାଲ ଫୁଟବଲ କ୍ଲବ ଜୋହର ଡାରୁଲ ତାଜିମ ଏଫସିଠାରୁ ଲୋନ ଡିଲ ଭାବେ ଏହି ଖେଳାଳିଙ୍କୁ ଅଣାଯାଇଛି । ୨୯ ବର୍ଷୀୟ ଏହି ମିଡଫିଲ୍ଡର…

ତୃତୀୟ ଲହର ପିକରେ ୧୦୦ରୁ ୨୩ ପିଲାଙ୍କୁ ଦରକାର ହସ୍ପିଟାଲାଇଜେସନ୍

ଭୁବନେଶ୍ୱର: କରୋନାର ତୃତୀୟ ଲହରକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ସେପ୍ଟେମ୍ବରରେ ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞ ଆକଳନ କରୁଛନ୍ତି । ସେପ୍ଟେମ୍ବରରେ ଥାର୍ଡ ଓ୍ୱେଭ ଆସିଲେ ଅକ୍ଟୋବରରେ ଏହା ପିକ୍ ଛୁଇଁବ । ଏକଥା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ସେ…

କରୋନାର ସମ୍ଭାବ୍ୟ ତୃତୀୟ ଲହର ନେଇ ଏମିତି କଥା କହିଲେ ଡିଏମଇଟି

ଭୁବନେଶ୍ୱର: କରୋନା ସେକେଣ୍ଡ ଓ୍ୱେଭ୍ ପ୍ରକୋପ କମିଥିବା ବେଳେ ତୃତୀୟ ଲହରକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ବିଶେଷଜ୍ଞ ଆକଳନ କରୁଛନ୍ତି ଥାର୍ଡ ଓ୍ୱେଭରେ ପିଲାମାନେ ଅଧିକ ସଂକ୍ରମିତ ହେବେ । ସେପ୍ଟେମ୍ୱର କିମ୍ୱା ଅକ୍ଟୋବରରେ ପିକ୍ ନେଇ ବିଶେଷଜ୍ଞ ଆକଳନ କରୁଛନ୍ତି । ସେତେବେଳେ ଦେଶରେ ଦୈନିକ…

ସମବାୟ ସମିତିରୁ କୋଟିଏ ଟଙ୍କାର ଋଣ ଜାଲିଆତି ମାମଲାରେ ୬ ଗିରଫ

କଟକ: ଆଠଗଡ଼ ଗୁରୁଡ଼ିଝାଟିଆ ସମବାୟ ସମିତି ଋଣ ଜାଲିଆତି ମାମଲାରେ ୬ ଜଣ ଗିରଫ । ଚାଷୀଙ୍କ ନାଁରେ କୋଟିଏରୁ ଅଧିକ ଟଙ୍କା ଋଣ କରି ହଡ଼ପ କରିଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି । ଏହି ସୂଚନା ଦେଇଛନ୍ତି ଚୌଦ୍ୱାର ଏସ୍‌ଡିପିଓ ସତ୍ୟବ୍ରତ ଲେଙ୍କା । ଗିରଫ ଅଭିଯୁକ୍ତମାନେ ହେଲେ…

ପଇଡ଼ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ, ୨ ଗିରଫ

ଜୟପୁର: ଗଞ୍ଜେଇ ଚୋରା ଚାଲାଣ ପାଇଁ କେତେ କଣ ଫନ୍ଦି କରୁଛନ୍ତି ବେପାରୀ । ପଇଡ଼ ବୋଝେଇ ଗାଡ଼ିରେ ହେଉଥିଲା ଗଞ୍ଜେଇ ଚାଲାଣ । ରାତିରେ ପାଟ୍ରୋଲିଂ ବେଳେ ଯାଞ୍ଚ କରି ଧରିଲା କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ପୋଲିସ । ୧୦ ଚକିଆ ପଇଡ଼ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିଲା । ୨୮ଟି…

ନିଅଣ୍ଟିଆ ବର୍ଷା ଓ ସମ୍ଭାବ୍ୟ ମରୁଡ଼ି ସ୍ଥିତି ନେଇ ଆଜି ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ରାଜ୍ୟରେ ଏବର୍ଷ ନିଅଣ୍ଟିଆ ବର୍ଷା ହୋଇଛି । ରେକର୍ଡ ସ୍ୱାଭାବିକଠାରୁ କମ୍ ବର୍ଷିଛି । ଶ୍ରାବଣ ଯାଇଥିଲେ ବି ବର୍ଷା ଉଭାନ । ଚାଷବାସ ଆଗେଇ ପାରିନି । ୨୭ ଜିଲ୍ଲାରେ ନିଅଣ୍ଟିଆ ବୃଷ୍ଟିପାତ ପରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେଲାଣି । ରାଜ୍ୟରେ ନିଅଣ୍ଟିଆ ବର୍ଷା ଓ ସମ୍ଭାବ୍ୟ…