Latest Odisha News

BREAKING NEWS

Browsing Category

ଫିଚର

ଗ୍ରେ ଲିଷ୍ଟରେ ରହିବ ପାକିସ୍ତାନ

ଇସଲାମବାଦ: ପାକିସ୍ତାନକୁ ଶୁକ୍ରବାର ବଡ ଝଟକା ଲାଗିଛି । ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ ଗ୍ରେ ଲିଷ୍ଟରୁ ମୁକୁଳିବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ ମଧ୍ୟ ଶେଷରେ ନିରାଶ ହେବାକୁ ପଡିଛି । ଆତଙ୍କବାଦୀଙ୍କୁ ଫଣ୍ଡିଂ କରିବା ଏବଂ ନିଜ ଦେଶରେ ଆଶ୍ରୟ ଦେଉଥିବା ନେଇ ଏଫଏଟିଏଫ ପାକିସ୍ତାନ…

ଡେଲଟା ପ୍ଲସକୁ ନେଇ ବଢ଼ିଲା ଭୟ, ମହାରାଷ୍ଟ୍ରରେ ନେଲା ପ୍ରଥମ ଜୀବନ

ନୂଆଦିଲ୍ଲୀ : କରୋନାର ଦ୍ବିତୀୟ ଲହରକୁ ନେଇ ଭୟ ଥମିନଥିବା ବେଳେ, ଏବେ ଡରାଇଲାଣି ଡେଲଟା ପ୍ଲସ ଭୂତାଣୁ । ଡେଲଟା ଦୁର୍ବଳ ହେଉଥିବା ବେଳେ ଡେଲଟା ପ୍ଲସକୁ ନେଇ ବଢ଼ିଲାଣି ଭୟ । ଦ୍ବିତୀୟ ଲହର ପରେ ଏବେ ଡେଲଟା ପ୍ଲସକୁ ନେଇ ତୃତୀୟ ଲହରର ଆଶଙ୍କା କଲେଣି ବିଶେଷଜ୍ଞ । ସେପଟେ ଦେଶର ବିଭିନ୍ନ…

ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ଯଶୱନ୍ତ ଜେଠୱାଙ୍କ ଦାୟିତ୍ବ ଗ୍ରହଣ

କଟକ: ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଯଶୱନ୍ତ ଜେଠୱା । ୧୯୯୪ ବ୍ୟାଚ IPS ଅଧିକାରୀ ଯଶୱନ୍ତ ଜେଠୱା ଦେବାଶିଷ ପାଣିଗ୍ରାହୀଙ୍କ ସ୍ଥାନ ନେଇଛନ୍ତି। ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ ପରେ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ପଦ ଖାଲି ପଡ଼ିଥିଲା । ଗତକାଲି ଆଇପିଏସ୍…

ଭଦ୍ରକରୁ ୫୧୦ ଗ୍ରାମର ବ୍ରାଉନସୁଗାର ଜବତ

ଭଦ୍ରକ : ବାଇକରେ ଆସୁଥିଲା ବ୍ରାଉନ ସୁଗାର । ଖବରପାଇ ଚଢ଼ାଉ କଲା ପୋଲିସ । ଜଳେଶ୍ବରରୁ ବ୍ରାଉନ ସୁଗାର ନେଇ ଆସୁଥିବା ବେଳେ ପୋଲିସ ହାତରେ ଧରା ପଡ଼ିଛି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଏରେଇଁ ଅଞ୍ଚଳର ଜଣେ ଯୁବକ ଏସ.କେ ରାବୁଲ । ୧୬ ନମ୍ବର ଜାତୀୟ ରାଜପଥର ଧାମରା ରେଳ ଓଭରବ୍ରିଜ ନିକଟରେ…

ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ, ରେଗୁଲାରରେ ୯୭.୮୯ ପ୍ରତିଶତ ପାସ୍

ଭୁବନେଶ୍ବର : ପ୍ରକାଶ ପାଇଲା ମାଟ୍ରିକ୍‌ ପରୀକ୍ଷା ଫଳ । କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏଥର ମାଟ୍ରିକରେ ୯୭.୮୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଚଳିତ ମାଟ୍ରିକ ପରୀକ୍ଷାରେ ମୋଟ ୫…

