Latest Odisha News

BREAKING NEWS

Browsing Category

ଫିଚର

୨୦ ହଜାର ବର୍ଷ ତଳେ ପୂର୍ବ ଏସିଆରେ କରୋନା ତାଣ୍ଡବ ରଚିଥିଲା !

ସିଡନୀ: ଏବେ କରୋନା ମହାମାରୀ ସାରା ବିଶ୍ୱରେ ତାଣ୍ଡବ ରଚୁଛି । ତେବେ ଏହି ମହାମାରୀ ୨୦ ହଜାର ବର୍ଷ ତଳେ ପୂର୍ବ ଏସିଆରେ ତାର କରାଳ ରୂପ ଦେଖାଇ ସାରିଛି ବୋଲି ଅଷ୍ଟ୍ରେଲିଆ ଗବେଷକମାନେ ଦାବୀ କରିଛନ୍ତି । ସେ ସମୟର ଲୋକଙ୍କ ଡିଏନଏ ପରୀକ୍ଷା ବେଳେ ଏହି ତଥ୍ୟ ସମ୍ମୁଖକୁ ଆସିଛି । ଚୀନ, ଜାପାନ,…

ଟି୨୦ ବିଶ୍ୱକପ ୟୁଏଇରେ ହେବ !

ନୂଆଦିଲ୍ଲୀ: ଭାରତରେ ଚଳିତ ବର୍ଷ ଟି୨୦ ବିଶ୍ୱକପ ଆୟୋଜନ ନେଇ ସନ୍ଦେହ ସୃଷ୍ଟି ହୋଇଛି । ବିସିସିଆଇ ସଚିବ ଜୟ ଶାହଙ୍କ ବୟାନ ପରେ ଭାରତ ଆୟୋଜକ ଭାବେ ରହିବ କିନ୍ତୁ ମ୍ୟାଚ ୟୁଏଇରେ ହେବ ବୋଲି ଜଣାପଡିଛି । ସେ ଏକ ସାକ୍ଷାତକାରରେ କହିଛନ୍ତି, ଆମେ କରୋନା ମହାମାରୀ ସ୍ଥିତି ଉପରେ ସମ୍ପୂର୍ଣ୍ଣ…

ଡରାଉଛି ଡେଲ୍ଟା ଭ୍ୟାରିଆଣ୍ଟ, ବଢ଼ିଲା ବ୍ରିଟେନବାସୀଙ୍କ ଚିନ୍ତା

ବ୍ରିଟେନ୍ : ଡରାଇଲାଣି ଡେଲଟା ଭ୍ୟାରିଆଣ୍ଟ । ବ୍ରିଟେନରେ ମାମଲା ବଢୁଥିବାରୁ ଲୋକଙ୍କ ଚିନ୍ତାରେ ବଢ଼ାଇଲାଣି କରୋନାର ଡେଲଟା ଭ୍ୟାରିଆଣ୍ଟ । ଗତ ସପ୍ତାହରେ ଦେଶରେ ୩୫ ହଜାରରୁ ଡେଲଟା ଭ୍ୟାରିଆଣ୍ଟ ସଂକ୍ରମିତ ଚିହ୍ନଟ ହୋଇଥିବା ବ୍ରିଟେନ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏଯାଏଁ…

ଖୁଣ୍ଟୁଣୀ ରାଧାରମଣପୁରରେ ଉଦଘାଟିତ ହେଲା ନୂଆ ଜେଲ୍

କଟକ : ଉଦଘାଟିତ ହୋଇଛି ଓଡ଼ିଶାର ପ୍ରଥମ ଆଦର୍ଶ କଏଦୀ କାରାଗାର । ଆଠଗଡ ବ୍ଲକ ଖୁଣ୍ଟୁଣୀ ରାଧାରମଣପୁରରେ ଉଦଘାଟିତ ହୋଇଛି ଏହି ନୂତନ ଜେଲ୍ । ମୋଟ୍ ୨୦ଟି ଓ୍ବାଡରେ ରହିପାରିବେ ୫୦୦ କଏଦୀ । ଏହାଛଡା ଅତ୍ୟାଧୁନିକ ଆବଶ୍ୟକୀୟ ଉପକରଣ ମଧ୍ୟ ଏହି କାରାଗାରରେ ରଖାଯାଇଛି । ଖାଦ୍ୟ ଯୋଗାଣ ବିଭାଗ…

ଦରମା ନମିଳିବାରୁ ଏନଏମଆର କର୍ମଚାରୀଙ୍କ ଆତ୍ମାହୁତି ଉଦ୍ୟମ

ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁରରେ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ । ଦରମା ନିମିଳିବା ଅଭିଯୋଗରେ ଏପରି ଘଟଣା ଘଟିଛି । ବାସୁଦେବପୁର ଜଳସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ଏନଏମଆର ଦିବାକର ଦାସ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି । ତେବେ…

