Latest Odisha News

BREAKING NEWS

Browsing Category

ଫିଚର

ଦୁର୍ଘଟଣାରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

କଟକ : କଟକ ପାରାଦୀପ ମୁଖ୍ୟ ରାସ୍ତା ଚାଉଳିଆଗଞ୍ଜ ଗାନ୍ଧୀ ଛକ ନିକଟରେ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ, ସ୍ବାମୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଓଏମପି ଛକରୁ କିଷନନଗର ଆଡକୁ ଯାଉଥିବା ଏକ ମାଲ୍ ବୋଝଇ ଟ୍ରକ୍ ମୋଟର ସାଇକେଲକୁ ପଛପଟୁ ଧକ୍କା ଦେଇଥିଲା ।…

ଭଦ୍ରକ ଏନସି ହାଇସ୍କୁଲକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କଲେ ବିଧାୟକ

ଭଦ୍ରକ : ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କଲେ ବିଧାୟକ । ବିଦ୍ୟାଳୟକୁ ସ୍ମାର୍ଟ କରିବା ସହ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ ୧ କୋଟିରୁ ଅଧିକ ଟଙ୍କା । ଭଦ୍ରକ ସହରର ସବୁଠୁ ପୁରୁଣା ପୁରୁଣାବଜାର ସ୍ଥିତ ଏନସି ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି ଭଦ୍ରକ…

ଆତ୍ମସମର୍ପଣ କଲେ ଦୁଇ ହାର୍ଡକୋର ମାଓବାଦୀ

ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲାରେ ସକ୍ରିୟ ଥିବା ଦୁଇ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଦୁଇ ହାର୍ଡକୋର ମାଓବାଦୀ । ନକ୍ସଲ ପନ୍ଥିଙ୍କ ଜାଗରକୋଣ୍ଡା ଏରିଆ କମିଟିର ସଦସ୍ୟ ହେମଲା ରାମା ଓ ମାଡକାମି…

ଘଣ୍ଟାକରେ ଲଗାଇଦେଲେ ୧୦ଲକ୍ଷ ଗଛ

ହାଇଦ୍ରାବାଦ: ମାତ୍ର ଘଣ୍ଟାକ ମଧ୍ୟରେ ଲଗାଇଦେଲେ ୧୦ଲକ୍ଷ ଗଛ। ତେଲେଙ୍ଗାନାର ରାଜ୍ୟସଭା ସାଂସଦ ସନ୍ତୋଷ କୁମାର ନେତୃତ୍ଵରେ ସ୍ଵେଚ୍ଛାସେବୀ, ସେଲିବ୍ରେଟି ଓ ସାଧାରଣ ଲୋକ ଏତେ କମ ସମୟ ମଧ୍ୟରେ ଏତେ ସଂଖ୍ୟକ ଗଛ ଲଗାଇ ବିଶ୍ଵରେକର୍ଡ ତିଆରି କରିଛନ୍ତି। ଏହା ପୂର୍ବରୁ ଏହି ରେକର୍ଡ ତୁର୍କି ନାମରେ…

ଦିନେ ଚା’ ବଗିଚାରେ କାମ କରୁଥିଲେ, ଆଜି ମୋଦି କ୍ୟାବିନେଟରେ ମନ୍ତ୍ରୀ

ନୂଆଦିଲ୍ଲୀ: ଦିନ ଥିଲା ପେଟ ପାଇଁ ସେ ଚା’ ବଗିଚାରେ କାମ କରୁଥିଲେ । ସାଧାରଣ ଗରିବ ପରିବାରରେ ଜନ୍ମ ହୋଇଥିବାରି ରୋଜଗାର ପାଇଁ ଚା ବଗିଚାରେ କାମ କରୁଥିଲେ । ପାଖାପାଖି ଦୁଇ ଦଶନ୍ଧି ଧରି ଶ୍ରମିକ ଭାବରେ ଖଟିଛନ୍ତି । ଆଜି ସେ ମୋଦି ସରକାରରେ ମନ୍ତ୍ରୀ । ଗତକାଲି ଶପଥ ନେଇଥିଲେ ଓ ଆଜି…

ଗ୍ଲୋବାଲ ଟାଇମ୍ସ ମାଧ୍ୟମରେ ଜାପାନକୁ ଧମକ ଦେଲା ଚୀନ, ତାଇୱାନ କଥାରେ ମୁଣ୍ଡ ପୂରାଇଲେ ଧ୍ୱଂସ କରିଦେବୁ

