Latest Odisha News

BREAKING NEWS

Browsing Category

ଫିଚର

ଜୁଲାଇରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ…

ନୂଆଦିଲ୍ଲୀ: ଆରବିଆଇ ପକ୍ଷରୁ ବ୍ୟାଙ୍କ ଛୁଟି ତାଲିକା ଜାରି କରାଯାଇଛି। ଜୁଲାଇ ମାସ କ୍ୟାଲେଣ୍ଡର ଅନୁଯାୟୀ ଜୁଲାଇରେ ୯ ଦିନ ବ୍ୟାଙ୍କ ଛୁଟି ରହିବ। ତେବେ ଏହି ଛୁଟିଦିନ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ହେବ। ଏହା ବ୍ୟତୀତ ରବିବାର ଏବଂ ଦ୍ୱିତୀୟ ଶନିବାର ଓ ଚତୁର୍ଥ ଶନିବାର ପାଇଁ ବ୍ୟାଙ୍କରେ…

କେତେ ଘାତକ ଡେଲଟା ପ୍ଲସ ? ଗୁରୁତ୍ୱପୂର୍ଣ୍ଣ କଥା କହିଲେ ILS ନିର୍ଦ୍ଦେଶକ

ଭୁବନେଶ୍ୱର: ଦେଶରେ ଏବେ ଡେଲଟା ପ୍ଲସ ଭାରିଆଣ୍ଟକୁ ନେି ଚର୍ଚ୍ଚା । ଓଡ଼ିଶାରୁ ଗୋଟିଏ କେସ୍ ଚିହ୍ନଟ ପରେ ଲୋକଙ୍କ ଭିତରେ ଆଶଙ୍କା ବଢ଼ିଛି । ନୂଆ ଭାଇରସ୍ କେତେ ମାରାତ୍ମକ । ଆଇଏଲଏସ୍ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ା ଆଶ୍ୱସ୍ତିକର ସୂଚନା ଦେଇଛନ୍ତି । ସେ କହିଛନ୍ତି, ଡେଲଟା ପ୍ଲସ୍…

୬ ନେତାଙ୍କୁ ୩୦ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର: ବରିଷ୍ଠ ନେତାଙ୍କୁ ବିଜେଡି ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ୬ ଜଣ ନେତାଙ୍କୁ ବିଭିନ୍ନ ଜିଲ୍ଲା ପାଇଁ ସିନିୟର ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ଦେଇଛି ଦଳ । ବିକ୍ରମ କେଶରୀ ଆରୁଖଙ୍କୁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାର ବରିଷ୍ଠ…

ଶିଘ୍ର କରାଇ ନିଅନ୍ତୁ ଆଧାର ଲିଙ୍କ୍; ନହଲେ ଅକ୍ଟୋବରରୁ ପ୍ୟାନ୍ ଅଚଳ

ନୂଆଦିଲ୍ଲୀ: ଆଧାର ସହ ପ୍ୟାନ୍ କାର୍ଡ୍ ଲିଙ୍କର ଅବଧ୍ ଶେଷ ତାରିଖକୁ ଜୁନ୍ ୩୦ରୁ ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି କରିଛନ୍ତି। କରୋନା ମହାମାରୀ ସମୟରେ ଅପଡେଟ୍ କରିବା ପାଇଁ ହିତାଧିକାରୀମାନେ ହଇରାଣ ହେଉଥିବାରୁ ଏହାର ଶେଷ ତାରିଖକୁ ଆଉ ୩ ମାସ ଘୁଞ୍ଚଇ ଦେଇଛନ୍ତି କେନ୍ଦ୍ର ସରକାର। ତେବେ ଏହି…

ବିଜେଡିର ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ, କାହାକୁ କେଉଁ ଜିଲ୍ଲା ଦାୟିତ୍ୱ ?