ମହାରାଷ୍ଟ୍ରରେ ଭୟ ବଢ଼ାଉଛି ଡେଲ୍ଟା ପ୍ଲସ ଭାରିଆଣ୍ଟ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଭୟ ବଢ଼ାଇଲାଣି ଡେଲ୍ଟା ପ୍ଲସ ଭାରିଆଣ୍ଟ । ସାରା ଦେଶରୁ ଏବେ ସୁଦ୍ଧା ଚିହ୍ନଟ ହେଲେଣି ୫୧ ଜଣ ଡେଲ୍ଟା ପ୍ଲସ ଭାରିଆଣ୍ଟ ସଂକ୍ରମିତ । ଏମାନଙ୍କ ମଧ୍ୟରୁ କେବଳ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି ୨୨ ଜଣ ସଂକ୍ରମିତ । ଏଭଳିସ୍ଥିତିରେ ରତ୍ନାଗିରିରୁ ଜଣେ ୮୦…

ଲକ୍‌ଡାଉନ୍‌ ଯୋଗୁ ବନ୍ଦ ରହିଲା ନୂଆ ପରିବହନ ଆଇନ

ଭୁବନେଶ୍ବର : ଲକ୍‌ଡାଉନ୍‌ ଯୋଗୁ ବନ୍ଦ ରହିଲା ନୂଆ ପରିବହନ ଆଇନ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ରାଜ୍ୟରେ ଲକଡାଉନ୍ କଟକଣା ଜାରି ରହିଥିବାରୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଏହି ନୂଆ ପରିବହନ ଆଇନ ଲାଗୁ ହେବନି ବୋଲି ମନ୍ତ୍ରୀ କହିଛନ୍ତି । ଫଳରେ ବର୍ତ୍ତମାନ…

ସାଲେପୁର ବିରୂପା ନଦୀକୂଳରୁ ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର

କଟକ : ସାଲେପୁର ଜପକୂଦ ଫାଣ୍ଡି ବିରୂପା ନଦୀକୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଯୁବକ ହେଲେ କୁଅଁରପୁର ଗାଁର ନରେନ୍ଦ୍ର ନାଥ ପ୍ରଧାନଙ୍କ ପୁଅ ଭରତ କୁମାର ପ୍ରଧାନ । ଗତକାଲି ଘରକୁ ନଫେରିବାରୁ ପରିବାର ଲୋକେ ବହୁ…

ଜୁଲାଇରେ କରୋନା ମୁକାବିଲା ବେଳେ ଫୋକସରେ ରହିବ ଓଡ଼ିଶାର ଏହି ୬ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ ଲକଡାଉନକୁ ୫୦ ଦିନ ପୂରିଛି । ଆଉ ୪ ଦିନ ପରେ ସରୁଛି ଆଂଶିକ ଲକଡାଉନ୍ । ଜୁଲାଇ ୧ରୁ କଣ ହେବ ? ଅଧିକ ପଜିଟିଭ୍ ହାର ଥିବା ଜିଲ୍ଲାରୁ କଟକଣା କୋହଳ ହେବ ନା ବଳବତ୍ତର ରହିବ ଲକଡାଉନ୍ କଟକଣା । ବର୍ତ୍ତମାନ ଓଡ଼ିଶାର କରୋନା ଗ୍ରାଫ ଦର୍ଶାଉଛି ପଜିଟିଭିଟି ରେଡ୍ ଜୋନରେ ଅଛି…

ଗରିବ ଦେଶଙ୍କୁ ଟିକା ଦିଅ: ‘ହୁ’ ମୁଖ୍ୟ

ଗରିବ ଦେଶରେ ଟିକା ଅଭାବ; ବଢୁଛି ସଂକ୍ରମଣ ଡେଲଟା ଭାଇରସ ସହ ମୁକାବିଲା ପ୍ରଭାବିତ ହେବ ଜେନେଭା: ଧନୀ ଦେଶଗୁଡ଼ିକ ଟିକାକରଣ ପାଇଁ କିଛି ଅସୁବିଧା ନାହିଁ। କାରଣ ତାଙ୍କ ପାଖରେ ଟିକା ଅଛି, ଅନ୍ୟାନ୍ୟ ସାଧନ ରହିଛି। ହେଲେ ଏମିତି ପରିସ୍ଥିତିରେ ଗରିବ ଦେଶଗୁଡ଼ିକ ସେମାନଙ୍କ…