Latest Odisha News

BREAKING NEWS

Browsing Category

ଫିଚର

ତୀରନ୍ଦାଜ ର‌୍ୟାଙ୍କିଙ୍ଗ ଇଭେଂଟ: ଉତ୍ସାହଜନକ ରହନି ଭାରତୀୟଙ୍କ ପ୍ରଦର୍ଶନ

ଟୋକିଓ: କ୍ରୀଡା ମହାକୁମ୍ଭର ବିଗୁଲ ବାଜି ସାରିଛି । ଆଗକୁ ଆଉ ତ୍ରୁଟି ଗ୍ରହଣୀୟ ହେବନି । ଶ୍ରେଷ୍ଠଙ୍କ ମଧ୍ୟରେ ଶ୍ରେଷ୍ଠ ହେବାକୁ ହେଲେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବାକୁ ପଡିବ । ତେବେ ତୀରନ୍ଦାଜ ର‌୍ୟାଙ୍କିଙ୍ଗ ଇଂଭେଟରେ ଭାରତୀୟଙ୍କ ପ୍ରଦର୍ଶନ ସେତେଟା ଉତ୍ସାହଜନକ ରହି ନାହିଁ । ପୁରୁଷ ଟିମ…

ବାହୁବଳୀ ପ୍ରଭାସ ହେଲେ ଏସିଆର ହ୍ୟାଣ୍ଡସମ ଅଭିନେତା

ମୁମ୍ବାଇ: ବାହୁବଳୀ ଫେମ୍ ପ୍ରଭାସ ଏସିଆର ହ୍ୟାଣ୍ଡସମ ଅଭିନେତା ଆଖ୍ୟା ପାଇଛନ୍ତି । ପାକିସ୍ତାନର ଇମ୍ରାନ ଅବାସ ନକବୀ ଓ ଜାପାନର ଜିନ ଅକାନିଶଙ୍କୁ ସେ ପଛରେ ପକାଇ ଦେଇଥିଲେ । ଉପରୋକ୍ତ ୨ ଅଭିନେତା ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ବାହୁବଳୀ ଫିଲ୍ମ ମାଧ୍ୟମରେ ପ୍ରଭାସ…

ଆରମ୍ଭ ହେଲା ଟୋକିଓ ଅଲିମ୍ପିକ୍ସ

ଟୋକିଓ: କରୋନା ମହାମାରୀକୁ ଚ୍ୟାଲେଞ୍ଜ ଦେଇ ଆରମ୍ଭ ହୋଇଯାଇଛି ଟୋକିଓ ଅଲିମ୍ପିକ୍ସ । ଉଦଘାଟନୀ ଉତ୍ସବ ଦର୍ଶକଙ୍କ ବିନା ଫିକା ଲାଗୁଥିଲେ ମଧ୍ୟ ବିପତି ବେଳେ ଏହା ନିଶ୍ଚିତ ଭାବେ ସମସ୍ତଙ୍କ ମନୋବଳ ବଢ଼ାଇବ । ଭାରତର ୨୦ଜଣ ଆଥଲେଟ ଉଦଘାଟନୀ ସମାରୋହରେ ଅଂଶଗ୍ରହଣ କରିଥିଲେ । ପୁରୁଷ ହକି ଦଳର…

ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା: ଡ୍ରାଇଭରଙ୍କ ବୟାନ ଘଣ୍ଟାଏ ନୁହେଁ ୧୦ ମିନିଟ୍ ପାଇଁ ଅଟକି ଥିଲା…

ପାରାଳାଖେମୁଣ୍ଡି: ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଆଜି ପୋଲିସ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ବୟାନ ରେକର୍ଡ କରିଛି । ଅଭିଯୋଗ ଆସିଥିଲା ଯେ, ଫରେଷ୍ଟ ଗେଟ୍ ନିକଟରେ ଆମ୍ବୁଲାନ୍ସ ପ୍ରାୟ ଏକ ଘଣ୍ଟା ଧରି ଅଟକି ରହିଥିଲା । କିନ୍ତୁ ଡ୍ରାଇଭରଙ୍କ କହିବାନୁଯାୟୀ, ଆମ୍ବୁଲାନ୍ସ…

