Latest Odisha News

BREAKING NEWS

Browsing Category

ଫିଚର

ବୟସ୍କ-ଦିବ୍ୟାଙ୍ଗଙ୍କୁ ଟିକାକରଣ ମାମଲା, ସେପ୍ଟେମ୍ବର ୭ରେ ପରବର୍ତ୍ତୀ ଶୁଣାଣି

କଟକ : ଜନସାଧାରଣଙ୍କୁ ନିଜ ଘର ନିକଟରେ ଏବଂ ବୟସ୍କ ଓ ଦିବ୍ୟାଙ୍ଗଙ୍କ ଘରେ ପହଞ୍ଚି ଟିକାକରଣ ମାମଲା । ସେପ୍ଟେମ୍ବର ୭ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ । ସେହିପରି ଗତ ୨ ତାରିଖରେ ରାଜ୍ୟରେ ଟିକାକରଣ ଓ କୋଭିଡ ସ୍ଥିତି ନେଇ ରାଜ୍ୟ ସରକାରଙ୍କ…

୪ ହଜାର ପଡ଼ାକୁ ମିଳିବ ଗାଁ ମାନ୍ୟତା, ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପଡ଼ା ଗାଁ ପାଇବ ରାଜସ୍ବ ଗ୍ରାମର ମାନ୍ୟତା । ରାଜ୍ୟର ପ୍ରାୟ ୪ ହଜାର ପଡ଼ା ଗାଁକୁ ରାଜସ୍ବ ଗାଁର ମାନ୍ୟତା ଦିଆଯିବ । ମୂଳ ଗ୍ରାମରୁ ୫୦୦ ମିଟର ଦୂରରେ ଥିବା ଏବଂ ୨୫୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ପଡା ଗାଁକୁ ମିଳିବ ରାଜସ୍ବ ଗାଁର ମାନ୍ୟତା । ଏ ସମ୍ପର୍କିତ ଗାଇଡଲାଇନକୁ…

ଜୁଲାଇ ୩୧ରେ ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ବର : ଜୁଲାଇ ୩୧ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ । ବାଣିଜ୍ୟ ଏବଂ ବିଜ୍ଞାନ ବିଭାଗରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇବା ନେଇ ଘୋଷଣା ହୋଇଛି ତାରିଖ । ଏନେଇ ସୂଚନା ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । କଳା ଏବଂ ଧନ୍ଦାମୂଳକ ପାଠ୍ୟକ୍ରମର…

ବିଜେପିର ରାଜ୍ୟସ୍ତରୀୟ ପୌରାଞ୍ଚଳ କମିଟି ଘୋଷଣା

ଭୁବନେଶ୍ବର : ଦଳୀୟ ସଙ୍ଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ଘୋଷଣା ହୋଇଛି ବିଜେପିର ରାଜ୍ୟସ୍ତରୀୟ ପୌରାଞ୍ଚଳ କମିଟି । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ କେ.ଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି ରାଜ୍ୟସ୍ତରୀୟ ପୌରାଞ୍ଚ କମିଟି । ରାଜ୍ୟ ସଂଯୋଜକ ଭାବେ…

ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ

ଭୁବନେଶ୍ବର : ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ । ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ…

ଲୋକ ସଭାରେ ହଟ୍ଟଗୋଳ, କାଗଜଫିଙ୍ଗା ଯୋଗୁ ନିଲମ୍ବିତ ହୋଇପାରନ୍ତି ୧୦ ଏମପି !