ରଥଯାତ୍ରା ସମୟରେ ପୁରୀକୁ ଗଡ଼ିବନି ଟ୍ରେନ୍

ଭୁବନେଶ୍ବର : ରଥଯାତ୍ରା ସମୟରେ ପୁରୀକୁ ଗଡିବନି ଟ୍ରେନ୍ । କୋଭିଡ଼ ସଂକ୍ରମଣକୁ ରୋକିବା ପାଇଁ ଏଭଳି ପ୍ରତିବନ୍ଧକ ଲଗାଇଛି ରେଳ ବିଭାଗ । ନିଷ୍ପତ୍ତି ଅନୁସାରେ, ୨୬ଟି ଦୂର ଦୂରଗାମୀ ଟ୍ରେନ୍ ଖୋର୍ଦ୍ଧା ରୋଡ୍ ପର୍ଯ୍ୟନ୍ତ ଚଳାଚଳ କରିବ । ଏବଂ ଖୋର୍ଦ୍ଧା ରୋଡରୁ ଏହାର ଫେରନ୍ତା ଯାତ୍ରା…

କେବେ ଆସିବ କରୋନାର ତୃତୀୟ ଲହର, ଆଗୁଆ ଜାଣି ହେବ କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର : ମହାମାରୀ କରୋନାକୁ ନେଇ ସରିନି ଚିନ୍ତା । କେବେ ଆସିବ କରୋନାର ତୃତୀୟ ଲହର, ତାକୁ ଏବଠୁ ଆରମ୍ଭ ହେଲାଣି କଳ୍ପନା ଜଳ୍ପନା । ତେବ ତୃତୀୟ ଲହର ଆସିବା ପୂର୍ବରୁ ଆଗୁଆ ଜାଣି ହେବ । ଏଭଳି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଦ୍ବିତୀୟ ଲହର ମୁମ୍ବାଇ…

୨୦୨୩ ସୁଦ୍ଧା ବସ୍ତି ମୁକ୍ତ ହେବ ଓଡ଼ିଶା

ଭୁବନେଶ୍ବର : ୨୦୨୩ ସୁଦ୍ଧା ବସ୍ତି ମୁକ୍ତ ହେବ ଓଡ଼ିଶା । ରାଜ୍ୟରେ ୨ ହଜାର ୯୯୨ ବସ୍ତିରେ ପ୍ରାୟ ୭୦ ହଜାର ଲୋକଙ୍କୁ ଦିଆଯିବ ସରକାରୀ ପଟ୍ଟା । ଅନ୍ୟ ଜନବସତି ଅଞ୍ଚଳ ସହ ବସ୍ତି ଅଞ୍ଚଳରେ ବି ସାମଗ୍ରିକ ବିକାଶ କରାଯିବ । ଏ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।…

ବନ୍ଦ ହେଲା ଭୁବନେଶ୍ୱରର ଏକ ନମ୍ବର ହାଟ

ଭୁବନେଶ୍ୱର: କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କାର୍ଯ୍ୟାନୁଷ୍ଠାନ । ଆଜି ବିଏମସି ପକ୍ଷରୁ ଆଜି ୧ ନମ୍ବର ହାଟକୁ ଆସନ୍ତା ଜୁଲାଇ ୧ ତାରିଖ ଯାଏଁ ସିଲ୍ କରାଯାଇଛି । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ସମୟରେ…

ଆଜିଠୁ ଅଲାରନାଥ ଅଣସର ଦର୍ଶନ, କିନ୍ତୁ କରୋନା କଟକଣା ଯୋଗୁଁ ଦର୍ଶନରୁ ବଞ୍ଚିତ ହେଉଛନ୍ତି ଭକ୍ତ

ପୁରୀ: ଗତକାଲି ଶ୍ରୀମନ୍ଦିରରେ ଶ୍ରୀଜୀଉମାନେ ୧୦୮ ସୁବା ସିତ ଜଳରେ ସ୍ନା କରିବା ପରେ ଅଣସର ପିଣ୍ଡିକୁ ବିଜେ କରିଛନ୍ତି । ୧୫ ଦିନ ଜ୍ୱର ହେଉଥିବାରୁ ଅଣସର ଘରେ ମହାପ୍ରଭୁଙ୍କ ବିଭିନ୍ନ ଉପଚାର ହେବ । ବର୍ଷକର ଏହି ୧୫ ଦିନ ଭକ୍ତ ଶ୍ରୀଜିଉମାନଙ୍କ ଦର୍ଶନ କରିପାରନ୍ତି ନାହିଁ । ତେଣୁ ଏହି ସମୟରେ…