ମହାଲକ୍ଷ୍ମୀଙ୍କୁ ଆଜି ରସଗୋଲା ଖୁଆଇ ମାନଭଂଜନ କରିବେ କାଳିଆ ଠାକୁର

ପୁରୀ: ଶ୍ରୀକ୍ଷେତ୍ରରେ ଆଜି ନିଳାଦ୍ରୀ ବିଜେ । ଲୀଳାଖେଳା ପରେ ରତ୍ନ ବେଦୀକୁ ଫେରିବେ କାଳିଆ ଠାକୁର, ବଡଭାଇ ଓ ସୁନାନାକୀ ଭଉଣୀ । ସେପଟେ ପରମ୍ପରା ଅନୁଯୟୀ, ମହାଲକ୍ଷ୍ମୀଙ୍କୁ ଆଜି ରସଗୋଲା ଖୁଆଇ ମାନଭଂଜନ କରିବେ କାଳିଆ ଠାକୁର । ଘୋଷଯାତ୍ରାରେ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇ ନ ଥିବାରୁ…

ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ନିଳାଦ୍ରୀବିଜେ

ପୁରୀ: ୧୨ ଦିନର ଲୀଳାଖେଳା ପରେ ଆଜି ନିଳାଦ୍ରୀବିଜେ କରିବେ ଚତୁର୍ଦ୍ଧା ବିଗ୍ରହ । ରଥରୁ ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ କରିବେ ଶ୍ରୀଜିଉମାନେ । ଅପରାହ୍ନ ୪ଟାରେ ପହଣ୍ଡି ଆରମ୍ଭ ହୋଇ ରାତି ୧୦ଟା ଭିତରେ ଶେଷ କରିବାକୁ ସମୟ ନିର୍ଘଣ୍ଟ ହୋଇଛି । ଗତକାଲି ଅଧରପଣା ନୀତି ଶେଷ ହେବା ପରେ…

ଚୋରା ଚାଲାଣ ବେଳେ ଅଭିଯୁକ୍ତ ସହ ଗଞ୍ଜେଇ ଜବତ

ରାୟଗଡ଼ା : କୋରାପୁଟ ଜିଲ୍ଲାରୁ ଖୋର୍ଦ୍ଧାକୁ ବେଆଇନ ଭାବେ ଗଞ୍ଜେଇ ଚୋରା ଚାଲାଣ ବେଳେ ଅଭିଯୁକ୍ତକୁ ଧରିବାରେ ଅବକାରୀ ଟିମକୁ ମିଳିଛି ବଡ଼ ସଫଳତା । ପ୍ରାୟ ୧୩ ଲକ୍ଷ ଟଙ୍କାର ୨ କ୍ବିଣ୍ଟାଲ ୫୮ କେଜି ୪୫୦ ଗ୍ରାମର ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣେ…

ଶ୍ବାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ବିକ୍ରମପୁର ଗାଁରେ ଅଭାବନୀୟ ଘଟଣା । ସେପଟିକ୍ ଟ୍ୟାଙ୍କ ଗ୍ୟାସରେ ଅଣନିଶ୍ବାସୀ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଏମ୍. ସଦାନନ୍ଦମ, କ୍ରିଷ୍ଣା ରେଡ୍ଡୀ, ପି.ତରେନେୟା । ସୂଚନା ଅନୁସାରେ, ବିକ୍ରମପୁର ଗାଁର ଟି. ସିଧେଶୁଙ୍କ…

ପାଣି ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର : ଯାଜପୁର ଥାନା ବୈତରଣୀ ନଦୀର ସିଦ୍ଧେଶ୍ବର ଘାଟ ନିକଟରୁ ଗୋଡ ହାତ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ଯୁବକ ଜଣକୁ ହତ୍ୟା କରିବା ପରେ ନଦୀରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଚଳାଇଛି । ସୂଚନା…

ରାଜ୍ୟରେ ସ୍ଥିର ରହିଛି କରୋନା ସଂକ୍ରମଣ

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ଭଲ ଅଛି । ଦିନକରେ ରେକର୍ଡ ସଂଖ୍ୟକ ଟେଷ୍ଟିଂ ହୋଇଛି । ୭୯ହଜାର ଟେଷ୍ଟିଂ ହୋଇଛି, ପଜିଟିଭ ହାର ୨.୪୫ ପ୍ରତିଶତ ରହିଛି । ଯେଉଁ ଦୁଇ ତିନୋଟି ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି, ସେ ସବୁ ଜିଲ୍ଲାରେ ଧିରେ ଧିରେ ସଂକ୍ରମଣ ନିମ୍ନଗାମୀ ହେଉଛି । ତେବେ…