Latest Odisha News

BREAKING NEWS

Browsing Category

ଫିଚର

ନିୟମଗିରି ଡଙ୍ଗରିୟାଙ୍କ ପାଇଁ ଚକ୍ଷୁ ଅଧ୍ୟୟନ ଗବେଷଣା ପ୍ରକଳ୍ପର ଶୁଭାରମ୍ଭ

ରାୟଗଡ଼ା : ଦୂର ହେବ ଆଦିମ ଜନଜାତି ଡଙ୍ଗରିୟା କନ୍ଧଙ୍କ ଚକ୍ଷୁ ସମସ୍ୟା । କାରଣ ଓଡ଼ିଶା ଆଦିବାସୀ ଚକ୍ଷୁ ଅଧ୍ୟୟନ ଗବେଷଣା ପ୍ରକଳ୍ପକୁ ଆଜି ଶୁଭାରମ୍ଭ କରିଛନ୍ତି ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ର । ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ କୁର୍ଲି ଗ୍ରାମ ପଞ୍ଚାୟତର ଖଜୁରୀ ଓ କାଡ୍ରାଗୁମା…

ଆସନ୍ତା ୨୦ରୁ ଅଗଷ୍ଟ ପହିଲା ଯାଏଁ ବଲାଙ୍ଗିର ଓ କେନ୍ଦୁଝରକୁ ଟ୍ରେନ୍ ବାତିଲ

ଭୁବନେଶ୍ବର : ଭୁବନେଶ୍ବରରୁ ବଲାଙ୍ଗିର ଓ କେନ୍ଦୁଝରକୁ ବାତିଲ ହେବ ଟ୍ରେନ୍ । ଆସନ୍ତ ୨୦ ତାରଖରୁ ଅଗଷ୍ଟ ପହିଲା ପର୍ଯ୍ୟନ୍ତ ଟ୍ରେନ୍ ସେବା ବାତିଲ ରହିବ । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ବର-ବଲାଙ୍ଗିର-ଭୁବନେଶ୍ବର ସ୍ପେଶାଲ ଏବଂ…

କୋର୍ଟରେ ହାଜର ହେଲେ ଅନୁଭବ, ଆସିଲେନି ବର୍ଷା

କଟକ : ବହୁଚର୍ଚ୍ଚିତ ସେଲିବ୍ରେଟି ଯୋଡି ଅନୁଭବ ଓ ବର୍ଷା ପ୍ରୀୟଦର୍ଶିନୀ ବିବାହ ବିଚ୍ଛେଦ ମାମଲା । ଆଜି ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ଅଭିନେତା ତଥା ସାଂସଦ ଅନୁଭବ । ତେବେ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ଆଜି କୋର୍ଟରେ ହାଜର ହୋଇ ନଥିଲେ ବର୍ଷା । ତେବେ ବର୍ଷା ଫ୍ୟାମିଲି କୋର୍ଟରେ…

ଶାଶୁକୁ ଘୋଷାଡ଼ି ଘୋଷାଡ଼ି ପିଟୁଛି ବୋହୂ

ବଲାଙ୍ଗିର : ସବୁ ସୀମା ଟପିଗଲା ବର୍ବରତା । ବଲାଙ୍ଗିର ବରପାଲିପଡ଼ାରେ ଅଭାବନୀୟ ଘଟଣା । ସମ୍ପତ୍ତି ପାଇଁ ଶାଶୁକୁ ମାଡ଼ ମାରିଲା ବୋହୂ । ଅତି ନିର୍ଦ୍ଦୟ, ଅତି ଅମାନୁଷିକ । ଗାଁ ଦାଣ୍ଡରେ ଶାଶୁର ଚୁଟି ଧରି ଘୋଷାଡ଼ି ଘୋଷାଡ଼ି ମାଡ଼ ମାରୁଛି ବୋହୁ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି…

କଟକରେ ପେଟ୍ରୋଲ ଲିଟର ୮୦ ଟଙ୍କା, କିଏ ବିକୁଛି ଜାଣନ୍ତୁ

କଟକ : ସାରା ଦେଶରେ ଏବେ ଚିନ୍ତା ବଢ଼ାଇଛି ପେଟ୍ରୋଲ ଓ ଡିଜେଲ ଦର । ପ୍ରତିଦିନ ହୁ ହୁ ହୋଇ ବଢ଼ିଚାଲିଛି ଦର । ଲିଟର ପିଛା ଦର ୧୦୦ ଟଙ୍କା ଟପିଲାଣି । ଖାଉଟି ପକେଟରୁ ଟଙ୍କା ବି ଖାଲି ହୋଇଗଲାଣି । ଦରବୃଦ୍ଧିକୁ ନେଇ ବିରୋଧ ବି କରାଯାଉଛି । ହେଲେ କିଛି ବି ପ୍ରଭାବ ପଡୁନି । ଦରବୃଦ୍ଧିର…