ନୂଆଦିଲ୍ଲୀ: ଲୋକସଭାରେ ବୁଧବାର ବିରୋଧୀ ଦଳ ପକ୍ଷରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ହୋଇଥିଲା । ଏପରିକି କେତେକ କଂଗ୍ରେସ ଏମପି ଗୃହରେ କାଗଜ ଚିରି ଫିଙ୍ଗିଥିଲେ । ଗୃହରେ ଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗରେ ସରକାର ଏବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ…

ପେଗାସସକୁ ନେଇ ବିରୋଧୀଙ୍କ ମେଳି

ନୂଆଦିଲ୍ଲୀ : ପେଗାସସକୁ ନେଇ ବିରୋଧୀଙ୍କ ମେଳି । ଜାସୁସୀ ମାମଲାରେ କେନ୍ଦ୍ରକୁ ଘେରିବାକୁ ଏକାଠି ହେଲେ ୧୪ ବିରୋଧୀ ଦଳର ନେତା । ବିରୋଧୀ ଭିନ୍ନ ଭିନ୍ନ ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କରୁଥିବା ବେଳେ ଏବେ ଗୋଟିଏ ପ୍ରସଙ୍ଗରେ ଘେରିବାକୁ ପ୍ରସ୍ତୁତ ହୋଇଛନ୍ତି । ଅନ୍ୟ ଦେଶରେ ପେଗାସସକୁ…

ପଞ୍ଜାବ ପରେ ରାଜସ୍ଥାନରେ ତୁଟିବ କଂଗ୍ରେସ କଳି

ରାଜସ୍ଥାନ : ପଞ୍ଜାବ ପରେ ରାଜସ୍ଥାନରେ ତୁଟିବ କଂଗ୍ରେସ କଳି । ଗେହଲଟ-ପାଇଲଟ ବିବାଦରେ ପଡ଼ିବ ପୂର୍ଣ୍ଣଛେଦ । ଦେଢ଼ବର୍ଷ ଧରି ରାଜସ୍ଥାନ କଂଗ୍ରେସର ଦୁଇ ଟାଣୁଆ ନେତାଙ୍କ ମଧ୍ୟରେ ଜାରି ରହିଥିବା ବିବାଦ ସମାଧାନ ଆଡକୁ ଗତି କରୁଛି । ଅଗଷ୍ଟ ୧୦ ତାରିଖରେ ରାଜସ୍ଥାନ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ…

ବୁଲେଟ୍ ପାଇଁ ବୋହୂକୁ ହତ୍ୟା ଅଭିଯୋଗ

ନୟାଗଡ଼ : ନୟାଗଡ଼ ସଦର ଥାନା ଖେଡ଼ପଡ଼ା ଗାଁରେ ଅଭାବନୀୟ ଘଟଣା । ଯୌତୁକ ବାବଦରେ ବୁଲେଟ୍ ନଦେବାରୁ ବୋହୂକୁ ହତ୍ୟା ଅଭିଯୋଗ । ଝୁଲନ୍ତା ଅବସ୍ଥାରେ ନବବଧୂଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ମଧୁପୁର ଗାଁର ସୁଭଦ୍ରା ନାୟକ ଖେଡ଼ପଡ଼ାର…

ଚୀନର ଆଉ ଏକ ଆଣବିକ ମିସାଇଲ ବେସ ଠାବ କଲା ଏଫଏଏସ

ୱାଶିଂଟନ: ଫେଡେରେଶନ ଅଫ ଆମେରିକାନ ସାଇଂଟିଷ୍ଟ (ଏଫଏଏସ) ଚୀନର ଏକ ନ୍ୟୁକ୍ଲିୟର ମିସାଇଲ ବେସ ଠାବ କରିବାରେ ସଫଳ ହୋଇଛି । ସୁପର ପାୱାର ହେବା ଲକ୍ଷ୍ୟରେ ଚୀନ ଆଣବିକ କାର୍ଯ୍ୟକଳାପକୁ ବୃଦ୍ଧି କରିବାରେ ଲାଗିଛି । ଚୀନର ପୂର୍ବ ସିଜିଆଙ୍ଗ ପ୍ରଦେଶର ହାମିଠାରେ ଉପଗ୍ରହ ଫଟୋ ମାଧ୍ୟମରେ ଏହି…