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ତୃଣମୂଳସ୍ତରରେ ସଂଗଠନ ସଜାଡ଼ିବାକୁ ବିଜେଡିର କସରତ । ବିଭିନ୍ନ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ଦଳ । ଏନେଇ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି ହୋଇଛି । ବରିଷ୍ଠ ନେତାଙ୍କୁ ୩୦ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । କିଛି ନେତାଙ୍କୁ…

ଡେଲଟା ପ୍ଲସ୍ ଚିହ୍ନଟ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଦେବଗଡ଼ ଗଲା ଏପିଡୋମିଲୋଜି ଟିମ୍

ଭୁବନେଶ୍ୱର: ରାଜ୍ୟରୁ ଚିହ୍ନଟ ହୋଇଛି ଗୋଟିଏ ଡେଲଟା ପ୍ଲସ କେସ୍ । ଦେବଗଡ଼ରୁ ଚିହ୍ନଟ ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଦେବଗଡ଼ ଯାଇଛି ଏପିଡୋମିଲୋଡି ଟିମ୍ । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ସହ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନେ…

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଜେରା କରିବ ଇଡି, ହାଜର ହେବାକୁ ନିର୍ଦ୍ଦେଶ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଅଡୁଆ ବଢ଼ିଛି । ଶହେ କୋଟି ଟଙ୍କା ବଟି ଆଦାୟ ମାମଲାରେ ତାଙ୍କୁ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏଥିପାଇଁ ନୋଟିସ୍ ଜାରି ହୋଇଛି । ଆଜି ୧୧ଟା ସୁଦ୍ଧା ମୁମ୍ୱାଇ ସ୍ଥିତ ଅଫିସରେ ହାଜର ହେବାକୁ ଅନୀଲ ଦେଶମୁଖଙ୍କୁ…

ସେକେଣ୍ଡ ଓ୍ୱେଭ ଭଳି ମାରାତ୍ମକ ହେବନି କରୋନାର ତୃତୀୟ ଲହର

ନୂଆଦିଲ୍ଲୀ: କରୋନାର ସେକେଣ୍ଡ ଓ୍ୱେଭ ଦେଶରେ ସୁନାମୀ ଆଣିଥିଲା । ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ରେକର୍ଡ ସ୍ତର ଛୁଇଁଥିଲା । ଦିନକରେ ୪ ଲକ୍ଷ ଲୋକ ସଂକ୍ରମିତ ହୋଇଥିଲେ । ଆଗକୁ ତୃତୀୟ ଲହର ନେଇ ବିଶେଷଜ୍ଞ ଆକଳନ କରି ସାରିଛନ୍ତି । ଏମିତି ବି ଡେଲଟା ପ୍ଲସ ଭାରିଆଣ୍ଟ ଦେଶରେ ନୂଆ ଟେନସନ୍ ହୋଇଛି ।…

ଗର୍ଭବତୀ ମହିଳା ମାନେ ନେଇପାରିବେ କରୋନା ଟିକା

ନୂଆଦିଲ୍ଲୀ: କରୋନା ବିରୋଧରେ ଲଢେଇ ଲାଗି ଟିକା ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ପାଲଟିଛି। ପିଲାମାନଙ୍କ କ୍ଷେତ୍ରରେ ଟିକା ଟ୍ରାଏଲ୍ ଚାଲିଥିବା ବେଳେ ଗର୍ଭବତୀ ମହିଳାମାନେ ଟୀକାକରଣରୁ ବାଦ୍ ପଡ଼ିଥିଲେ। https://twitter.com/ANI/status/1408386431081324552?s=19 ତେବେ ଗର୍ଭବତୀ…

ଆଜି ରାଜ୍ୟରୁ କରୋନାରେ ୪୭ ଜଣଙ୍କର ମୃତ୍ୟୁ, ଖୋର୍ଦ୍ଧାରୁ ସର୍ବାଧିକ ୯

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । କିନ୍ତୁ ମୃତ୍ୟୁସଂଖ୍ୟା ନିୟନ୍ତ୍ରଣକୁ ଆସୁନି । ଦୈନିକ ୪୦ରୁ ୫୦ ଜଣ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । ୨୪ ଘଣ୍ଟାରେ ଆଉ ୪୭ ଜଣ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ୧୭ ଜିଲ୍ଲାରୁ କରୋନା ନେଇଛି ଜୀବନ । ଖୋର୍ଦ୍ଧା…