ବେଜିଂ: ଚୀନ ଆଜି ତାର ମୁଖପାତ୍ର ଗ୍ଲୋବାଲ ଟାଇମ୍ସ ମାଧ୍ୟମରେ ଜାପାନକୁ ଧମକ ଦେଇଛି । ଜାପାନ ଯଦି ତାଇୱାନ କଥାରେ ସୀମା ଉଲ୍ଲଂଘନ କରେ ତାହାହେଲେ ବିପଦକୁ ନିମନ୍ତ୍ରଣ କରିବ । ଆମେ ଚାହିଁଲେ ଜାପାନକୁ ଧ୍ୱଂସ କରିଦେବୁ ବୋଲି ଚୀନ ପକ୍ଷରୁ କୁହାଯାଇଛି । ଜାପାନ ଉପ ପ୍ରଧାନମନ୍ତ୍ରୀ ତାରୋ ଆସୋ…

୩୦ ବର୍ଷ ପରେ ବାପା ତୁଲାଇଥିବା ମନ୍ତ୍ରୀ ପଦ ହାତେଇଲେ ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ:୩୦ ବର୍ଷ ପରେ ବାପା ମାଧବରାଓ ସିନ୍ଧିଆ ଯେଉଁ ବିଭାଗରେ ମନ୍ତ୍ରୀ ଥିଲେ ଆଜି ସେହି ବିଭାଗରେ କ୍ୟାବିନେଟ ମନ୍ତ୍ରୀ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ୧୯୯୧ରୁ ୯୩ ପର୍ଯ୍ୟନ୍ତ ମାଧବରାଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଥିଲେ । ଏକ ବିମାନ…

ଆରପାରିରେ ଭୂତ ଫିଲ୍ମର ଜନକ କୁମାର ରାମସେ

ମୁମ୍ବାଇ: ୮୦/୯୦ ଦଶକରେ ମନୋରଞ୍ଜନ ମାଧ୍ୟମରେ ଭାରତୀୟ ହିନ୍ଦୀ ଫିଲ୍ମରେ ଭୂତ ଓ ଭୟଙ୍କରର ବାତାବରଣ ଖେଳାଇଥିବା ରାମସେ ପରିବାରର କୁମାର ରାମେସଙ୍କ ୮୫ବର୍ଷ ବୟସରେ ପରଲୋକ ହୋଇଯାଇଛି । ୨୦୧୯ରେ ଶ୍ୟାମ ରାମସେଙ୍କ ଦେହାନ୍ତ ହୋଇଥିଲା । ଶ୍ୟାମଙ୍କ ସାତ ଭାଇଥିଲେ । ସେମାନେ ହେଲେ କୁମାର ରାମସେ,…

ପଶ୍ଚିମ ଓଡ଼ିଶାରୁ ୫ ସାଂସଦ, କାହାକୁ ବି ମିଳିଲାନି ଟିମ୍ ମୋଦିରେ ସ୍ଥାନ

ନୂଆଦିଲ୍ଲୀ: ଦ୍ୱିତୀୟ ପାଳି ସରକାରରେ ପ୍ରଥମ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିରାଟ ଅଦଳବଦଳ କରିଛନ୍ତି । କେନ୍ଦ୍ର କ୍ୟାବିନେଟରେ ଏବେ ପ୍ରଧାନମନ୍ତ୍ରୀଙ୍କୁ ମିଶାଇ ମୋଟ୍ ୭୮ ମନ୍ତ୍ରୀ ଅଛନ୍ତି । ୪୩ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି ଅନେକ ନୂଆ ଚେହେରା…

ୟୁପିରେ ମିଳିଲା କପ୍ପା ଭ୍ୟାରିଆଂଟର ପ୍ରଥମ କେସ୍‌

ଲକ୍ଷ୍ନୌ: ଉତରପ୍ରଦେଶରେ କରୋନା ମହାମାରୀ ଚିନ୍ତା ବଢ଼ାଇଛି । ଗୁରୁବାର ଏଠାରେ କପ୍ପା ଭ୍ୟାରିଆଂଟର ପ୍ରଥମ କେସ୍ ମିଳିଛି । ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ତଥ୍ୟ ଦେବା ପାଇଁ ପ୍ରଶାସନ ବିଆରଡି ମେଡିକାଲ କଲେଜରକୁ କହିଛନ୍ତି । ଇତି ମଧ୍ୟରେ ସଂକ୍ରମିତଙ୍କ ସମ୍ପୂର୍ଣ୍ଣ ତଥ୍ୟ ଏବଂ ସେ କାହା…