୪ ଦଫା ଦାବିରେ ଅଟଳ ଘରୋଇ ବସ ମାଲିକ ସଂଘ

ଭୁବନେଶ୍ବର : ରାଜ୍ୟରେ କୋହଳ ହେଲା କୋଭିଡ କଟକଣା । ସାରା ରାଜ୍ୟରେ ବସ ଚଳାଚଳ କରିବାକୁ ଅନୁମତି ଦେଲେ ରାଜ୍ୟ ସରକାର । ହେଲେ ଏବେ ସରକାରଙ୍କ ପାଇଁ ନୂଆ ସମସ୍ୟା ଛିଡା କରିଛନ୍ତି ବସ ମାଲିକ ସଂଘ । ତୈଳ ଦର ବୃଦ୍ଧି ସାଙ୍ଗକୁ ଦେଢ଼ ବର୍ଷ ହେଲାଣି ବସ ଅଚଳ ହୋଇ ପଡିଥିବା କହିଛନ୍ତି ଘରୋଇ…

ଡରାଇଲାଣି ଡେଙ୍ଗୁ, ଜାନୁଆରୀରୁ ଏଯାଏଁ ଖୋର୍ଦ୍ଧାରେ ଚିହ୍ନଟ ହେଲେଣି ୧୧୩ ରୋଗୀ

ଭୁବନେଶ୍ବର : କରୋନା ସାଙ୍ଗକୁ ଏବେ ଡରାଇଲାଣି ଡେଙ୍ଗୁ । ରାଜ୍ୟରେ ମାତିଲେଣି ଡେଙ୍ଗୁ ମଶା । ଜାନୁଆରୀ ଠାରୁ ଏବେ ଯାଏଁ କେବଳ ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ହେଲେଣି ୧୧୩ ଜଣ ଡେଙ୍ଗୁ ରୋଗୀ । କେବଳ ଚଳିତ ମାସରେ ଚିହ୍ନଟ ହେଲେଣି ୧୦୩ ଜଣ ଡେଙ୍ଗୁ ରୋଗୀ । ଡେଙ୍ଗୁ ମଶାଙ୍କ ସଂଖ୍ୟା ବଢୁଥିବାରୁ…

ଜଷ୍ଟିସ ସି.ଶଙ୍କରନ ନାୟାରଙ୍କ ଭୂମିକା କରିବେ ଅକ୍ଷୟ!

ମୁମ୍ବାଇ: କରନ ଜୋହର ଜାଲିୱାନବାଗ ନରସଂହାର ଉପରେ ଏକ ଫିଲ୍ମ ନିର୍ମାଣ କରୁଛନ୍ତି । ଏହାର ନାମ ଦି ଅନଟୋଲ୍ଡ ଷ୍ଟୋରି ଅଫ ସି.ଶଙ୍କରନ ନାୟାରଙ୍କ ଜୀବନୀ ଉପରେ ଆଧାରିତ । ଏଥିରେ କିପରି ଜଷ୍ଟିସ ସି.ଶଙ୍କରନ ଜାଲିୱାନବାଗ ପୀଡିତ ପାଇଁ ସାହାସର ସହ ଲଢ଼ିଥିଲେ ତାହା ଉଲ୍ଲେଖ ରହିବ । ବଲିଉଡ…

ଟୋକିଓ ଅଲିମ୍ପିକ୍ସରେ ଭାଗ ନେବେ ଜୋକୋଭିଚ

ଟୋକିଓ:ନିକଟରେ କ୍ୟାରିୟରର ୨୦ତମ ଗ୍ରାଣ୍ଡସ୍ଲାମ ଜିତିଥିବା ସର୍ବିୟାର ନୋଭାକ ଜୋକୋଭିଚ ଟୋକିଓ ଅଲିମ୍ପିକ୍ସରେ ଖେଳିବା ନେଇ ଘୋଷଣା କରିଛନ୍ତି । କରୋନା ମହାମାରୀ ଯୋଗୁ କିଛି ଦିନ ହେବ ତାଙ୍କ ଖେଳିବା ନେଇ ସସ୍ପେନ୍ସ ରହିଥିଲା । ଏବେ ସେ ଏଥିନେଇ ସମ୍ମତି ପ୍ରକାଶ କରିବା ପରେ ପ୍ରଶଂସକଙ୍କ…

ଗ୍ଲୋବାଲ ସ୍ପୋର୍ଟ୍ସ ଡାଟା କମ୍ପାନୀ ଗ୍ରେସନୋଟର ଭବିଷ୍ୟବାଣୀ, ଅଧିକ ପଦକ ସହ ଶ୍ରେଷ୍ଠ ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ଅଧିକ ପଦକ ଜିତିବ ବୋଲି ଗ୍ଲୋବାଲ ସ୍ପୋର୍ଟ୍ସସ ଡାଟା କମ୍ପାନୀ ଗ୍ରେସନୋଟ ଭବିଷ୍ୟବାଣୀ କରିଛି । ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ସର୍ବାଧିକ ୬ ପଦକ ଜିତିଥିଲା । ଏଥର ୧୭ ପଦକ ଭାରତ ଜିତିବ ବୋଲି ଭବିଷ୍ୟବାଣୀ…